ପଶ୍ଚିମବଙ୍ଗବାସୀଙ୍କୁ ‘ଦେଶଭକ୍ତ’ କହିଲେ ନଡ୍ଡା
କୋଲକାତା,୨୩।୧୨: ଭାରତୀୟ ଜନତା ପାଟି(ଭାଜପା)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ସୋମବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ସମୟରେ ସେ ଏକ ସଭାକୁ ଉଦ୍ବୋଧନ ଦେବା ସମୟରେ ପଶ୍ଚିମବଙ୍ଗବାସୀଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏବେ ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ସୋନିଆ ଆସିବା ପରେ ବଦଳିଛି କଂଗ୍ରେସର ଭାଗ୍ୟ!
ନୂଆଦିଲ୍ଲୀ,୨୩।୧୨: ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଆସି ନ ଥିଲେ ବି କଂଗ୍ରେସ-ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ ଯେଉଁ ସ୍ଥିତିରେ ରହିଛି ସେଥିରୁ ଅନୁମାନ କରାଯାଉଛି କି ଏଥର ମଧ୍ୟ ଭାରତୀୟ ଜନତା ପାର୍ଟି(ଭାଜପା) ଆଉ ଏକ ରାଜ୍ୟ ହରାଇବ।…
ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ
ମୁମ୍ବାଇ,୨୩।୧୨: ମହାରାଷ୍ଟ୍ର ସତାରା ଜିଲାର କୋୟନା ଅଞ୍ଚଳରେ ସୋମବାର ସକାଳେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୬ ରହିଥିଲା। ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଏହି ଭୂକମ୍ପର କେନ୍ଦ୍ରସ୍ଥଳ କୋୟନା ବନ୍ଧରୁ ୮…
ମେଜର ଅନୁପ ମିଶ୍ରାଙ୍କୁ ସମ୍ମାନିତ କଲେ ସେନାଧ୍ୟକ୍ଷ
ନୂଆଦିଲ୍ଲୀ,୨୩।୧୨: ଭାରତୀୟ ବାୟୁ ସେନାର ମେଜର ଅନୁପ ମିଶ୍ରାଙ୍କୁ ଆର୍ମି ଡିଜାଇନ୍ ବ୍ୟୁରୋ ଏକ୍ସିଲେନ୍ସ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି। ସୋମବାର ସେନା ମୁଖ୍ୟ ବିପିନ ରାଓ୍ବତ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ। ମେଜର ମିଶ୍ରା ସ୍ବଦେଶୀ ସର୍ବତ୍ର ବୁଲେଟ ପ୍ରୁଫ୍…
କମୁନି ଅନ୍ନଦାତାଙ୍କ ଋଣବୋଝ: ଦୋହଲି ଯାଇଛି ଆର୍ଥିକ ମେରୁଦଣ୍ଡ
ନୂଆଦିଲ୍ଲୀ,୨୩।୧୨: ସୋମବାର ଦେଶରେ ପାଳିତ ହେଉଛି କିଷାନ ଦିବସ। ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମତିଥିରେ ଏହା ପାଳିତ ହୋଇଆସୁଛି। ଚୌଧୁରୀ ଚରଣ ସିଂ ୧୯୦୨ ଡିସେମ୍ବର ୨୩ରେ ଉତ୍ତରପ୍ରଦେଶ ନୁର୍ପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୭ ମେ…
ଭାଜପାର ମିଶନ ୬୫ ଫେଲ୍: ବାଟରେ କଣ୍ଟା ସାଜିଲା ୫ କାରଣ
ରାଞ୍ଚି,୨୩।୧୨: ଝାଡ଼ଖଣ୍ଡରେ ଭାଜପାର ମିଶନ ୬୫ ଫେଲ୍ ମାରିଛି। ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ-ଜେଏମ୍ଏମ ମେଣ୍ଟ ସପକ୍ଷରେ ଯାଇଛି। ମୁଖ୍ୟମନ୍ତ୍ରୀ ରଘୁବର ଦାସ ସରକାରଙ୍କୁ ଲୋକେ ପ୍ରତ୍ୟାଖାନ କରିଛନ୍ତି। ଭାଜପାର ବିଜୟ ପଥରେ ୫ଟି କାରଣ କଣ୍ଟା ସାଜିଥିବା ରାଜନୈତିକ ସମୀକ୍ଷକ…
ଭିକ୍କି କୌଶଲ- ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା
ନୂଆଦିଲ୍ଲୀ,୨୩।୧୨: ଆୟୋଜିତ ହୋଇଯାଇଛି ୨୦୧୯ର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଦିବ୍ୟା ଦତ୍ତ ଏହାର ହୋଷ୍ଟ ଭାବେ ନଜର ଆସିଥିଲେ। ଅମିତାଭ…
ବିମାନରେ ପ୍ରଜ୍ଞା ସିଂ ଠାକୁରଙ୍କ ଉପରେ ରାଗିଲେ ଯାତ୍ରୀ: ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୩।୧୨: ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍ପି ପ୍ରଜ୍ଞା ସିଂ ଠାକୁର ଏବେ ପୁଣି ଚର୍ଚ୍ଚାରେ। ଏଥର ମଧ୍ୟ ସେ ପୁଣିଥରେ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ନିକଟରେ ସ୍ପାଇସ ଜେଟ୍ରେ ଯାତ୍ରା…
ଦୁଇ ବର୍ଷ ଧରି ଯୁବତୀଙ୍କ ଦେହରେ ଥିବା ଗୁଳିକୁ ବାହାର କଲେ ଡାକ୍ତର
ହାଇଦ୍ରାବାଦ,୨୩।୧୨: ତେଲେଙ୍ଗାନା ଜାହାନୁମା ଫାଲକନୁମା ଅଞ୍ଚଳର ଆସମା ବେଗମ(୧୯)ଙ୍କ ଶରୀରରେ ଥିବା ଗୁଳିକୁ ପ୍ରାୟ ୨ ବର୍ଷ ପରେ ବାହାର କରାଯାଇଥିବା ଜଣାପଡିଛି। ନିଜାମ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ନିମ୍ସ)ର ଡାକ୍ତର ଏହି ଗୁଳି ବାହାର କରିଥିବା ଜଣାପଡିଛି। ଦୀର୍ଘ ପ୍ରାୟ…
ସିଏଏ-ଏନ୍ଆର୍ସି ଦେଲାନି କାମ: ହେମନ୍ତ ସୋରେନ୍
ରାଞ୍ଚି,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍। ସେ କହିଛନ୍ତି ମୋଦି ସରକାରଙ୍କ ସିଏଏ ଏବଂ ଏନ୍ଆର୍ସି କାମ ଦେଇନି। ଲୋକେ ରାଜ୍ୟରେ…
ନାସିକ ରେଳଷ୍ଟେଶନରେ ଆରମ୍ଭ ହେଲା ଅକ୍ସିଜେନ୍ ପାର୍ଲର
ନାସିକ,୨୩।୧୨: ମହାରାଷ୍ଟ୍ର ନାସିକ ରେଳଷ୍ଟେଶନରେ ଯାତ୍ରୀମାନଙ୍କ ପାଇଁ ଅକ୍ସିଜେନ୍ ପାର୍ଲରର ଶୁଭାରମ୍ଭ କରାଯାଇଛି। ଦେଶର ପ୍ରଥମ ରେଳଷ୍ଟେଶନ ଭାବେ ଏଠାରେ ଏଭଳି କରାଯାଇଥିବା କୁହାଯାଉଛି। ୧୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଫୁଲକୁଣ୍ଡରେ ଗଛ ଲଗାଯାଇଛି। ନ୍ୟାସନାଲ ଏରୋନେଟିକ୍ସ୍ ଆଣ୍ଡ୍ ସ୍ପେସ୍ ଆଡ଼ମିନିଷ୍ଟ୍ରେଶନ୍ର…
ପ୍ରସବ ସମୟରେ ଅଘଟଣ: ଡାକ୍ତର ନିଲମ୍ବିତ
ହାଇଦ୍ରାବାଦ,୨୩।୧୨: ତେଲଙ୍ଗାନା ନାଗରକୁରନୁଲ ଜିଲା ଅଛମପେଟରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ପ୍ରସବ ସମୟରେ ନବଜାତ ଶିଶୁର ମୁଣ୍ଡ କଟିଯାଇଥିବା ବେଳେ ଶରୀରର ଅଧା ଅଂଶ ମା’ ଗର୍ଭରେ ରହିଯାଇଥିବା ଜଣାପଡ଼ିଛି। ଏହି ଘଟଣା ଏବେ ସହରରେ…
Archives


