୧୦୦% ଭିଭିପିଏଟି ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ
ନୂଆଦିଲ୍ଲୀ,୨୨ା୫(ପି.ଟି.): ଭୋଟ ଗଣତି ଦିନ ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ୍(ଇଭିଏମ୍) ସହ ୧୦୦ ପ୍ରତିଶତ ଭୋଟର ଭେରିଫାଏବ୍ଲ ପେପର ଅଡିଟ ଟ୍ରେଲ୍ (ଭିଭିପିଏଟି) ସ୍ଲିପ୍ ମେଳ କରାଇବା ପାଇଁ ଦାଏର ଜନସ୍ବାର୍ଥ ମାମଲା (ପିଆଇଏଲ୍)କୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି…
କମଲନାଥଙ୍କ ଗୋଡ଼ ଟାଣିବାକୁ ଉଦ୍ୟମ
ଭୋପାଳ,୨୨ା୫(ପି.ଟି.): ସାଧାରଣ ନିର୍ବାଚନ ଶେଷହେବା ପରେ ମଧ୍ୟପ୍ରଦେଶର କଂଗ୍ରେସ ନେତୃତ୍ୱାଧୀନ କମଲନାଥ ସରକାର ଉପରେ ଅସ୍ଥିରତାର କଳାବାଦଲ ଘନେଇବାରେ ଲାଗିଛି। କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ଗୋଡ଼ ଟାଣିବାକୁ ଭାଜପା ଉଦ୍ୟମ କରୁଛି। ଏଥିଲାଗି ଗୈରିକ ଦଳ କଂଗ୍ରେସ ବିଧାୟକମାନଙ୍କୁ ଅର୍ଥ…
ଅରୁଣାଚଳରେ ଉଗ୍ରପନ୍ଥୀ ଆକ୍ରମଣ: ବିଧାୟକଙ୍କ ସମେତ ୧୧ ଜଣଙ୍କୁ ହତ୍ୟା
ଇଟାନଗର,୨୨ା୫(ପି.ଟି./ଆଇଏନ୍ଏସ୍): ଅରୁଣାଚଳ ପ୍ରଦେଶରେ ନାଗା ଉଗ୍ରପନ୍ଥୀମାନେ ମଙ୍ଗଳବାର ଜଣେ ବିଧାୟକଙ୍କ ସମେତ ୧୧ ଜଣଙ୍କୁ ହତ୍ୟା କରିଛନ୍ତି। ବିଧାୟକ ତଥା ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍ପିପି) ପ୍ରାର୍ଥୀ ତିରୋଙ୍ଗ ଓ ଅନ୍ୟମାନେ ୩ଟି କାର୍ରେ ଆବୋହ ଆସାମରୁ ଫେରୁଥିବାବେଳେ ଅରୁଣାଚଳର ତିରାପ…
ଏବେ ପୁରା ଦେଶରେ ଚାଲିବ ଗୋଟିଏ ସମୟ, ଶୀଘ୍ର ଆସିବ ନିୟମ
ନୂଆଦିଲ୍ଲୀ,୨୧।୫: ଯେଉଁଭଳି ଭାବେ ଜର୍ମାନୀରେ ଜର୍ମାନ ସମୟ ନିର୍ଦ୍ଧାରିତ ହୋଇଛି, ସେହିଭଳି ଭାରତରେ ମଧ୍ୟ ନିର୍ଦ୍ଧାରିତ ସମୟର ବ୍ୟବହାର କରାଯିବ। ଦେଶରେ ଭାରତୀୟ ସମୟକୁ ବ୍ୟବହାର କରିବାକୁ ଏକ ଆଇନ ପ୍ରସ୍ତୃତ କରାଯିବ। ଏହାପରେ ଦେଶର ଏକ ସ୍ବତନ୍ତ୍ର ସମୟ ହେବ…
ଲୋକ ସଭା ନିର୍ବାଚନ ସରିବା ପରେ ଅଫ୍ ଏୟାର ହେଲା ‘ନମୋ ଟିଭି’
ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଅଫ୍ ଏୟାର ହୋଇଯାଇଛି ‘ନମୋ ଟିଭି’। ମାର୍ଚ୍ଚ ୩୧ରୁ ଅନ୍ ଏୟାର ହୋଇଥିବା ଏହି ଚ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୁଣା ଭାଷଣ ଓ ଭାଜପା ସହ ସମ୍ପର୍କିତ ସାମଗ୍ରୀକୁ ପ୍ରସାରଣ…
ଇଂଲଣ୍ଡ ଯିବା ପୂର୍ବରୁ ଶିରିଡି ସାଇ ଦର୍ଶନ କଲେ କୋଚ ରବି ଶାସ୍ତ୍ରୀ
ନୂଆଦିଲ୍ଲୀ, ୨୧।୫: ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେଉଛି ବିଶ୍ୱକପ୍ ମହାସମର। ଏଥିପାଇଁ ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ କୋଚ୍ ରବି ଶାସ୍ତ୍ରୀ ଏବଂ ଫିଲ୍ଡିଂ କୋଚ୍ ଆର୍.ଶ୍ରୀଧର ଶିରିଡି ପହଞ୍ଚି…
ଏକ୍ଜିଟ୍ ପୋଲ୍କୁ ଦେଖି ବିଚଳିତ ନ ହୋଇ ଫଳାଫଳକୁ ଅପେକ୍ଷା ରଖନ୍ତୁ: ପ୍ରିୟଙ୍କା
ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ସରିଥିବା ବେଳେ ଫଳଫଳ ଘୋଷଣା ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ଏପଟେ ଗଣମାଧ୍ୟମର ଏକ୍ଜିଟ୍ ପୋଲ୍ ପ୍ରମୁଖ ଦଳ ଗୁଡିକର ମୁଣ୍ଡ ବିଗାଡିଛି। ଏହି ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ…
ଅରୁଣାଚଳ ପ୍ରଦେଶରେ ଉଗ୍ରବାଦୀଙ୍କ ପକ୍ଷରୁ ବିସ୍ଫୋରଣ: ବିଧାୟକଙ୍କ ସମେତ ୧୧ ମୃତ
ଇଟ୍ଟାନଗର, ୨୧।୫: ଅରୁଣାଚଳ ପ୍ରଦେଶର ବିଧାୟକ ତିରୋଙ୍ଗ ଅବୋଙ୍କ ରାଲିରେ ଭୟାନକ ବିସ୍ଫୋରଣ ଘଟିଛି। ଏଥିରେ ବିଧାୟକଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଏହା ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ସୂଚନାଯୋଗ୍ୟ,…
ମୋବାଇଲ୍ ଚାର୍ଜର ପାଟିରେ ପୁରାଇ ଦେବାରୁ ୨ବର୍ଷର ଶିଶୁର ଜୀବନ ଗଲା
ଲକ୍ଷ୍ନୌ, ୨୧।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମୋବାଇଲ ଚାର୍ଜର ପାଟିରେ ପୂରେଇ ଦେବାରୁ ବିଦ୍ୟୁତ ଆଘାତ ଲାଗି ଜଣେ ଦୁଇବର୍ଷ ଶିଶୁର ମୃତ୍ୟୁ ଘଟିଛି। ଦିଲ୍ଲୀର ମୁସ୍ତଫାବାଦରେ ନିଜ ସ୍ବାମୀଙ୍କ ସହ ରହୁଥିବା ରଜିଆ…
ଟିଭି ଦେଖିବାରୁ ୫ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ମା’
ଚେନ୍ନାଇ, ୨୧।୫: ତାମିଲନାଡୁର ତିରୁଚିରାପଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଅଧିକ ସମୟଧରି ଟିଭି ଦେଖିୁଥିବାରୁ ୫ବର୍ଷର ଶିଶୁ ପି.ଲତିକାଙ୍କୁ ପିଟିପିଟି ମାରିଦେଇଛନ୍ତି ତାଙ୍କ ମା’। ମୃତ ଶିଶୁ ଜଣଙ୍କ ମା’ ନିଥିୟା ପାଣ୍ଡିୟାନ ଏବଂ ବାପା ଓ୍ବହ ପାଣ୍ଡିଆନଙ୍କ ଏକମାତ୍ର…
ମେ ୨୩ ପାଇଁ ପ୍ରସ୍ତୁତି: ମୋଦି ମାସ୍କ ପିନ୍ଧି ଲଡୁ ତିଆରି କରୁଛନ୍ତି ମିଠା କାରିଗର
ମୁମ୍ବାଇ, ୨୧।୫: ଲୋକ ସଭା ନିର୍ବାଚନକୁ ନେଇ ଏକଜିଟ୍ ପୋଲ୍ ଘୋଷଣା ପରେ ଭାଜପା ପକ୍ଷରୁ ବିଜୟ ଉତ୍ସବ ପାଳନ ପାଇଁ ଚାଲିଛି ପୂର୍ବ ପ୍ରସ୍ତୁତି। ମେ ୨୩କୁ ନିର୍ବାଚନ ଫଳ ପ୍ରକାଶ ପାଇବାକୁଥିବାବେଳେ ଭାଜପା ଏଥର ପୁଣି କ୍ଷମତା ଦଖଲ…
କଂଗ୍ରେସର ହାତ ଛାଡ଼ିପାରନ୍ତି ରୋଶନ
ବେଙ୍ଗାଲୁର,୨୧।୫: ଏକ୍ଜିଟ୍ ପୋଲ୍ ଆସିବା ପରେ କର୍ନାଟକ କଂଗ୍ରେସରେ ବିଦ୍ରୋହର ମାହୋଲ ଦେଖାଦେଇଛି। ଏଥିଯୋଗୁ ରାଜ୍ୟ ଜେଡିଏସ୍ ଓ କଂଗ୍ରେସର ମେଣ୍ଟ ସରକାର ଉପରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏକ୍ଜିଟ୍ ପୋଲ୍ର ଫଳାଫଳ ଆସିବା ପରେ କର୍ନାଟକର…
Archives


