Posted inଜାତୀୟ

ଭାଜପାରୁ ପ୍ରାର୍ଥୀ ହେବା ସନ୍ନିଙ୍କର ଭଲ ନିଷ୍କତ୍ତି: ହେମା ମାଳିନୀ

ମୁମ୍ବାଇ,୨୯।୪: ପଞ୍ଜାବ ଗୁରୁଦାସପୁର ଆସନରୁ ଭାଜପା ପ୍ରାର୍ଥୀ ଭାବେ ବଲିଉଡ୍‌ ନାୟକ ସନ୍ନି ଦେଓଲ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଏହାକୁ ନେଇ ମତ ରଖିଛନ୍ତି ତାଙ୍କ ସାବତା ମା’ ତଥା ବଲିଉଡ୍‌ ଡ୍ରିମଗର୍ଲ ଓ ମଥୁରାର ଭାଜପା ଏମ୍‌ପି ହେମା ମାଳିନୀ। ହେମା କହିଛନ୍ତି ସନ୍ନି ଭାଜପାରୁ ପ୍ରାର୍ଥୀ ହେବା ତାଙ୍କର ଏକ ଭଲ ନିଷ୍ପତ୍ତି। ସନ୍ନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମରେ ବିଶ୍ୱାସ କରନ୍ତି। ତେଣୁ ସେ ଭାଜପାରେ ଯୋଗ ଦେଇ ଠିକ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲୋଚନା ବିଫଳ ହେଲେ ସେନା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୨୫ା୮: ଭାରତ-ଚାଇନା ସୀମା ବିବାଦର ସମାଧାନ ଲାଗି କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରହିଛି। ଲଦାଖରେ ଚାଇନା ଅନୁପ୍ରବେଶ କରି ଟେଣ୍ଟ...

ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ପାଟିଲଙ୍କ ଦମ୍ଭୋକ୍ତି: ‘ ଗୋଟିଏ ସିଟ୍‌ରେ ହାରିଲେ ଭାଜପାରୁ ଇସ୍ତଫା ଦେଇଦେବି’

ଅହମ୍ମଦାବାଦ,୪।୯: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଅଧ୍ୟକ୍ଷ ସିଆର୍‌ ପାଟିଲ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଭାଜପା ଗୁଜରାଟ ବିଧାନସଭାରେ ସମସ୍ତ ସିଟ୍‌ରେ...

ପଠାନକୋଟ ଏୟାରବେସ୍‌ରେ ସେନାର ଶକ୍ତି ବୃଦ୍ଧି କରିବ ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ,୩।୯: ଗତ କିଛିିଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଅଶାନ୍ତ ବାତାବରଣକୁ ଦେଖି ଭାରତ କେତେଗୁଡିଏ ପଦକ୍ଷେପ ନେବାକୁ ସ୍ଥିର କରିଛି।...

ଦିଲ୍ଲୀ ପ୍ରଦୂଷଣ ରୋକିବାକୁ ସରକାର ଯଜ୍ଞ କରନ୍ତୁ, ଇନ୍ଦ୍ର ଭଗବାନ ସବୁ ଠିକ୍‌ କରିଦେବେ: ଭାଜପା ମନ୍ତ୍ରୀ

ଲକ୍ଷ୍ନୌ,୩।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ହ୍ରାସ କରିବା ଲାଗି ଭାଜପାର ଜଣେ ମନ୍ତ୍ରୀ ଏକ ଅଜବ ଯୁକ୍ତି...

ଦେଶରେ ଗୋଟିଏ ଦିନରେ ସର୍ବାଧିକ ୬,୬୫୪ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୩।୫: ଦେଶରେ ବେଳକୁ ବେଳ ଅଣାୟତ ହେଲାଣି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୬୫୪ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ...

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଘେରିଲା ଭାଜପା

ନୂଆଦିଲ୍ଲୀ,୭।୨: ଜିଏସଟି ମାମଲାରେ  ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ (ଓଏସଡି) ଗୋପାଳ...

ଦିଲ୍ଲୀରେ ଏନ୍‌ଆର୍‌ସି ଲାଗୁ ପାଇଁ ଭାଜପାର ଦାବି

ନୂଆଦିଲ୍ଲୀ,୩୧।୮: ଆସାମର ଏନ୍‌ଆର୍‌ସି ତାଲିକା ଶନିବାର ପ୍ରକାଶ ପାଇବା ପରେ ଭାଜପା ପକ୍ଷରୁ ଦିଲ୍ଲୀରେ ଏନ୍‌ଆର୍‌ସି ଲାଗୁ ପାଇଁ ଦାବି କରାଯାଇଛି। ଭାଜପା ପକ୍ଷରୁ ମନୋଜ...

ମାଟି ତଳୁ ବାହାରିଲା ୫ କୋଟି ଟଙ୍କାର ଅଳଙ୍କାର: ଲୁଟି ନେଲେ ଲୋକେ

ପାଟନା, ୨୧।୮- ବିହାରର ମୁଜାଫରପୁର ନିକଟ ସାହେବଗଞ୍ଜ ନିକଟରେ ଏକ ଭଙ୍ଗା ଘରର କାନ୍ଥ ଖନନ ସମୟରେ ମାଟି ତଳୁ ବାହାରିଛି ଅଳଙ୍କାର। ୬ଟି ପିତଳ...

Coronavirus Update


Archives

Model This Week

Why Dharitri