Posted inଜାତୀୟ

ରାହୁଲଙ୍କ ନାଗରିକତାଙ୍କୁ ନେଇ ନୋଟିସ୍‌ ଜାରି କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୦।୪: ଭାଜପାର ବରଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି ଡ. ସୁବ୍ରମଣ୍ୟମ୍‌ ସ୍ବାମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ଅଭିଯୋଗ ଆଣିଥିଲେ। ସେ କହିଥିଲେ ରାହୁଲ ହେଉଛନ୍ତି ବ୍ରିଟିଶ ନାଗରିକ। ଏବେ ଏହି ଅଭିଯୋଗକୁ ନେଇ ଗୃହମନ୍ତ୍ରଣାଳୟ ରାହୁଲଙ୍କୁ ଏକ ନୋଟିସ୍‌ ପଠାଇଛନ୍ତି। ସ୍ବାମୀଙ୍କ ଅଭିଯୋଗ ଥିଲା କି ୨୦୦୩ରେ ଆମେରିକାର ବ୍ୟାକପ୍ସ ଲିମିଟେଡ କମ୍ପାନୀର ରାହୁଲ ନିର୍ଦ୍ଦେଶକ ଥିବା ବେଳେ ସେ ବ୍ରିଟିଶ ନାଗରିକ ବୋଲି ସେଥିରେ ଦର୍ଶାଇଥିଲେ। ଏହା ପୂର୍ବରୁ ମଧ୍ୟ ଆମେଠିରେ ରାହୁଲ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କର ନାଗରିକତାକୁ ନେଇ ଜଣେ ସ୍ବାଧୀନ ପ୍ରାର୍ଥୀ ପ୍ରଶ୍ନ ଉଠାଇବା ସହ ପ୍ରାର୍ଥିପତ୍ର ରଦ୍ଦ କରିବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀନଗରେ ସ୍ଥିତି ହେଉଛି ସ୍ବାଭାବିକ

ଶ୍ରୀନଗର,୨୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଅଶାନ୍ତ ପରିସ୍ଥିତି ସୃଷ୍ଟିହେବା ଅନୁମାନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ତେବେ ୧୫ ଦିନ...

ଟ୍ରୋଲ୍‌ ହେଲେ ଥରୁର

ନୂଆଦିଲ୍ଲୀ,୨୧।୧୨: କଂଗ୍ରେସ ନେତା ଶଶି ଥରୁର ଅନେକ ସମୟରେ କିଛି ନା କିଛି ବୟାନ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ସେ ଭାରତର ଏକ ବିବାଦୀୟ...

ବଜେଟ ପୂର୍ବରୁ ସବୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କୁ ଭେଟିବେ ନିର୍ମଳା ସୀତାରାମନ

ନୂଆଦିଲ୍ଲୀ, ୨୦।୬: ଆସନ୍ତା ଜୁଲାଇ ୫ରେ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ଭେଟିବାର କାର୍ଯ୍ୟକ୍ରମ...

ମୃତ୍ୟୁର ୩୬ ଘଣ୍ଟା ବିତିଗଲାଣି, ବିଶ୍ୱର ସବୁଠୁ ବଡ ପରିବାରର ମୁଖିଆଙ୍କ ଅନ୍ତିମ ସଂସ୍କାର କରୁନାହାନ୍ତି ପରିବାର ଲୋକେ

ଆଇଜୋଲ୍‌,୧୫।୬: ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ମିଜୋରାମର ଜିଓନା ଚାନା ଶେଷନିଃଶ୍ୱାସ ତ୍ୟାଗ କରିବାର ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ତାଙ୍କ...

ମୋଦି ସରକାରଙ୍କ ଶାସନ କାଳରେ ୨୦୧୪ଠାରୁ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ପଛୁଆ: ଚିଦାମ୍ବରମ…

ନୂଆଦିଲ୍ଲୀ,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)-୨୦୨୨ରେ ଭାରତ ୧୨୧ଟି ଦେଶର ମଧ୍ୟରେ ପୂର୍ବର ୧୦୧ ସ୍ଥାନରୁ ୧୦୭ ତମ ସ୍ଥାନକୁ ଖସି...

ମନ୍ଥନ ହେଲେ ବାହାରେ ଅମୃତ, ଶିବ ପାନ କରନ୍ତି ବିଷ: ଶିବରାଜ

ଭୋପାଳ,୧।୭: ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟର ସମ୍ପ୍ରସାରଣ ଗୁରୁବାର କରାଯିବ ବୋଲି ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ବୁଧବାର ରାଜ୍ୟପାଳ ଶପଥ ଗ୍ରହଣ...

କରୋନା ଭୂତାଣୁଠାରୁ କିପରି ଦୂରେଇ ରଖେ ସାନିଟାଇଜର

ଓ୍ବାଶିଂଟନ,୩୧।୩: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ...

ଲଖିମପୁର ମାମଲା, ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ-ପ୍ରିୟଙ୍କା…

ନୂଆଦିଲ୍ଲୀ,୧୩।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଗୁଲାମନବୀ ଆଜାଦ୍‌, ମଲ୍ଲକାର୍ଜୁନ ଖର୍ଗେ, ଏ.କେ.ଆଣ୍ଟୋନୀ ପ୍ରମୁଖ ରାଷ୍ଟ୍ରପତି...

Advertisement
Archives

Model This Week