ଟଏଲେଟ୍ ସହ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା
ଭୋପାଳ,୧୦।୧୦:ଘରେ ଘରେ ପାଇଖାନା ଲାଗି ସଚେତନତା ସୃଷ୍ଟି ପାଇଁ ମଧ୍ୟପ୍ରଦେଶ ସରକାର ଏକ ଅଭିନବ ଉପାୟ ଆପଣାଇଛନ୍ତି। ବିବାହ ସ୍ଥିର ହୋଇଥିବା ବର ଯଦି ପାଇଖାନାରେ ସେଲଫି ଉଠାଇ ପଠାନ୍ତି, ତେବେ କନ୍ୟାଙ୍କୁ ୫୧ ହଜାର ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ କନ୍ୟା…
ପଶ୍ଚିମବଙ୍ଗରେ ଆରଏସଏସ କର୍ମକର୍ତ୍ତାଙ୍କୁ ହତ୍ୟା: ସ୍ତ୍ରୀ, ପୁଅଙ୍କୁ ବି ଛାଡିଲେନି
କୋଲକାତା,୧୦।୧୦:ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ମୃତକମାନେ ହେଲେ ବନ୍ଧୁପ୍ରକାଶ ପାଲ, ତାଙ୍କ ସ୍ତ୍ରୀ ବ୍ୟୁଟି ପାଲ ଏବଂ ୮ ବର୍ଷର ଶିଶୁ ବନ୍ଧୁ ଆନନ୍ଦପାଲ। ବନ୍ଧୁପ୍ରକାଶ ଆରଏସଏସ କାର୍ଯ୍ୟକର୍ତ୍ତା ଥିଲେ ବୋଲି ପଶ୍ଚିମବଙ୍ଗର ରାଷ୍ଟ୍ରୀୟ ସ୍ବୟଂ…
ପଞ୍ଜାବ ସୀମାରେ ପୁଣି ଦେଖାଗଲା ପାକିସ୍ତାନ ଡ୍ରୋନ
ଅମୃତସର,୧୦।୧୦: ପଞ୍ଜାବର ଫିରୋଜପୁର ଜିଲାରେ ବୁଧବାର ସନ୍ଧ୍ୟାରେ ପୁଣି ଥରେ ପାକିସ୍ତାନ ଡ୍ରୋନ୍ ଦେଖାଯିବାରୁ ବିଏସ୍ଏଫ୍ ଯବାନ ଆଲର୍ଟରେ ରହିଛନ୍ତି। ପାକିସ୍ତାନ ସୀମାରେ ଏହା ଦେଖାଯାଇଥିବାରୁ ପାକିସ୍ତାନ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି ବୋଲି କୁହାଯାଉଛି। ସୋମବାର ଫିରୋଜପୁରର ହୁସେନଓ୍ବାଲା…
ଅଫିସରେ ପ୍ଲାଷ୍ଟିକ୍ ବ୍ୟବହାର ହେଉଥିବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ୫ ହଜାର ଟଙ୍କା ଜରିମାନା
ପୁଣେ,୧୦।୧୦:ମହାରାଷ୍ଟ୍ରର ବିଡ୍ ଜିଲାପାଳ ଆସ୍ତିକ ପାଣ୍ଡେ ଏକ ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେବାରୁ ଏଥିପାଇଁ ନିଜକୁ ଦାୟୀ କରି ନିଜ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ସୂଚନାଯୋଗ୍ୟ, ଗତ…
କୋର୍ଟରେ ହାଜର ହେଲେ ରାହୁଲ
ନୂଆଦିଲ୍ଲୀ,୧୦।୧୦: ବିଦେଶ ଗସ୍ତରେ ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଫେରିବା ପରେ ଗୁଜରାଟର ସୁରଟଠାରେ ଥିବା ଏକ କୋର୍ଟରେ ମାନହାନୀ ମାମଲାରେ ହାଜର ହୋଇଛନ୍ତି। ଗତ ଲୋକ ସଭା ନିର୍ବାଚନରେ ରାହୁଲ କହିଥିଲେ, ‘ସବୁ ଚୋରଙ୍କ ନାଁ…
ସାମ୍ନାକୁ ଆସିଲା ରାଫାଲ ଆର୍ବି-୦୦୨ର ପ୍ରଥମ ଫଟୋ
ନୂଆଦିଲ୍ଲୀ,୧୦।୧୦: ଯୁଦ୍ଧ ବିମାନ ରାଫାଲ ଆର୍ବି-୦୦୧ ପ୍ରାନ୍ସ ପକ୍ଷରୁ ଭାରତକୁ ହସ୍ତଗତ କରାଯିବାର ଗୋଟିଏ ଦିନ ପରେ ଆଉ ଏକ ରାଫାଲ ବିମାନର ଫଟୋ ଜାରି କରାଯାଇଛି। ଫ୍ରାନ୍ସ ବିମାନ ନିର୍ମାଣକାରୀ କମ୍ପାନି ଡାସଲ୍ଟ ଆଭିଏଶନ ପକ୍ଷରୁ ଟେଲ୍ ନମ୍ବର ଆର୍ବି-୦୦୨…
ଶିବସେନାକୁ ଝଟକା, ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ୩୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା
ପୁଣେ,୧୦।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଦଳବଦଳ ରାଜନୀତି ଜୋର ଧରିଛି। ଶିବସେନାର ୩୦୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଏବଂ ୨୬ ମହାନଗର ନିଗମ ପରିଷଦ ସଭ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେମାନେ ନିଜ ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମୋ ଉଦ୍ଧବ…
୧୬୦ ଫୁଟ ଉପରେ ବସି ଖାଇବାର ମଜା
ନୋଏଡା: ପ୍ରତି କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଲୋକମାନଙ୍କୁ କିଛି ନିଆରା କରି ଦେଖାଇବା ପାଇଁ ପ୍ରେରଣା ଯୋଗାଉଛି। ଯେକୌଣସି ବ୍ୟବସାୟ ହେଉନା କାହିଁକି ଗ୍ରାହକଙ୍କୁ ଆକୃଷ୍ଟ କରିବା ସକାଶେ ସମସ୍ତେ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ରେଷ୍ଟୁରାଣ୍ଟରେ ଉନ୍ନତମାନର ଖାଦ୍ୟ ସାଙ୍ଗକୁ…
ଚାଇନା ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇବାକୁ ସରିଲାଣି ସମସ୍ତ ପ୍ରସ୍ତୁତି
ଚେନ୍ନାଇ,୧୦।୧୦: ଅକ୍ଟୋବର ୧୧-୧୨ରେ ଚାଇନା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେ ତାମିଲନାଡୁ ଆସିବେ ବୋଲି ଜଣାପଡିଛି। ଚେନ୍ନାଇଠାରେ ଏହି ସମୟରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ସାକ୍ଷାତ୍କାର କରିବେ। ଏହାକୁ…
ମୁକୁଳିବେ ନଜରବନ୍ଦୀ ଥିବା ଜମ୍ମୁ-କଶ୍ମୀରର ୩ ନେତା
ନୂଆଦିଲ୍ଲୀ,୧୦।୧୦: ବିଭିନ୍ନ ସର୍ତ୍ତ ଆଧାରରେ ଜମ୍ମୁ-କଶ୍ମୀରରେ ନଜରବନ୍ଦୀ ଥିବା ୩ ନେତା ଗୁରୁବାର ମୁକୁଳିବେ ବୋଲି ଜଣାପଡିଛି। ବୁଧବାର ଏସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ବଣ୍ଡ ସାଇନ୍ କରିବା ପରେ ମୁକୁଳିବେ। ଏହି ୩ ନେତା ହେଲେ ୟଓ୍ବାର…
ପ୍ରଥମଥର ପାଇଁ ଭୋଟ ମାଗିଲେ ଶହୀଦ ଭଗତ ସିଂଙ୍କ ପରିବାର ସଦସ୍ୟ
ପୁଣେ,୧୦।୧୦:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋର ଚାଲିଛି। ରାଜ୍ୟରେ ଭାଜପା-ଶିବସେନା ଏବଂ କଂଗ୍ରେସ-ଏନସିପି ମେଣ୍ଟ ମଧ୍ୟରେ ଟକ୍କର ହେବାକୁ ଯାଉଛି। ଏଥର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଶହୀଦ ଭଗତ୍ ସିଂଙ୍କ ପରିବାରର ଜଣେ ସଦସ୍ୟ। ତାଙ୍କ ନାତି ବିକ୍ରମ ସିଂ…
ମୋତେ ବିଧାୟକ ଭାବେ ନିର୍ବାଚିତ କଲେ କଟିବନି ମୋଟର ଚାଲାଣ
ଫତେହାବାଦ,୧୦।୧୦: ହରିୟାଣାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ଜୋର ଧରିଲାଣି। ଫତେହାବାଦରେ ଏବେ ଭୋଟରଙ୍କୁ ପ୍ରଲୋଭନ ଦେଖାଇବାକୁ ଯାଇ ଏଠାକାର ଭାଜପା ପ୍ରାର୍ଥି ଦୁଦାରାମ ବିଶ୍ନୋଇ କହିଛନ୍ତି ମୋତେ ବିଧାୟକ ଭାବେ ନିର୍ବାଚିତ କଲେ ଭୋଟରଙ୍କର ଆଉ…
Archives


