ଜାତୀୟ

ହରିୟାଣାରେ ମୋଦିଙ୍କ ନିର୍ବାଚନୀ ଶଙ୍ଖନାଦ

ରୋହତକ୍‌୍‌,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରବିବାର ଶଙ୍ଖନାଦ କରିଛନ୍ତି। ରୋହତକରେ ଆୟୋଜିତ ଏକ ସଭାରେ ସେ ଭାଜପା ସରକାରଙ୍କ ଶହେ ଦିନର ସଫଳତା ବିଷୟରେ ଉପସ୍ଥିତ ଲୋକଙ୍କୁ ଜଣାଇଛନ୍ତି। ଗତ ୬୦ ବର୍ଷ ଧରି ସଂସଦରେ…

ଆଖି ଡେଇଁଥାଏ କାହିଁକି…

ବେଳେ କେତେକଙ୍କର ଆଖି ଡେଇଁଥାଏ। ଏହା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି, ମୃଦୁ ପାନୀୟ,ଚକୋଲେଟ ଖାଇଲେ ଏପରି ହୋଇଥାଏ। ଏସବୁରେ କାଫେନ୍‌ ନାମକ ରାସାୟନିକ ପଦାର୍ଥ ଅଧିକ…

ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଖଜୁରୀ ପାଣି…

ଶରୀରକୁ ସୁସ୍ଥ ରଖିବା ପାଇଁ ଖଜୁରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପ୍ରତିଦିନ ସକାଳେ ଅଧାକପ୍‌ ଖଜୁରୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ । ଏହା ଡାଇବେଟିସ୍‌ ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଖଜୁରୀ ପାଣି…

ମୋଦି ସରକାରଙ୍କ ଶହେ ଦିନରେ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ଯାଇଛି: କପିଲ୍‌ ସିବଲ୍‌

ନୂଆଦିଲ୍ଲୀ,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶହେ ଦିନ ପୂରଣ ହୋଇଛି। ଏହି ଅବସରରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କପିଲ୍‌ ସିବଲ୍‌ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ସରକାରଙ୍କ ଶହେ ଦିନ ଶାସନରେ ଦେଶର ଅର୍ଥବ୍ୟବସ୍ଥା…

ମିଳିଲା ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ: ଶିବନ

ନୂଆଦିଲ୍ଲୀ,୮।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋର) ମୁଖ୍ୟ କେ. ଶିବନ ଭାରତ ପାଇଁ ଏକ ଖୁସି ଖବର ଦେଇଛନ୍ତି। ରବିବାର ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ ମିଳିଥିବା ସେ ସୂଚନା ଦେଇଛନ୍ତି। ଚନ୍ଦ୍ରୟାନ-୨ର ଅର୍ବିଟରରେ ଲାଗିଥିବା ଅପ୍ଟିକାଲ ହାଇ ରିଜୋଲ୍ୟୁଶନ କ୍ୟାମେରା…

ହେଲ୍‌ମେଟ୍‌ ନ ପିନ୍ଧିଥିବା କନଷ୍ଟେବଳଙ୍କୁ ଧମକାଇଲେ ଯୁବକ

ପାଟନା,୮।୯: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ପ୍ରାୟ ସବୁରାଜ୍ୟରେ ସାଧାରଣ ଜନତା ମୋଟା ଅଙ୍କର ଜରିମାନ ଦେଉଛନ୍ତି। ଏହା ଫଳରେ ରାସ୍ତାଘାଟ ଜାମ୍‌ ମଧ୍ୟ ହେଉଛି। ପୋଲିସ ଜନତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଏହି ନିୟମ ପାଳନ କରୁଥିବା…

ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ନେଲେ ତାମିଲିସାଇ

ହାଇଦ୍ରାବାଦ,୮।୯: ତାମିଲିସାଇ ସୁନ୍ଦରରାଜନ ରବିବାର ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ପେଶାରେ ତାମିଲିସାଇ ଜଣେ ଡାକ୍ତର ହୋଇଥିବା ବେଳେ ସେ ତେଲେଙ୍ଗାନାର ପ୍ରଥମ ମହିଳା ରାଜ୍ୟପାଳ ହେବେ। ତେବେ ରବିବାର ତେଲେଙ୍ଗାନାର ରାଜ୍ୟପାଳ ଭାବେ ତାମିଲିସାଇଙ୍କୁ ତେଲେଙ୍ଗାନା ହାଇ…

ବିଶ୍ୱ ସାକ୍ଷରତା ଦିବସ: ଭାରତରେ ୨୮ କୋଟିଙ୍କୁ ଜଣାନାହିଁ ପଢ଼ିବା ଲେଖିବା

ନୂଆଦିଲ୍ଲୀ,୮।୯: ସେପ୍ଟେମ୍ବର ୮ରେ ବିଶ୍ୱ ସାକ୍ଷରତା ଦିବସ ପାଳିତ ହୋଇଥାଏ। ଏହା ୧୯୬୭ଠାରୁ ପାଳିତ ହେଉଛି। ଭାରତ ବିଭିନ୍ନ କ୍ଷେତ୍ରରେ ବିକାଶ ଧାରା ଜାରି ରଖିଥିବାବେଳେ ଏବେ ମଧ୍ୟ ଦେଶର ୨୮ କୋଟିରୁ ଅଧିକ ଲୋକଙ୍କୁ ପଢ଼ିବା ଲେଖିବା ଜଣାନାହିଁ। ଏନେଇ…

ଶବାନାଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୯: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମିଙ୍କୁ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଧନ୍ୟବାଦ ଦେଇଛନ୍ତି। ଟୁଇଟ୍‌ କରି କେଜରିଓ୍ବାଲ ଡେଙ୍ଗୁ ନିରାକରଣ ଅଭିଯାନରେ ସାମିଲ ହୋଇଥିବାରୁ ଶବାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶବାନା କହିଛନ୍ତି ପ୍ରତି ରବିବାର ଯଦି…

ହିନ୍ଦୁ କରୁଛନ୍ତି ମସଜିଦ୍‌ର ରକ୍ଷାଣବେକ୍ଷଣ

ପାଟନା,୮।୯: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ବିହାର ନାଳନ୍ଦା ଜିଲାର ମାଡ଼ି ଗାଁ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ଗାଁରେ କୌଣସି ମୁସଲମାନ୍‌ ପରିବାର ନାହାଁନ୍ତି। ପୂର୍ବରୁ ଏଠାରେ ବାସ କରୁଥିବା…

୩ଦିନ ପର୍ଯ୍ୟନ୍ତ ସୁଶାସନର ଶିକ୍ଷା ନେବେ ଯୋଗୀଙ୍କ ମନ୍ତ୍ରୀ

ଲକ୍ଷ୍ନୌ,୮।୯: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମାନେ ଲକ୍ଷ୍ନୌର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ(ଆଇଆଇଏମ୍‌)ରେ ରବିବାରଠାରୁ ୩ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଥିରେ ମନ୍ତ୍ରୀମାନଙ୍କୁ ସୁଶାସନର ପାଠ ପଢାଯିବା ସହ ସାମାଜିକ ଓ ଆର୍ଥିକ ସନ୍ଦର୍ଭ ବିଷୟରେ…

ଚନ୍ଦ୍ରୟାନ-୩: ଭାରତ-ଜାପାନ ମିଳିତ ଭାବେ କାର୍ଯ୍ୟ କରିବା ସମ୍ଭାବନା

ନୂଆଦିଲ୍ଲୀ,୮।୯: ଭାରତର ଚନ୍ଦ୍ରୟାନ-୨ ମିଶନ ବିଫଳ ହୋଇଛି। ତେବେ ଇସ୍ରୋ ପକ୍ଷରୁ ଚନ୍ଦ୍ରୟାନ-୩ ମିଶନ ପାଇଁ ଯୋଜନା ଆରମ୍ଭ ହୋଇଛି। ଏଥିରେ ଭାରତ-ଜାପାନ ମିଳିତ ଭାବେ କାର୍ଯ୍ୟ କରିବାର ସମ୍ଭାବନା ଥିବା କୁହାଯାଉଛି। ଏନେଇ ଇସ୍ରୋ ପକ୍ଷରୁ ଜାପାନ ଏରୋସ୍ପେଶ୍‌ ଏକ୍ସପ୍ଲୋରେଶନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?