ପାକିସ୍ତାନରେ ସଂଖ୍ୟାଲଘୁ ଯୁବତୀଙ୍କ ସହ ପ୍ରଥମେ ସମୟ ବିତାନ୍ତୁ ମଲାଲା: ଭାଜପା ଏମ୍ପି
ନୂଆଦିଲ୍ଲୀ,୧୫।୯: ନୋବେଲ ଶାନ୍ତି ପୁରସ୍କାର ବିଜେତା ଏବଂ ପାକିସ୍ତାନରେ ଶିକ୍ଷା ଅଧିକାର ପାଇଁ କାମ କରୁଥିବା ୨୨ବର୍ଷୀୟା ମଲାଲା ୟୁସୁଫ୍ଜାଇ ଜମ୍ମୁ-କଶ୍ମୀରକୁ ନେଇ ଏକ ଟୁଇଟ୍ କରିଛନ୍ତି। ଏଥିରେ ସେ କହିଛନ୍ତି, କଶ୍ମୀର ଏବେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛି। ଛାତ୍ରୀଛାତ୍ରମାନେ ୪୦…
ହୋର୍ଡିଂ ପଡ଼ି ମୃତ୍ୟୁ ଘଟଣା: ସମ୍ପୃକ୍ତ ନେତାଙ୍କ ବିରୋଧରେ ମାମଲା ରୁଜୁ
ଚେନ୍ନାଇ,୧୫।୯: ରାସ୍ତା କଡରେ ଲାଗିଥିବା ବେଆଇନ ହୋର୍ଡିଂ ଯୋଗୁ ଜଣେ ୨୩ ବର୍ଷୀୟା ଯୁବତୀଙ୍କ ଜୀବନ ଯାଇଛି। ଚେନ୍ନାଇରେ ଘଟିଥିବା ଏହି ଘଟଣା ପରେ ସମ୍ପୃକ୍ତ ହୋର୍ଡିିଂ ଲଗାଇଥିବା ଏଆଇଏଡିଏମକେ ନେତା ଜୟଗୋପାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାଡ୍ରାସ ହାଇକୋର୍ଟ…
ପ୍ରବଳ ବର୍ଷା: ସ୍କୁଲରେ ଫଶିରହିଛନ୍ତିି ୩୫୦ ଛାତ୍ରୀଛାତ୍ର, ୫୦ ଶିକ୍ଷକ
ଜୟପୁର,୧୫।୯:ରାଜସ୍ଥାନର ଚିତୌଡଗଡରେ ଜିଲାରେ ଦୁଇଦିନ ହେଲା ଲଗାତାର ବର୍ଷା ହେଉଛି।ଫଳରେ ସେଠାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସ୍କୁଲ ଏବଂ ଅଫିସ୍ରେ ପାଣି ପଶିଯାଇଛି। ଫଳରେ ଜିଲାର କେତେକ ସ୍କୁଲରେ ଶନିବାରଠାରୁ ଛାତ୍ରୀଛାତ୍ର ଏବଂ ଶିକ୍ଷକ ଫଶିରହିଛନ୍ତି। ସ୍ଥାନୀୟ ଗ୍ରାମବାସୀ ସେମାନଙ୍କ ପାଇଁ…
ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଲେ ପରିବାର ଲୋକେ
ଜଳନ୍ଧର,୧୫।୯: ପଞ୍ଜାବର ତରନତାରନରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଛନ୍ତି ଯୁବତୀଙ୍କ ପରିବାର ଲୋକେ। ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ତରନତାରନର ନୌଶେରା ଢାଲା ନିବାସୀ ଅମନଦୀପ ସିଂ ନିଜ ଗ୍ରାମର ଅମନପ୍ରୀତ…
ଏହି କବାଡ଼ି ପ୍ରତିଯୋଗୀତାରେ ପୁରସ୍କାର ମିଳେ କୁକୁଡ଼ା, ମାଛ
କବାଡ଼ି ଖେଳ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଏହା ଗାଁଠରୁ ସହର ସମସ୍ତ ବ୍ୟକ୍ତିଙ୍କୁ ଆକର୍ଷିତ କରିଥାଏ। ହେଲେ ଛତିଶଗଡ଼ ଗରିଆବନ୍ଦ ଜିଲାରେ ଆୟୋଜିତ ହୁଏ ଏମିତି ଏକ କବାଡ଼ି ପ୍ରତିଯୋଗିତା ଯେଉଁଥିରେ ପୁରସ୍କାର ଦର୍ଶକ ତଥା ପ୍ରତିଯୋଗୀଙ୍କୁ ଆକର୍ଷିତ…
ଗୋଦାବରୀରେ ବୁଡିଲା ପର୍ଯ୍ୟଟକଙ୍କ ବୋଟ୍
ପୂର୍ବ ଗୋଦାବରୀ,୧୫।୯: ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲା ଦେବୀପାଟନମଠାରେ ଗୋଦାବରୀ ନଦୀରେ ପର୍ଯ୍ୟଟକଙ୍କର ଏକ ବୋଟ୍ ବୁଡିଯାଇଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୬୦ଜଣ ଯାତ୍ରୀ ଥିବା କୁହାଯାଉଛି। ତୁରନ୍ତ ଉଦ୍ଧାର କାର୍ଯ୍ୟପାଇଁ ଦୁଇଟି ଏନ୍ଡିଆର୍ସ୍ଏଫ୍ ଟିମ୍ ଘଟଣା ସ୍ଥଳରେ…
ଚାକିରି ଅଛି ହେଲେ ଯୋଗ୍ୟତାର ଅଭାବ ରହିଛି
ବରେଲି,୧୫।୯: କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର କହିଛନ୍ତି ଦେଶରେ ଚାକିରିର ଅଭାବ ନାହିଁ ହେଲେ ଉତ୍ତର ଭାରତରେ ଯୋଗ୍ୟତା ନାହିଁ। କାରଣ ଯେଉଁମାନେ ଏଠାକୁ ଚାକିରି ଦେବାକୁ ଆସୁଛନ୍ତି ସେମାନଙ୍କ କହିବା କଥା ହେଲା ପଦବୀ ଅନୁଯାୟୀ ଯୋଗ୍ୟତା ନାହିଁ।…
୨୦୫୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ
ନୂଆଦିଲ୍ଲୀ,୧୫।୯: ସୀମାରେ ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ପାକିସ୍ତାନ ଦ୍ୱାରା ମଧ୍ୟ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି ପାକିସ୍ତାନ ସୀମାରେ ୨୦୫୦ରୁ ଅଧିକ ଥର ଅସ୍ତ୍ରବିରତି…
ବର୍ଷା ନେଲାଣି ୨ଶହରୁ ଊର୍ଦ୍ଧ୍ୱ ଜୀବନ
ମୁମ୍ବାଇ,୧୫।୯: ମହାରାଷ୍ଟ୍ରରେ ଚଳିତ ଥର ବର୍ଷାରେ ଏପର୍ଯ୍ୟନ୍ତ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହାଇଥିବା ବେଳେ ୬ଶହରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଉଛି। ଘରଠାରୁ ବାହାର ହସ୍ପିଟାଲ ଠାରୁ ରେଲଓ୍ବେ ଷ୍ଟେଶନ ସବୁଠି ପାଣି ଆଉ ପାଣି। ଏହା…
ମୁଖ୍ୟମନ୍ତ୍ରୀଙ୍କ ପୋଷା କୁକୁରର ମୃତ୍ୟୁ, ଡାକ୍ତରଙ୍କ ନାଁରେ ମାମଲା ରୁଜୁ
ହାଇଦ୍ରାବାଦ୍,୧୫।୯:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଏକ ପୋଷା କୁକୁରର ମୃତ୍ୟୁ ଘଟିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ପୋଲିସ କୁକୁରକୁ ଚିକିତ୍ସା କରୁଥିବା ପଶୁ ଚିକିତ୍ସକଙ୍କ ନାଁରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ୧୧ ମାସର ପୋଷା କୁକୁର ହସ୍କିର…
ଦିଲ୍ଲୀରୁ କଶ୍ମୀର ପର୍ଯ୍ୟନ୍ତ ଲମ୍ବିଛି ଆତଙ୍କବାଦୀଙ୍କ ଚେର
ଶ୍ରୀନଗର,୧୫।୯: କଠୁଆରୁ ଧରାପଡିଥିବା ଆତଙ୍କବାଦୀଙ୍କୁ ପଚରା ଉଚରା ପରେ ବଡ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି। ଏମାନେ ଜୈଶ ଆତଙ୍କବାଦୀଙ୍କ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। କାରଣ ବିଶେଷ ସୂତ୍ରରୁ…
ସୀମାରେ ବଢିଲା ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ,୧୫।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫-ଏ ହଟାଇ ଦିଆଯିବା ପରଠାରୁ ଯଦିଓ ସେଠାରେ ସେମତିି କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ ତଥାପି ସୁରକ୍ଷାକର୍ମୀ ସେଠାରେ ସବୁବେଳେ କଡା ନଜର ରଖିଛନ୍ତି। ତେବେ ଏହାକୁ ନେଇ ପାକିସ୍ତାନ ଯେଉଁଭଳି…
Archives


