ଜାତୀୟ

ଭାଙ୍ଗିଲା ଶହେ ବର୍ଷର ପରମ୍ପରା: ଯମୁନାରେ ହେଲାନାହିଁ ଦୁର୍ଗାଙ୍କ ବିସର୍ଜନ

ନୂଆଦିଲ୍ଲୀ,୯।୧୦: ଦୂର୍ଗାପୂଜାକୁ ନେଇ ଏଥର ଇତିହାସ ରଚିଛି ରାଜଧାନୀ ଦିଲ୍ଲୀ। ଶହେ ବର୍ଷର ପରମ୍ପରାକୁ ଭାଙ୍ଗିଛି। ପ୍ରଦୂଷଣକୁ ରୋକିବା ପାଇଁ କୌଣସି ମୂର୍ତ୍ତିକୁ ଯମୁନାରେ ବିସର୍ଜନ ହେବାକୁ ଦିଆଯାଇନାହିଁ। ଏହାର ପ୍ରତିଟି ଘାଟରେ ପୋଲିସ ଜଗି ରହିବା ସହ ସେଠାକୁ ବିସର୍ଜନ…

ଅଭିନନ୍ଦନଙ୍କୁ ଦେଖି ସଚିନ ତେନ୍ଦୁଲକରଙ୍କ ଲୋମ ଟାଙ୍କୁରି ଉଠିଲା

ଗାଜିଆବାଦ,୯।୧୦:ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ସୋମବାର ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗାଜିଆବାଦରେ ହିଣ୍ଡୋନ ଏୟାର ବେସ୍‌ରେ ପହଞ୍ଚିଥିଲେ। ଏହି ଅବସରରେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ମଧ୍ୟ ନିଜ ଯୁଦ୍ଧ କୌଶଳ…

ପୋଲିସ ବାବୁଙ୍କ ମୁଣ୍ଡରୁ ଉକୁଣି ବାଛୁଚି ମାଙ୍କଡ଼: ଭିଡିଓ ଭାଇରାଲ

ଲକ୍ଷ୍ନୌ,୯।୧୦: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଏକ ମାଙ୍କଡ଼ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ମୁଣ୍ଡରୁ ଉକୁଣି ବାଛୁଚି। ଏହା ଉତ୍ତର ପ୍ରଦେଶର ପିଲିଭିତ ଜିଲାର ବୋଲି ଜଣାପଡିଛି। ଇନ୍ସପେକ୍ଟର ଜଣଙ୍କ ପୋଲିସ…

କଂଗ୍ରେସ ନିକଟରେ ନା ଅଛି ନେତା ନା ନୀତି ନା କୌଣସି ଉଦ୍ଦେଶ୍ୟ: ଭାଜପା

ନୂଆଦିଲ୍ଲୀ,୯।୧୦: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଦଳର ବିଜୟକୁ ନେଇ ଯେଉଁ ବୟାନ ଦେଲେ ଏବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଟୁଇଟ୍‌ କରି ଭାଜପା କହିଛି କଂଗ୍ରେସ ନିକଟରେ ନା ଅଛନ୍ତି କେହି ନେତା ନା ନୀତି…

ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ନିଆଁ

ମୁମ୍ବାଇ,୯।୧୦: ମୁମ୍ବାଇର ଏକ ଲୋକାଲ୍‌ ଟ୍ରେନ୍‌ରେ ବୁଧବାର ସକାଳେ ନିଆଁ ଲାଗି ଯାଇଥିବା ଜଣାପଡିଛି। ପନବେଲ ଯାଉଥିବା ଏହି ଟ୍ରେନ୍‌ରେ ଓ୍ବାସି ରେଲଓ୍ବେ ଷ୍ଟେଶନରେ ନିଆ ଲାଗିଥିବା ଜଣାପଡିଥିଲା। ଏହାପରେ ତୁରନ୍ତ ଟ୍ରେନ୍‌କୁ ଓ ସମ୍ପୂର୍ଣ୍ଣ ଷ୍ଟେଶନକୁ ଖାଲି କରାଯାଇଥିବାରୁ ଏକ…

ଆଜି ବିଶ୍ୱ ଡାକ ଦିବସ: ଜାଣନ୍ତୁ ଡାକ ସେବା ସମ୍ପର୍କରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ,୯।୧୦: ଆଜି ସାରା ବିଶ୍ୱରେ ଡାକ ଦିବସ ପାଳନ କରାଯାଉଛି। ଡାକ ବିଭାଗ କାଇଁ କେଉଁ ଯୁଗରୁ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ସୂଚନା ପହଞ୍ଚାଇବାର ଏକ ବିଶ୍ୱସନୀୟ ମାଧ୍ୟମ ପାଲଟିଛି। ୧୮୭୪ ମସିହା ଅକ୍ଟୋବର ୯ରେ ୟୁନିଭରସାଲ ପୋଷ୍ଟ…

୧୪ ଶହ କିଲୋମିଟର ‘ଗ୍ରୀନ୍‌ ଓ୍ବାଲ’ ବା ସବୁଜ ପ୍ରାଚୀର କରିବାକୁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୯।୧୦: କେନ୍ଦ୍ରର ମୋଦି ସରକାର ୧୪ଶହ କିଲୋମିଟର ଲମ୍ବ ଓ ୫କିଲୋମିଟର ଓସାରର ଗ୍ରୀନ୍‌ ବେଲ୍ଟ ବା ସବୁଜ ପ୍ରାଚୀର କରିବାର ଯୋଜନା କରୁଛନ୍ତି। ଆଫ୍ରିକା ମହାଦ୍ୱୀପରେ ଥିବା ପ୍ରାଚୀର ଭଳି ଏହାକୁ ନିର୍ମାଣ କରାଯିବ। ଏହା ଗୁଜରାଟରୁ ଦିଲ୍ଲୀ-ହରିୟାଣା ସୀମାରେ…

୧୧ ଅକ୍ଟୋବରରେ ଭାରତ ଆସିବେ ଚାଇନା ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ୧୧ ଓ ୧୨ ତାରିଖରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଚେନ୍ନାଇଠାରେ ଏହି ସମୟରେ ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ସାକ୍ଷାତ୍‌କାର କରିବେ ବୋଲି ଜଣାପଡିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ…

ଭାରତର ହେଲା ରାଫେଲ: ପହଞ୍ଚିବାକୁ ଲାଗିବ ୮ ମାସ, ଉଡିବାକୁ ୧୮ ମାସ

ନୂଆଦିଲ୍ଲୀ,୯।୧୦: ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଭାରତର ହୋଇଛି ଯୁଦ୍ଧ ବିମାନ ରାଫେଲ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଫ୍ରାନ୍ସରେ ପ୍ରଥମ ରାଫେଲ ବିମାନକୁ ଗ୍ରହଣ କରିଛନ୍ତି। ଦଶହରା ଥିବାରୁ ସେଠାରେ ସେ ଶସ୍ତ୍ରପୂଜା କରିବା ପରେ ଏହି ଯୁଦ୍ଧ…

ମୂର୍ତ୍ତି ବିସର୍ଜନବେଳେ ଅଘଟଣ: ପାଣିରେ ବୁଡି ଗଲା ୭ ଜଣଙ୍କ ଜୀବନ

ଢୋଲପୁର,୯।୧୦: ରାଜସ୍ଥାନର ଢୋଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନବେଳେ ବୁଡିଯାଇ ୭ଜଣଙ୍କ ମୃତ୍ୟୁ ଘଟିଛି। ପାର୍ବତ ନଦୀରେ ମୂର୍ତ୍ତି ବିସର୍ଜନବେଳେ ଏଭଳି ଅଘଟଣ ଘଟିଥିବା ଢୋଲପୁର ଜିଲାପାଳ ରାକେଶ ଜଶଓ୍ବାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର…

କଂଗ୍ରେସର ଭବିଷ୍ୟତ ଅନିଶ୍ଚିତ:ସଲମାନ ଖୁର୍ସିଦ

ନୂଆଦିଲ୍ଲୀ,୯।୧୦:କଂଗ୍ରେସ ଏପର୍ଯ୍ୟନ୍ତ ନିର୍ବାଚନ ପରାଜୟକୁ ଭୁଲି ପାରିନାହିଁ। ଏବେ ବି ଦଳ ସଂଘର୍ଷ ଦେଇ ଗତି କରୁଛି, ଆଗକୁ ଏମିତି ଜାରି ରହିଲେ ଦଳର ଭବିଷ୍ୟତ ଅନିଶ୍ଚିତ ହୋଇଯିବ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସଲମାନ ଖୁର୍ସିଦ…

କୋଟିପତି ବେକେରି ମାଲିକାଣୀ ‘ଯଶମିନ୍‌’: ଯାହାଙ୍କ ପାଖରେ ହାର୍‌ ମାନିଛି କ୍ୟାନ୍‌ସର

ଇନ୍ଦୋର: ନୂଆ କରି ଆରମ୍ଭ କରିଥିଲେ ଛୋଟିଆ କେକ୍‌ ଦୋକାନଟିଏ। ୨ଜଣ ସହକର୍ମୀଙ୍କୁ ନେଇ ଆଗକୁ ବଢ଼ିବା ବେଳକୁ ଦାରୁଣ ହେଲା ସମୟ। ମାଡ଼ିବସିଲା ଦୁରାରୋଗ୍ୟ କର୍କଟ। ହେଲେ ସେ ମାନିଲେନି ହାର୍‌। ଜୀବନ ମରଣ ଦୋଛକିରେ ଛିଡ଼ା ହୋଇ ରୋଗଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri