ବିଳମ୍ବ ହେଲା ତେଜସ୍ ଏକ୍ସପ୍ରେସ୍: ପରିଚାରିକା ଦେଲେ ଯାତ୍ରୀଙ୍କୁ ଉପହାର
ଲକ୍ଷ୍ନୌ,୨୦।୧୦: ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ତେଜସ୍ ଏକ୍ସପ୍ରେସ୍ ବିଳମ୍ବରେ ଷ୍ଟେଶନ୍ରେ ପହଞ୍ଚିଛି। ଯାତ୍ରୀଙ୍କ ଅସୁବିଧା ପାଇଁ ଟ୍ରେନ୍ ପରିଚାରିକା ବିଳମ୍ବ ପାଇଁ ଦୁଃଖିତ ଲେଖାଥିବା ବିସ୍କୁଟ ପ୍ୟାକେଟ୍ ଯାତ୍ରୀଙ୍କୁ ଦେଇଛନ୍ତି। ଏହା ସହିତ ସମସ୍ତ ଯାତ୍ରୀଙ୍କୁ ୨୫୦ ଟଙ୍କା ଫେରସ୍ତ କରାଇବା…
ଡାହାଣୀ ଭୟରେ ପ୍ରସୂତିଙ୍କ ମୃତଦେହ ଉଠାଇଲେନି ପୁରୁଷ: ଶ୍ମଶାନକୁ ବୋହି ନେଲେ ମହିଳା
କାଙ୍କେର,୨୦।୧୦: ଅନ୍ଧବିଶ୍ୱାସ ଯୋଗୁ ଛତିଶଗଡ଼ରେ ଜଣେ ପ୍ରସୂତିଙ୍କ ମୃତ ଦେହ ଉଠାଇବାକୁ ପୁରୁଷ ଆସିଲେନି। ପ୍ରସୂତିଙ୍କ ମୃତଦେହ ଉଠାଇଲେ ଭୂତ ହଇରାଣ କରିବାର ଆଶଙ୍କାଥିବାରୁ ପୁରୁଷ ଏଭଳି କରିଛନ୍ତି। ତେବେ ପ୍ରସୂତିଙ୍କ ମୃତଦେହକୁ ସ୍ଥାନୀୟ ମହିଳାମାନେ ସଂସ୍କାର ପାଇଁ ଶ୍ମଶାନକୁ ବୋହି…
ମୋଦିଙ୍କ ସହ ସେଲ୍ଫି ନେବାକୁ ବ୍ୟଗ୍ର ବଲିଉଡ୍ ଷ୍ଟାର
ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ମୋଦିଙ୍କର ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ଟୁଇଟରରେ ସବୁଠାରୁ ଅଧିକ ଫଲୋ କରୁଥିବା ଭାରତୀୟ ଭାବେ ମୋଦିଙ୍କ ନାଁ ରହିଛି ଆଗରେ। ତେବେ ଶନିବାର ମୋଦିଙ୍କ ବାସ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲିଉଡ୍ର କେତେଜଣ ସେଲିବ୍ରିଟି ଯୋଗ…
ପିଓକେରେ ଭାରତୀୟ ସେନାର ମିନି ସର୍ଜିକାଲ ଷ୍ଟ୍ରାଇକ୍: ଧ୍ୱଂସ ହେଲା ଆତଙ୍କବାଦୀ ଶିବିର
ଶ୍ରୀନଗର,୨୦।୧୦: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରବିବାର ଭାରତୀୟ ସେନା ପକ୍ଷରୁ ମିନି ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଛି। ଜମ୍ମୁ-କଶ୍ମୀର କୁପଓ୍ବାରାର ତଙ୍ଗଧାର୍ ପାକିସ୍ତାନ ଆର୍ମି ଦ୍ୱାରା ଅନୁପ୍ରବେଶ ଉଦ୍ୟମ ହେଉଥିଲା ବେଳେ ଏହାକୁ ଭାରତୀୟ ସେନା ପକ୍ଷରୁ ବିରୋଧ କରାଯାଇଥିଲା। ପାକିସ୍ତାନ ଫରଓ୍ବାର୍ଡ…
ଆସିଲାନି ଆମ୍ବୁଲାନ୍ସ୍: ଆହତଙ୍କୁ ଠେଲା ଗାଡ଼ିରେ ହସ୍ପିଟାଲରେ ପହଞ୍ଚାଇଲେ ୨ ପୋଲିସ
ଗୋରଖପୁର,୨୦।୧୦: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରରେ ସାଧାରଣ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ସାଧାରଣ ଲୋକଙ୍କ ପାଇଁ ଆମ୍ବୁଲାନ୍ସ୍ ଥିଲେ ମଧ୍ୟ ଏହା ଆବଶ୍ୟକ ସମୟରେ ଉପଲବ୍ଧ ହେଉ ନ ଥିବା ଅଭିଯୋଗ ହେଉଛି। ସ୍ଥାନୀୟ କେଣ୍ଟ୍ ଥାନା ଅଞ୍ଚଳରେ…
ମୋଦିଙ୍କ ତୁର୍କୀ ଗସ୍ତ ରଦ୍ଦ: ଏଫ୍ଏଟିଏଫ୍ ବୈଠକରେ ପାକିସ୍ତାନକୁ ସମର୍ଥନ କରିବା ମହଙ୍ଗା ପଡ଼ିଲା
ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁର୍କୀ ଗସ୍ତ ରଦ୍ଦ କରାଯାଇଛି। ପାକିସ୍ତାନକୁ ଫାଇନାନ୍ସିଆଲ୍ ଆକ୍ସନ୍ ଟ୍ୟାକ୍ସ୍ ଫୋର୍ସ(ଏଫ୍ଏଟିଏଫ୍) ବୈଠକରେ ତୁର୍କୀ ସମର୍ଥନ କରିଥିଲା। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜର ତୁର୍କୀ ଗସ୍ତ ରଦ୍ଦ କରିଥିବା କୁହାଯାଉଛି। ମୋଦି ଅକ୍ଟୋବର ୨୭-୨୮ରେ…
ନାଇଟ୍ କ୍ଲବରେ ଗୋଟିଏ ରାତିରେ ୭ କୋଟି ଟଙ୍କା ଉଡାଇଛନ୍ତି କମଲନାଥଙ୍କ ଭଣଜା
ନୂଆଦିଲ୍ଲୀ,୨୦।୧୦: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀ ଆମେରିକାର ଏକ ନାଇଟ୍ କ୍ଲବରେ ଗୋଟିଏ ରାତିରେ ପାଖାପାଖି ୧୧ ଲକ୍ଷ ଡଲାର ବା ୭.୮ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି। ମନି ଲଣ୍ଡରିଂ ମାମଲାରେ ରତୁଲଙ୍କ…
ମୋବାଇଲ୍ ଆଲୋକରେ ଶହୀଦ୍ ଯବାନଙ୍କ ଅନ୍ତିମ ସଂସ୍କାର: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଫିରୋଜାବାଦ,୨୦।୧୦: ଉତ୍ତରପ୍ରଦେଶ ଫିରୋଜାବାଦ୍ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଶହୀଦ୍ ଯବାନଙ୍କ ଅନ୍ତିମ ସଂସ୍କାର ଅନ୍ଧାରରେ ମୋବାଇଲ୍ ଆଲୋକରେ କରାଯାଇଛି। ଏହା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ କାହିଁକି ଆଲୋକର ବ୍ୟବସ୍ଥା କରାଗଲା…
ଟାର୍ଗେଟରେ ଦିଲ୍ଲୀ: ଦୀପାବଳିରେ ୪ଶହ ସ୍ଥାନରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ
ନୂଆଦିଲ୍ଲୀ,୨୦।୧୦: ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ରାଜଧାନୀ ଦିଲ୍ଲୀରେ ଏକ ବଡ ଆକ୍ରମଣ ଯୋଜନା କରୁଥିବା ସୂଚନା ଦେଇଛି ଗୁଇନ୍ଦା ସଂସ୍ଥା। ଏହି ଆତଙ୍କବାଦୀ ସଙ୍ଗଠନ ଦିଲ୍ଲୀର ପାଖାପାଖି ୪ଶହ ସ୍ଥାନକୁ ନିଜ ଟାର୍ଗେଟକୁ ନେଇଥିବା ଜଣାପଡିଛି। ଏଥିରେ ସାମିଲ ଅଛି ବଡ…
ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଯବାନ ଶହୀଦ୍
ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ରବିିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ୨ ଜଣ ଭାରତୀୟ ଯବାନ ଶହୀଦ୍ ହୋଇଥିବାବେଳେ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକର ମୋର୍ଟାର ଶେଲିଂ ମାଡ଼ରେ ଗୋଟିଏ ଭାରତୀୟ ପୋଷ୍ଟ…
ଭୋଟ ପୂର୍ବରୁ ୧୮ ଲକ୍ଷ ଟଙ୍କା ଜବତ
ନାଗପୁର, ୨୦ା୧୦ (ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୧ରେ ହେବାକୁ ଥିବାବେଳେ ପୋଲିସ ଶୁକ୍ରବାର ରାତିରେ ୧୮ ଲକ୍ଷ ଟଙ୍କା ଜବତ କରିଥିବାବେଳେ ଭାଜପା ପ୍ରାର୍ଥୀ ପରିଣୟ ଫୁକେଙ୍କ ସହଯୋଗୀ ନୀତିନ ନୀଳକଣ୍ଠରାଓଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ…
ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗୋୟଲଙ୍କ ପିଏସ୍ ମୃତ
ଶାହଜାହାନ୍ପୁର, ୨୦ା୧୦(ପି.ଟି.) : କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗ୍ଓ୍ବାରଙ୍କ ବ୍ୟକ୍ତିଗତ ସଚିବ ବ୍ରିଜେଶ କୁମାର ତିଓ୍ବାରୀ (୪୪) ସଡ଼କ ଦୁର୍ଘଟଣାରେ ଶନିବାର ପ୍ରାଣ ହରାଇଛନ୍ତି। ତାଙ୍କ କାର୍ ଏକ ଟ୍ରକ୍ ସହ ଧକ୍କା ଖାଇବାରୁ ଏଭଳି ଘଟଣା…

