ଜାତୀୟ

ଧୂଳିମାଟି ଖେଳ କମାଇବ ପାଠପଢ଼ା ବୋଝ

ସୁରତ: ସକାଳ ସାଢ଼େ ୬ରୁ ୭ଟା ଭିତରେ ଟ୍ୟୁଶନ୍‌। ୧୦ଟାରୁ ୪ଟା ସ୍କୁଲ। ଏହା ପରେ ପୁଣି ୫ଟାରୁ ଟ୍ୟୁଶନ୍‌। ଘରକୁ ଫେରି ହୋମ୍‌ଓ୍ବାର୍କ। ଏହା ହେଉଛି ଦୁନିଆକୁ ଜାଣିବା ଆରମ୍ଭ କରୁଥିବା ଜଣେ କୋମଳମତି ପିଲାର ଧରାବନ୍ଧା ଜୀବନ।...

ଦୁଷ୍ୟନ୍ତଙ୍କ ମା’ ହୋଇପାରନ୍ତି ହରିୟାଣାର ଉପ ମୁଖ୍ୟମନ୍ତ୍ରୀ

ହରିୟାଣା,୨୬।୧୦: ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ମା’ ନୈନା ସିଂ ଚୌତାଲା ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଶୁକ୍ରବାର ରାତିରେ ଭାଜପା ସହ ଜେଜେପି ମେଣ୍ଟ କରିବା ପରେ...

ବାଜି ମାରିଲେ ଶାହ, ଚାହିଁ ରହିଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳି ନ ଥିବା ବେଳେ ଭାଜପା ଏବେ ସରକାର ଗଢିବାକୁ ଯାଉଛି। ଅସଲ କଥା ହେଲା ଏଥର ଭୁପିନ୍ଦର ସିଂ ହୁଡ୍ଡାଙ୍କ ନେତୃତ୍ୱରେ କଂଗ୍ରେସ ହରିୟାଣାରେ ଭଲ ପ୍ରଦର୍ଶନ...

ସ୍ବିଗି ମୁସଲମାନ୍‌ ଡେଲିଭରି ବୟଠାରୁ ଖାଦ୍ୟ ଗ୍ରହଣ କରିବା ମନା କରିବା ପଡ଼ିଲା ମହଙ୍ଗା: ଗ୍ରାହକଙ୍କ ନାମରେ ମାମଲା ଦାଏର

ହାଇଦ୍ରାବାଦ୍‌,୨୬।୧୦: ତେଲେଙ୍ଗାନାରେ ଜଣେ ମୁସଲମାନ୍‌ ଡେଲିଭରି ବୟଠାରୁ ଖାଦ୍ୟ ଗ୍ରହଣ କରିବା ମନା କରି ଗ୍ରାହକଙ୍କୁ ହଟହଟା ହେବାକୁ ପଡ଼ିଛି। ସ୍ବିଗିର ଡେଲିଭରି ବୟ ମୁଦସିର୍‌ଙ୍କ ଠାରୁ ହାଇଦ୍ରାବାଦ୍‌ ଅଲୀବାଦ୍‌ ଅଞ୍ଚଳର ଅଜୟ କୁମାର ଖାଦ୍ୟ ଗ୍ରହଣ କରିବାକୁ ମନା...

କିରଣ ହେଲେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷା

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିଓ୍ବାରିଙ୍କ ମୃତ୍ୟୁ ପରେ ଏବେ ତାଙ୍କ ସ୍ତ୍ରୀ କିରଣ ତିଓ୍ବାରି ଦଳର ମଙ୍ଗ ଧରିଛନ୍ତି। ଅର୍ଥାତ୍‌ କିରଣ ଏବେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି।...

ମୌସୁମୀ ବର୍ଷା, ବନ୍ୟା ନେଇଛି ୨୧୫୫ ଜୀବନ

ନୂଆଦିଲ୍ଳୀ,୨୬ା୧୦(ପି.ଟି.): ଚଳିତ ବର୍ଷ ଦେଶରେ ମୌସୁମୀ ବର୍ଷା ଓ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୧୫୫ରେ ପହଞ୍ଚତ୍ଥିଲାବେଳେ ୮୦୩ ଜଣ ଆହତ ହୋଇଛନ୍ତି। ଅନ୍ୟ ୪୫ ଜଣ ନିଖୋଜ ହୋଇଛନ୍ତି। ବନ୍ୟା ଯୋଗୁ ୨୨ ରାଜ୍ୟର ୨୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ...

‘ପ୍ରଭାବଶାଳୀ ବିରୋଧୀ ଦଳ ଭୂମିକା ନେବୁ’

ବାରାମତି,୨୬ା୧୦: ମହାରାଷ୍ଟ୍ର ବିଧାନସଭାରେ ଏନ୍‌ସିପି ପ୍ରଭାବଶାଳୀ ବିରୋଧୀ ଦଳର ଭୂମିକା ତୁଲାଇବ ବୋଲି ଏହାର ଅଧ୍ୟକ୍ଷ ଶରଦ ପାଓ୍ବାର ଶୁକ୍ରବାର କହିଛନ୍ତି। ଜନସାଧାରଣ ଆମକୁ ସରକାର ଗଢ଼ିବାକୁ ନୁହେଁ, ବିରୋଧୀ ଦଳ ଆସନରେ ବସିବା ଲାଗି ସୁଯୋଗ ଦେଇଛନ୍ତି। ଆମେ...

ନଭେମ୍ବର ୨୫ରେ ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଉପନିର୍ବାଚନ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ପଶ୍ଚିମବଙ୍ଗର ୩ ବିଧାନସଭା ଆସନ ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ଲାଗି ନଭେମ୍ବର ୨୫ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଶୁକ୍ରବାର ଘୋଷଣା କରିଛନ୍ତି। ଗତ ୨୧ ତାରିଖରେ ୧୭ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ...

୨୨୯.୭ କୋଟିରେ ପାର୍ଲାମେଣ୍ଟ ଭବନର ପୁନଃ ବିକାଶ ହେବ

ନୂଆଦିଲ୍ଲୀ,,୨୬ା୧୦: ୨୨୯.୭ କୋଟି ଟଙ୍କା ବ୍ୟୟରେ ପାର୍ଲାମେଣ୍ଟ ଭବନର ନବୀକରଣ ଓ ପୁନଃବିକାଶ କରାଯିବ। ଏଥିଲାଗି ଗୁଜରାଟ ଅହମଦାବାଦର ଏଚ୍‌ସିପି ଡିଜାଇନ୍‌ ପ୍ଲାନିଂ କମ୍ପାନୀକୁ ଶୁକ୍ରବାର ଠିକା ଦିଆଯାଇଛି। ଏହି କମ୍ପାନୀ ସେଣ୍ଟ୍ରାଲ ଭିଷ୍ଟାର ପୁନର୍ବିକାଶ ସହ ନୂଆ ସାଧାରଣ...

ହରିୟାଣାର ୯୩% ନବନିର୍ବାଚିତ ବିଧାୟକ କୋଟିପତି

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ହରିୟାଣାର ନବନିର୍ବାଚିତ ୯୦ ବିଧାୟକଙ୍କ ମଧ୍ୟରୁ ୮୪ ଜଣ କୋଟିପତି ଥିବା ଆସୋସିଏଶନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ବିଶ୍ଳେଷଣରୁ ଜଣାପଡିଛି। ଅର୍ଥାତ୍‌ ୯୩ ପ୍ରତିଶତ ବିଧାୟକଙ୍କ ସମ୍ପତ୍ତି ପରିମାଣ ୧ କୋଟି ଟଙ୍କାରୁ ଅଧିକ। ପୂର୍ବ ବିଧାନସଭାରେ...

ମସ୍‌ଜିଦରେ ମହିଳାଙ୍କ ପ୍ରବେଶ କଟକଣାକୁ ଚ୍ୟାଲେଞ୍ଜ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଦେଶର ମସ୍‌ଜିଦଗୁଡ଼ିକରେ ମୁସଲମାନ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏଭଳି ‘ଅସାମ୍ବିଧାନିକ’ କଟକଣା ଯୋଗୁ ଜୀବନଧାରଣ, ସମାନତା ଓ ଲିଙ୍ଗଗତ ନ୍ୟାୟ ଭଳି ଅଧିକାର କ୍ଷୁଣ୍ଣ ହେଉଥିବା ଦର୍ଶାଇ ଏହାକୁ ଉଠାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ...

ଦୀର୍ଘାୟୁ ହେବାପାଇଁ ପିଅନ୍ତୁ ୮କପ୍‌ କଫି

ନିୟମିତ ଦିନକୁ ୮ କପ୍‌ କଫି ପିଇଲେ ଜଣେ ଦୀର୍ଘାୟୁ ହେବ ବୋଲି ଜଣାପଡିଛି। ବ୍ରିଟେନର କଫି ପିଉଥିବା ପ୍ରାୟ ଏକ ମିଲିୟନ୍‌ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି। ହେଲେ ଗର୍ଭାବସ୍ଥାରେ କଫି ପିଇବା କ୍ଷତିକାରକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri