ବିବିଧତାରେ ଏକତା ଭାରତର ବିଶେଷତା: ମୋଦି
ନୂଆଦିଲ୍ଲୀ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦିଲ୍ଲୀର ୧୭୩୪ ଅବୈଧ ବସତିକୁ ବୈଧ କରିଥିବାରୁ ଦିଲ୍ଲୀ ଭାଜପା ପକ୍ଷରୁ ରାମଲୀଳା ମଇଦାନରେ ରବିବାର ଏକ ଧନ୍ୟବାଦ ରାଲିର ଆୟୋଜନ କରାଯାଇଛି। ଆୟୋଜିତ ରାଲିରେ ଯୋଗଦେଇ ମୋଦି କହିଛନ୍ତି ବିବିଧତାରେ ଏକତା ହେଉଛି…
ଭାଜପାକୁ ଟାର୍ଗେଟ କଲେ ଅଖିଳେଶ
ଲକ୍ଷ୍ନୌ,୨୨।୧୨: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି। ଦେଶରେ ସିଏଏକୁ ନେଇ ଯେଉଁଭଳି ହିଂସାର ବାତାବରଣ ଉପୁଜିଛି ସେଥିପାଇଁ ଭାଜପା…
ସିଏଏ ମୁସଲମାନ ବିରୋଧୀ ନୁହେଁ: ଗଡ଼କରି
ନୂଆଦିଲ୍ଲୀ,୨୨।୧୨: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଏବେ ନିଜର ମତ ରଖିଛନ୍ତି କେନ୍ଦ୍ରକନ୍ତ୍ରୀ ନୀତିନ ଗଡ଼କରି। ସେ କହିଛନ୍ତି ସିଏଏ ମୁସଲମାନ ବିରୋଧୀ ନୁହେଁ। ସେଥିପାଇଁ ତ ଭାରତ ସମସ୍ତଙ୍କୁ ଆପଣାର କରି…
ଭାରତ ମହାସାଗରରେ ଚଳିତ ବର୍ଷ ସୃଷ୍ଟି ହୋଇଛି ୧୧ ସାମୁଦ୍ରିକ ଝଡ଼: ଭାଙ୍ଗିଛି ୧୨୫ ବର୍ଷର ରେକର୍ଡ
ନୂଆଦିଲ୍ଲୀ,୨୨।୧୨: ଚଳିତ ବର୍ଷ ଭାରତ ମହାସାଗରରେ ୧୧ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଛି। ବଙ୍ଗୋପ ସାଗରଠାରୁ ଆରମ୍ଭ କରି ଆଣ୍ଡାମାନ ସାଗର ମଧ୍ୟରେ ଏସବୁ ଝଡ଼ ଦ୍ୱାରା ବହୁ କ୍ଷୟକ୍ଷତି ହୋଇଛି। ୧୮୯୩ ପରେ ସର୍ବାଧିକ ଝଡ଼ ଭାରତ ମହାସାଗରରେ ସୃଷ୍ଟି…
ହାଇଦ୍ରାବାଦ୍ ଏନ୍କାଉଣ୍ଟର: ଦ୍ୱିତୀୟ ଥର ମୃତଦେହ ବ୍ୟବଚ୍ଛେଦ କରିବେ ଏମ୍ସ ଡାକ୍ତରୀ ଦଳ
ହାଇଦ୍ରାବାଦ୍, ୨୨।୧୨: ହାଇଦ୍ରାବାଦ୍ ଏନ୍କାଉଣ୍ଟରରେ ମୃତ୍ୟୁ ଘଟିଥିବା ୪ ଅଭିଯୁକ୍ତଙ୍କ ମୃତଦେହ ପୁଣି ଥରେ ବ୍ୟବଚ୍ଛେଦ କରାଯିବ। ଏନେଇ ଏମ୍ସର ୩ ଜଣିଆ ଡାକ୍ତରୀ ଦଳ ରବିବାର ସନ୍ଧ୍ୟାରେ ହାଇଦ୍ରାବାଦ୍ ଯିବେ। ଦଳରେ ଫୋରେନ୍ସିକ୍ ଏଚ୍ଓଡ଼ି ପ୍ରଫେସର ଡାକ୍ତର ସୁଧୀର ଗୁପ୍ତା,…
ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବାକୁ ମିଳିିବନି ଅନୁମତି: ଡିଜିପି
ଲକ୍ଷ୍ନୌ,୨୨।୧୨: ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବା ଅନୁମତି ମିଳିବ ନାହିଁ ବୋଲି ତ୍ତରପ୍ରଦେଶ ଡିଜିପି ଓ.ପି. ସିଂ ସୂଚନା ଦେଇଛନ୍ତି। ତୃଣମୂଳ ନେତା ଦିନେଶ ତ୍ରିବେଦି, ପ୍ରତିମା ମଣ୍ଡଳ, ମହମ୍ମଦ୍ ନଦିମୁଲ୍ ହକ୍ ଏବଂ ଆବିର୍ ବିଶ୍ୱାସ ଲକ୍ଷ୍ନୌରେ…
ମୃତ ବିକ୍ଷୋଭକାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମାଙ୍ଗାଲୁରୁ,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ସୁଦ୍ଧା କେବଳ ଉତ୍ତର ପ୍ରଦେଶରେ ୧୮ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ୨ ଦିନ ତଳେ କର୍ନାଟକର ମାଙ୍ଗାଲୁରୁଠାରେ ବିରୋଧ ପ୍ରଦର୍ଶନ ସମୟରେ…
ପୁଞ୍ଚ୍ରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ଶ୍ରୀନଗର,୨୨।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ରବିବାର ପୁଞ୍ଚ୍ ଜିଲାର ମେଣ୍ଡାର ଏବଂ କ୍ରିଷ୍ଣାଘାଟି ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟଗୁଡିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ ହୋଇଛି। ଏହାର…
ମନ ପସନ୍ଦର ସିଟ୍ ନ ମିଳିବାରୁ ସ୍ପାଇସ୍ ଜେଟ୍ ବିମାନରେ ୨୦ ମିନିଟ୍ ଧାରଣା ଦେଲେ ପ୍ରଜ୍ଞା ସିଂ ଠାକୁର
ଭୋପାଳ,୨୨।୧୨: ସ୍ପାଇସ୍ ଜେଟ୍ ବିମାନରେ ମନ ପସନ୍ଦର ସିଟ୍ ନ ମିଳିବାରୁ ଭାଜପା ଏମ୍ପି ପ୍ରଜ୍ଞା ସିଂ ଠାକୁର ୨୦ ମିନିଟ୍ ଧାରଣା ଦେଇଥିବା କୁହାଯାଉଛି। ବିମାନଟି ଦିଲ୍ଲୀରୁ ଭୋପାଳ ଯାଉଥିଲା। ଏଥିରେ ପ୍ରଜ୍ଞାଙ୍କୁ ୨-ଏ ସିଟ୍ ଦିଆଯାଇଥିଲା। ତେବେ ପ୍ରୋଟୋକଲ…
ଗୁଳି ମାନିଲାନି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍: ନୂଆ ଜୀବନ ପାଇଲେ କନଷ୍ଟେବଳ
ଫିରୋଜାବାଦ,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧର ନିଆଁ ଜଳୁଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାର ବାତାବରଣ ସୃଷ୍ଟି ହୋଇଛି। ଏତିକି ବେଳେ ବିରୋଧ ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ଯାଇ ପୋଲିସ ମଧ୍ୟ ନାକେଦମ ହେଲାଣି। ଉତ୍ତର ପ୍ରଦେଶରେ ସିଏଏ…
ରାମଲୀଳା ମଇଦାନରେ ଧନ୍ୟବାଦ ରାଲିରେ ଯୋଗଦେବେ ମୋଦି
ନୂଆଦିଲ୍ଲୀ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳ ୧୧ଟା ୩୦ରେ ରାଜଧାନୀ ଦିଲ୍ଲୀରେ ଥିବା ରାମଲୀଳା ମଇଦାନରେ ଅନୁଷ୍ଠିତ ଏକ ରାଲିରେ ଯୋଗ ଦେବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ ସେ…
ବିଟେକ୍ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ
ରାଞ୍ଚି, ୨୨ା୧୨(ପି.ଟି.): ତିନିବର୍ଷ ପୂର୍ବେ ରାଞ୍ଚିର ଜଣେ ବିଟେକ୍ ଛାତ୍ରୀଙ୍କୁ ନିଜ ଘରେ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଶନିବାର ଏହି ମାମଲାର ଦୋଷୀ ବିହାରର ନାଳନ୍ଦା ଜିଲା ନିବାସୀ ରାହୁଲ ରାଜ୍ଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଫାଶୀ ଦଣ୍ଡାଦେଶ ଦେବା…
Archives


