ଦେଶର ସମସ୍ତ ଝିଅଙ୍କୁ ମିଳିଛି ନ୍ୟାୟ: ନିର୍ଭୟାଙ୍କ ମା’
ନୂଆଦିଲ୍ଲୀ,୨୦।୩: ‘ନିର୍ଭୟା’ ଗଣବଳାତ୍କାର ଓ ହତ୍ୟା ଘଟଣାର ୪ଦୋଷୀଙ୍କୁ ଶୁକ୍ରବାର ଭୋର୍ ୫ଟା ୩୦ରେ ଫାଶୀ ଦିଆଯିବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ ନ୍ୟାୟପାଳିକା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ବିଳମ୍ବରେ ହେଉ ପଛେ ତାଙ୍କୁ ଏବଂ…
‘ନିର୍ଭୟା’ଙ୍କୁ ମିଳିଲା ନ୍ୟାୟ: ଫାଶୀଖୁଣ୍ଟରେ ଝୁଲିଲେ ୪ ଦୋଷୀ
ନୂଆଦିଲ୍ଲୀ,୨୦ା୩: ଦୀର୍ଘ ୭ ବର୍ଷ ପରେ ‘ନିର୍ଭୟା’ଙ୍କୁ ନ୍ୟାୟ ମିଳିଛି। ନିର୍ଭୟା ଗଣବଳାତ୍କାର ଘଟଣାରେ ୪ ଦୋଷୀ ଅକ୍ଷୟ ଠାକୁର, ପବନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ତିହାର ଜେଲ୍ରେ ଶୁକ୍ରବାର ଭୋର୍ ୫ଟା ୩୦ରେ ଫାଶୀ ଖୁଣ୍ଟରେ…
କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ: ରବିବାର ଜନତା କର୍ଫ୍ୟୁ
ନୂଆଦିଲ୍ଲୀ,୨୦ା୩(ପି.ଟି.): ମହାମାରୀ କରୋନା ଭୂତାଣୁ ନେଇ ସୃଷ୍ଟ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୨ ତାରିଖ (ରବିବାର) ଦେଶରେ ଜନତା କର୍ଫ୍ୟୁ ପାଳନ କରିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଜନତା କର୍ଫ୍ୟୁ…
ଭାରତରେ ଚତୁର୍ଥ ମୁଣ୍ଡନେଲା କରୋନା: ସଂକ୍ରମିତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି
ନୂଆଦିଲ୍ଲୀ, ୧୯।୩ : ପ୍ରାଣଘାତୀ କରୋନା ଭାଇରସ୍ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଗୁରୁବାର ଏହା ଆଉ ଏକ ମୁଣ୍ଡ ଗଡ଼ାଇ ଥିବାବେଳେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ମୃତକ ଜଣକ ପଞ୍ଜାବର ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ…
କରୋନା ଭୟ: ଭିଡ଼ିଓ କଲ୍ ମାଧ୍ୟମରେ ହେଲା ନିର୍ବନ୍ଧ!
ଅହମଦାବାଦ,୧୯।୩: କରୋନା ଭାଇରସ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। ଗୋଟିଏ ସ୍ଥାନରେ ଗହଳି କରିବାକୁ ସରକାର ବାରଣ କରିଛନ୍ତି। ଏଭଳି ପରିସ୍ଥିତିରେ ଝିଅ ପୁଅଙ୍କ ବିବାହ ପାଇଁ ଅପେକ୍ଷା କରିଥିବା ପରିବାର ଅଡୁଆରେ ପଡିଯାଇଛନ୍ତି। ଗୁଜରାଟର ଅହମଦାବାଦରେ ଜଣେ ଝିଅଙ୍କ…
କରୋନାକୁ ଭୟ ନ କରି କଲେ ବିବାହ: ବାଣ୍ଟିଲେ ସଚେତନତାର ବାର୍ତ୍ତା
ମୁମ୍ବାଇ,୧୯।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଥିବା ବେଳେ ବିଶ୍ୱ ଏକ ପ୍ରକାର ଅଚଳ ହୋଇଗଲାଣି କହିଲେ ଚଳେ। କରୋନାର ମୁକାବିଲା କରିବାକୁ ନାନା କଟକଣା କରାଯାଇଥିବା ବେଳେ ବିବାହ ଭଳି କାର୍ଯ୍ୟରୁ ବିରତ ରହିବାକୁ…
ଦେଶ ସେବା କରିବାକୁ ରାଜି ନିର୍ଭୟା ମାମଲାର ଦୋଷୀ, ତାଙ୍କୁ ଫାଶୀ ଦିଆ ନ ଯାଉ: ଓକିଲ ଏ.ପି. ସିଂହ
ନୂଆଦିଲ୍ଲୀ,୧୯।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ସମସ୍ତ ଆବେଦନ ଖାରଜ ହୋଇଯିବା ପରେ ଶୁକ୍ରବାର ଭୋର ୫ଟା ୩୦ରେ ଏମାନେ ଫାଶୀ ଖୁଣ୍ଟରେ ଝୁଲିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ହେଲେ ଏହାକୁ ନେଇ ମୁଖଁ ଖୋଲିଛନ୍ତି ଦୋଷୀଙ୍କ ପକ୍ଷର…
ନିର୍ଭୟା ମାମଲା: ଫାଶୀ ଖୁଣ୍ଟରେ ଝୁଲିବାକୁ ଆରମ୍ଭ ହେଲା କାଉଣ୍ଟ ଡାଉନ୍!
ନୂଆଦିଲ୍ଲୀ,୧୯।୩: ନିର୍ଭୟା ଗଣ ବଳାତ୍କାର ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଦେବା ଲାଗି ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି। ହେଲେ ଦୋଷୀମାନେ ଫାଶୀରେ ଝୁଲିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣି କୋର୍ଟଙ୍କ…
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ୫୦ ପ୍ରତିଶତ କର୍ମଚାରୀ ଘରେ ବସି କରିବେ ଅଫିସ କାମ
ନୂଆଦିଲ୍ଲୀ,୧୯।୩: କରୋନା ଭାଇରସର ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ବି ଓ ସି ଗ୍ରୁପର ୫୦ ପ୍ରତିଶତ ସରକାରୀ କର୍ମଚାରୀ ନିତିଦିନ କାର୍ଯ୍ୟାଳୟ ଆସିବେ ବୋଲି କହିଛନ୍ତି। ବାକି ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ ବୋଲି କେନ୍ଦ୍ର…
ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯: ଭେଣ୍ଟିଲେଟରରେ ୨
ମୁମ୍ବାଇ,୧୯।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୪୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଗୁରୁବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସେ କହିଛନ୍ତି।…
ନିର୍ଭୟା ମାମଲା: କୋର୍ଟ ବାହାରେ ବେହୋସ୍ ହେଲେ ଦୋଷୀଙ୍କ ପତ୍ନୀ
ନୂଆଦିଲ୍ଲୀ,୧୯।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଫାଶୀ ଦେବା ଲାଗି ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ଗୁରୁବାର ଦୋଷୀ ପବନଙ୍କ କ୍ୟୁରେଟିଭ ପିଟିଶନ ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହୋଇଯାଇଛି। ଅନ୍ୟପଟେ ଗୁରୁବାର ପଟିଆଲା ହାଉସ…
ପରୀକ୍ଷା ସ୍ଥଗିତ ରଖିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ କହିଲା ୟୁଜିସି
ନୂଆଦିଲ୍ଲୀ,୧୯।୩ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ୟୁଜିସି ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ସମସ୍ତ ବିଶ୍ୱବିଦ୍ୟାଳୟକୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ୟୁଜିସି କହିଛି। ମାର୍ଚ୍ଚ ୩୧ ପରେ…
Archives


