ଶ୍ରୀ ସାର୍ ସୟାଜି ଜେନରାଲ ହସ୍ପିଟାଲର ଶିଶୁ ବିଭାଗରେ ନିଆଁ
ଭଦୋଦରା,୧୦।୯: ଗୁଜୁରାଟ ଭଦୋଦରାରେ ଥିବା ଶ୍ରୀ ସାର୍ ସୟାଜି ଜେନରାଲ ହସ୍ପିଟାଲରେ ଥିବା ଶିଶୁ ବିଭାଗରେ ମଙ୍ଗଳବାର ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଓ୍ବାର୍ଡରେ ଥିବା ସମସ୍ତ ଶିଶୁ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଥିବା…
ଆପତ୍ତିଜନକ ଅବସ୍ଥାରେ ପ୍ରେମୀ ଯୁଗଳଙ୍କୁ ଦେଖି ତୁରନ୍ତ ବିବାହ କରାଇଦେଲେ ଗ୍ରାମବାସୀ
ପାଟନା,୧୦।୯: ବିହାରର ସୁପୌଲ ଜିଲାରେ ଏକ ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବା ପରେ ଗ୍ରାମବାସୀ ରାଗି ଯାଇଥିଲେ। ଆଉ ଏହାର ଫଳ ସ୍ବରୂପ ସେମାନେ ଯୋର ଜବରଦସ୍ତ ପ୍ରେମୀ ଯୁଗଳଙ୍କୁ ନିକଟରେ ଥିବା ମନ୍ଦିରକୁ ନେଇ ବିବାହ କରାଇ ଦେଇଥିବା…
କମଲନାଥ ସରକାର ଖେଳିଲେ ଏସ୍ଟି କାର୍ଡ: ଶିଶୁ ଜନ୍ମରେ ଜନଜାତି ପରିବାରଙ୍କୁ ମିଳିବ ୫୦ କିଗ୍ରା ଖାଦ୍ୟାନ୍ନ
ଭୋପାଳ,୧୦।୯: ମଧ୍ୟପ୍ରଦେଶରେ କମଳନାଥ ସରକାର ଝାବୁଆ ବିଧାନସଭା ଉପନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଏସ୍ଟି କାର୍ଡ ଖେଳିଛନ୍ତି। ରାଜ୍ୟର ଜନଜାତି ବହୁଳ ୬ଟି ଜିଲା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ…
କଂଗ୍ରେସ ଛାଡିଲେ ଉର୍ମିଳା
ମୁମ୍ବାଇ,୧୦।୯: କଂଗ୍ରେସକୁ ଲାଗିଛି ବଡ ଝଟ୍କା। ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ମାତ୍ର ମାସ କେଇଟା ଭିତରେ ଦଳ ଛାଡିଛନ୍ତି। ମଙ୍ଗଳବାର ସେ ଦଳ ଛାଡିଥିବା ଘୋଷଣା କରିଥିବା…
୨ ସପ୍ତାହ ବିଳମ୍ବରେ ଅକ୍ଟୋବର ୮ରେ ଭାରତକୁ ମିଳିବ ରାଫାଲ୍
ନୂଆଦିଲ୍ଲୀ,୧୦।୯: ଫ୍ରାନ୍ସର ଯୁଦ୍ଧ ବିମାନ ରାଫାଲ୍ ଏବେ ୨ ସପ୍ତାହ ବିଳମ୍ବରେ ଭାରତକୁ ମିଳିବ। ଏହା ଅକ୍ଟୋବର ୮ରେ ଭାରତକୁ ମିଳିବ ବୋଲି ଫ୍ରାନ୍ସ୍ କହିଛି। ଏହାକୁ ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗ୍ରହଣ କରିବେ। ପୂର୍ବରୁ ଏହା ସେପ୍ଟେମ୍ବର ୨୦ରେ…
ଅଜବ ବାଳକ: ଶରୀରର କେତୋଟି ମୁଖ୍ୟ ଅଙ୍ଗ ରହିଛି ଓଲଟା
କାନପୁର,୧୦।୯: ଉତ୍ତରପ୍ରଦେଶ ବିଲହୋରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକର ଶରୀରର କେତୋଟି ମୁଖ୍ୟ ଅଙ୍ଗ ନିର୍ଦ୍ଧିଷ୍ଟ ସ୍ଥାନରେ ନ ଥାଇ ବିପରୀତ ସ୍ଥାନରେ ଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ଡାକ୍ତର ଓ ପରିବାର ଲୋକେ ଆଶ୍ଚର୍ଯ୍ୟ…
ବିବାହ ପାଇଁ କନ୍ୟା ରାଜି ନ ହେବାରୁ ୪ ମହଲା ଛାତରୁ ଡେଇଁଲେ ଯୁବକ: ଭିଡିଓ ଭାଇରାଲ
ଗାନ୍ଧିନଗର,୧୦।୯: ଗୁଜରାଟର ବନସକାଣ୍ଠା ଜିଲାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଏଠାରେ ଥିବା ପାଲନପୁରରେ ଜଣେ ଯୁବକ ୪ ମହଲା ଘରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
ସେନାକୁ ୨୫ କୋଟି ଟଙ୍କାର ଜମି ଦାନ ଦେଲେ ଏହି ବ୍ୟକ୍ତି
ମୁମ୍ବାଇ,୧୦।୯:ଦକ୍ଷିଣ ମୁମ୍ବାଇର ଜଣେ ସମାଜସେବୀ ଭାରତୀୟ ସେନାକୁ ୨ ଏକର ଜମି ଦାନ ଦେଇଛନ୍ତି। ଏହି ଜମିର ମୂଲ୍ୟ ପାଖାପାଖି ୨୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ରାଧା କଳିନଦାସ ଦରୟାନିନୀ ଟ୍ରଷ୍ଟର ମୁଖ୍ୟ ଦରୟାନାନୀ ଲୋନାଓ୍ବାଲାା କାହ୍ନେଗାଓଁରେ ଥିବା…
ବରମୁଡ଼ା, ଶର୍ଟସ୍ ଅବା ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇଲେ ୪ ଗୁଣା ଜରିମାନା
ଲକ୍ଷ୍ନୌ,୧୦।୯: ନୂଆ ଟ୍ରାଫିକ୍ ନିୟମ ଅନୁସାରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବରମୁଡ଼ା, ଶର୍ଟସ୍ ଅବା ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇବାକୁ ବାରଣ କରାଯାଉଛି। ଏପରି କରୁଥିବା ଚାଳକଙ୍କୁ ୪ ଗୁଣା ଅଧିକ ଜରିମାନା ଦେବାକୁ ପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।…
ଭାଇଚାରାର ଅନନ୍ୟ ଉଦାହରଣ: ଗୋଟିଏ ପେଣ୍ଡାଲରେ ଗଣେଶ ପୂଜା, ମହରମ୍ ପାଳିତ
ବେଙ୍ଗାଲୁରୁ, ୧୦।୯: ଗୋଟିଏ ସପ୍ତାହରେ ହିନ୍ଦୁଙ୍କ ଗଣେଶ ପୂଜା ଏବଂ ମୁସଲମାନ ସମ୍ପଦାୟର ମହରମ୍ ପର୍ବ ବହୁ ଧୂମଧାମରେ ପାଳନ କରାଯାଇଛି। ଏହି ଅବସରରେ କର୍ନାଟକର ହୁବଲୀ ଜିଲାରେ ଭାଇଚାରାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଗୋଟିଏ ପେଣ୍ଡାଲରେ…
ପାଇପ୍ ଲାଇନରେ ତେଲ ଯିବ ନେପାଳ
ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୋତିହାରି-ଅମଲେଖଗଞ୍ଜ(ନେପାଳ) ପେଟ୍ରୋଲିୟମ୍ ଉତ୍ପାଦନ ପାଇପ୍ ଲାଇନ୍ର ଉଦ୍ଘାଟନ କରିଛନ୍ତି। ଏହା ଦକ୍ଷିଣ ଏସିଆର ପ୍ରଥମ କ୍ରସ୍-ବର୍ଡର ପେଟ୍ରୋଲିୟମ ଉତ୍ପାଦନ ପାଇପ୍ ଲାଇନ୍ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ…
ଫିରୋଜାବାଦ୍ ରାଲିରେ ନୀତୀନ ଗଡ଼କରୀଙ୍କ ନୂଆ ଟ୍ରାଫିକ୍ ନିୟମର ଖୋଲାଖୋଲି ଉଲ୍ଲଂଘନ କଲେ ଭାଜପା କର୍ମୀ
ଲକ୍ଷ୍ନୌ,୧୦।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ଟ୍ରାଫିକ୍ ନିୟମ ଲାଗୁ କରିଛନ୍ତି। ତେବେ ନିୟମକୁ ବେଖାତିର କରି ଭାଜପା କର୍ମୀ ଏହାର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଫିରୋଜାବାଦ୍ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ…
Archives


