ଜାତୀୟ

ମିଛ ଖବର ପ୍ରସାରଣ କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୨ା୮(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତି ପରେ ଉପତ୍ୟକାରେ ଚାପା ଉତ୍ତେଜନା ଲାଗିରହିଛି। ଏଭଳି ସମ୍ବେଦନଶୀଳ ସମୟରେ କେତେକ ଗଣମାଧ୍ୟମ ମିଛ ଓ ମନଗଢ଼ା ଖବର ପ୍ରସାରଣ କରି ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିବାରେ ଲାଗିଛନ୍ତି। ସେଗୁଡ଼ିକ ମଧ୍ୟରେ କେତେକ ସ୍ଥାନୀୟ…

ଇଦ୍‌ରେ ଆକ୍ରମଣ ଆଶଙ୍କା: ଆଲର୍ଟ ଜାରି କଲା ଗୋଇନ୍ଦା ବ୍ୟୁରୋ

ନୂଆଦିଲ୍ଲୀ/ଶ୍ରୀନଗର,୧୨ା୮,(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଭାରତ ବିରୋଧରେ ବିଷ ଓଗାଳୁଥିବା ପାକିସ୍ତାନ ରଚିଛି ଷଡ଼ଯନ୍ତ୍ର। ଇଦ୍‌-ଉଲ୍‌-ଜୁହା ପାଳନ ପାଇଁ ସୋମବାର ଉପତ୍ୟକା ସମେତ ଭାରତର ବିଭିନ୍ନ ସହର ଉତ୍ସବମୁଖର…

ଏହି ପାଣି କିଡ୍‌ନୀ ଷ୍ଟୋନ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଦେଖାଦେଇଥାଏ। ସପ୍ତାହରେ ୨-୩ଥର ପଇଡ଼ ପାଣି ପିଇଲେ ଏହି ସମସ୍ୟା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ ମ୍ୟାଗ୍ନେସିୟମ୍‌ ଏବଂ ପୋଟାସିୟମ୍‌ ଥାଏ।…

ଯେଉଁ ମନ୍ଦିରରେ ଚଢାଯାଏ ହାତକଡ଼ି

ଏ କଥା ସମସ୍ତଙ୍କୁ ଜଣା ଯେ, ଭଗବାନଙ୍କ ଦୁଆରକୁ ଭକ୍ତ ନିଜ ମନସ୍କାମନା ପୂର୍ଣ୍ଣ ଲାଗି ପ୍ରାର୍ଥନା କରିବାକୁ ଆସିଥାଏ। ତାହା ପୂର୍ଣ୍ଣ ହେଲେ ନିଜ ଇଚ୍ଛାନୁସାରେ ଭେଟି ଚଢ଼ାଇଥାଏ। କିନ୍ତୁ ଏ ଖବର ଆପଣଙ୍କୁ ଆଶ୍ଚର୍ଯ୍ୟରେ ପକାଇପାରେ। କାରଣ ଏହା…

ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ମହିଳାମାନେ ନ୍ୟାଭି ସୈନ୍ୟଙ୍କ ହାତରେ ବାନ୍ଧିଲେ ରାଖୀ

ପୁଣେ,୧୧।୮: ମହାରାଷ୍ଟ୍ର, କେରଳ, କର୍ନାଟକ, ଗୁଜରାଟ ଏବଂ ମଧ୍ୟ ପ୍ରଦେଶରେ ଏବେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି। ମହାରାଷ୍ଟ୍ରରେ ପ୍ରବଳ ବନ୍ୟା ଭିତରେ ଲୋକଙ୍କୁ ସୁରକ୍ଷା ଦେଉଥିବା ନ୍ୟାଭି ସୈନ୍ୟଙ୍କ ହାତରେ ରାଖୀ ବାନ୍ଧିଛନ୍ତି…

ଜନ୍ମ ତାରିଖରୁ ଜାଣନ୍ତୁ ଶୁଭାଶୁଭ

ଜ୍ୟୋତିଷାଚାର୍ଯ୍ୟ ମନିଷ ଶର୍ମାଙ୍କ ଗଣନାରେ ଜନ୍ମ ତାରିଖ ଅନୁଯାୟୀ ଅଗଷ୍ଟ ୧୨ରୁ ୧୮ ତାରିଖ ମଧ୍ୟରେ ଦିନ କେମିତି କଟିବ ତାହା ଜାଣନ୍ତୁ। *୧,୧୦,୧୯ ଓ ୨୮ ତାରିଖରେ ଜନ୍ମିତ ବ୍ୟକ୍ତି ପ୍ରଶାସନିକ କାର୍ଯ୍ୟରେ ସଫଳତା ପାଇବେ। ପୂର୍ବରୁ ଲାଗି ରହିଥିବା…

ଭାରତ-ପାକିସ୍ତାନ ତିକ୍ତତା ଭିତରେ ୩ ଦିନିଆ ଚାଇନା ଗସ୍ତରେ ଗଲେ ଏସ୍‌.ଜୟଶଙ୍କର

ନୂଆଦିଲ୍ଲୀ, ୧୧।୮: ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିଯାଇଛି। ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଛି ପାକିସ୍ତାନ। ଏବେ ଏଥିରେ ହସ୍ତକ୍ଷେପ ପାଇଁ ଚାଇନା ସହଯୋଗ ଲୋଡିଛି। ଏପଟେ ଭାରତର ବୈଦେଶିକ…

ସିବିଏସ୍‌ଇ ବଢାଇଲା ପରୀକ୍ଷା ଫି’

ନୂଆଦିଲ୍ଲୀ,୧୧।୮: ସିବିଏସଇ ବଢାଇଲା ପରୀକ୍ଷା ଫି’। ସିବିିଏସ୍‌ଇ ଅଧିନରେ ପଢୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’କୁ ୨୪ ଗୁଣା ବଢାଇ ଦିଆଯାଇଛି। ଫଳରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଇଁ ସେମାନଙ୍କୁ ୫୦ ଟଙ୍କା ବଦଳରେ…

କର୍ନାଟକ ବନ୍ୟା ପରିସ୍ଥିତିକୁ ଅଣଦେଖା କରୁଛି କେନ୍ଦ୍ର: ସିଦ୍ଧରମେୟା

ବେଙ୍ଗାଲୁରୁ,୧୧।୮: କର୍ନାଟକରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା। ସେ ହକିଛନ୍ତି କର୍ନାଟକର ବନ୍ୟା ପରିସ୍ଥିତିକୁ କେନ୍ଦ୍ର ଅଣଦେଖା କରିଛି। କର୍ନାଟକ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭଉଣୀ-ଭାଇଙ୍କ ରକ୍ଷା ବନ୍ଧନ

ନୂଆଦିଲ୍ଲୀ,୧୧।୮: ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ସୁରକ୍ଷାର ଡୋର। ଜୀବନ ଥିବା ପର୍ଯ୍ୟନ୍ତ ଭାଇ ଭଉଣୀକୁ ସୁରକ୍ଷା ଦେବାକୁ କଥା ଦେବ। ଏବେ ଏହି ରାକ୍ଷୀକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

କଶ୍ମୀରକୁ ନେଇ ପୁଣି ଥରେ ସମସ୍ତଙ୍କୁ ଚମକାଇ ପାରନ୍ତି ମୋଦି

ନୂଆଦିଲ୍ଲୀ,୧୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଥର କିଛି ନା କିଛି ବଡ ପଦକ୍ଷେପ ନେଇ ସମସ୍ତଙ୍କୁ ଚମକାଇ ଦେଇଥାଆନ୍ତି। ବିମୁଦ୍ରିକରଣ ହେଉ ଅବା ତିନ୍‌ ତଲାକ ଏହାପରେ ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ହଟାଇବା ପ୍ରସଙ୍ଗ ହେଉ ଏସବୁ ସାଧାରଣ ଜନତାଙ୍କୁ ଚମକାଇବା…

ହରିୟାଣା ବିଧାନସଭା ନିର୍ବାଚନ: ବିଏସ୍‌ପି-ଜେଜେପି ମଧ୍ୟରେ ହୋଇପାରେ ମେଣ୍ଟ

ନୂଆଦିଲ୍ଲୀ,୧୧।୮: ଆସନ୍ତା ନଭେମ୍ବରରେ ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ ସବୁଦଳ ପ୍ରସ୍‌ୁତିରେ ଲାଗି ପଡିଲେଣି। ଏଥିରେ ଜନ ନାୟକ ଜନତା ପାର୍ଟି(ଜେଜେପି) ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମିଳିତ ଭାବେ ବିଧାନସଭା ନିର୍ବାଚନ ଲଢିବେ ବୋଲି ସ୍ଥିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri