ଜାତୀୟ

ଆତଙ୍କବାଦର ମୁକାବିଲା ପାଇଁ କଡ଼ା ପଦକ୍ଷେପ: ୧୦ ହଜାର ସୁରକ୍ଷାକର୍ମୀ ଯିବେ ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ,୨୭।୭: ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ୨ ଦିନିଆ ଜମ୍ମୁ-କଶ୍ମୀର ଗସ୍ତ ପରେ କେନ୍ଦ୍ର ସରକାର ଆତଙ୍କବାଦର ମୁକାବିଲା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଜମ୍ମୁ-କଶ୍ମୀରରେ ଶାନ୍ତି ଲାଗି ଅଧିକ ୧୦ ହଜାର ସୁରକ୍ଷାକର୍ମୀଙ୍କୁ ଏଠାକୁ ପଠାଯିବା ପାଇଁ…

ଜୋମାଟୋରୁ ଖାଦ୍ୟ ଅର୍ଡର କରି ୮୦ହଜାର ଟଙ୍କାର ଠକେଇର ଶିକାର ହେଲେ ଯୁବତୀ

ହରିୟାଣା,୨୭।୭: ଯଦି ଜୋମାଟୋ ଭଳି ଅନଲାଇନ ଆପ୍‌ରୁ ଖାଇବା ଅର୍ଡର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ସାଇବର ଲୁଟେରାମାନେ ଏହି ଆପ୍‌ ଜରିଆରେ ଲୁଟ୍‌ କରୁଥିବା ମାମଲା ସାମ୍ନାକୁ ଆସିଛି। ହରିୟାଣାର ରୋହତକ ଅଞ୍ଚଳରେ ଥିବା ଏମ୍‌ଡି ବିଶ୍ୱବିଦ୍ୟାଳୟର ଏମ୍‌ଏ…

୫ ବର୍ଷରେ ଏକ କୋଟିରୁ ଅଧିକ ଗଛ କାଟିଛନ୍ତି କେନ୍ଦ୍ର ସରକାର: କଂଗ୍ରେସ

ନୂଆଦିଲ୍ଲୀ,୨୭।୭: କେନ୍ଦ୍ର ସରକାର ପରିବେଶ ସୁରକ୍ଷା ପରିବର୍ତ୍ତେ ଏହାକୁ ନଷ୍ଟ କରି ଚାଲିଛନ୍ତି। ଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ କୋଟିରୁ ଅଧିକ ଗଛ କଟାଇଛନ୍ତି। ଏନେଇ ଶନିବାର କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରେଜଓ୍ବାଲା କହିଛନ୍ତି।…

ପୁଲ୍‌ଓ୍ବାମା ଶହୀଦଙ୍କ ଝିଅଙ୍କୁୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଜିଲାପାଳ

ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ଥାଇ ସୁଦ୍ଧା ଜନସାଧାରଣଙ୍କ ସେବା କରିବାକୁ ଭୁଲନ୍ତି ନାହିଁ। ହେଲେ ଜଣେ ଯବାନ ଶହୀଦ ହେବା ପରେ, ପରିବାର ଉପରେ ବିପଦ ମାଡ଼ିଆସେ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଯବାନମାନଙ୍କ…

ବ୍ୟାନର-ପୋଷ୍ଟରରେ ଅଯଥା ଖର୍ଚ୍ଚ ନ କରି ଏହାକୁ ସାମାଜିକ ବିକାଶ କାର୍ଯ୍ୟରେ ବିନିଯୋଗ କରାଯିବା ଆବଶ୍ୟକ: ଉଦ୍ଧବ ଠାକ୍‌ରେ

ମୁମ୍ବାଇ୍‌,୨୭।୭: ବ୍ୟାନର-ପୋଷ୍ଟରରେ ଅଯଥା ଖର୍ଚ୍ଚ ନ କରି ଏହାକୁ ସାମାଜିକ ବିକାଶ କାର୍ଯ୍ୟରେ ବିନିଯୋଗ କରାଯିବା ଆବଶ୍ୟକ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶନିବାର କହିଛନ୍ତି। ନିଜର ୫୯ ତମ ଜନ୍ମ ଦିବସ ପାଳନ ଅବସରରେ ସେ ସମବେତ ଦଳୀୟକର୍ମୀଙ୍କୁ…

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଜନ୍ମସ୍ଥାନ ବୁଲିଗଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୭।୭: ଚତୁର୍ଥ ଥର ଲାଗି କର୍ନାଟକ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି ଭାଜପା ନେତା ବିଏସ୍‌ ୟେଦୁରପ୍ପା। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶନିବାର ସେ ତାଙ୍କ ଜନ୍ମସ୍ଥାନ ବୁଲିବାକୁ ଯାଇଛନ୍ତି। ମାଣ୍ଡ୍ୟାର ବୁକାନାକେରେ ପହଞ୍ଚିବା ପରେ ସେ…

ବଳାତ୍କାରୀଙ୍କ ଜିଭକୁ କାମୁଡି ଛିଣ୍ଡାଇଲେ ଯୁବତୀ

ଜୟପୁର,୨୭।୭: ରାଜସ୍ଥାନ ଜୟପୁରରୁ ଚିତ୍ରକୁଟ ଯିବାଲାଗି ଜଣେ ୨୧ ବର୍ଷୀୟା ଯୁବତୀ ଓଲା କ୍ୟାବ ବୁକ୍‌ କରିଥିଲେ। ସେ ଟ୍ୟାକ୍ସିରେ ବସିବାକୁ ଯିବା ସମୟରେ ପୁର୍ବରୁ ସେଥିରେ ଡ୍ରାଇଭରଙ୍କ ଜଣେ ସାଙ୍ଗ ବସିଥିବା ବେଳେ ସେ ଯୁବତୀଙ୍କୁ ଏକ ନକଲି ପିସ୍ତଲ…

ସାପ କାମୁଡ଼ିବାରୁ ୨ ଛାତ୍ରୀଙ୍କ ମୃତ୍ୟୁ: ଘଟଣାରେ ୨ଶିକ୍ଷକ ନିଲମ୍ବିତ

ଜଶପୁର,୨୭।୭: ଛତିଶଗଡ଼ର ଜଶପୁର ଜିଲାର ଏକ ପ୍ରାଥମିକ ସ୍କୁଲରେ ସାପ କାମୁଡ଼ିବାରୁ ୨ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ୨ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ, ଜଶପୁର ଜିଲା ବଗିଚା ତହସିଲର ଟଟକେଲା ଗାଁରେ ଶାସକୀୟ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ…

ମୁସ୍‌ଲିମ ବିଧାୟକଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ଚାପ ପକାଇଲେ ମନ୍ତ୍ରୀ

ରାଞ୍ଚି,୨୭ା୭ : ଝାଡ଼ଖଣ୍ଡ ବିଧାନସଭା ପରିସରରେ କଂଗ୍ରେସ ବିଧାୟକ ଇର୍ଫାନ୍‌ ଅନ୍‌ସାରୀଙ୍କୁ ମନ୍ତ୍ରୀ ସି. ପି. ସିଂହ ‘ଜୟ ଶ୍ରୀରାମ’ କହିବାକୁ ଚାପ ପକାଯିବା ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବୁଧବାର…

ହଳଦିଆ ଶାଢି ପରେ ଏବେ ନୀଳ ଶାଢି ପିନ୍ଧି ଡ୍ୟାନ୍ସ କରି ଭାଇରାଲ ହେଲେ ରିନା ଦ୍ୱିବେଦୀ

ହରିୟାଣା,୨୭।୭: ଲୋକ ସଭା ନିର୍ବାଚନ ସମୟରେ ଉତ୍ତର ପ୍ରଦେଶର ପିଡବ୍ଲୁଡି ଅଧିକାରୀ ରିନା ଦ୍ୱିବେଦୀ ଖୁବ୍‌ ଭାଇରାଲ ହୋଇଥିଲେ। ତାଙ୍କର ହଳଦିଆ ଶାଢି ପିନ୍ଧା ଫଟୋ ସହ ପୁଣି ଥରେ ତାଙ୍କର ଡ୍ୟାନ୍ସ ଭିଡିଓ ବି ଭାଇରାଲ୍‌ ହୋଇଥିଲା। ଏବେ ଏହି…

ମିଜାଇଲ୍‌ ମ୍ୟାନ୍‌ଙ୍କ ଶ୍ରାଦ୍ଧ ବାର୍ଷିକୀ: ଦେଶ ଦେଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୭।୭: ଭାରତର ମିଜାଇଲ୍‌ ମ୍ୟାନ୍‌ ତଥା ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବ୍‌ଦୁଲ୍‌ କାଲାମଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶନିବାର ଦେଶ ଶ୍ରଦ୍ଧାଞ୍ଜଳି ଦେଇଛି। ୨୦୧୫ ଜୁଲାଇ ୨୭ରେ ଶିଲଂ ଆଇଆଇଏମ୍‌ଠାରେ ଏକ ଉତ୍ସବରେ କାଲାମ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ…

ରେଲଓ୍ବେ ଏବେ ଖାଲି ପ୍ଲାଷ୍ଟିକ ବୋତଲ ବଦଳରେ ଦେବ ୫ ଟଙ୍କା

ନୂଆଦିଲ୍ଲୀ,୨୭।୭: ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ବଢିଥିବା ବେଳେ ଏହାକୁ ନେଇ ପରିବେଶ ପ୍ରଦୂଷଣର ମାତ୍ରା ମଧ୍ୟ ବଢିବାରେ ଲାଗିଛି। ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ପ୍ରାୟ ସବୁ ଦେଶ ଏବେଠାରୁ କାମ ଆରମ୍ଭ କରି ସାରିଲେଣି। ଭାରତ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri