୩୫ ବର୍ଷ ମଧ୍ୟରେ ବିନା ଯୁଦ୍ଧରେ ସିଆଚୀନ୍ରେ ଶହୀଦ୍ ହୋଇଛନ୍ତି ୮୭୩ ଯବାନ: ପାକିସ୍ତାନଠାରୁ ଭୟଙ୍କର ଶତ୍ରୁ ପାଲଟିଛି ସ୍ଥାନୀୟ ପାଣିପାଗ
ଜମ୍ମୁ,୧୯।୧୧:ସିଆଚୀନ୍ ଗ୍ଲାସିୟର ପୃଥିବୀର ଉଚ୍ଚତମ ଯୁଦ୍ଧସ୍ଥଳ। ଏଠାରେ ଭାରତୀୟ ଯବାନ ୧୬ ରୁ ୨୦ ହଜାର ଫୁଟ ଉଚ୍ଚରେ ମୁତୟନ ହୋଇଥାନ୍ତି। ଦେଶ ସୀମାର ସୁରକ୍ଷା ପାଇଁ ମାଇନସ୍ ୫୦ ଡିଗ୍ରୀରୁ କମ୍ ତାପମାତ୍ରାରେ ଯବାନମାନେ ସୁରକ୍ଷା କାର୍ଯ୍ୟ କରିଥାନ୍ତି। ଏଠାରେ…
ଘରକୁ ଫେରିଲେ ନୁସରତ
କୋଲକାତା,୧୯।୧୧: ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି) ଏମ୍ପି ନୁସରତ ଜହାଁ ସୋମବାର ସନ୍ଧ୍ୟାରେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ରବିବାର କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ସ୍ବାମୀ…
ଚିଲଡ୍ରେନ୍ ବ୍ୟାଙ୍କ: ଟଙ୍କାଏ ଦିଟଙ୍କା ଜମା କରୁଛନ୍ତି ଛୋଟ ପିଲା
ଇନ୍ଦୋର,୧୯।୧୧: ମଧ୍ୟପ୍ରଦେଶ ଇନ୍ଦୋରରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଗଠନ କରାଯାଇଛି ଚିଲଡ୍ରେନ୍ ବ୍ୟାଙ୍କ। ଏଥିରେ ନିଜ ପକେଟ ମନିରୁ ଟଙ୍କାଏ ଦିଟଙ୍କା ଛୋଟ ଛୋଟ ପିଲା ସଞ୍ଚୟ କରୁଛନ୍ତି। ଇତିମଧ୍ୟରେ ବ୍ୟାଙ୍କରେ ୧୫୦ ଜଣ ଖାତା ଖୋଲିଛନ୍ତି। ସ୍ଥାନୀୟ ଛତିପୁରା…
ପରସ୍ପର ମଧ୍ୟରେ ଲଢିଲେ ହେବ ଉଭୟଙ୍କର କ୍ଷତି: ଭାଗବତ
ମୁମ୍ବାଇ,୧୯।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ଏବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ଜଣା ସ୍ବାର୍ଥରେ କ୍ଷତି ହୋଇଥାଏ, ଏହାପରେ ବି କେହି ସ୍ବାର୍ଥ ଛାଡନ୍ତି ନାହିଁ। ଆଉ ପରସ୍ପର ମଧ୍ୟରେ…
ଏଠାରେ ୧କିଲୋ ପ୍ଲାଷ୍ଟିକ୍ ବଦଳରେ ମିଳୁଛି କିଲେ ଚାଉଳ
ମୁଲୁଗୁ,୧୯।୧୧: ଦେଶକୁ ପ୍ଲାଷ୍ଟିକ୍ ମୁକ୍ତ ଓ ପରିବେଶ ଦୂଷିତ ହେବାରୁ ବଞ୍ଚାଇବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ତେଲେଙ୍ଗାନାର ମୁଲୁଗୁର ଜିଲାପାଳ ସି. ନାରାୟଣ ରେଡ୍ଡୀ ଏଥିପାଇଁ ଏକ ନିଆରା ପଦକ୍ଷେପ…
ବଦଳିପାରେ କଂଗ୍ରେସର ‘ଭାରତ ବଚାଓ’ ରାଲିର ତାରିଖ
ନୂଆଦିଲ୍ଲୀ,୧୯।୧୧: ଆସନ୍ତା ୩୦ ତାରିଖରେ କଂଗ୍ରେସ ପକ୍ଷରୁ ‘ଭାରତ ବଚାଓ’ ରାଲି କରାଯିବାର ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ ଏବେ ଏଥିରେ ପରିବର୍ତ୍ତନ କରାଯିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ସଂସଦର ଶୀତ ଅଧିବେଶନ ଚାଲିଥିବାରୁ ଏହାକୁ ଏବେ…
ମୃତଦେହ ସଂସ୍କାର ଗୃହରେ ଜନ୍ମଦିନ ପାଳନ କଲେ ଯୁବକ: କେକ୍ କାଟି ଖୁଆଇଲେ
ନାସିକ୍,୧୯।୧୧: ମହାରାଷ୍ଟ୍ର ନାସିକ୍ରେ ଜଣେ ଯୁବକ ମୃତଦେହ ସଂସ୍କାର ଗୃହରେ ସାଙ୍ଗମାନଙ୍କ ସହିତ ଜନ୍ମଦିନ ପାଳନ କରିଛନ୍ତି। ରାତି ୧୨ଟା ପରେ ସ୍ଥାନୀୟ ନିପାଦ୍ ଅଞ୍ଚଳର ଚାନ୍ଦୋରି ଗାଁରେ ଥିବା ମୃତଦେହ ସଂସ୍କାର ପାଇଁ ଉଦ୍ଧିଷ୍ଟ ବୈଦ୍ୟୁତିକ ଚୁଲା ଗୃହ ନିକଟରେ…
ପାଓ୍ବାରଙ୍କ ସସ୍ପେନ୍ସ: ସଞ୍ଜୟ କହିଲେ ବୁଝିବାକୁ ଲାଗିବ ଆଉ କିଛି ଜନ୍ମ
ମୁମ୍ବାଇ,୧୯।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଛି ଅସାମଞ୍ଜସ୍ୟ। ନୂଆ ସମିକରଣ ଅନୁଯାୟୀ ଶିବସେନା ଏନ୍ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ଚାହୁଁଛି। ହେଲେ ଏହାକୁ ନେଇ କଂଗ୍ରେସ କି ଏନ୍ସିପି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟସୂଚନା…
ଫସଲ ସୁରକ୍ଷା ପାଇଁ ଜମିରେ ସାଉଣ୍ଡ୍ ବକ୍ସ୍ ଲଗାଉଛନ୍ତି କର୍ନାଟକ ଚାଷୀ
ବେଙ୍ଗାଲୁରୁ,୧୯।୧୧: ଫସଲକୁ ବନ୍ୟପ୍ରାଣୀ ଏବଂ ଅନ୍ୟ ବୁଲା ପ୍ରାଣୀଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ନାନା ପ୍ରକାର ଉପାୟ ଗ୍ରହଣ କରିଥାନ୍ତି। ତେବେ ବହୁ ସମୟରେ ସେ ସବୁ ଅସଫଳ ରହିଥାଏ। ତେବେ କର୍ନାଟକର ସୋରାବା ଅଞ୍ଚଳ ଚାଷୀ କମ୍ ଖର୍ଚ୍ଚରେ…
ନଭେମ୍ବର ୨୫ରେ କାଟ୍ରୋସାଟ୍-୩ ସହିତ ଆମେରିକାର ୧୩ ଉପଗ୍ରହ ଉତ୍କ୍ଷେପଣ କରିବ ଇସ୍ରୋ
ଶ୍ରୀହରିକୋଟା,୧୯।୧୧: ନଭେମ୍ବର ୨୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ୧୪ଟି ଉପଗ୍ରହ ଉତ୍କ୍ଷେପଣ କରାଯିବ। ପୂର୍ବାହ୍ନ ୯ଟା ୨୮ରେ ଉପଗ୍ରହଗୁଡ଼ିକୁ ପିଏସ୍ଏଲ୍ଭି-୪୭-ସି ଦ୍ୱାରା ଉତ୍କ୍ଷେପଣ କରାଯିବାର ଯୋଜନା ରହିଛି। ସେଥିମଧ୍ୟରେ ଭାରତୀୟ ଉପଗ୍ରହ କାଟ୍ରୋସାଟ୍-୩…
ଆହତ ମାଙ୍କଡକୁ ଡାକ୍ତରଖାନା ନେବା ପାଇଁ କାର୍ ପଠାଇଲେ ମାନେକା ଗାନ୍ଧୀ
ବେଙ୍ଗାଲୁରୁ,୧୮।୧୧: ଆହତ ମାଙ୍ଗଡ ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ। ଜଣେ ଖବରଦାତା ଆହତ ମାଙ୍କଡକୁ ସହାୟତା ପାଇଁ ଟୁଇଟ୍ ଯୋଗେ ମାନେକାଙ୍କ ସହାୟତା ମାଗିଥିଲେ। ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସର୍ବଦା ସ୍ବର ଉତ୍ତୋଳନ କରୁଥିବା…
୫ ଶହ ବର୍ଷ ପରେ ୧୦୫ ଗାଁର ରାଜପୁତ ବାନ୍ଧିବେ ପଗଡ଼ି ପିନ୍ଧିବେ ଜୋତା
ଲକ୍ଷ୍ନୌ,୧୯।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ରାୟ ଦିଆଯାଇଛି। ଅଯୋଧ୍ୟା ନିକଟରେ ଥିବା ପୁରା ବଜାର ବ୍ଲକ୍ ଏବଂ ଏହାର ଆଖପାଖ ଅଞ୍ଚଳର ୧୦୫ଟି ଗାଁର ସୂର୍ଯ୍ୟବଂଶୀ ରାଜପୁତ ଏବେ ପୁଣିଥରେ ମୁଣ୍ଡରେ ପଗଡ଼ି ବାନ୍ଧିବା ସହିତ ପାଦରେ…
Archives


