ଏଣିକି ହେଲମେଟ୍ ନ ପିନ୍ଧିବା ଠାରୁ ମହଙ୍ଗା ପଡ଼ିବ ରାସ୍ତା ଉପରେ ଆବର୍ଜନା ଫୋପାଡିବା
ଲକ୍ଷ୍ନୌ,୨୩।୯: ନୂଆ ମୋଟରଯାନ ନିୟମ ଅନୁଯାୟୀ ଏବେ ଉଲ୍ଲଂଘନକାରଙ୍କର ଯେଉଁ ଚାଲାଣ କଟାଯାଉଛି ତା’ଠାରୁ ମହଙ୍ଗା ହେବ ରାସ୍ତାରେ ଆବର୍ଜନା ଫୋପାଡ଼ିବ। ଏହି ଜରିମାନା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଏହା ହେଲମେଟ୍ ନ ପିନ୍ଧିବା ଜରିମାନାଠାରୁ ବି ବହୁ ଗୁଣା…
ଅଧାରେ ରହିଗଲା ଦୁବାଇ ସ୍ବପ୍ନ: ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ
ଅମରାବତୀ,୨୩।୯: ସୋସିଆଲ ମିଡିଆରେ ଟିକ୍ଟକ୍ ଭିଡିଓର ଏବେ ଟ୍ରେଣ୍ଡ ଚାଲିଥିବା ବେଳେ ଏଥିଯୋଗୁ କେତେକଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ହେଲେ କାହାରିବି ଚେତା ପଶୁନି। କିଛି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ନିଜାମାବାଦରେ। ସୂଚନାଯୋଗ୍ୟ, ତେଲେଙ୍ଗାନାର ଗୋନୁଗୋପାଲ୍ଲା ଗଁାରେ…
ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ସାମରିକ ବାହିନୀ ତିଆରି କରୁଛି ଆଇଏସ୍ଆଇ: ଦାଉଦ୍ ଇବ୍ରାହିମ୍ଙ୍କୁ ମିଳିଛି ଅସ୍ତ୍ରଶସ୍ତ୍ର ଯୋଗାଇବା ଠିକା
ନୂଆଦିଲ୍ଲୀ,୨୩।୯: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଷଡ଼ଯନ୍ତ୍ର ରଚିଛି। ଏଥିପାଇଁ ଏକ ସାମରିକ ବାହିନୀ ମଧ୍ୟ ଗଠନ କରାଯିବାର ଯୋଜନା କରାଯାଇଛି। ଏହି ସାମରିକ ବାହିନୀ ଳାଗି ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇବା ଲାଗି ଅଣ୍ଡରଓ୍ବାଲ୍ଡ୍ ଡନ୍…
ସିନେଟରଙ୍କ ସ୍ତ୍ରୀଙ୍କୁ ଭୁଲ ମାଗିଲେ ମୋଦି
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରବିବାର ଆମେରିକାର ହ୍ୟୁଷ୍ଟନଠାରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ବିଶ୍ୱରେ ମୋଦିଙ୍କ ଲୋକପ୍ରିୟତା କାହାକୁ ଅଛପା ନାହିଁ। ବ୍ୟବହାର ଦୃଷ୍ଟିରୁ ମୋଦିଙ୍କୁ କାହା ସହିତ ତୁଳନା କରାଯାଇ ପାରେ ନାହିଁ ବୋଲି କୁହାଯାଏ। କାରଣ…
ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ୪୦ କିଗ୍ରା ବିସ୍ଫୋରକ ଜବତ
ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। କଠୁଆ ଜିଲାର ବିଲଓ୍ବାର ତହସିଲ୍ର ଦଓ୍ବୋର ଅଞ୍ଚଳରୁ ସୁରକ୍ଷାକର୍ମୀ ସୋମବାର ୪୦ କିଗ୍ରା ବିସ୍ଫୋରକ ଜବତ କରିଛନ୍ତି। ଏତେ ପରିମାଣର ବିସ୍ଫୋରକ କିଭଳି ଏଠାକୁ ଆସିଲା ସେ ନେଇ…
ଏମ୍ଆର୍ଆଇ ମେଶିନରେ ରୋଗୀଙ୍କୁ ରଖି ଭୁଲିଗଲେ ଟେକ୍ନିସିଆନ୍
ପଞ୍ଚକୁଲା,୨୩।୯: ହରିୟାଣାର ପଞ୍ଚକୁଲାରେ ଜଣେ ବରିଷ୍ଠ ନାଗରିକଙ୍କୁ ଏମ୍ଆର୍ଆଇ ମେଶିନରେ ରଖି ଟେକ୍ନିସିଆନ ଭୁଲିଯିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଘଟିଛି ସେକ୍ଟର ୬ରେ ଥିବା ଏକ ଘରୋଇ ହସ୍ପିଟାଲରେ। ସେଠାରେ ୬୧ ବର୍ଷୀୟ ରାମମେହେର ଏମ୍ଆର୍ଆଇ ପାଇଁ…
ସାବଧାନ: ପାକିସ୍ତାନରୁ ଆସୁଛି ‘କୌନ ବନେଗା କରୋଡପତି’ ମେସେଜ୍
ନୂଆଦିଲ୍ଲୀ,୨୩।୯: ସୁରକ୍ଷା ଏଜେନ୍ସିର ସୂଚନା ଅନୁଯାୟୀ ଭାରତର ଲୋକପ୍ରିୟ ଟେଲିଭିଜନ ଶୋ’ ‘କୌନ ବନେଗା କରୋଡପତି’ କୁ ବଦନାମ କରିବାକୁ ପାକିସ୍ତାନର କେତେ ଜଣ ଲୋକ ସୋସିଆଲ ମିଡିଆ ଜରିଆରେ ଭୁଲ୍ ମେସେଜ୍ ପଠାଉଥିବା ଜଣାପଡିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି…
ବେକାର ସମସ୍ୟା-ଛଟେଇ- ଭିଡ଼ ହିଂସା ଆଦିକୁ ଛାଡ଼ି ଦେଲେ ଭାରତରେ ଅନ୍ୟ ସବୁ ସ୍ଥିତି ଭଲ: ଚିଦାମ୍ବରମ୍
ନୂଆଦିଲ୍ଲୀ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମକୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ କଡ଼ା ସମାଲୋଚନା କରିଛନ୍ତି। ତାଙ୍କୁ ସୋମବାର ତିହାର ଜେଲ୍ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଭେଟିବାକୁ ଯାଇଥିଲେ। ଏହା…
୨୦୨୧ରେ ହେବ ଡିଜିଟାଲ ଜନଗଣନା: ଶାହ
ନୂଆଦିଲ୍ଲୀ,୨୩।୯: ଆସନ୍ତା ୨୦୨୧ରେ ଦେଶରେ ଡିଜିଟାଲ ଜନଗଣନା କରାଯିବ। ଏଥିରେ ମୋବାଇଲ୍ ଆପ୍ ବ୍ୟବହୃତ ହେବ। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଏହା ସହିତ ଏକ ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ବହୁବିଧ ପରିଚୟ ପତ୍ର ପ୍ରସ୍ତୁତି ନେଇ…
ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଅନୁଷ୍କା
ମୁମ୍ବାଇ: ଫର୍ଚ୍ୟୁନ ଇଣ୍ଡିଆ ୨୦୧୯ର ଶୀର୍ଷ ୫୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସ୍ଥାନ ମିଳିଛି। ୩୯ ନମ୍ବର ସ୍ଥାନରେ ଥିବା ଅନୁଷ୍କା ଉକ୍ତ ତାଲିକାର ସର୍ବ କନିଷ୍ଠା ମହିଳା ବୋଲି…
ଆସୁଛି ସାମୁଦ୍ରିକ ଝଡ଼ ‘ହିକ୍କା’ ୨୫ରେ ଉପକୂଳ ଛୁଇଁବା ସମ୍ଭାବନା
ନୂଆଦିଲ୍ଲୀ,୨୩।୯: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ହିକ୍କା’ ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ଓମାନ ଉପକୂଳ ଛୁଇଁବ ବୋଲି ଅନୁମାନ କରିଛି ଜାତୀୟ ପାଣିପାଗ ବିଭାଗ। ସୋମବାର ଏହା ଆରବ ସାଗର ମଧ୍ୟରେ ସୃଷ୍ଟି ହାଇଥିବା ବେଳେ…
ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ଜାଣିଶୁଣି କରୁଛି ଅସ୍ତ୍ରବିରତି ଉଲ୍ଲଂଘନ: ସେନାଧ୍ୟକ୍ଷ ବିପିନ ରାଓ୍ବତ
ଚେନ୍ନାଇ,୨୩।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କାର୍ଯ୍ୟ ଜାରି ରଖିଛି। ବାଲାକୋଟରେ ପୁଣି ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀଙ୍କ ସଦସ୍ୟଙ୍କୁ ଆଇଏସ୍ଆଇ ଇସାରାରେ ତାଲିମ୍ ଦିଆଯାଉଥିବା ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ବିପିନ୍ ରାଓ୍ବତ୍ ଚେନ୍ନାଇଠାରେ ସୋମବାର…
Archives


