ଜାତୀୟ

ଜନ୍ମମାସ କୁହେ ବ୍ୟକ୍ତି କେତେ ରୋମାଣ୍ଟିକ୍‌

ଜନ୍ମମାସ ଓ ରାଶିରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ କିଛି ସୂଚନା ମିଳିଥାଏ। ତେବେ ଜୁଲାଇ ମାସରେ ଜନ୍ମିତ ବ୍ୟକ୍ତିଙ୍କ ପାଖରେ ରହିଛି କିଛି ବିଶେଷତ୍ୱ। ଏମାନେ ଅନ୍ୟମାନଙ୍କଠାରୁ ଟିକେ ଭିନ୍ନ କାରଣ ଏମାନେ ଅଧିକ ରୋମାଣ୍ଟିକ୍‌। -ଜୁଲାଇ ମାସରେ ଜନ୍ମ…

ଭାରତର ରାଷ୍ଟ୍ରପତିଙ୍କ ପାଇଁ ଆକାଶମାର୍ଗ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ,୭।୯: ପାକିସ୍ତାନ ଭାରତ ବିରୋଧରେ ଆଉ ଏକ ଖେଳ ଖେଳିଛି। ପାକ୍‌ ବୈଦେଶିକମନ୍ତ୍ରୀ ଏମ୍‌ଏସ୍‌ କ୍ୟୁରେସି କହିଛନ୍ତି ପାକିସ୍ତାନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆକାଶ ପଥରେ ପ୍ରବେଶ କରିବ ନାହିଁ ବୋଲି ମନା କରିଦେଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ…

୭୬ ଘଣ୍ଟା ଖାଦ୍ୟ ପ୍ରସ୍ତୁତ କରି ରେକର୍ଡ କଲେ ଲତା

ଭୋପାଳ,୭।୯: ମଧ୍ୟ ପ୍ରଦେଶ ରିବା ଅଞ୍ଚରରେ ଥିବା ସେଫ୍‌ ଲତା ଟଣ୍ଡନ ଦୀର୍ଘ ୭୬ ଘଣ୍ଟା ଧରି ରୋଷେଇ କରିବା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସେ ଏହି ୭୬ଘଣ୍ଟା ମଧ୍ୟରୁ ମାତ୍ର ୪ ଘଣ୍ଟା ବିଶ୍ରାମ ନେଇଥିବା…

ଏଥର କାଶୀରେ ନିଜର ୬୯ ତମ ଜନ୍ମଦିନ ପାଳିବେ ମୋଦି

ନୂଆଦିଲ୍ଲୀ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ତାଙ୍କର ୬୯ ତମ ଜନ୍ମଦିନ ତାଙ୍କ ସଂସଦୀୟ ନିବଚନ ମଣ୍ଡଳୀ ବାରାଣସିର କାଶୀରେ ପାଳନ କରିବେ ବୋଲି ଜଣାପଡିଛି। ୧୭ ଡିସେମ୍ବରରେ ମୋଦି ପ୍ରଥମେ ଗୁଜରାଟରେ ତାଙ୍କ ମା’ଙ୍କ ଆଶୀର୍ବାଦ ନେବା ପରେ…

ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ୫୧ ପୋଲିସ ବାବୁଙ୍କୁ ଜରିମାନା

ମିରଟ,୭।୯: ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସ ବାବୁମାନେ ମଧ୍ୟ ଏହି ନୂଆ ଆଇନ ଅନୁସାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଦେଇଛନ୍ତି। ଉତ୍ତରପ୍ରଦେଶ ମିରଟରେ ୫୧ ପୋଲିସ କର୍ମଚାରୀଙ୍କ…

ହେଲ୍‌ମେଟ୍‌ ନ ପିନ୍ଧିଥିବାରୁ କାର୍‌ ଚାଳକଙ୍କ ଚାଲାଣ କାଟିଲା ପୋଲିସ

ଲକ୍ଷ୍ନୌ,୭।୯: ଉତ୍ତର ପ୍ରଦେଶର ଆଲିଗଡରେ ପୋଲିସର ଖାମଖିଆଲି ମନୋଭାବ ସାମ୍ନାକୁ ଆସିଛି। ଏଠାରେ ଇ ଚାଲାଣ କାଟିବା ସମୟରେ ଜଣେ କାର୍‌ ଚାଳକଙ୍କ ନାଁରେ ପୋଲିସ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଅଭିଯୋଗରେ ଚାଲାଣ କାଟିଥିବା ଜଣାପଡିଛି। ତେବେ କାର୍‌ ଚାଳକ…

ଘରୁ ଅସରପା ଦୂରେଇ ରଖିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଅଳିଆ ଆବର୍ଜନା ସ୍ଥାନରେ ଅସରପା ରହିଥାନ୍ତି। ଏହାଦ୍ୱାରା ଘର ମଇଳା ହୋଇଥାଏ। ତେବେ ଅସରପାଙ୍କୁ ଘରୁ ଦୂରେଇ ରଖିବା ପାଇଁ ଚିନି ସହିତ ବେକିଙ୍ଗ୍‌ ସୋଡ଼ା ମିଶାଇ ଅସରପା ରହୁଥିବା ସ୍ଥାନରେ ରଖିଲେ ଅସରପା ପଳାଇ ଯାଇଥାନ୍ତି। ସେହିପରି ବୋରିକ୍‌ ଏସିଡ୍‌…

ଚୋପା ସହ ଚୋବାଇ ଖାଆନ୍ତୁ ଫାଳେ ସେଓ…

ପ୍ରତିଦିନ ଫାଳେ ସେଓକୁ ଚୋପା ସହ ଚୋବାଇ ଖାଇଲେ ଅନେକ ଉପକାର ମିଳିଥାଏ। ସେଓରେ ଭିଟାମିନ୍‌ ଏ, ଭିଟାମିନ୍‌ ସି’, ପୋଟାସିୟମ୍‌, ଫାଇବର ଓ କାର୍ବୋହାଇଡ୍ରେଟ୍‌ସ ଭରପୁର ମାତ୍ରାରେ ରହିଛି । ଗୋଟିଏ ସେଓରେ ପ୍ରାୟ ୯୫ କ୍ୟାଲୋରୀ ରହିଥାଏ ।…

ସୁଧୁରୁନି ପାକିସ୍ତାନ: ନିୟନ୍ତ୍ରଣ ରେଖାରେ ୨୩୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୭।୯: ସୀମାରେ ପାକିସ୍ତାନର କାର୍ଯ୍ୟକଳାପ ଅସହ୍ୟ ହେବାରେ ଲାଗିଛି। ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ନିର୍ଦ୍ଦେଶରେ ୨୩୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ତେବେ ପାକିସ୍ତାନର ଏଭଳି ହୀନ ଉଦ୍ଦେଶ୍ୟ ସଫଳ ହେବ ନାହିଁ ବୋଲି…

ଚନ୍ଦ୍ରୟାନ-୨ର ବିଫଳତାରେ ଜୋର୍‌ରେ କାନ୍ଦିଲେ ମନ୍ତ୍ରୀ

ଲକ୍ଷ୍ନୌ,୭।୯: ଭାରତର ବହୁ ପ୍ରତିକ୍ଷିତ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ବିଫଳତା ନେଇ ଉତ୍ତରପ୍ରଦେଶ ମନ୍ତ୍ରୀ ଜୋର୍‌ରେ କାନ୍ଦି ଉଠିଛନ୍ତି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ମନ୍ତ୍ରୀ ମୋହସିନ୍‌ ରାଜା ଏକ ସାକ୍ଷାତ୍‌କାରରେ ଏପରି କରିଛନ୍ତି। ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ବଡ଼ ପାଟିରେ…

ମୋଦି ସରକାର ସେପ୍ଟେମ୍ବର ୯ରୁ ବିକିବେ ସୁନା: ଗ୍ରାମ୍‌ ପିଛା ଦର ୩ ହଜାର ୮ଶହ ୯୦

ନୂଆଦିଲ୍ଲୀ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସୁନାରେ ନିବେଶ କରିବା ପାଇଁ ଏକ ଯୋଜନା କରିଛନ୍ତି। ସେପ୍ଟେମ୍ବର ୯ରେ ସରକାର ଗୋଲ୍ଡ ବଣ୍ଡ ସିରିଜ୍‌-୨ର ଆରମ୍ଭ କରିବେ। ଏହା ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଜାରି ରହିବ। ଏହି ଯୋଜନାରେ ସୁନା ଦର…

ଶୁଟର ଦାଦିଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ୟୁପି ସରକାର

ଲକ୍ଷ୍ନୌ,୭।୯: ଦେଶର ଶୁଟର ଦାଦି ତଥା ଅନ୍ତରାଷ୍ଟ୍ରୀୟ ଖାତି ସମ୍ପନ୍ନ ବିଶ୍ୱର ସବୁଠାରୁ ବୟସ୍କ ମହିଳା ବନ୍ଧୁକଚାଳିକା ଚନ୍ଦ୍ରୋ ତୋମରଙ୍କର ଦିଲ୍ଲୀସ୍ଥିିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଛି। ୮୭ ବର୍ଷୀୟା ଚନ୍ଦ୍ରୋଙ୍କ ଗୋଡରେ ଆଘାତ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri