ଜାତୀୟ

ବଳାତ୍କାର, ହତ୍ୟା ମାମଲା: ଦୋଷୀଙ୍କୁ ୩ ଥର ଆଜୀବନ, ୨୬ ବର୍ଷ ଜେଲ୍‌

ଥିରୁଭାନନ୍ତପୁରମ୍‌,୧୮ା୭: ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ କୋଲାମ୍‌ସ୍ଥିତ ଅତିରିକ୍ତ ସେସନ୍ସ (ପୋକ୍ସୋ) ଅଦାଲତ ବୁଧବାର ଅପରାଧୀଙ୍କୁ ତିନି ଥର ଆଜୀବନ ଜେଲ୍‌ଦଣ୍ଡାଦେଶ ସହିତ ୨୬ ବର୍ଷ ଜେଲ୍‌ ଏବଂ ୩.୨ ଲକ୍ଷ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଅପରାଧୀ…

ଆଇସିଜେ ରାୟ: ଭାରତର ବୃହତ୍‌ ବିଜୟ

ହେଗ୍‌,୧୮ା୭(ପି.ଟି./ଆଇଏଏନ୍‌ଏସ୍‌): କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବୁଧବାର ଅନ୍ତର୍ଜାତୀୟ ଅଦାଲତ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରେଫାଇଲ୍‌ ମାମଲାର ରାୟ ପ୍ରକାଶ ବେଳେ ଭାରତ ସପକ୍ଷରେ ୧୫ ବିଚାରପତି ମତ ଦେଇଛନ୍ତି। ହେଲେ ଆଇସିଜେରେ ଅସ୍ଥାୟୀ ବିଚାରପତି ଥିବା…

ବନ୍ୟାଞ୍ଚଳରେ ଗାଁଲୋକେ ତିଆରି କଲେ ପୋଲ

ଦରଭଙ୍ଗା,୧୭।୭: ବିହାର ଦରଭଙ୍ଗା ଜିଲା ବନ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ବେଳେ ସେଠାକାର ଗାଁଲୋକେ ନିଜ ଉଦ୍ୟମରେ ବାଉଁଶ ପୋଲ ତିଆରି କରିଥିବା ଦେଖିବାକୁ ମିଳିଛି।  ଲଗାତାର ମୁଷଳଧାରାରେ ବର୍ଷା ହେବାରୁ ଘରଗୁଡିକରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି…

କୁଲଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ

ନୂଆଦିଲ୍ଲୀ,୧୭।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ଭାରତ ସପକ୍ଷରେ ଯାଇଛି। ଆଇସିଜେ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ଏଥିସହ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ…

ଟ୍ରାଫିକ୍‌ ପୋଲିସ ଅଟକାଇବାରୁ ନିସ୍ତୁକ ଛେଚିଲେ ଯୁବତୀ

ନୂଆଦିଲ୍ଲୀ,୧୭।୭: ପଶ୍ଚିମ ଦିଲ୍ଲୀ ମାୟାପୁରୀରେ ଜଣେ ଯୁବତୀ ଟ୍ରାଫିକ୍‌ ପୋଲିସଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚାଳକଙ୍କ ସହ ଯୁବତୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ବିନା ହେଲମେଟ୍‌ରେ ଯୁବତୀଙ୍କ ସହ ଜଣେ ଚାଳକ ବାଇକ୍‌ରେ ଯାଉଥିବା…

ଜମି ବିବାଦକୁ ନେଇ ରକ୍ତ ସଂଘର୍ଷ: ୯ ମୃତ, ୨୫ ଆହତ

ଲକ୍ଷ୍ନୌ, ୧୭।୭: ଉତ୍ତର ପ୍ରଦେଶର ସୋନଭଦ୍ରରେ ବୁଧବାର ଏକ ଜମି ବିବାଦକୁ ଏକ ବିରାଟ ସଂଘର୍ଷ ଉପୁଜିଛି। ଉଭୟ ପକ୍ଷରୁ ହୋଇଥିବା ଗୁଳିବର୍ଷଣରେ ୯ ଜଣଙ୍କ ମୃତ୍ୟୁ ହୋଇଇଥିବାବେଳେ ୨୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।…

କୁମାରସ୍ବାମୀ ସରକାରଙ୍କ ସ୍ଥିତି ଟଳମଳ: ଗୁରୁବାର ଭାଗ୍ୟ ନିର୍ଦ୍ଧାରଣ

ବେଙ୍ଗାଲୁରୁ,୧୭।୭: କର୍ନାଟକ ରାଜନୀତିରେ ଘଣ୍ଟାକେ ଘୋଡା ଛୁଟୁଛି। କଂଗ୍ରେସ-ଜେଡିଏସ ମେଣ୍ଟର ୧୫ ବିଧାୟକ ଇସ୍ତଫା ଦେବାପରେ ରାଜନୀତି ଗୋଳିଆ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଛି। ତେବେ ଗୁରୁବାର ସରକାର ରହିବ ନା ଭାଙ୍ଗିବ ତାହା ସ୍ପଷ୍ଟ…

ଭାଜପାରୁ ୬ ବର୍ଷ ପାଇଁ ବାସନ୍ଦ ହେଲେ ବିଧାୟକ

ନୂଆଦିଲ୍ଲୀ, ୧୭।୭: ଉତ୍ତରାଖଣ୍ଡ ବିଧାୟକ ପ୍ରଣବ ସିଂହ ଚାମ୍ପିଅନ ଦୁଇ ହାତରେ ବନ୍ଧୁକ ଧରି ନାଚୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଭିଡିଓରେ ସେ କଳା ଗଞ୍ଜି ଓ ଧଳା…

ଅପରେଶନ ବେଳେ ହତବାକ୍‌ ହେଲେ ଡାକ୍ତର: ପେଟରୁ ବାହାରିଲା ଛୁଞ୍ଚି, ବେଲ୍ଟ ସମେତ ୩୩ ସାମଗ୍ରୀ

ଛତ୍ରପୁର,୧୭।୭: ମଧ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ରୋଗୀଙ୍କ ପେଟରୁ ଡାକ୍ତର ୩୩ ପ୍ରକାରର ଜିନିଷ ବାହାର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଛତ୍ରପୁର ଇଶାନଗରରେ ରହୁଥିବା ଯୋଗେଶ ଠାକୁର(୩୦)ଶିକ୍ଷକତା କରନ୍ତି। ତେବେ ହଠାତ୍‌ ଯୋଗେଶଙ୍କୁ ପେଟରେ ଯନ୍ତ୍ରଣା ଅନୁଭବ…

ରବର୍ଟଙ୍କୁ କହିଲେ ପ୍ରିୟଙ୍କା:ତୁମେ ଏବେ ବି ମୋତେ ରାତ୍ରଭୋଜନରେ ନେଇ ଯାଇପାରିବ

ନୂଆଦିଲ୍ଲୀ, ୧୭।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବୁଧବାର ୨୨ବର୍ଷ ପୁରୁଣା ବିବାହ ବେଳର ଫଟୋ ଶେୟାର କରିଛନ୍ତି। ଏହି ଅବସରରେ ସ୍ବାମୀ ରବର୍ଟ ଭଦ୍ରାଙ୍କୁ କହିଛନ୍ତି ଯେ, ତୁମେ ଏବେ ବି ମୋତେ ରାତ୍ରଭୋଜନ ପାଇଁ ସାଙ୍ଗରେ ନେଇଯାଇପାରିବ। ସୂଚନାଯୋଗ୍ୟ,…

୨୦୨୩ ଏପ୍ରିଲ୍‌ ସୁଦ୍ଧା ଭାରତକୁ ଆସିବ ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ

ନୂଆଦିଲ୍ଲୀ,୧୭।୭: ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ସୁଦୃଢ଼ କରାଯିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଜାରି ରହିଛି। ଏହି ମର୍ମରେ ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ ୨୦୨୩ ଏପ୍ରିଲ୍‌ ସୁଦ୍ଧା ଭାରତକୁ ଆସିବ। ଏନେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଇକ ବୁଧବାର ଲୋକ ସଭାରେ…

ନିଲାମ ହେବ ୪୧ କୋଇଲା ବ୍ଲକ୍‌: ୨୦୩୦ ସୁଦ୍ଧା କୋଇଲା ଉତ୍ପାଦନରେ ଭାରତ ହେବ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ,୧୭।୭: ଖୁବ୍‌ ଶୀଘ୍ର ଦେଶର ୪୧ଟି କୋଇଲା ବ୍ଲକ୍‌ ନିଲାମ କରାଯିବ। ଏନେଇ ଏକ ପ୍ରଶ୍ନର ଉତ୍ତରରେ ଲୋକ ସଭାରେ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଦେଶରେ କୋଇଲାର ଚାହିଦା ବଢିବାରେ ଲାଗିଛି। ତେବେ ଉତ୍ପାଦନ କ୍ଷମତା ବଢାଇବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri