ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ପୁଣି ଥରେ ଏମ୍ସ ଯାଇପାରନ୍ତି ଶାହ
ନୂଆଦିଲ୍ଲୀ,୧୭।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏବେ ସେ ଲାଇଫ୍ ସପୋର୍ଟରେ ଥିବା ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନସେସ୍(ଏମ୍ସ)ରେ ଚିକିତ୍ସାଧୀନ ଥିବା ଜେଟଲୀ…
ଜମ୍ମୁର ୪ ଜିଲାରେ ଆରମ୍ଭ ହେଲା ମୋବାଇଲ ସେବା
ଶ୍ରୀନଗର,୧୭।୮: ପାଖାପାଖି ୨ ସପ୍ତାହ ପରେ ଜମ୍ମୁର ୪ ଜିଲାରେ ଶନିବାର ମୋବାଇଲ ସେବା ଆରମ୍ଭ କରାଯାଇଛି। ଏଥିରେ କେବଳ ୨ଜି ମୋବାଇଲ ଓ ଇଣ୍ଟରନେଟ୍ ସେବା କାର୍ଯ୍ୟକାରୀ ହେବ। ସମ୍ବା, କଠୁଆ, ରିଆସି ଓ ଉଦ୍ଧମପୁର ଜିଲାରେ ଏହି ମୋବାଇଲ…
ବାଜପେୟୀଙ୍କ ନାମରେ ମେଡିକାଲ କଲେଜ
ନୂଆଦିଲ୍ଲୀ,୧୭ା୮(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ନାମରେ ଏକ ମେଡିକାଲ କଲେଜକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଉଦ୍ଘାଟନ କରିଛନ୍ତି। ଅଟଳ ବିହାରୀ ବାଜପେୟୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍(ଏବିଭିଆଇଏମ୍ଏସ୍) ନାମକ ଏହି କଲେଜରେ ଚଳିତ ବର୍ଷ…
ସିଡିଏସ୍ ଦୌଡ଼: ଆଗରେ ଜେନେରାଲ ବିପିନ ରାଓ୍ବତ୍
ନୂଆଦିଲ୍ଲୀ, ୧୭ା୮(ପି.ଟି.): ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ୍ ସିଡିଏସ୍ ମୁଖ୍ୟ( ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ହେବାର ସମ୍ଭାବନା ରହିଛି। ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଦ ଗଠନ ସହ ସ୍ଥଳ, ଜଳ…
ଯୌନ ନିର୍ଯାତନା ମାମଲା: ମେଜର ଜେନେରାଲ ବହିଷ୍କୃତ
ନୂଆଦିଲ୍ଲୀ,୧୭ା୮ (ପି.ଟି.): ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ସମ୍ପୃକ୍ତ ଜଣେ ମେଜର ଜେନେରାଲଙ୍କୁ ସେନା ବହିଷ୍କାର କରିଛି। କୋର୍ଟ ମାର୍ଶାଲ ବେଳେ ସେ ଦୋଷୀସାବ୍ୟସ୍ତ ହେବାରୁ ତାଙ୍କୁ ବହିଷ୍କାର କରିବା ପ୍ରସ୍ତାବକୁ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ୍ ଅନୁମୋଦନ କରିଥିଲେ। କାର୍ଯ୍ୟାନୁଷ୍ଠାନ…
ପେହଲୁ ଖାନ୍ ହତ୍ୟା ମାମଲା: ପୁନଃତଦନ୍ତ ନିର୍ଦ୍ଦେଶ ଦେଲେ ଗେହଲଟ
ଜୟପୁର,୧୭ା୮: ବହୁଚର୍ଚ୍ଚିତ ପେହଲୁ ଖାନ୍ ଭିଡ଼ହିଂସା ମାମଲାରେ ତଳକୋର୍ଟ ସମସ୍ତ ୬ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜସ୍ଥାନ ସରକାର ଘଟଣାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲା ଜଜ୍…
ପାର୍ଥ, ରାଜୀବଙ୍କୁ ସିବିଆଇ ସମନ
କୋଲକାତା, ୧୭ା୮(ପି.ଟି.): ସାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ଟିଏମ୍ସି ମହାସଚିବ ପାର୍ଥ ଚାଟାର୍ଜୀଙ୍କୁ ସିବିଆଇ ସମନ ଜାରିକରିଛି। ସିବିଆଇ କାର୍ଯ୍ୟାଳୟରେ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ଶିକ୍ଷାମନ୍ତ୍ରୀ ଥିବା…
୧୦୦ ଲକ୍ଷ କୋଟିରେ ଭିତ୍ତିଭୂମି ବିକାଶ
ନୂଆଦିଲ୍ଲୀ,୧୭ା୮, (ପି.ଟି./ଆଇଏଏନ୍ଏସ୍): ଭାରତର ୭୩ତମ ସ୍ବାଧୀନତା ଦିବସ ଗୁରୁବାର ଦେଶବ୍ୟାପୀ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଷଷ୍ଠଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି। ଧଳା କୁର୍ତ୍ତା ପାଇଜାମା ପରିହିତ ଓ ମୁଣ୍ଡରେ ହଳଦିଆ…
କଶ୍ମୀରରେ ସରକାରୀ ଅଫିସ ଖୋଲିଲା
ନୂଆଦିଲ୍ଲୀ,୧୭ା୮(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସମ୍ଭାବ୍ୟ ଆଇନଶୃଙ୍ଖଳା ସମସ୍ୟାକୁ ଆଖିଆଗରେ ରଖି ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣା ପର୍ଯ୍ୟାୟକ୍ରମେ ହଟାଇଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଜମ୍ମୁ-କଶ୍ମୀରର ସରକାରୀ କାର୍ଯ୍ୟାଳୟଗୁଡିକ ଶୁକ୍ରବାରଠାରୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇଥିବାବେଳେ ସୋମବାରଠାରୁ ସ୍କୁଲ ଖୋଲିବ ବୋଲି…
ଥର୍ ଲିଙ୍କ୍ ଏକ୍ସପ୍ରେସ ବନ୍ଦକଲା ଭାରତ
ଜୟପୁର, ୧୭ା୮(ପି.ଟି.): ରାଜସ୍ଥାନର ଯୋଧପୁରରୁ ପାକିସ୍ତାନର କରାଚୀ ସହରକୁ ସଂଯୋଗ କରୁଥିବା ଥର୍ ଲିଙ୍କ ଏକ୍ସପ୍ରେସ ରେଳସେବାକୁ ଶୂୁକ୍ରବାର ଭାରତ ବାତିଲ କରିଛି। ଶୁକ୍ରବାରଠାରୁ ଏହି ରେଳଯାତ୍ରା କରାଯିବ ନାହିଁ ବୋଲି ଉତ୍ତର ପଶ୍ଚିମ ରେଳ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଅଭୟ ଶର୍ମା…
ଭୋଟର ପରିଚୟପତ୍ର ସହ ଆଧାର ଲିଙ୍କ୍ ପ୍ରସ୍ତାବ
ନୂଆଦିଲ୍ଲୀ,୧୭ା୮: ଆଧାର ନମ୍ବରକୁ ଭୋଟର ପରିଚୟପତ୍ର ସହ ତୁରନ୍ତ ସଂଯୋଗ କରିବା ଲାଗି ନିର୍ବାଚନ କମିଶନ (ଇସି) ଆଇନଗତ କ୍ଷମତା ଚାହୁଁଛନ୍ତି। ସେଥିପାଇଁ ବର୍ତ୍ତମାନର ଆଇନରେ ସଂଶୋଧନ କରିବାକୁ ଇସି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଜାଲ୍ ଭୋଟରଙ୍କୁ ଚିହ୍ନଟ କରିବା ପାଇଁ…
ପୋଖରାନ୍ରୁ ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ: ବଦଳିବ ଆଣବିକ ଅସ୍ତ୍ର ପ୍ରୟୋଗ ନୀତି
ଜୟପୁର/ନୂଆଦିଲ୍ଲୀ,୧୭ା୮(ପି.ଟି.) : ଭାରତ କୌଣସି ରାଷ୍ଟ୍ର ଉପରେ ପ୍ରଥମେ ଆଣବିକ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଅଦ୍ୟାବଧି ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଏହି ‘ନୋ ଫାଷ୍ଟ ୟୁଜ୍’ (ଏନ୍ଏଫ୍ୟୁ) ନୀତିରେ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଭାରତ ଆଗକୁ…
Archives


