ଜାତୀୟ

ସେନା ଜାରି କଲା ହୀମମାନବ ପାଦର ଛବି

ନୂଆଦିଲ୍ଲୀ,୩୦।୪: ପିଲାବେଳେ ବହିରେ ପଢିଥିବା ହୀମମାନବକୁ ହୁଏତ କେହି ଆଜି ପର୍ଯ୍ୟନ୍ତ ଦେଖି ନ ଥିବେ। ତେବେ ଏହାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ଅନୁମାନ ଲଗାଯାଇଛି। ଏବେ କିନ୍ତୁ ଭାରତୀୟ ସେନା ଏହି ହୀମମାନବର ଉପସ୍ଥିତି ସମ୍ପର୍କରେ…

ଜଳ ସଙ୍କଟରେ ଜୁଝୁଛନ୍ତି ଆଗ୍ରାବାସୀ: ୪ଟଙ୍କାରେ ମିଳୁଛି ବାଲଟିଏ ପାଣି

ଆଗ୍ରା,୨୯।୪: ଆଗ୍ରାରେ ଭୀଷଣ ଖରା ଯୋଗୁ ଲୋକେ ବେହାଲ ହୋଇପଡ଼ିଥିବା ବେଳେ   ଅନ୍ୟପଟେ ଜଳ ସଙ୍କଟ ମୁଣ୍ଡ ବଥାର କାରଣ ପାଲଟିଛି। ସହରର ବହୁ ଅଞ୍ଚଳରେ ଲୋକମାନେ ପାଣି ଟ୍ୟାଙ୍କରରୁ ପାଣି କିଣିବାକୁ ପଡ଼ୁଛି। ଗୋଟିଏ ବାଲଟି ପିଛା ୪ ଟଙ୍କା…

ସ୍ମୃତି ଇରାନୀଙ୍କ ନୂଆ ଅବତାର: ଚାଷ ଜମିରେ ଲାଗିଥିବା ନିଅଁ। ଲିଭାଇଲେ ସ୍ମୃତି, ଭିଡିଓ ଭାଇରାଲ

ଆମେଠୀ,୨୯।୪: ଲୋକ ସଭା ନିର୍ବାଚନ ସରଗରମ ଥିବା ବେଳେ ରବିବାର କେନ୍ଦ୍ରମନ୍ତ୍ରୀ ବା ଆମେଠୀରୁ ଭାଜପାର ଆଶାୟୀ ପ୍ରାର୍ଥୀ ସ୍ମୃତି ଇରାନୀ ନିର୍ବାଚନୀ ପ୍ରଚାର ପାଇଁ ଉତ୍ତରପ୍ରଦେଶ ଆମେଠୀରେ ପହଞ୍ଚିଥିଲେ। ସେଠାରେ ସ୍ମୃତି ଇରାନୀଙ୍କୁ ନୂଆ ଅବତାର ବା ଫାୟାର ବିଗ୍ରେଡର…

ଭାଜପାରୁ ପ୍ରାର୍ଥୀ ହେବା ସନ୍ନିଙ୍କର ଭଲ ନିଷ୍କତ୍ତି: ହେମା ମାଳିନୀ

ମୁମ୍ବାଇ,୨୯।୪: ପଞ୍ଜାବ ଗୁରୁଦାସପୁର ଆସନରୁ ଭାଜପା ପ୍ରାର୍ଥୀ ଭାବେ ବଲିଉଡ୍‌ ନାୟକ ସନ୍ନି ଦେଓଲ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଏହାକୁ ନେଇ ମତ ରଖିଛନ୍ତି ତାଙ୍କ ସାବତା ମା’ ତଥା ବଲିଉଡ୍‌ ଡ୍ରିମଗର୍ଲ ଓ ମଥୁରାର ଭାଜପା ଏମ୍‌ପି ହେମା…

ମହାଗୁନ ବିଲଡର ଅଫିସରେ ଡକାୟତି, ୬ଶହ କେଜି ଟ୍ରେଜେରୀକୁ ଉଠାଇନେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ,୨୯।୪: ନୂଆଦିଲ୍ଲୀର ଗ୍ରେଟର ନୋଏଡା ସେକ୍ଟରରେ ଥିବା ମହାଗୁନ ବିଲଡର ଅଫିସରେ ଡକାୟତି ହୋଇଛି। ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କାନ୍ଥ ଡେଇଁ ଅଫିସ ଭିତରେ ପଶିଯାଇଥିଲେ। ଅଫିସରେ ଥିବା ୩ସୁରକ୍ଷାକର୍ମୀଙ୍କ ବନ୍ଧୁକ ଛଡ଼ାଇ ନେବା ସହ ତାଙ୍କୁ ବହୁ…

ଉମା ଭାରତୀଙ୍କୁ ଭେଟି ଭାବୁକ ହେଲେ ସାଧ୍ୱୀପ୍ରଜ୍ଞା

ଭୋପାଳ,୨୯।୪: ଲୋକ ସଭା ନିର୍ବାଚନକୁ ନେଇ ମଧ୍ୟ ପ୍ରଦେଶର ଭୋପାଳ ଆସନରେ ଏକ ରୋମାଞ୍ଚକର ଲଢେଇ ଦେଖିବାକୁ ମିଳିଛି। ଏଠାରେ ଭାଜପା ଟିକେଟରୁ ସାଧ୍ୱୀ ପ୍ରଜ୍ଞା ଠାକୁର ମଇଦାନକୁ ଓହ୍ଲାଇଛନ୍ତି। ନିକଟରେ ପ୍ରଚାର ଅଭିଯାନ ସମୟରେ ହଠାତ୍‌ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ…

ମହମ୍ମଦ୍‌ ବିନ୍‌ ତୋଗଲକଙ୍କ ଭଳି ମୋଦି ଜଣେ ଭୟଙ୍କର ନେତା: ମମତା ବାନାର୍ଜୀ

କୋଲକତା,୨୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଟାର୍ଗେଟ୍‌। ମୋଦି ମହମ୍ମଦ୍‌ ବିନ୍‌ ତୋଗଲକଙ୍କ ଭଳି ମୋଦି ଜଣେ ଭୟଙ୍କର ନେତା। ତୋଗଲକଙ୍କ ଭଳି ନିଜ ଇଛା ଅନୁସାରେ କାମ କରୁଛନ୍ତି। ବିମୁଦ୍ରୀକରଣଠାରୁ ଆରମ୍ଭ କରି ଜିଏସ୍‌ଟି…

ଭାଇ ବବିଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କଲେ ସନ୍ନି

ଅମୃତସର,୨୯।୪: ପଞ୍ଜାବର ଗୁରୁଦାସପୁର ନିର୍ବାଚନ ମଣ୍ଡଳୀ ଲାଗି ସୋମବାର ଅଭିନେତାରୁ ନେତା ହେଇଥିବା ସନ୍ନି ଦେଓଲ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୬୨ ବର୍ଷୀୟ ସନ୍ନି ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ପ୍ରଥମେ ଅମୃତସରର ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରି ଈଶ୍ୱରଙ୍କ…

ପୋଲିସ ପିତାଙ୍କୁ ଅଫିସ ଯିବାକୁ ଛାଡୁ ନ ଥିବା ପୁଅର ଭାବନାତ୍ମକ ଭିଡ଼ିଓ ଶେୟାର କଲେ ଆଇପିଏସ୍‌ ଅଫିସର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୪: କର୍ତ୍ତବ୍ୟ ଆଗରେ ସ୍ନେହ ମମତା ତୁଛ। ଏବେ ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ୍‌ ହୋଇଛି। ଏହାକୁ ଅପଲୋଡ୍‌ କରିଛନ୍ତି ଓଡ଼ିଶାର ସିଆଇଡି କ୍ରାଇମ୍‌ ବ୍ରାଞ୍ଚ୍‌ ମହାନିରୀକ୍ଷକ ଅରୁଣ ବୋଥ୍ରା। ଏଥିରେ ପିଲାଟି ପିତାଙ୍କ ଗୋଡକୁ ଛନ୍ଦି ଯିବାକୁ…

ପ୍ରଥମ ଥର ଲାଗି ଜାଗୋଡିହରେ ଖୋଲିଛି ମତଦାନ କେନ୍ଦ୍ର

ପାଲାମୁ,୨୯।୪: ଝାଡ଼ଖଣ୍ଡର ପାଲାମୁ ନିର୍ବାଚନ ମଣ୍ଡଳୀରେ ଥିବା ଜାଗୋଡିହ ଅଞ୍ଚଳରେ ପ୍ରଥମ ଥର ଲାଗି ୨୪୯ ବୁଥ୍‌ରେ ମତଦାନ କରାଯାଉଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏଠାରେ ମତଦାନ କରାଯାଉଥିବା ଜଣାପଡିଛି। ପାଲାମୁ ଜିଲା ମୁଖ୍ୟାଳୟଠାରୁ ଏହା ୩୦ କିଲୋମିଟର ଦୂରରେ…

ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ‘ଫନୀ’

ନୂଆଦିଲ୍ଲୀ,୨୯।୪: ଆଇଏମ୍‌ଡିର ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ଼ ‘ଫନୀ’ ଅଧିକ ଘନିଭୁତ ହୋଇ ୩୦ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଛୁଇଁବ। ମେ ୧ ସୁଦ୍ଧା ଏହା ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମକୁ ଗତି କରିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ପୂର୍ବରୁ…

ପୋଲିସ ସହାୟତା ଲୋଡିଲେ ୧୩ ବର୍ଷର ବାଳିକା ବଧୂ: ଠିକ୍‌ ସମୟରେ ପହଞ୍ଚିପାରିଲା ନି ପୋଲିସ

ପାଟନା,୨୯।୪: ବିହାର ଭୋଜପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୧୩ ବର୍ଷର ଜଣେ ବାଳିକା ବଧୂ ବିବାହ ପୂର୍ବରୁ ପୋଲିସ ସହାୟତା ଲୋଡିଥିଲେ। ଏନେଇ ସେ ସ୍ଥାନୀୟ ମହିଳା ଥାନାକୁ ଏକ ଚିଠି ଲେଖି ବିବାହ କରିବାକୁ ତାଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri