ପାକିସ୍ତାନର ସ୍ବାଧୀନତା ଦିବସରେ ଭାରତୀୟ ଟୁଇଟର ବ୍ୟବହାରକାରୀ ଟ୍ରୋଲ କରି ଲେଖିଲେ ‘# ହାପି ବାର୍ଥଡେ ବେଟା’
ନୂଆଦିଲ୍ଲୀ,୧୪।୮: ପାକିସ୍ତାନ ଅଗଷ୍ଟ ୧୪ ବୁଧବାର ନିଜର ୭୩ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ ଟୁଇଟର ବ୍ୟବହାରକାରୀ ପଡୋଶୀ ଦେଶକୁ ଟୁଇଟରରେ ‘# ହାପି ବାର୍ଥଡେ ବେଟା’ ଲେଖି ଟ୍ରୋଲ କରିଥିବା ଦେଖିବାକୁ ମିଳିଛି। ୧୯୪୭ ଅଗଷ୍ଟ…
ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ ନୀରଜ ଶେଖର
ଲକ୍ଷ୍ନୌ, ୧୪।୮:ଉତ୍ତର ପ୍ରଦେଶର ଏକ ସିଟ୍ରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ପୁଅ ନୀରଜ ଶେଖର। ନାମାଙ୍କନବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଭାଜପା ନେତା ଉପସ୍ଥିତ ଥିଲେ।…
ଦିଲ୍ଲୀ ବିମାନ ବନ୍ଦରରେ ଶାହ ଫୈସଲ ଅଟକ
ନୂଆଦିଲ୍ଲୀ,୧୪।୮: ପୂର୍ବତନ ଆଇଏସ୍ ଅଧିକାରୀ ତଥା ଜମ୍ମୁ-କଶ୍ମୀର ପିପୁଲ୍ସ୍ ମୁଭମେଣ୍ଟର ଅଧ୍ୟକ୍ଷ ଶାହ ଫୈସଲଙ୍କୁ ବୁଧବାର ଦିଲ୍ଲୀ ବିମାନ ବନ୍ଦରରେ ପୋଲିସ ଅଟକ ରଖିଛି। ଶାହ ବିଦେଶ ଗସ୍ତ କରୁଥିବା ସମୟରେ ପୋଲିସ ବିମାନବନ୍ଦରରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ଏହାପରେ…
ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୧୮ ବଦଳରେ ୨୧ ବର୍ଷ କରିବାକୁ ଦାବି: ସୁପ୍ରିମ୍କୋର୍ଟରେ ଆବେଦନ
ନୂଆଦିଲ୍ଲୀ,୧୪।୮: ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମାକୁ ୧୮ ବଦଳରେ ୨୧ କରିବାକୁ ଦାବି କରାଯାଇଛି। ଏନେଇ ସୁପ୍ରିମ୍କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଏଥିପାଇଁ ଏକ ଆବେଦନ କରିଛନ୍ତି। ଏହାଦ୍ୱାରା ଝିଅଙ୍କ ଆତ୍ମନିର୍ଭରଶୀଳ ହେବା…
ମମତାଙ୍କୁ ପୁଣି ଝଟକା: ଭାଜପାରେ ସାମିଲ୍ ହେଲେ ଆଉ ଜଣେ ଟିଏମସି ବିଧାୟକ
କୋଲକାତା, ୧୪।୮: ୨୦୧୯ ଲୋକ ସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା ଝଗଡା ଏପର୍ଯ୍ୟନ୍ତ ଶେଷ ହେବାର ନାଁ ଧରୁନି। ଟିଏମସିର ଅନେକ ବିଧାୟକ ଏବଂ ଏମ୍ପି ଦଳ ଛାଡି ଭାଜପାରେ ଯୋଗ…
ମାର୍କେଟରେ ମିଳୁଛି ମମତା-ମୋଦି ରାଖୀ
ନୂଆଦିଲ୍ଲୀ,୧୪।୮: ରାତି ପାହିଲେ ଦେଶରେ ଭାଇ ଭଉଣୀଙ୍କର ପବିତ୍ର ବନ୍ଧନର ପ୍ରତୀକ ଗହ୍ମାପୂର୍ଣ୍ଣିମା ପାଳନ କରାଯିବ। ଏନେଇ ଦୋକାନ ବଜାର ଚଳଚଞ୍ଚଳ ହୋଇଉଠିଛି। ସହରରେ ଚାରିଆଡେ ଦୋକାନଗୁଡ଼ିରେ ରାଖୀରେ ସଜେଇ ହୋଇଥିବା ବେଳେ ଏହାକୁ କିଣିବା ପାଇଁ ଲୋକମାନଙ୍କର ଭିଡ଼ ଜମୁଥିବା…
ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ କରିଥିବା ୫ ପାଇଲଟ୍ଙ୍କୁ ବାୟୁସେନା ମେଡାଲ୍
ନୂଆଦିଲ୍ଲୀ,୧୪।୮: ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ କରିଥିବା ୫ ପାଇଲଟ୍ଙ୍କୁ ବାୟୁସେନା ମେଡାଲ୍ ପ୍ରଦାନ କରାଯିବ। ତାଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସେମାନଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ। ସେମାନେ ମିରାଜ୍-୨୦୦୦ ଯୁଦ୍ଧ ବିମାନର ପାଇଲଟ୍। ସେମାନଙ୍କ ମଧ୍ୟରେ ଓ୍ବିଙ୍ଗ୍ କମାଣ୍ଡର ଅମିତ୍…
ସତ୍ୟପାଲ୍ଙ୍କ ନିମନ୍ତ୍ରଣର ଉତ୍ତର ଦେଲେ ରାହୁଲ: ପଚାରିଲେ କେବେ ଯାଇପାରିବି କଶ୍ମୀର ?
ନୂଆଦିଲ୍ଲୀ, ୧୪।୮: ଜମ୍ମୁ-କଶ୍ମୀର ଗସ୍ତରେ ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଜ୍ୟପାଳ ସତ୍ୟପାଲ୍ ମଲିକ୍ ନିମନ୍ତ୍ରଣ କରିଛନ୍ତି। ସତ୍ୟପାଲ୍ଙ୍କ ଟୁଇଟର ନିମନ୍ତ୍ରଣ ଉତ୍ତରରେ ରାହୁଲ ପଚାରିଛନ୍ତି ଯେ, ସେ କେବେ ସେଠାକୁ ଯାଇପାରିବେ। ଗସ୍ତ ଲାଗି କୌଣସି ସର୍ତ୍ତ…
ଜମ୍ମୁ-କଶ୍ମୀର ଉପରେ ମିଥ୍ୟା ଭିଡ଼ିଓ ଭାଇରାଲ କରୁଛି ପାକିସ୍ତାନ
ଶ୍ରୀନଗର,୧୪।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଜମ୍ମୁ-କଶ୍ମୀର ଉପରେ ମିଥ୍ୟା ଭିଡ଼ିଓ ଭାଇରାଲ କରାଉଛି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ଏଡିଜି ମୁନିର ଖାଁ ସୂଚନା ଦେଇଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡ଼ିଓ ୨୦୧୦ ଏବଂ…
ଝିଅଙ୍କ ବିବାହ ବୟସସୀମା ୧୮ ପରିବର୍ତ୍ତେ ୨୧ କରାଯାଉ,ସୁପ୍ରିମକୋର୍ଟ ଗଲେ ଭାଜପା ନେତା
ନୂଆଦିଲ୍ଲୀ, ୧୪।୮: ଝିଅଙ୍କ ବିବାହ ବୟସସୀମା ୧୮ ପରିବର୍ତ୍ତେ ୨୧ କରାଯାଉ ବୋଲି ଦାବି କରିଛନ୍ତି ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ। ଏନେଇ ସେ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଛନ୍ତି। ଭାରତରେ ପୁରୁଷଙ୍କ ବିବାହ ବୟସସୀମା ୨୧ ହୋଇଥିଲାବେଳେ ଝିଅଙ୍କ…
ଗୀତ ଦେଲା ପରିଚୟ, ୧୦ ବର୍ଷ ପରେ ଏବେ ଝିଅଙ୍କୁ ଭେଟିଲେ ରାନୁ ମଣ୍ଡଳ
କୋଲକାତା, ୧୪।୮:ଭାଗ୍ୟ କେତେବେଳେ ଯେ କାହାକୁ କେଉଁଠି ଆଣି ଛିଡା କରାଇଦିଏ ତାହା କେହି କହିପାରିବେ ନାହିଁ। ସେମିତି ଜଣେ ଭିକ୍ଷା ବୃତ୍ତି କରୁଥିବ ରାନୁ ମଣ୍ଡଳ ରାତାରାତି ବନିଯାଇଛନ୍ତି ସେଲିବ୍ରିଟି। ଗତ କିଛି ଦିନ ହେବ ପଶ୍ଚିମବଙ୍ଗର ରାଣାଘାଟ ରେଲଓ୍ବେ…
କଶ୍ମୀର: ୨ ମିନିଟ୍ ଫୋନ୍ରେ କଥାହେବା ପାଇଁ ଡିସି ଅଫିସ୍ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଲୋକେ
ଶ୍ରୀନଗର,୧୪।୮: ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବାକୁ ସାମୟିକ ବନ୍ଦ କରାଯାଇଛି। ଏହା ଦ୍ୱାରା ସ୍ଥାନୀୟ ବାସିନ୍ଦା ହଇରାଣ ହେଉଛନ୍ତି। ତେବେ ଡିସି ଅଫିସ୍ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଫୋନ୍ ବ୍ୟବସ୍ଥା କରାଯାଇଛି। ଏଠାରେ…
Archives


