ଜାତୀୟ

ପାକିସ୍ତାନକୁ ଭାରତର ଜବାବ

ନୂଆଦିଲ୍ଲୀ,୯।୮: ମୋଦି ସରକାର ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବା ପରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ପାକିସ୍ତାନ ଭାରତ ସହ ବ୍ୟବସାୟୀକ ସମ୍ପର୍କ ସହ ରେଳ ସେବା, ଆକାଶ ପଥ ମଧ୍ୟ ବନ୍ଦ କରି ଦେଇଛି। ପାକିସ୍ତାନର ଏହି…

ବନ୍ୟାଞ୍ଚଳରେ ସେଲ୍‌ଫି ନେଇ ବିବାଦରେ ମନ୍ତ୍ରୀ

ମୁମ୍ବାଇ,୯।୮: ମହାରାଷ୍ଟ୍ରରେ ଏବେ ବନ୍ୟା ପରିସ୍ଥିତି ସାଧାରଣ ଜୀବନ ଉପରେ ଖୁବ୍‌ ପ୍ରଭାବ ପକାଇଛି। ସାଂଗଲି ଓ କୋଲ୍ଲାପୁର ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରୁ ପ୍ରାୟ ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ…

ସମଝୌତା ପରେ ଏବେ ଥର୍‌ ଏକ୍ସପ୍ରେସ୍‌କୁ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପାକିସ୍ତାନ ଭାରତରୁ ଗୋଟିଏ ପରେ ଗୋଟିଏ ସମ୍ପର୍କ ଛିନ୍ନ କରିବାରେ ଲାଗିଛି। ଗୁରୁବାର ପାକିସ୍ତାନ ସମଝୌତା ଏକ୍ସପ୍ରେସ୍‌ ବନ୍ଦ କରିଥିବା ବେଳେ ଶୁକ୍ରବାର ଥର୍‌ ଏକ୍ସପ୍ରେସକୁ ବନ୍ଦ କରି ଦେଇଛି। ଯୋଧପୁରରୁ କରାଚି…

ସାମ୍ନାକୁ ଆସିଲେ ବାଘକୁ ମାରିଦିଅ: ମୋଦି କହିଲେ ମୋର ସଂସ୍କାର ଏମିତି ନୁହେଁ

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବ୍ଲିସିଟି କ୍ଷେତ୍ରରେ ଟିକେ ଆଗରେ ବୋଲି କୁହାଯାଏ। ତେବେ ନିକଟରେ ସେ ଡିସ୍‌କଭରି ଚ୍ୟାନେଲରେ ପ୍ରସାରିତ ମ୍ୟାନ ଭର୍ସେସ୍‌ ଓ୍ବାଇଲ୍ଡର ଏକ ସ୍ପେଶାଲ ଏପିସୋଡରେ ମୋଦିଙ୍କୁ ଦେଖିବାକୁ ମିଳିବ। ଆସନ୍ତା ୧୨ ତାରିଖରେ ଏହା ପ୍ରସାରଣ…

ଦାରିଦ୍ର୍ୟ ଯୋଗୁ ନିଜ ପିଲାଙ୍କୁ ବନ୍ଧା ରଖି ଋଣ ଆଣୁଛନ୍ତି ଲୋକେ

ଶିବପୁରୀ,୯।୮: ଉତ୍ତର ପ୍ରଦେଶ ଶିବପୁରୀ ଜିଲାର ମୁଧେନି ଗାଁରେ ଦାରିଦ୍ର୍ୟତାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଏହି ଗାଁର ଲୋକେ ମେଷପାଳକଙ୍କ ପାଖରେ ନିଜ ପିଲାଙ୍କୁ ବନ୍ଧକ ରଖି ଋଣ ଆଣୁଥିବା ପ୍ରକାଶ କରିଛନ୍ତି। ଏହା ସେମାନଙ୍କର ଏକ ନିଶ୍ଚିତ…

ଶ୍ରୀନଗର ବିମାନବନ୍ଦରରେ ୟେଚୁରୀ ଅଟକ

ଶ୍ରୀନଗର, ୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ସେଠାକୁ ଦଳୀୟ ଗସ୍ତରେ ଯାଇଥିବା ସିପିଆଇ(ଏମ୍‌) ମହାସଚିବ ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖାଯାଇଛି। ଦଳର ନେତାଙ୍କ ସହ…

୪ ରାଜ୍ୟରେ ନିର୍ବାଚନ ପ୍ରଭାରୀ ନିଯୁକ୍ତ କଲା ଭାଜପା

ନୂଆଦିଲ୍ଲୀ, ୯।୮: ଦିଲ୍ଲୀ, ଝାଡଖଣ୍ଡ, ହରିୟାଣା ଏବଂ ମଧ୍ୟ ପ୍ରଦେଶରେ ଆଗାମୀ ଅକ୍ଟୋବରରେ ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାଜପା। ଦଳ ପକ୍ଷରୁ ଏହି ୪ଟି ରାଜ୍ୟରେ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। ଭାଜପା ରାଷ୍ଟ୍ରୀୟ…

ହରିୟାଣା ବିଧାନସଭା ନିର୍ବାଚନ: ଭାଜପା ପ୍ରଭାରୀ ନିଯୁକ୍ତ ହେଲେ କେନ୍ଦ୍ରମନ୍ତ୍ରୀ ତୋମାର

ଚଣ୍ଡିଗଡ଼,୯।୮: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଜୋର୍‌ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଭାଜପା ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭାଜପାର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି। …

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରକାଶ ଜାଭଡେକର ଭାଜପା ନିର୍ବାଚନ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ,୯।୮: ଆସନ୍ତା ବର୍ଷ ଆରମ୍ଭରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାଜପା ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେଲାଣି। ଏନେଇ ଭାରତୀୟ ଜନତା ପାର୍ଟି (ଭାଜପା) ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ବିଧାନସଭା ନିର୍ବାଚନ…

କେରଳ, କର୍ନାଟକ ସମେତ ୫ଟି ରାଜ୍ୟରେ ବନ୍ୟା ବିତ୍ପାତ: ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଲା ବାୟୁସେନା

ଥିରୁଭାନନ୍ତପୁରମ,୯।୮: ଦେଶରେ ବହୁ ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟା ବିତ୍ପାତ ଦେଖାଦେଇଛି। କେରଳରୁ କର୍ନାଟକ ଓ ମଧ୍ୟପ୍ରଦେଶରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବହୁ ରାଜ୍ୟ ପାଣି ଘେରରେ ରହିଛି। ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ଏନଡିଆର୍‌ଏଫ୍‌…

ବନ୍ୟା ପ୍ରପୀଡିତଙ୍କ ପାଇଁ ମୋଦିଙ୍କୁ ସହାୟତା ମାଗିଲେ ରାହୁଲ

ନୂଆଦିଲ୍ଲୀ, ୯।୮: କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାୟନାଡ ଜିଲା। ଏଠାରୁ ଏମ୍‌ପି ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବନ୍ୟା ପ୍ରପୀଡିତଙ୍କୁ ସହାୟତା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ସୋସିଆଲ ମିଡିଆ ପ୍ରଭାବ: ଲତାଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁଙ୍କ ଭାଗ୍ୟ ବଦଳିଲା, ମିଳୁଛି ଅନେକ ଶୋ’ର ଅଫର୍‌

ମୁମ୍ବାଇ: ଆଜିର ଅତ୍ୟାଧୁନିକ ସମାଜରେ ସୋସିଆଲ ମିଡିଆର ପ୍ରଭାବ ଅଧିକ।ଏଥିରେ କୌଣସି ଘଟଣା ଥରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଯାଆନ୍ତି ଅନେକେ। ଏପରି କିଛି ଘଟିଛି ପଶ୍ଚିମବଙ୍ଗର ରାନୁଙ୍କ କ୍ଷେତ୍ରରେ। ନିକଟରେ କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ଲୋକପ୍ରିୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri