ଜାତୀୟ

ଗିରିରାଜଙ୍କ ନାଁ ଶୁଣି କାହିଁକି ଏମିତି କହିଲେ ଅଖିଳେଶ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ରାଜଧାନୀ ଲକ୍ଷ୍ନୌରେ ଏସପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଅଖିଳେଶ…

ଟ୍ରମ୍ପଙ୍କ ଟାରିଫ୍‌କୁ ନେଇ ପ୍ରଥମଥର ମୁହଁ ଖୋଲିଲେ RSS ମୁଖ୍ୟ: ଚାଲିଆଡ଼େ ଖେଳିଗଲା…

ନୂଆଦିଲ୍ଲୀ,୧୨।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକକୁ ନେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ମୁହଁ ଖୋଲିଛନ୍ତି। ସେ ଆମେରିକାକୁ ସାପର କାହାଣୀ କହି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଆଜିକାଲି ବନ୍ଧୁମାନେ ସାପ ପରି…

୬୪ ବର୍ଷିୟ ଭିଣୋଇଙ୍କ ସହ ଶାଳୀଙ୍କ ହୋଇଗଲା ପ୍ରେମ, ବନ୍ଦ ଘରେ କଲେ ଏମିତି କାମ…

ନୂଆଦିଲ୍ଲୀ,୧୨।୯: ଖଥଲ ତିଜାରା ଜିଲ୍ଲାର ଭିୱାଡି ଫେଜ। ଏହି ଅଞ୍ଚଳରେ ପୋଲିସ ଏକ ଚାଞ୍ଚଲ୍ୟକର ଘଟଣାର ଖୁଲାସା କରିଛି। ଏକ ଲୋମହର୍ଷଣକାରୀ ହତ୍ୟା ମାମଲାରେ ବବି ରାୟ (35) ନାମକ ମହିଳା ଏବଂ ତାଙ୍କ ଭିଣୋଇ ଅନୁଜ ଚୌଧୁରୀ (64)ଙ୍କୁ ପୋଲିସ…

‘ପବିତ୍ର ଶୁକ୍ରବାର ବିସ୍ଫୋରଣ ପାଇଁ…,’ ଧମକପୂର୍ଣ୍ଣ ଇ-ମେଲରେ ରହିଛି ପାକିସ୍ତାନର ନାଁ! ଜାଣନ୍ତୁ ଆଉ କ’ଣ ଲେଖା ଅଛି

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀର ସ୍କୁଲ ଏବଂ କଲେଜ ପରେ ଏବେ ହାଇକୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି। ଦିଲ୍ଲୀ ହାଇକୋର୍ଟକୁ ଇ-ମେଲ ମାଧ୍ୟମରେ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ ଚିଠିରେ ପାକିସ୍ତାନର ମଧ୍ୟ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ଶୁକ୍ରବାର କୋର୍ଟର କାର୍ଯ୍ୟ…

ଆସୁଛି କି ବଡ଼ ବିପଦ ଅବା ମାହାମାରୀ? କାହିଁକି ରାଜ୍ୟକୁ ଆଲର୍ଟ କଲେ ସ୍ବାସ୍ଥ୍ୟ ବିଭାଗ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୨।୯: ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ରାଜ୍ୟ ଏବେ ବନ୍ୟାରେ ବୁଡ଼ି ରହିଛି। କେନ୍ଦ୍ର ସରକାରଙ୍କ ବ୍ୟତୀତ ରାଜ୍ୟ ସରକାରମାନେ ମଧ୍ୟ ଏହି ବିପର୍ଯ୍ୟୟର ମୁକାବିଲା କରିବାରେ ଲାଗିପଡ଼ିଛନ୍ତି। ତଥାପି, ଏବେ ପୁଣି ଥରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ…

ଜିଏସ୍‌ଟି ୨.୦ ପୂର୍ବରୁ ୪୦% ଭାରତୀୟ କେବଳ ଖାଦ୍ୟ କିଣିବାରେ ସକ୍ଷମ ଥିଲେ: ସର୍ଭେ

କେସିଙ୍ଗା,୧୨।୯: ଜିଏସ୍‌ଟି ପରିଷଦ ଘୋଷଣା କରିଥିବା ଜିଏସ୍‌ଟି ହାର ହ୍ରାସ, ଯାହା ୨୨ ସେପ୍ଟେମ୍ବରରୁ କାର୍ଯ୍ୟକାରୀ ହେବ, ଭାରତୀୟ ଗ୍ରାହକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। କିନ୍ତୁ ପିଡବ୍ଲ୍ୟୁସି ଇଣ୍ଡିଆର ‘ଭଏସ୍ ଅଫ୍ ଦି କନଜ୍ୟୁମର ୨୦୨୫’ ରିପୋର୍ଟ ଅନୁଯାୟୀ, ଚଳିତ…

ନେପାଳ ବିକ୍ଷୋଭରେ ଏହି ଭାରତୀୟ କମ୍ପାନୀ କ୍ଷତିଗ୍ରସ୍ତ, ବିସ୍କୁଟଠାରୁ ଆରମ୍ଭ କରି…

କାଠମାଣ୍ଡୁ/ନୂଆଦିଲ୍ଲୀ,୧୨ା୯: ନେପାଳରେ ହିଂସା ଏବେ ବି ଜାରି ରହିଛି। ଦେଶର ଅନେକ ସ୍ଥାନରେ ବିଶେଷକରି ରାଜଧାନୀ କାଠମାଣ୍ଡୁରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି। ସେନା ସମଗ୍ର ଦେଶର ନିୟନ୍ତ୍ରଣ ନିଜ ହାତକୁ ନେଇଛି। ଏହା ପରେ ପରିସ୍ଥିତିରେ ଟିକିଏ ଉନ୍ନତି ପରିଲକ୍ଷିତ…

ନେପାଳ ନିଆଁରେ ଜଳିଗଲେ ଭାରତୀୟ ମହିଳା

ନୂଆଦିଲ୍ଲୀ,୧୨।୯: ନେପାଳରେ ଜେନ-ଜେଡର ଆନ୍ଦୋଳନ ସମୟରେ, ଗାଜିଆବାଦର ଏକ ପରିବାରର ଧାର୍ମିକ ଯାତ୍ରା ଏକ ଦୁଃଖଦ ପରିସ୍ଥିତିରେ ପରିଣତ ହୋଇଥିଲା। ପ୍ରକୃତରେ, କାଠମାଣ୍ଡୁର ଯେଉଁ ବିଳାସପୂର୍ଣ୍ଣ ହୋଟେଲରେ ପରିବାର ରହୁଥିଲେ ତାହାକୁ ପ୍ରତିବାଦକାରୀମାନେ ପୋଡ଼ି ଦେଇଥିଲେ। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ…

ୟେଲୋବୁକ୍ ପ୍ରୋଟକଲ ଭାଙ୍ଗିଲେ ରାହୁଲ ଗାନ୍ଧୀ, କଣ ଏହା ବିରୋଧରେ ମାମଲା ରୁଜୁ କରିବ CRPF ?

ନୂଆଦିଲ୍ଲୀ,୧୨।୯: କଂଗ୍ରେସ ଏମପି ତଥା ବିପକ୍ଷ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗ ଉଠିଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଚିଠି ଲେଖି ରାହୁଲଙ୍କ ଦ୍ୱାରା ୟେଲୋବୁକ୍ ପ୍ରୋଟୋକଲ ଉଲ୍ଲଂଘନ…

ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ,୧୨।୯: ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଶୁକ୍ରବାର ଧମକ ମିଳିଛି। ଦୁର୍ବୃତ୍ତମାନେ ମେଲ୍‌ ଯୋଗେ ଏହି ଧମକ ଦେଇଛନ୍ତି। କୋର୍ଟର ୩ଟି ରୁମ୍‌ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍‌ରେ ଉଲ୍ଲେଖ ରହିଛି। ଦିନ ୨ଟା ପୂର୍ବରୁ ବୋମା ବିସ୍ଫୋରଣ ହେବ…

ସ୍କୁଲରେ ପ୍ରେମିକାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ ଶିକ୍ଷକ, ଗ୍ରାମବାସୀଙ୍କୁ ଡାକିଆଣିଲେ ଛାତ୍ର, ଆଉ ତା’ପରେ…

ପାଟନା,୧୨।୯: ପାତେପୁର ଥାନା ଅଞ୍ଚଳର ବରଡିହା ତୁର୍କି ଗାଁରେ ଥିବା ବେସିକ ସ୍କୁଲରେ ଜଣେ ଶିକ୍ଷକ ତାଙ୍କ ପ୍ରେମିକାଙ୍କ ସହ ଜୋରଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମହିଳା ଜଣକ ପ୍ରତିରୋଧ କରିବାରୁ ତାଙ୍କୁ…

ଇସ୍ତଫା ଦେବା ପରେ ପ୍ରଥମ ଥର ନଜର ଆସିଲେ ଜଗଦୀପ ଧନକର

ନୂଆଦିଲ୍ଲୀ,୧୨।୯: ଚନ୍ଦ୍ରପୁରମ ପୋନୁସାମି ରାଧାକ୍ରିଷ୍ଣନ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ସକାଳେ ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୭ ବର୍ଷୀୟ ରାଧାକ୍ରିଷ୍ଣନଙ୍କୁ ଶପଥ ପାଠ କରାଇଥିଲେ। ଲାଲ କୁର୍ତ୍ତା ପିନ୍ଧି ରାଧାକ୍ରିଷ୍ଣନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?