ସଙ୍କଟାପନ୍ନ ଅବସ୍ଥାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌର
ଭୋପାଳ,୮।୮: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ବାବୁଲାଲ ଗୌରଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁବାର ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସି ନ…
ନୋଏଡ଼ାରେ ୨ ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି
ନୂଆଦିଲ୍ଲୀ, ୮।୮: ଉତ୍ତରପ୍ରଦେଶ ନୋଏଡ଼ାରେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଭଳି କରାଯାଇଥିବା କୁହାଯାଉଛି। କୌଣସି ସ୍ଥାନରେ ୪-୫ ଜଣ ଲୋକ ଏକାଠି ହେବାକୁ ବାରଣ…
ବାହୁବଳୀ ଅଭିନେତାଙ୍କ ନାଁରେ ମାମଲା
ହାଇଦ୍ରାବାଦ,୮।୮: ବାହୁବଳୀ ଫିଲ୍ମର ଅଭିନେତା ମଧୁ ପ୍ରକାଶଙ୍କ ନାଁରେ ବୁଧବାର ଏକ ମାମଲା ରୁଜୁ ହୋଇଛି। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗରେ ପ୍ରକାଶଙ୍କ ନାଁରେ ମାମଲା ହୋଇଥିବା ଜଣାପଡିଛି। ବୁଧବାର ପ୍ରକାଶଙ୍କ ସ୍ତ୍ରୀ ଭାରତୀ ନିଜ ଘରେ ଫାଶି ଲଗାଇ ଦେଇଥିଲେ।…
ଅନୁଚ୍ଛେଦ ୩୭୦ ଉଚ୍ଛେଦ ଉପରେ ଶୀଘ୍ର ହୋଇ ପାରିବନି ଶୁଣାଣି: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୮।୮: ଅନୁଚ୍ଛେଦ ୩୭୦ ଉପରେ ଶୀଘ୍ର ଶୁଣାଣି ହୋଇ ପାରିବନି ବୋଲି ଗୁରୁବାର ସୁପ୍ରିମ୍କୋର୍ଟ କହିଛନ୍ତି। ଏସମ୍ପର୍କିତ ଏକ ମାମଲାର ବିଚାର କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏଭଳି କହିଛନ୍ତି। ଏହାର ବିଚାର କେବେ ହେବ ତାହାର ନିଷ୍ପତ୍ତି ପ୍ରଧାନ…
ହାଇ ଆଲର୍ଟରେ ୧୯ ବିମାନ ବନ୍ଦର
ନୂଆଦିଲ୍ଲୀ,୮।୮: ଆଗକୁ ସ୍ବାଧୀନତା ଦିବସ ଏହାସହ କଶ୍ମୀର ପ୍ରସଙ୍ଗକୁ ନେଇ ପରିବେଶ ଉଷ୍ମ ଥିବାରୁ ଦେଶର ପ୍ରାୟ ୧୯ଟି ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ବ୍ୟୁରୋ ଅଫ୍ ସିଭିଲ୍ ଆଭିଏଶନ ସିକ୍ୟୁରିଟି(ବିସିଏଏସ୍) ପକ୍ଷରୁ ଏହି ଆଲର୍ଟ ଜାରି କରାଯାଇଛି।…
ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ ୮୦ ଲକ୍ଷ ଲୋକଙ୍କୁ କରାଯାଇଛି ବନ୍ଦୀ: ଶାହ ଫୈସଲ୍
ଶ୍ରୀନଗର,୮।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ ଜମ୍ମୁ-କଶ୍ମୀରର ୮୦ ଲକ୍ଷ ଲୋକଙ୍କୁ ବନ୍ଦୀ କରାଯାଇଥିବା ଅଭିଯୋଗ କରିଛନ୍ତି ଶାହ ଫୈସଲ୍। ଫୈସଲ୍ ପୂର୍ବରୁ ଆଇଏଏସ୍ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ଜଣେ ରାଜନେତା ଅଛନ୍ତି। କେନ୍ଦ୍ର ସରକାର ଏଠାକାର…
ଅଭିନନ୍ଦନଙ୍କୁ ମିଳିପାରେ ସେନାର ସର୍ବୋଚ୍ଚ ସମ୍ମାନ
ନୂଆଦିଲ୍ଲୀ,୮।୮: ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ସରକାର ସେନାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବାର ଯୋଜନା ରହିଥିବା ଜଣାପଡିଛି। ଗତ ଫେବୃୟାରୀ ୨୭ରେ ମିଗ୍-୨୧ବାୟୁସେନା ବିମାନରେ ଥିବା ଅଭିନନ୍ଦନ ପାକିସ୍ତାନର ଏଫ୍-୧୬ ବିମାନଙ୍କୁ ଧ୍ୱଂସ କରିବା ଓ ପରେ…
ଡୋଭାଲଙ୍କ କଶ୍ମୀର ଭିଡ଼ିଓ: ଲୋକଙ୍କୁ ଅର୍ଥ ଲୋଭ ଦେଖାଇ କରାଯାଇଥିବା ଅଭିଯୋଗ କଲେ ଗୁଲାମ୍ନବୀ ଆଜାଦ୍
ନୂଆଦିଲ୍ଲୀ,୮।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିତି ନେଇ ଶୁଟିଂ କରାଯାଇଥିବା ଭିଡ଼ିଓରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ୍ନବୀ ଆଜାଦ୍ ଅଭିଯୋଗ କରିଛନ୍ତି। ଭିଡ଼ିଓରେ ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ…
ଅଧା ଭାରତରେ ଜଳ ପ୍ରଳୟ: କର୍ନାଟକ-ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର
ନୂଆଦିଲ୍ଲୀ, ୮।୮: ଅଧା ଭାରତରେ ଏବେ ଜଳ ପ୍ରଳୟ ସ୍ଥିତି ସୃଷ୍ଟି ହୋଇଛି। ତେବେ କର୍ନାଟକ ଓ ମହାରାଷ୍ଟ୍ରରେ ସ୍ଥିିତି ଅଧିକ ଗମ୍ଭୀର ରହିଛି। କେତେକ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ,…
ଭାରତ ରତ୍ନ ପାଇବେ ପ୍ରଣବ
ନୂଆଦିଲ୍ଲୀ,୮।୮: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତର ଶ୍ରେଷ୍ଠ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବେ। ପାଞ୍ଚ ଦଶକ ଧରି ରାଜନୀତିରେ ସକ୍ରିୟ ଥିବା ପ୍ରଣବ କଂଗ୍ରେସ ଶାସନ କାଳରେ ଇନ୍ଦିରା ଗାନ୍ଧୀ,…
ଡାନିଶ୍ ଅଲି ଲୋକ ସଭାରେ ବିଏସ୍ପି ନେତା ପଦରୁ ବିଦା
ନୂଆଦିଲ୍ଲୀ,୮ା୮(ପି.ଟି.): ବିଏସ୍ପି ଡାନିଶ୍ ଅଲିଙ୍କୁ ଲୋକ ସଭାରେ ଦଳର ନେତା ନିଯୁକ୍ତ କରିବାର ଦିନ କେଇଟା ନ ଯାଉଣୁ ତାଙ୍କୁ ଉକ୍ତ ପଦରୁ ବିଦା କରିଦେଇଛି। ତାଙ୍କ ସ୍ଥାନରେ ଜଉନପୁର ଏମ୍ପି ଶ୍ୟାମ ସିଂ ଯାଦବଙ୍କୁ ଲୋକ ସଭାରେ ଦଳର ନେତା…
ରାଜ୍ୟ ସଭା ସାଇନ-ଏ-ଡାଏ
ନୂଆଦିଲ୍ଲୀ,୮ା୮(ପି.ଟି.): ରାଜ୍ୟ ସଭାକୁ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଜୁନ୍ ୨୦ରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟ ଅଧିବେଶନ ଜୁଲାଇ ୨୬ରେ ଶେଷ ହେବାର ଥିଲା। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହୀତ ହେବାକୁ ଥିବାରୁ ସରକାର ଏହାର…
Archives


