ଜାତୀୟ

ଡକାୟତଙ୍କୁ ସାମ୍ନାକରି ଜିତିଲେ ବୃଦ୍ଧ ଦମ୍ପତି ସିସିଟିଭିରେ ରେକର୍ଡ ହେଲା ଦୃଶ୍ୟ

ତିରୁନେଲଭେଲି,୧୩।୮: ତାମିଲନାଡୁର ତିରୁନେଲଭେଲିରେ ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ କରିବା ମହଙ୍ଗା ପଡିଛି। ନିଜ ଘର ବାହାରେ ବସିଥିବା ଜଣେ ବୃଦ୍ଧଙ୍କୁ ପଛପଟୁ ଦୁଇ ଡକାୟତ ଚୋରି କରିବା ଉଦ୍ଦେଶ୍ୟରେ ଆସି ଆକ୍ରମଣ କରିଥିଲେ। ହେଲେ ଏହି ସମୟରେ ଘର ଭିତରେ ଥିବା…

ଦିଲ୍ଲୀ ଗାନ୍ଧିନଗର ମାର୍କେଟରେ ନିଆଁ

ନୂଆଦିଲ୍ଲୀ,୧୩।୮: ମଙ୍ଗଳବାର ସକାଳେ ଦିଲ୍ଲୀର ଗାନ୍ଧିନଗର ମାର୍କେଟରେ ଭିଷଣ ନିଆଁ ଲାଗିଛି। ଏହାକୁ ଲିଭାଇବା ପାଇଁ ୨୧ଟି ଦମକଳ ନିୟୋଜିତ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ଏଥିରେ କେହି ମୃତାହତ ହୋଇ ଥିବା ସୂଚନା ମିଳି ନ ଥିବା ବେଳେ କ୍ଷୟକ୍ଷତିର…

୨୭ ହଜାର ଯବାନ ହେବେ ଛଟେଇ

ନୂଆଦିଲ୍ଲୀ,୧୩।୮: ଭାରତୀୟ ସେନାର ୨୭ ହଜାର ଯବାନଙ୍କୁ ଛଟେଇ କରାଯିବ। ଏହାଦ୍ୱାରା ୧୬ ଶହ କୋଟି ଟଙ୍କା ସଞ୍ଚୟ ହେବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ସମ୍ପ୍ରତି ସେନାରେ ୧୨.୫ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରେ ୪୩…

ବନ୍ୟା ପରେ ଏବେ ଭୂକମ୍ପରେ ଥରିଲା ମହାରାଷ୍ଟ୍ର

ମୁମ୍ବାଇ,୧୩।୮: ବନ୍ୟାର ବିଭିଷିକା ପରେ ଏବେ ମହାରାଷ୍ଟ୍ରରେ ଭୂକମ୍ପ ଦେଖାଦେଇଛି। ମଙ୍ଗଳବାର ମହାରାଷ୍ଟ୍ରର ପାଲଘର ଜିଲାରେ ୩.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନ ଥିବା ବେଳେ ମୃତାହତଙ୍କ ସମ୍ପର୍କରେ ମଧ୍ୟ କୌଣସି…

୭ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ରାମେଶ୍ୱରମ୍‌,୧୩।୮: ଶ୍ରୀଲଙ୍କା ନୌସେନା ପକ୍ଷରୁ ୭ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରାଯାଇଛି। ସେମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ଶ୍ରୀଲଙ୍କା କରିଛି। ରାମେଶ୍ୱରମ୍‌ ନିକଟରେ ଥିବା ଡେଲପ୍ଟ ଦ୍ୱୀପ ଅଞ୍ଚଳରେ ସେମାନେ ମାଛ ଧରୁଥିଲେ। ଧୀବରମାନଙ୍କୁ…

ରାହୁଲ ଆଉଟ୍‌, ବ୍ୟାଟିଂ କରିବାକୁ ଆସିଲେ ସୋନିଆ ପଛରେ ପ୍ରସ୍ତୁତ ଅଛନ୍ତି ପ୍ରିୟଙ୍କା: ଭାଜପା

ନୂଆଦିଲ୍ଲୀ,୧୩।୮: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣିଥରେ କଂଗ୍ରେସର ଗୁରୁଦାୟିତ୍ୱ ତୁଲାଇଛନ୍ତି। ସୋନିଆଙ୍କୁ ଏବେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି। ଏହାକୁ ଦେଖି ଏବେ ବିରୋଧି ପୁଣି ଥରେ…

ଯାନ୍ତ୍ରିକ ତ୍ରୁଟି: ରନ୍‌ଓ୍ବେରୁ ଫେରିଲା ନୀତୀନ ଗଡ଼କରୀଙ୍କ ବିମାନ

ନାଗପୁର, ୧୩।୮: ମହାରାଷ୍ଟ୍ରର ନାଗପୁରରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନକୁ ରନ୍‌ଓ୍ବେ ଫେରାଇ ନିଆଯାଇଛି। ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଇଣ୍ଡିଗୋର ୬-ଇ-୬୩୬ ବିମାନ ମଙ୍ଗଳବାର ରନ୍‌ଓ୍ବେ ଉଡ଼ାଣ…

ବିଶ୍ୱର ପ୍ରସିଦ୍ଧ ବାମହାତୀ

ଆଜି ଅନ୍ତର୍ଜାତୀୟ ବାମହାତୀ ଦିବସ । ଏହି ଅବସରରେ ବାମହାତୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଏ। ୧୯୭୬ରେ ଆମେରିକାର ଡିନ୍‌ ଆର୍‌. କ୍ୟାମ୍ପବେଲ୍‌ଙ୍କ ଦ୍ୱାରା ଲେଫ୍ଟହ୍ୟାଣ୍ଡର୍ସ ଇଣ୍ଟରନ୍ୟାଶନାଲ ଡେ’ ପ୍ରଥମକରି ପାଳନ କରାଯାଇଥିଲା । ବିଶ୍ୱର…

୨୦ରେ ଚନ୍ଦ୍ରକକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨

ଅହମଦାବାଦ: ଭାରତର ଦ୍ୱିତୀୟ ମୁନ୍‌ ମିଶନ୍‌ ‘ଚନ୍ଦ୍ରୟାନ-୨’ ଅଗଷ୍ଟ ୨୦ରେ ଚନ୍ଦ୍ର କକ୍ଷରେ ପହଞ୍ଚତ୍ବା ଆଶା କରାଯାଉଛି। ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ୍‌ ପ୍ରକାଶ କରିଛନ୍ତି।…

ବେକାବୁ ହେଲାଣି ବନ୍ୟା: ଭୂସ୍ଖଳନରେ ୯ ମୃତ

ନୂଆଦିଲ୍ଲୀ, ୧୩ା୮(ପି.ଟି.): କେରଳ, କର୍ନାଟକ, ମହାରାଷ୍ଟ୍ର, ଗୁଜରାଟରେ ବର୍ଷାଜନିତ ବନ୍ୟା ପରିସ୍ଥିତି ଏବେ ବି ଗମ୍ଭୀର ରହିଥିବାବେଳେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ଏଥିସହ ଉତ୍ତରାଖଣ୍ଡ ଓ ଜମ୍ମୁ-କଶ୍ମୀରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ୯…

ସର୍ବୋଚ୍ଚ ରାମ ମୂର୍ତ୍ତି ନିର୍ମାଣରେ ଅନିଶ୍ଚିତତା

ଅଯୋଧ୍ୟା,୧୩ା୮(ଆଇଏଏନ୍‌ଏସ୍‌): ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଦୈନନ୍ଦିନ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ସେପଟେ ଶ୍ରୀରାମଙ୍କର ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। କାରଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ପ୍ରତିବନ୍ଧକ ଦେଖାଯାଇଛି। ସରଯୁ ନଦୀକୂଳ…

ଆଜି ନାମାଙ୍କନପତ୍ର ଦାଖଲ କରିବେ ମନମୋହନ

ଜୟପୁର, ୧୩ା୮(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାଜ୍ୟ ସଭା ଉପନିର୍ବାଚନ ଲାଗି ରାଜସ୍ଥାନରୁ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବେ ବୋଲି ରାଜ୍ୟ କଂଗ୍ରେସ ଉପାଧ୍ୟକ୍ଷ ସଚିନ ପାଇଲଟ କହିଛନ୍ତି। ସେ ୪ ସେଟ୍‌ ନାମାଙ୍କନପତ୍ର ଦାଖଲ କରିବେ। ଗତ ଜୁନ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri