ଜିଦ୍ରେ ଅଟଳ ରାହୁଲ: ୟୁପିରେ ୩୫ କଂଗ୍ରେସ ନେତାଙ୍କ ଇସ୍ତଫା
ଲକ୍ଷ୍ନୌ, ୩୦ା୬ : ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରଠାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବା ଲାଗି ଅଡ଼ି ବସିଛନ୍ତି। ପଛକୁ ଫେରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ହେଲେ ଦଳୀୟ କର୍ମକର୍ତ୍ତାମାନେ…
୪ ଶହ ବର୍ଷ ହେଲା ଗାଁରେ ହୋଇନି କୌଣସି ଶିଶୁଙ୍କ ଜନ୍ମ…
ମଧ୍ୟପ୍ରଦେଶ ରାଜଗଡ଼ ଜିଲା ସଙ୍କ୍ ଶ୍ୟାମ୍ ଜୀ ଗାଁରେ ଗତ ୪ ଶହ ବର୍ଷ ଧରି କୌଣସି ଶିଶୁଙ୍କ ଜନ୍ମ ହୋଇନି। ଭୋପାଳଠାରୁ ଏହି ଗାଁର ଦୂରତା ପ୍ରାୟ ୧୩୦ କିଲୋମିଟର। ପ୍ରସବ ସମୟ ହେଲେ ଗର୍ଭବତୀ ମହିଳାଙ୍କୁ ଗାଁ ବାହାରେ…
ଭାରତ-ଫ୍ରାନ୍ସ ଯୁଦ୍ଧାଭ୍ୟାସରେ ସାମିଲ ହେବ ୪ ଏସ୍ୟୁ-୩୦ଏମ୍କେଆଇ ଜେଟ୍
ନୂଆଦିଲ୍ଲୀ,୨୯।୬: ଆସନ୍ତା ଜୁଲାଇ ୧ରୁ ୧୪ ମଧ୍ୟରେ ଫ୍ରାନ୍ସର ମଣ୍ଟ-ଡି-ମାର୍ସନ ଏୟାରବେସ୍ରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଫ୍ରାନ୍ସ ଯୁଦ୍ଧାଭ୍ୟାସରେ ୪ ଏସ୍ୟୁ-୩୦ଏମ୍କେଆଇ ଜେଟ୍, ଗୋଟିଏ ଆଇଏଲ୍-୭୮ ଟ୍ୟାଙ୍କର ଓ ୨ଟି ସି-୧୭ ଗ୍ଲୋବାଲ ମାଷ୍ଟର ସାମିଲ ହେବ। ଏନେଇ ଭାରତୀୟ ବାୟୁସେନା…
୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ
ମୁମ୍ବାଇ,୨୯।୬: ଲଗାଣ ବର୍ଷାରେ ବେହାଲ୍ ହୋଇଥିବା ମାୟାନଗରୀକୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ। କାରଣ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ସୋମବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଏପର୍ଯ୍ୟନ୍ତ ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ପ୍ରାୟ ୨ଶହ ମିଲିମିଟର…
ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିବାକୁ ଚାହୁଁଛନ୍ତି ମନୋଜ
ନୂଆଦିଲ୍ଲୀ,୨୯।୬:ରାଜଧାନୀ ଦିଲ୍ଲୀରେ ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିବାକୁ ଚାହୁଁଛନ୍ତି ଦିଲ୍ଲୀ ଭାଜପା ମୁଖ୍ୟ ମନୋଜ ତିଓ୍ବାରୀ। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଯେମିତି ରୋମିଓଙ୍କୁ ପାନେ ଦେବାକୁ ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିଛନ୍ତି ଠିକ୍ ସେହିପରି ରାଜଧାନୀ ମହିଳାଙ୍କୁ ସୁରକ୍ଷା ଯୋଗାଇ…
ଜମ୍ମୁ-କଶ୍ମୀରରେ ଆତଙ୍କବାଦର ବୀଜ ବପନ କରିଛି କଂଗ୍ରେସ: ରାମ ମାଧବ
ନୂଆଦିଲ୍ଲୀ,୨୯।୬: ଭାଜପାର ରାଷ୍ଟ୍ରୀୟ ମହାସଚିବ ରାମ ମାଧବ ଜମ୍ମୁ-କଶ୍ମୀର ଆତଙ୍କବାଦକୁ ନେଇ ସିଧା କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ(ଏନ୍ସି)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କଂଗ୍ରେସ ଓ ଏନ୍ସି ଜମ୍ମୁ-କଶ୍ମୀରରେ ଆତଙ୍କବାଦର ବୀଜ ବପନ କରିଛନ୍ତି। ଫଳରେ ପାକିସ୍ତାନ ଏହାର ଫାଇଦା…
ରବିବାର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍ର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ ରବିବାରଠାରୁ ଆରମ୍ଭ ହେବ। ଅଲ୍ ଇଣ୍ଡିଆ ରେଡିଓରେ ପ୍ରସାରିତ ଏହି କାର୍ଯ୍ୟକ୍ରମ ପ୍ରତି ମାସରେ ଆୟୋଜିତ ହୋଇଥାଏ। ମୋଦିଙ୍କ ପ୍ରଥମ ଇନିଂସ୍ର ଶେଷ ମନ୍ କି…
ଅଚାନକ ଜିଲା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଯୋଗୀ
ଲକ୍ଷ୍ନୌ,୨୯।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଅଚାନକ ଭାବେ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ରୋଗୀଙ୍କୁ ଭେଟିବା ସହ ହସ୍ପିଟାଲରେ ଉବଲବ୍ଧ ହେଉଥିବା ସୁବିଧା ଅସୁବିଧା କଥା ମଧ୍ୟ ପଚାରି ବୁଝିଥିଲେ। ଆଗକୁ ବର୍ଷାଦିନ ଆସୁଥିବାରୁ…
ସ୍କୁଟର ଆଣ୍ଟିଙ୍କ ଡାନ୍ସ ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୯।୪: ୪୦ ୫୦ ବର୍ଷ ବୟସରେ ମହିଳାଙ୍କୁ ସ୍କୁଟି, କାର ବାଇକ୍ ଚଲାଉଥିବା ଦେଖିଥିବା ବେଳେ କେବେ ଆପଣ ସ୍କୁଟର ଚଲାଉଥିବା ଦେଖିଛନ୍ତି। କେବଳ ଗାଡ଼ି ଚଳାଇବା ନୁହେଁ ତା ସହ ଡ୍ୟାନ୍ସ ମଧ୍ୟ କରୁଥିବା ଦେଖିଛନ୍ତି କି। ହେଲେ କିଛି…
ଜୁଲାଇ ୧ ପରେ ଅଯୋଧ୍ୟା, ରାଫାଲ ମାମଲାର ସୁପ୍ରିମ୍କୋର୍ଟରେ ହେବ ବିଚାର
ନୂଆଦିଲ୍ଲୀ,୨୯।୬: ଜୁଲାଇ ୧ ପରେ ଅଯୋଧ୍ୟା, ରାଫାଲ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ ମାମଲାର ବିଚାର ସୁପ୍ରିମ୍କୋର୍ଟରେ ହେବ। ୬ ସପ୍ତାହ ଗ୍ରୀଷ୍ମ ଅବକାଶ ପରେ ଆସନ୍ତା ସୋମବାରଠାରୁ ସର୍ବୋଚ୍ଚ ଅଦାଲତ ସାଧାରଣ ଭାବେ କାର୍ଯ୍ୟ କରିବ। ରାହୁଲ ଗାନ୍ଧୀଙ୍କ ଚୌକିଦାର…
ଯୋଗୀଙ୍କ ଶାସନରେ ମୁକ୍ତ ଭାବେ ବାହାରେ ବୁଲୁଛନ୍ତି ଅପରାଧୀ: ପ୍ରିୟଙ୍କା
ଲକ୍ଷ୍ନୌ,୨୯।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଅପରାଧୀ ମୁକ୍ତ ଭାବେ ବାହାରେ ବୁଲୁଛନ୍ତି। ରାଜ୍ୟ ସରକାରଙ୍କ ଆଇନ କାନୁନକୁ ସେମାନେ ଭୟ କରୁ ନ ଥିବା କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍ କରି ପ୍ରକାଶ କରିଛନ୍ତି।…
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ହାସଲ କରିବ ଶ୍ରେଷ୍ଠତ୍ୱ: ଶାହ
ନୂଆଦିଲ୍ଲୀ,୨୯।୬: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ଶ୍ରେଷ୍ଠତ୍ୱ ହାସଲ କରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି। ଏନ୍ଡିଆର୍ଏଫ୍ ପକ୍ଷରୁ ଆୟୋଜିତ ହୋଇଥିବା ଏକ ୨ ଦିନିଆ ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଲୋକଙ୍କ…
Archives


