ଜାତୀୟ

ଯେଉଁଠି ମା’ ଦୁର୍ଗାଙ୍କୁ ଚଢାଯାଏ ମଦ

ଉଜୈନ,୬।୧୦: ଏବେ ସାରା ଦେଶ ନବରାତ୍ର ପାଇଁ ଉତ୍ସବମୁଖର ହୋଇଉଠିଛି। ଏହି ନଅ ଦିନରେ ମଧ୍ୟରେ ମା’ଙ୍କୁ ନଅଟି ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ। ମଧ୍ୟ ପ୍ରଦେଶର ଉଜୈନରେ ମଧ୍ୟ ନବରାତ୍ର ଖବ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଏ। ଏଠାରେ ଥିବା…

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ବିଏସ୍‌ଏଫ୍‌ ଦେଲା କଡ଼ା ଜବାବ

ଶ୍ରୀନଗର,୬।୧୦: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। କିଛି ଆତଙ୍କବାଦୀ କୁପଓ୍ବାରା ଜିଲାର ନୌଗାମ୍‌ ସେକ୍ଟରରେ ରବିବାର ଅନୁପ୍ରବେଶ କରୁଥିବାବେଳେ ବିଏସ୍‌ଏଫ୍‌ ଯବାନଙ୍କ ପାଲଟା ଜବାବରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ଫେରି ପଳାଇଛନ୍ତି। ପାକିସ୍ତାନ ଲଞ୍ଚ୍‌…

ଆଇଏସ୍‌ ପାଇଁ କାମ କରୁଛନ୍ତି ଭାଜପା, ବଜରଙ୍ଗ ଦଳ କର୍ମୀ: ଦିଗ୍‌ବିଜୟ

ନୁଆଦିଲ୍ଲୀ,୬।୧୦: କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବଜରଙ୍ଗ ଦଳ ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଏମାନେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ପାଇଁ ଗୁଇନ୍ଦାଗିରି କରୁଛନ୍ତି। ଆଉ ଟଙ୍କା ନେଇ ସେମାନେ ଏମିତି କରୁଛନ୍ତି…

ଅଭିନନ୍ଦନଙ୍କ ସ୍କ୍ବାଡ୍ରନ୍‌କୁ ସମ୍ମାନୀତ କରିବ ବାୟୁସେନା

ନୂଆଦିଲ୍ଲୀ,୬।୧୦: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ୫୧-ସ୍କ୍ବାଡ୍ରନ୍‌କୁ ବାୟୁସେନା ସମ୍ମାନୀତ କରିବ । କମାଣ୍ଡିଙ୍ଗ୍‌ ଅଫିସର ଗ୍ରୁପ୍‌ କ୍ୟାପଟେନ୍‌ ସତୀଶ୍‌ ପଓ୍ବାର ଏହି ସମ୍ମାନ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଆର୍‌.କେ.ଏସ୍‌.…

କଟା ହେଲା ଗଛ: ଭଙ୍ଗା ବସା ପାଖରେ ୨ଦିନ ବସି ରହିଲା ମା’ ପକ୍ଷୀ; ଭିଡ଼ିଓ ଭାଇରାଲ

ମୁମ୍ବାଇ,୬।୧୦: ମହାରାଷ୍ଟ୍ର ମୁମ୍ବାଇର ଆରେ କଲୋନୀରେ ଗଛ କଟା ଜାରି ରହିଛି। ଏହାଦ୍ୱାରା ଘଛରେ ଥିବା ଶହେରୁ ଅଧିକ ପକ୍ଷୀ ବସା ଭାଙ୍ଗି ଯାଇଛି। ତେବେ ଏକ ମାର୍ମିକ ଫଟୋ ଓ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।…

ଜମ୍ମୁ-କଶ୍ମୀରରେ ଦୁର୍ଗାପୂଜା ପାଳିଲେ ବେଙ୍ଗଲି ସମ୍ପ୍ରଦାୟର ଲୋକେ

ଜମ୍ମୁ,୬।୧୦: ସାରା ଦେଶରେ ନବରାତ୍ରୀ ଅବସରରେ ଦୁର୍ଗା ମା’ଙ୍କ ପୂଜା ଖୁବ୍‌ ଆଡମ୍ବର ସହକାରେ ପାଳନ କରାଯାଉଛି। ହେଲେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏଠାକାର ପରିବେଶ କିଛି ଠିକ୍‌ ନ ଥିବା କୁହାଯାଉଛି। ଏହାରି ଭିତରେ ବି ସେଠାରେ…

ଦୁର୍ଗାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ସାରା ଦେଶରେ ଏବେ ପାର୍ବଣର ମାହୋଲ। ରବିବାର ଦୁର୍ଗାଷ୍ଟମୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦୁର୍ଗାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି। ଅସତ୍ୟ ଉପରେ ସତ୍ୟର ଜୟ ସ୍ବରୂପ ଏହି ପୂଜା ପାଳନ କରାଯାଉଥିବା ବେଳେ…

ପିଏମ୍‌ସି ବ୍ୟାଙ୍କ ଦୁର୍ନୀତି: ୨୧ ହଜାରରୁ ଅଧିକ ଭୂତ ଖାତା

ମୁମ୍ବାଇ,୬।୧୦: ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ(ପିଏମ୍‌ସି) ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାଶ୍‌ ହୋଇଛି। ମୁମ୍ବାଇ ପୋଲିସର ଅପରାଧ ଶାଖା ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି। ବ୍ୟାଙ୍କରେ ୨୧ ହଜାର ୪୯ ନକଲି ସଞ୍ଚୟ ଖାତା ରହିଛି। ସେଥିମଧ୍ୟରୁ ଅଧିକାଂଶ ଭୂତ ଖାତା…

ଆଇଏନ୍‌ଏକ୍ସ ମିଡିଆ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭୧ ପୂର୍ବତନ ଅଧିକାରୀ

ନୂଆଦିଲ୍ଲୀ,୬ା୧୦: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅର୍ଥ ମନ୍ତ୍ରଣାଳୟର ୪ ପୂର୍ବତନ ଅଫିସରଙ୍କ ବିରୋଧରେ ମାମଲାକୁ ନେଇ ୭୧ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚିନ୍ତାବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ଉଦ୍‌ଯୋଗୀ ଓ ସଚ୍ଚୋଟ…

ଇସ୍ରୋ ବୈଜ୍ଞାନିକଙ୍କ ହତ୍ୟାକାରୀ ଗିରଫ: ସମଲିଙ୍ଗୀ ସମ୍ପର୍କ କାଳ ହେଲା

ହାଇଦ୍ରାବାଦ, ୬ା୧୦ : ଇସ୍ରୋ ବୈଜ୍ଞାନିକ ଏସ୍‌. ସୁରେଶ କୁମାରଙ୍କ ହତ୍ୟାକାରୀ ଶ୍ରୀନିବାସଙ୍କୁ ପୋଲିସ ଗିରଫ କରିଛି। ଦୁହିଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମଲିଙ୍ଗୀ ସମ୍ପର୍କ ଓ ଅର୍ଥ କାରବାର ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। କେରଳର ସୁରେଶ ଇସ୍ରୋର…

ଟ୍ରାଫିକ୍‌ ଅପରାଧ ଉଭୟ ଆଇପିସି, ମୋଟରଯାନ ଆଇନରେ ଦଣ୍ଡନୀୟ

ନୂଆଦିଲ୍ଲୀ,୬ା୧୦(ଆଇଏଏନ୍‌ଏସ୍‌): ବେପରଓ୍ବା ଗାଡ଼ିଚାଳନା ଯୋଗୁ ଦୁର୍ଘଟଣାରେ ଅନେକ ଜୀବନ ଯାଉଛି। ଏଥିପାଇଁ ଟ୍ରାଫିକ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ ଉଭୟ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ମୋଟର ଯାନ ଆଇନ (ଏମ୍‌ଭିଏ)ରେ ମୋକଦ୍ଦମା ଚାଲିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମୋଟରଯାନ…

ଚନ୍ଦାପଣ ଠୁଁ ଦୂରେଇ ରହିବାକୁ ଚାହୁଁଛନ୍ତି; ଆପଣାନ୍ତୁ ଏହି ଉପାୟ …

ପରିବର୍ତ୍ତିତ ଜୀବନ ଶୈଳୀରେ ଅତ୍ୟଧିକ ମାନସିକ ଚାପ ଯୋଗୁ କେତେକଙ୍କଠାରେ ଚନ୍ଦାପଣ ଦେଖିବାକୁ ମିଳିଥାଏ। ଚନ୍ଦାପଣ ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଏକ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ଉପାୟ ଉଲ୍ଲେଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri