ଜାତୀୟ

ରାହୁଲଙ୍କ ଇସ୍ତଫାକୁ ନେଇ ବର୍ଷିଲେ ଖୁର୍ସିଦ: ଆମ ନେତା ଛାଡ଼ି ଚାଲିଗଲେ

ନୂଆଦିଲ୍ଲୀ,୧୦ା୧୦: ଆମକୁ ଆମ ନେତା ଛାଡ଼ି ଚାଲିଗଲେ। କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ଫଳରେ ସାଧାରଣ ନିର୍ବାଚନରେ ପରାଜୟର ସମୀକ୍ଷା ହୋଇପାରିଲା ନାହିଁ। ଏଥିଯୋଗୁ ଏବେ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଆଶା…

ସଚିବ ସ୍ତରୀୟ ପଦବୀ ଲାଗି ୭୩ ଆଇଏଏସ୍‌ଙ୍କ ତାଲିକାକୁ ଅନୁମୋଦନ

ନୂଆଦିଲ୍ଲୀ,୧୦ା୧୦(ଆଇଏଏନ୍‌ଏସ୍‌): ସଚିବ ଓ ଅତିରିକ୍ତ ସଚିବସ୍ତରୀୟ ପଦବୀରେ ନିଯୁକ୍ତି ଲାଗି ୭୩ ଜଣିଆ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନଙ୍କ ତାଲିକାକୁ କେନ୍ଦ୍ର ସରକାର ବୁଧବାର ଅନୁମୋଦନ କରିଛନ୍ତି। ୭୩ ଜଣଙ୍କ ମଧ୍ୟରୁ ସଚିବ ସ୍ତରୀୟ ପଦବୀ ଲାଗି ୪୧ ଜଣଙ୍କୁ…

ଜୁନ୍‌ରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆସିବ ନୂଆ ବିମାନ

ନୂଆଦିଲ୍ଲୀ,୧୦ା୧୦: ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୁଇଟି ନୂଆ ସ୍ବତନ୍ତ୍ର ବିମାନ ଆସନ୍ତାବର୍ଷ ଜୁନ୍‌ରେ ଭାରତ ଆସିବ। ଏହି ବିମାନ ଏୟାର ଇଣ୍ଡିଆ ବଦଳରେ ଇଣ୍ଡିଆନ ଏୟାରଫୋର୍ସ ଅଧୀନରେ ରହିବ ବୋଲି ସାଉଥ୍‌ ବ୍ଲକ୍‌ର ଦୁଇଜଣ ଅଧିକାରୀ ସୂଚନା ଦେଇଛନ୍ତି। ବୋଇଂର ଡଲାସ୍‌ କାରଖାନାରେ…

୨୦୨୪ ନିର୍ବାଚନ ପୂର୍ବରୁ ହଟିବେ ଅନୁପ୍ରବେଶକାରୀ

କୈଠାଲ, ୧୦ା୧୦: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତରେ ରହୁଥିବା ସମସ୍ତ ବେଆଇନ ଅନୁପ୍ରବେଶକାରୀଙ୍କୁ ହଟାଯିବ ବୋଲି ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ପ୍ରକାଶ କରିଛନ୍ତି। ହରିୟାଣାର ବୈଠାଲରେ ନିର୍ବାଚନ ରାଲିକୁ ଉଦ୍‌ବୋଧନ ଦେବାବେଳେ ସେ ଏହା କହିଛନ୍ତି। ଦେଶର…

ଆରେ ଗଛକଟା ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ,୧୦ା୧୦(ପି.ଟି.): ଆରେ ଜଙ୍ଗଲରେ ଗଛକଟା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଗଛକଟା ବନ୍ଦ କରି ସ୍ଥିତାବସ୍ଥା ଜାରି ରଖିବା ଲାଗି ସର୍ବୋଚ୍ଚ ଅଦାଲତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନକୁ କହିଛନ୍ତି। ଏଥିସହିତ ଗଛକଟାକୁ ବିରୋଧ କରି ଗିରଫ ହୋଇଥିବା ଲୋକଙ୍କୁ ତୁରନ୍ତ…

ସର୍ବାଧିକ ବିଳମ୍ବରେ ଫେରୁଛି ମୌସୁମୀ

ନୂଆଦିଲ୍ଲୀ,୧୦ା୧୦(ପି.ଟି.): ଦକ୍ଷିଣପଶ୍ଚିମ ମୌସୁମୀ ବୁଧବାରଠାରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛି। ଚଳିତବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନରେ ସର୍ବାଧିକ ବିଳମ୍ବ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ପଞ୍ଜାବ, ହରିୟାଣାର କେତେକ ଅଞ୍ଚଳ ଓ ଉତ୍ତର ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି। ଏହିସବୁ…

୧୪୦୦ କି.ମି. ସବୁଜ ପ୍ରାଚୀର ନିର୍ମାଣ ଯୋଜନା

ନୂଆଦିଲ୍ଲୀ,୧୦ା୧୦(ପି.ଟି.): ଗୁଜରାଟରୁ ଦିଲ୍ଲୀ-ହରିୟାଣା ସୀମା ପର୍ଯ୍ୟନ୍ତ ୧୪୦୦ କିଲୋମିଟର ଦୀର୍ଘ ଓ ୫ କିଲୋମିଟର ପ୍ରସ୍ଥ ବିଶିଷ୍ଟ ସବୁଜ ବେଲ୍ଟ ନିର୍ମାଣ ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଆଫ୍ରିକାର ଡାକର (ସେନିଗାଲ୍‌)ରୁ ଜିବୁଟି ମଧ୍ୟରେ ଯାଇଥିତ୍ବା ବିଶାଳ ସବୁଜ ପ୍ରାଚୀର…

ଦୁଇମାସ ପରେ ହଟିଲା କଟକଣା: ଆଜିଠୁ କଶ୍ମୀର ଯାଇପାରିବେ ପର୍ଯ୍ୟଟକ

ଶ୍ରୀନଗର,୧୦ା୧୦: ଜମ୍ମୁ-କଶ୍ମୀରରେ ପର୍ଯ୍ୟଟକଙ୍କ ଭ୍ରମଣ ଉପରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ରହିଥିବା କଟକଣାକୁ ଶେଷରେ ହଟାଇଦିଆଯାଇଛି। ଫଳରେ ଗୁରୁବାରଠାରୁ ପର୍ଯ୍ୟଟକ ମାନେ ଜମ୍ମୁ-କଶ୍ମୀରକୁ ଭ୍ରମଣରେ ଯାଇପାରିବେ। ୫ରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ…

କଶ୍ମୀର ବିସ୍ତାପିତଙ୍କ ପାଇଁ ମୋଦିଙ୍କ ଦିପାବଳୀ ଭେଟି

ନୂଆଦିଲ୍ଲୀ,୯।୧୦: ମୋଦି ସରକାର କଶ୍ମୀରବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବୁଧବାର ଆୟୋଜିତ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟରେ ବୈଠକରେ ପ୍ରଧାନମନ୍ତ୍ରୀ ୫୩୦୦ ପରିବାରଙ୍କୁ ଦିପାବଳୀ ଭେଟି ଦେଇଛନ୍ତି। ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରୁ ଆସିଥିବା ବିସ୍ତାପିତ ଭାରତର ବହୁ ରାଜ୍ୟରେ…

ରାଫାଲ ପୂଜାକୁ କଂଗ୍ରେସ କହିଲା ଡ୍ରାମା

ନୂଆଦିଲ୍ଲୀ,୯।୧୦: ଫ୍ରାନ୍ସ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରବି-୦୦୧ ଲେଖାଥିବା ରାଫାଲ ବିମାନକୁ ଫୁଲ ଓ ସିନ୍ଦୂର ଲଗାଇବା ପରେ ସେଥିରେ ଓଁ ଲେଖିବା ସହ ନଡିଆ ଏବଂ ଫୁଲ ଦେଇ ପୂଜା ଆରମ୍ଭ କରିଥିଲେ। ପରେ ରାଫାଲ…

୫ ପ୍ରତିଶତ ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୯।୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ୫ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା। ବୁଧବାର ମୋଦିଙ୍କ ନେତୃତ୍ୱାଧୀନ କ୍ୟାବିନେଟ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ପ୍ରକାଶ କରିଛନ୍ତି। ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ…

ଇମ୍ରାନ ଖାନଙ୍କୁ ରାବଣ ଭାବେ ସଜେଇ କରାଗଲା ଦହନ

ଭୋପାଳ,୯।୧୦: ସାରା ଦେଶରେ ବିଜୟା ଦଶମୀରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ବରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯାଇଛି। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠରୁ ପାପଭାର ମୁକ୍ତ କରିଥିଲେ। ଏଥିପାଇଁ ବିଜୟା ଦଶମୀରେ ରାବଣ ପୋଡ଼ି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri