ପ୍ରଥମ ଥର ପାଇଁ ମୁମ୍ବାଇ ଆସି ଫଶିଗଲେ ବିଦେଶିନୀ
ମୁମ୍ବାଇ,୨୮।୬: ମାୟାନଗରୀ ମୁମ୍ବାଇରେ ଶୁକ୍ରବାର ମୌସୁମୀ ବର୍ଷା ହୋଇଛି। ଏଥିପାଇଁ ସହରର ବିଭିନ୍ନ ସ୍ଥାନଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ଗୋଟିଏ ଦିନର ବର୍ଷାରେ ଲୋକେ ବେହାଲ ହୋଇପଡ଼ିଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ବହୁ ସ୍ଥାନରେ ପାଣି ଭର୍ତ୍ତି ଯୋଗୁ ଲୋକମାନେ…
କାର୍ଯ୍ୟାଳୟରେ ମଦ୍ୟପାନ କରି ତାସ୍ ଖେଳୁଥିବା ୪ ସରକାରୀ କର୍ମଚାରୀ ନିଲମ୍ବିତ
ନୂଆଦିଲ୍ଲୀ,୨୮।୬: ରାଜଧାନୀ ଦିଲ୍ଲୀରେ ଯେଉଁଠି ଲୋକଙ୍କୁ ପାଣିର ସମସ୍ୟା ଲାଗିରହିଛି। ସେଠାରେ ଜଳ ବୋର୍ଡର କର୍ମଚାରୀଙ୍କ ବେପାରୁଆ ମନୋଭାବ ଦେଖିବାକୁ ମିଳିଛି। ଜଳ ବୋର୍ଡ କାର୍ଯ୍ୟାଳୟର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାର୍ଯ୍ୟାଳୟରେ ୪ଜଣ କର୍ମଚାରୀ…
କଂଗ୍ରେସର ବୁଡି ଯାଉଥିବା ଜାହାଜକୁ ଛାଡି ଦେଉଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ରାହୁଲ: ଶିବରାଜ
ମୁମ୍ବାଇ,୨୮।୬: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଶିବରାଜ କହିଛନ୍ତି, କଂଗ୍ରେସର ବୁଡି ଯାଉଥିବା ଜାହାଜକୁ ଛାଡି ଦେଉଥିବା ପ୍ରଥମ ବ୍ୟକ୍ତି…
ସଡ଼କ ଉପରେ ପର୍ଯ୍ୟଟକଙ୍କ କାର ସହ ଖେଳିଲେ ଗଜରାଜ
ରାମନଗର,୨୮।୬: ଆକ୍ସନ ମୁଡରେ ଗଜରାଜ। ଉତ୍ତରାଖଣ୍ଡର ରାମନଗର ନିକଟରେ ଥିବା ଭାକ୍ରାକୋଟରେ କିଛି ହାତୀ ପଲ ଉତ୍ପାତ ମଚାଇଛନ୍ତି। ରାସ୍ତାରେ ଠିଆ ହୋଇଥିବା ପର୍ଯ୍ୟଟକଙ୍କ ଗାଡ଼ିକୁ ଠେଲା ପେଲା କରି ଭାଙ୍ଗି ଦେଇଛନ୍ତି ହାତୀପଲ। ସୂଚନାଯୋଗ୍ୟ ଭକ୍ରାକୋଟ ରାମନଗରରୁ ୨୩ କିଲୋମିଟର…
ପଶ୍ଚିମବଙ୍ଗ: ସ୍କୁଲରେ ମୁସଲମାନ ଛାତ୍ରଙ୍କ ପାଇଁ ଅଲଗା ଡାଇନିଂ ହଲ୍
କୋଲକତା,୨୮।୬: ପୁଣି ଥରେ ଭାଜପା ଟାର୍ଗେଟରେ ଟିଏମ୍ସି। କାରଣ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମିତି ଏକ ନିର୍ଦ୍ଦେଶ ଦେଇଛନ୍ତି ଯାହା ପୁଣି ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ଯାଉଛି। ତ୍ରୁଣ ମୂଳ କଂଗ୍ରେସ(ଟିଏମ୍ସି) ସରକାର ସ୍ଥିର କରିଛନ୍ତି ପଶ୍ଚିମବଙ୍ଗରେ ଯେତେ…
ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ-କଶ୍ମୀରରେ ହେବ ସାଧାରଣ ନିର୍ବାଚନ: ଶାହ
ନୂଆଦିଲ୍ଲୀ,୨୮।୬: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ୬ ମାସ ବୃଦ୍ଧି କରିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ସେଠାରେ ସାଧାରଣ ନିର୍ବାଚନ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଏବେ ରମଜାନ ଓ ଅମରନାଥ…
୩ ସଦସ୍ୟଙ୍କ ମଧ୍ୟରେ ଚାଲିଥିଲା ମିଟିଂ: ଚା’, କଫି, ଜଳଖିଆ ବିଲ୍ ଆସିଲା ୧.୫ ଲକ୍ଷ ଟଙ୍କା
ନାଗପୁର, ୨୮।୬: ନାଗପୁର ବିଶ୍ୱବିଦ୍ୟାଳୟରେ ବୋର୍ଡ ଅଫ୍ ଷ୍ଟଡିଜ୍ ବୈଠକରେ ସାମିଲ ଥିବା ତିନି ସଦସ୍ୟ ଚା’, କଫି ଏବଂ ଜଳଖିଆ ବିଲ୍ ୧.୫ ଲକ୍ଷ ଟଙ୍କା। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଇତିମଧ୍ୟରେ ମିଟିଂରେ ସାମିଲ ଥିବା ତିନି…
ଛତିଶଗଡ଼ ଏନ୍କାଉଣ୍ଟର: ୨ଯବାନ ଶହୀଦ
ବିଜାପୁର,୨୮।୬: ଛତିଶଗଡ଼ର କେଶକୁତୁଲ ଅଞ୍ଚଳରେ ଶୁକ୍ରବାର ମାଓବାଦୀ ଓ ସିଆର୍ପିଏଫ୍ ଯବାନଙ୍କ ମଧ୍ୟରେ ହୋଇଥିବା ଏନ୍କାଉଣ୍ଟରରେ ୨ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସିଆର୍ପିଏଫ୍ର ୧୯୯ ବାଟେଲିୟନ ଓ ଛତିଶଗଡ଼ ପୋଲିସ ଆକସ୍ମିକ ଭାବେ ମାଓବାଦୀ ଲୁଚି ରହିଥିବା ଜାଣି…
ଉମର ଅବଦୁଲ୍ଲାଙ୍କ ପୂର୍ବତନ ସ୍ତ୍ରୀ କହିଲେ ‘ମୁଁ ଶିବଙ୍କର ଜଣେ ବଡ଼ ଭକ୍ତ’
ବାରାଣସୀ, ୨୮।୬: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ପୂର୍ବତନ ସ୍ତ୍ରୀ ପାୟଲ ନାଥ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିଛନ୍ତି। ପୁଅ ଜାହିର ଅବଦୁଲ୍ଲା ଏବଂ ଜାମିରଙ୍କ ସହ ସେ କାଳଭୈରବ ଏବଂ ଅନ୍ନପୂର୍ଣ୍ଣା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ନିଜକୁ…
ବର୍ଷାରେ ବେହାଲ୍ ମାୟାନଗରୀ
ମୁମ୍ବାଇ,୨୮।୬: ମହାରାଷ୍ଟ୍ରରେ ମୌସୁମୀ ଛୁଇଁବା ପରେ ମୁମ୍ବାଇବାସୀଙ୍କୁ ଗରମରୁ ଟିକେ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ସକାଳେ ମୁମ୍ବାଇ, ପାଳଘର ସମେତ ବହୁ ସ୍ଥାନରେ ମୂଷଳଧାରାରେ ବର୍ଷା ହୋଇଛି। ଏଥିଯୋଗୁ ଲୋକେ ଗରମରୁ ତ୍ରାହି ପାଇଥିବା ବେଳେ ଅନ୍ୟପଟେ ବଡ଼ ସମସ୍ୟା ସୃଷ୍ଟି…
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶକୁ ଫୁ: ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ କେହି ପହଞ୍ଚିଲେନି ସରକାରୀ କର୍ମଚାରୀ
ଲକ୍ଷ୍ନୌ,୨୮।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ସରକାରୀ କର୍ମଚାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଶୁକ୍ରବାର ସକାଳ ୯ଟା ସୁଦ୍ଧା ଇନ୍ଦିରା ଭବନ ଓ ଜବାହାର ଭବନରେ କୌଣସି ସରକାରୀ କର୍ମଚାରୀ ନଜର ଆସି…
ଚନ୍ଦ୍ରାବାବୁଙ୍କୁ ଅମରାବତୀ ବାସଭବନ ଖାଲି କରିବାକୁ କହିବା ସହ ୧୭ଟି ବିଲ୍ଡିଂକୁ ନୋଟିସ୍ ପଠାଇଲେ ଜଗନ ସରକାର
ହାଇଦ୍ରାବାଦ,୨୮।୬: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବିରୋଧରେ ଆଉ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅମରାବତୀରେ ଥିବା ନାଇଡୁଙ୍କ ବାସଭବନ ସମେତ ୧୭ଟି ବିଲ୍ଡିଂକୁ ନୋଟିସ୍ ଜାରି କରାଯାଇଛି। ଏହି ଘରଗୁଡ଼ିକୁ ବେଆଇନ ଦର୍ଶାଇବା…
Archives


