ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୧ ଥର ଚପଲ ମାଡ଼ ଏବଂ ୫ ଲକ୍ଷ ଜରିମାନା ଦଣ୍ଡରେ ଦଣ୍ଡିତ କଲା ପଞ୍ଚାୟତ
ପାଟନା,୨୫।୮: ବିହାର ରାଧୋପୁର ସ୍ଥିତ ରସୁଖଦାର ଗଣେଶ ସ୍ବର୍ଣ୍ଣକାରରେ ଘଟିଛି ଏକ ଅଭାବନୀୟ ଘଟଣା। ୧୧ ବର୍ଷ ବୟସ୍କ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋଲିସ କୌଣସି ଫଇସଲା ନେବାକୁ ମନା କରିବାରୁ ଏହାର ବିଚାର ପଞ୍ଚାୟତରେ ହୋଇଛି। ଗାଁ…
ଭାଜପା ମୁଖ୍ୟ କାର୍ଯ୍ୟାଳୟକୁ ଆସିଲା ଜେଟଲୀଙ୍କ ପାର୍ଥିବ ଶରୀର
ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଶନିବାର ପରଲୋକ ହୋଇଛି। ଶେଷ ଦର୍ଶନ ପାଇଁ ରବିବାର ସକାଳେ ତାଙ୍କ ପାର୍ଥିବ ଶରୀରକୁ ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଉଛି। ଏହାପରେ ଅପରାହ୍ନରେ ନିଗମବୋଧ ଘାଟରେ ତାଙ୍କର…
ଦହିହାଣ୍ଡି ଭଙ୍ଗା ଉତ୍ସବରେ ୧୩୩ ଆହତ
ମୁମ୍ବାଇ, ୨୫।୮: ମହାରାଷ୍ଟ୍ର ମୁମ୍ବାଇରେ ଦହିହାଣ୍ଡି ଭଙ୍ଗା ଉତ୍ସବରେ ବିଭିନ୍ନ ସ୍ଥାନରେ ହ୍ୟୁମାନ ପିରାମିଡ୍ ଭାଙ୍ଗିଯିବାରୁ ୧୩୩ ଜଣ ଆହତ ହୋଇଛନ୍ତି। ମୁମ୍ବାଇରେ ୧୧୯ ଜଣ ଆହତ ହୋଇଥିବାବେଳେ ଥାନେ ଅଞ୍ଚଳରେ ୧୪ ଜଣ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ…
ୟୁପିରେ ୪ ନକଲି ଖବରଦାତା ଗିରଫ
ଲକ୍ଷ୍ନୌ, ୨୫ା୮: ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରୁ ପୋଲିସ ୪ ଜଣ ନକଲି ଖବରଦାତାଙ୍କୁ ଗିରଫ କରିଛି। ସେମାନେ ବିଭିନ୍ନ ପୋଲିସ ଅଧିକାରୀଙ୍କୁ ଧମକଚମକ ଦେଇଆସୁଥିଲେ। ସେମାନଙ୍କ ବିରୋଧରେ ପୋଲିସରେ ବିଭିନ୍ନ ଅଭିଯୋଗ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଏମାନଙ୍କୁ…
ଶେଲ୍ କମ୍ପାନୀ ଦେଉଥିଲେ ଚିଦାମ୍ବରମଙ୍କ ଗସ୍ତ ଖର୍ଚ୍ଚ
ନୂଆଦିଲ୍ଲୀ,୨୫ା୮: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଗସ୍ତ ଖର୍ଚ୍ଚ କାର୍ତ୍ତି ଚିଦାମ୍ବରମଙ୍କ ନିୟନ୍ତ୍ରଣରେ ଥିବା ଶେଲ୍ କମ୍ପାନୀ ଭରଣା କରୁଥିଲେ। କାର୍ତ୍ତିଙ୍କ କମ୍ପାନୀର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାସ୍କର ରମଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଜଣାଇଥିଲେ। ଗତବର୍ଷ ମେ ୨୨ରେ କାର୍ତ୍ତିଙ୍କ ଚେନ୍ନାଇସ୍ଥିତ ଚେସ୍…
ପଶ୍ଚିମବଙ୍ଗରେ ହେବ କଂଗ୍ରେସ-ବାମଦଳ ମେଣ୍ଟ
କୋଲକାତା,୨୫ା୮(ପି.ଟି.): ଲୋକ ସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ପଶ୍ଚିମବଙ୍ଗରେ ହେବାକୁ ଯାଉଥିବା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ-ବାମଦଳ ମେଣ୍ଟକୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସବୁଜ ସଙ୍କେତ ଦେଇଛନ୍ତି। ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୋମେନ ମିତ୍ର ଦିଲ୍ଲୀରେ…
୧୧ ବନ୍ୟାକ୍ଳିଷ୍ଟ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍
ନୂଆଦିଲ୍ଲୀ, ୨୫ା୮(ପି.ଟି.): ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ବିତ୍ପାତ ଦେଖାଦେବା ପରେ ଏହାର ସ୍ଥିତି ଅନୁଧ୍ୟାନ କରିବା ଲାଗି ଏକ କେନ୍ଦ୍ରୀୟ ଟିମ୍ ୧୧ ରାଜ୍ୟ ଗସ୍ତ କରିବେ। ଏହି କେନ୍ଦ୍ରୀୟ ଟିମ୍ରେ ସ୍ବରାଷ୍ଟ୍ର, ଅର୍ଥ, କୃଷି, ଓ ଶକ୍ତି ମନ୍ତ୍ରଣାଳୟର…
୨୦୨୧ ପୂର୍ବରୁ କଶ୍ମୀରରେ ନିର୍ବାଚନ ସମ୍ଭବ ନୁହେଁ
ଜମ୍ମୁ/ଶ୍ରୀନଗର,୨୫ା୮ (ଆଇଏଏନ୍ଏସ୍): ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୧ ପୂର୍ବରୁ ବିଧାନସଭା ନିର୍ବାଚନ ହେବା ସମ୍ଭବ ନୁହେଁ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ପ୍ରଣୟନ କରିଛନ୍ତି। ତଦନୁଯାୟୀ ଅକ୍ଟୋବର ମାସରୁ ଜମ୍ମୁ-କଶ୍ମୀର ଦୁଇଟି କେନ୍ଦ୍ରଶାସିତ…
ମେଦବହୁଳତାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…
ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍ଟ୍ରିକ୍ ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ମେଦବହୁଳ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି କାମ କରେ। କ୍ଷୀର ପିଇଲେ ମେଦବହୁଳତା ହୋଇଥାଏ ବୋଲି କେତେକ…
ଏହି ମନ୍ଦିରକୁ ଏବେ ବି ଆସନ୍ତି ମହାଭାରତର ଯୋଦ୍ଧା…
ମହାଭାରତର ଅଶ୍ୱତ୍ଥମା ଏବେ ବି ମା’ଙ୍କ ମନ୍ଦିରରେ ପୂଜା କରନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ଦ୍ୱାପର ଯୁଗର କିଛି କଥା ସହିତ ଜଡ଼ିତ ଥିବା ଉତ୍ତର ପ୍ରଦେଶର ଇଟାଓ୍ବା ଜିଲ୍ଲାରେ ଯମୁନା ନଦୀ କୂଳରେ ଅବସ୍ଥିତ ମା’ କାଳୀଙ୍କ…
ଭାଜପା ପାଇଁ ଅଶୁଭ ଅଗଷ୍ଟ
ନୂଆଦିଲ୍ଲୀ,୨୪।୮: ଅଗଷ୍ଟ ମାସ ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ ଅଶୁଭ ବୋଲି ଆଲୋଚନା ହେଉଛି। କାରଣ ଅଗଷ୍ଟ ମାସରେ ହିଁ ଭାଜପା ତା’ର କେତେଜଣ ବରିଷ୍ଠ ନେତାଙ୍କୁ ହରାଇ ସାରିଲାଣି। ପ୍ରଥମେ ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥା…
ମାତୃତ୍ୱ ଯୋଜନାର ଲାଭ ଉଠାଇବା ପାଇଁ ମୃତ ଶିଶୁ ବଦଳରେ ଅଟା ପିଣ୍ଡୁଳାକୁ ନେଇ ହସ୍ପିଟାଲ ଗଲେ ମହିଳା
ଭୋପାଳ,୨୪।୮: ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ୩ଜଣ ମହିଳା ନିଜର ମାତୃତ୍ୱ ଭାବନାକୁ ବି ବଳି ପକାଇବାକୁ ପଛଘୁଞ୍ଚା ଦେଇନାହାନ୍ତି। ମା’ ହେବା ଜଣେ ମହିଳାଙ୍କ ପାଇଁ ସର୍ବୋତ୍ତମ ମୁହୂର୍ତ୍ତ ହୋଇଥିବା ବେଳେ ଏବେ କିନ୍ତୁ ଜଣେ ମହିଳା ଶିଶୁଙ୍କୁ…
Archives


