ଆସାମ, ବିହାର ବନ୍ୟା ମୃତ୍ୟୁସଂଖ୍ୟା ୧୫୦
ନୂଆଦିଲ୍ଲୀ,୨୦ା୭(ପି.ଟି.): ବିହାର ଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଥିବାବେଳେ ୧ କୋଟି ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଓ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୧୫୦ ଛୁଇଁଛି। ଦିଲ୍ଲୀ ବ୍ୟତୀତ ସମଗ୍ର ଉତ୍ତର ଭାରତରେ ସ୍ବଳ୍ପରୁ ମଧ୍ୟମ…
ରହିଲାନି ମହଲତ ମୂଲ୍ୟ
ବେଙ୍ଗାଲୁରୁ,୨୦ା୭(ପି.ଟି.): କର୍ନାଟକ ବିଧାନସଭାରେ ଆସ୍ଥାଭୋଟ ପାଇଁ ଦୁଇଦିନ ଧରି ଚାଲିଥିବା କସରତ ଶେଷରେ ଅମୀମାଂସିତ ହୋଇ ରହିଯାଇଛି। ବାଚସ୍ପତି କେ.ଆର୍. ରମେଶ କୁମାର ସୋମବାର ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ବାମୀଙ୍କୁ ଶୁକ୍ରବାର ସନ୍ଧ୍ୟା ୬ଟା…
ଗୋରୁ ଚୋରି ସନ୍ଦେହ: ୩ ଜଣଙ୍କୁ ପିଟି ହତ୍ୟା
ପାଟନା,୨୦ା୭: ବିହାରର ସରନ୍ ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ଗୋରୁଚୋରି ସନ୍ଦେହରେ ୩ ଜଣଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟିପିଟି ମାରିଦେଇଛନ୍ତି। ଏହି ଭିଡ଼ହିଂସାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପାଟନାଠାରୁ ୬୦ କିମି ଉତ୍ତରରେ ବଣିଆପୁର ଥାନା ଅନ୍ତର୍ଗତ ନନ୍ଦଲାଲ…
କର୍ନାଟକ ନାଟକ: ସୁପ୍ରିମକୋର୍ଟ ଗଲେ କୁମାରସ୍ବାମୀ
ବେଙ୍ଗାଲୁରୁ,୧୯।୭: କର୍ନାଟକ ସଙ୍କଟ ବେଳକୁ ବେଳ ନୂଆ ରୂପ ନେଉଛି। ରାଜ୍ୟପାଳ ଭଜୁଭାଇ ଭାଲା ଶୁକ୍ରବାର ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଚିଠି ଲେଖି ଜଣାଇବା ପରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି କୁମାରସ୍ବାମୀ। ଏବେ…
ଏମ୍ପିଙ୍କୁ କଡ଼ା ନିର୍ଦ୍ଦେଶ: ଭୋକ ଲାଗିଲେ କ୍ୟାଣ୍ଟିନକୁ ଆସ
ନୂଆଦିଲ୍ଲୀ,୧୯।୭: ସରକାରୀ ବାସଭବନ ନ ମିଳିବା ପର୍ଯ୍ୟନ୍ତ ଦିଲ୍ଲୀର ଓ୍ବେଷ୍ଟର୍ନ କୋର୍ଟରେ ନୂଆ ତିଆରି କରାଯାଇଥିବା ହଷ୍ଟେଲରେ ରହିଥିବା ୮୨ଏମ୍ପିଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏମ୍ପିମାନେ ନିଜ ରୁମ୍ରେ ଖାଦ୍ୟ ଖାଇପାରିବେନି କି ତିଆରି ମଧ୍ୟ କରିପାରିବେ ନାହିଁ…
ଅନନ୍ତନାଗରେ ପିଡିପି ନେତାଙ୍କ ପିଏସ୍ଓଙ୍କୁ ଗୁଳି କରି ହତ୍ୟା
ଶ୍ରୀନଗର,୧୯।୭: ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲାର ବିଜବେହରା ଅଞ୍ଚଳରେ ଶୁକ୍ରବାର ସଜ୍ଜାଦ ମୁଫତିଙ୍କ ପିଏସ୍ଓଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପିପୁଲ୍ସ୍ ଡେମୋକ୍ରେଟିକ୍ ପାର୍ଟି (ପିଡିପି)ର ନେତା ଓ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ସମ୍ପର୍କୀୟ ଭାଇ ସଜ୍ଜାଦ…
ରାଜ୍ୟପାଳଙ୍କ ଦ୍ୱିତୀୟ ପ୍ରେମପତ୍ର ମୋତେ ଆଘାତ ଦେଇଛି: କୁମାରସ୍ବାମୀ
ବେଙ୍ଗାଲୁରୁ,୧୯।୬: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ଏବେ ଏକ ପ୍ରକାର ଚିନ୍ତାରେ ପଡିଯାଇଛନ୍ତି। ଗୁରୁବାର ଆସ୍ଥାଭୋଟ ହୋଇ ପାରି ନ ଥିବା ବେଳେ ଶୁକ୍ରବାର ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି ରହିବା ପୁଣିଥରେ ଅଡୁଆ ବଢାଇ ଦେଇଛି। ଇତିମଧ୍ୟରେ ରାଜ୍ୟପାଳ ଭଜୁଭାଇ…
ରାତିରେ ବିଧାନସଭାରେ ଥିବା ଭାଜପା ନେତାଙ୍କ ପାଇଁ ରାତ୍ରଭୋଜନର ବ୍ୟବସ୍ଥା କରିଥିଲା କଂଗ୍ରେସ
ବେଙ୍ଗାଲୁରୁ,୧୯।୭: କର୍ନାଟକର ରାଜନୀତି ସଙ୍କଟକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୁରୁବାର କୁମାରସ୍ବାମୀ ସରକାରଙ୍କ ଆସ୍ଥା ଭୋଟ ହୋଇ ପାରି ନ ଥିଲା। ଏଥିରେ ଅଡିବସି ଭାଜପା ନେତାମାନେ ବିଧାନସଭା ଭିତରେ ହିଁ ରାତି କଟାଇଥିଲେ। ରାଜନୀତି ସରଗରମ ଥିବା ବେଳେ…
ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କହିଲେ ରାଜ୍ୟପାଳ
ବେଙ୍ଗାଲୁରୁ,୧୯।୭: କର୍ନାଟକ ମେଣ୍ଟ ସରକାର ଏବେ ସଂଖ୍ୟା ଗରିଷ୍ଠତା ପ୍ରମାଣକୁ ନେଇ ଏକ ପ୍ରକାର କାଠ ଗଡାରେ ଠିଆ ହୋଇଛି କହିଲେ ଭୁଲ୍ ହେବ ନାହିଁ। ଏହାକୁ ନେଇ ୨ ଦିନ ହେବ ବିଧାନସଭାରେ ଚାଲିଥିବା ହଟ୍ଟଗୋଳ ଶେଷ ହେବାର ନାଁ…
ଅରୁଣାଚଳ ପ୍ରଦେଶରେ ଭୂକମ୍ପ
ଇଟାନଗର,୧୯।୭: ଉତ୍ତରର୍ପୂବ ଅରୁଣାଚଳ ପ୍ରଦେଶରେ ଶୁକ୍ରବାର ଏକ ଭୂକମ୍ପ ଅନୁମୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୫। ଆସାମରେ ମଧ୍ୟ ଏହା ସାମାନ୍ୟ ଅନୁଭୂତ ହୋଇଥିବା କୁହାଯାଉଛି। ପୂର୍ବ କାମେଙ୍ଗରେ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ଏଥିରେ କୌଣସି…
ବନ୍ୟା ପୀଡିତ ପରିବାରଙ୍କୁ ୬ ହଜାର ଟଙ୍କା ଦେବାକୁ ଘୋଷଣା କଲେ ନୀତୀଶ
ପାଟନା,୧୯।୭: ବିହାରରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଉତ୍କଟ ରୂପ ଧାରଣ କରିଛି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଶୁକ୍ରବାର ସଚିବାଳୟରେ ଏକ ବୈଠକ ଡକାଇଥିଲେ। ଏହି ବୈଠକରେ ନୀତୀଶ ସୂଚନା ଦେଇଛନ୍ତି କି ବନ୍ୟା…
ନିଆଁ ଜଳାଇ ଆତ୍ମଦାହ କରୁଥିଲେ ମହିଳା, ଲୋକେ ମାତିଥିଲେ ଭିଡିଓ ଶୁଟିଂରେ
ରାଞ୍ଚି, ୧୯।୭: ଝାଡଖଣ୍ଡର ହଜାରିବାଗ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଭାଇଙ୍କ ମୃତ୍ୟୁ ପରେ ଗାଁ ମଝିରେ ନିଆଁ ଜଳାଇ ଆତ୍ମଦାହ କରିବାକୁ ପ୍ରସ୍ତୁତ ହେଉଥିଲାବେଳେ ସ୍ଥାନୀୟ ଲୋକେ ମୋବାଇଲରେ ଭିଡିଓ ଶୁଟିଂ କରୁଥିଲେ, ତାଙ୍କୁ ରୋକିବାକୁ କେହି…
Archives


