ଜାତୀୟ

‘ଜନତା କର୍ଫ୍ୟୁ’ ଭୟରେ ଦିନକ ପୂର୍ବରୁ କଲେ ବିବାହ

ଥାଣେ,୨୧।୩: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣର ଭୟ। ଅନ୍ୟପଟେ ମାର୍ଚ୍ଚ ୨୨ରେ ‘ଜନତା କର୍ଫ୍ୟୁ’। ଏସବୁକୁ ଦେଖି ଥାଣେର ଏକ ଦମ୍ପତି ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୧ରେ ବିବାହ କରିଥିବା ଜଣାପଡିଛି। ବର ରୁପେଶ…

ସ୍ଥିତି ସ୍ବାଭାବିକ ନ ହେଲେ ଭାରତ ଫେରିବେନି ସୋନୁ

ନୂଆଦିଲ୍ଲୀ,୨୧।୩: ଭାରତରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍‌ ଗାୟକ ସୋନୁ ନିଗମ ଏକ ନିଷ୍ପତ୍ତି ନେଇଛନ୍ତି। ଏବେ ସୋନୁ ଦୁବାଇରେ ଥିବା ବେଳେ କରୋନାକୁ ନେଇ ସାରା ବିଶ୍ୱର ପରିସ୍ଥିତି ସ୍ବାଭାବିକ…

କରୋନା ମୋହର ଲାଗିଥିବାରୁ ଟ୍ରେନରୁ ଦମ୍ପତିଙ୍କୁ ଓହ୍ଲାଇ ଦିଆଗଲା

ନୂଆଦିଲ୍ଲୀ,୨୧।୩: ସିକନ୍ଦରାବାଦରୁ ବେଙ୍ଗାଲୁରୁ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଦମ୍ପତିକୁ କରୋନା ଭୟରେ ଓହ୍ଲାଇ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରେନରେ ଦମ୍ପତି ସକାଳୁ ସକାଳୁ ତେଲେଙ୍ଗାନାର କାଜିପଟ ପହଞ୍ଚିବା ପରେ ପୁରୁଷଙ୍କ ହାତରେ କରୋନା ମୋହର ଲାଗିଥିବା…

ୟୁଟ୍ୟୁବ୍‌ ଦେଖି ପ୍ରେମିକାଙ୍କ ଡେଲିଭରୀ କରାଉଥିଲେ ପ୍ରେମିକ…

ଚେନ୍ନାଇ,୨୧।୩: ତାମିଲ୍‌ନାଡୁରେ ୨୭ ବର୍ଷ ବୟସ୍କ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କ ଡେଲିଭରୀ ୟୁଟ୍ୟୁବ ଦେଖି କରୁଥିଲେ। ତେବେ ଅତ୍ୟଧିକ ରକ୍ତସ୍ରାବ ହେବାରୁ ୧୯ ବର୍ଷ ବୟସ୍କା ପ୍ରେମିକାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ପ୍ରେମିକଙ୍କୁ ଗିରଫ କରି ତଦନ୍ତ…

କନିକା କପୁରଙ୍କ ସଂସ୍ପର୍ଶରେ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିପୋର୍ଟ ନେଗେଟିଭ

ଲକ୍ଷ୍ନୌ,୨୧।୩: କରୋନା ଭାଇରସକୁ ନେଇ ବଲିଉଡ୍‌ ଗାୟିକା କନିକା କପୁରଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସବୁଆଡେ ହଇଚଇ ସୃଷ୍ଟି ହୋଇଥିଲା। କାରଣ ଏହି ବଲିଉଡ୍‌ ସେଲିବ୍ରିଟି ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଏମାନେ ବି କରୋନା ସଂକ୍ରମଣରେ ପୀଡ଼ିତ ହୋଇଥାଇ…

ଇଟାଲିରେ ଥିବା ଭାରତୀୟଙ୍କୁ ଆଣିବାକୁ ବାହାରିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ବିଦେଶରେ ଥିବା ଆଉ କେତେଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ସରକାର ଯୋଜନା କରିଛନ୍ତି। ରୋମରେ ଥିବା ଭାରତୀୟଙ୍କୁ ଆଣିବାକୁ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ…

ବିଚାର ନ ହୋଇ ପଡ଼ି ରହିଛି ୨ ଲକ୍ଷ ୪୪ ହଜାର ବଳାତ୍କାର ମାମଲା

ନୂଆଦିଲ୍ଲୀ,୨୧।୩ : ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୪୪ ହଜାର ବଳାତ୍କାର ମାମଲା ପଡ଼ି ରହିଛି। ଏଭଳି ମାମଲାର ଶୀଘ୍ର ବିଚାର ପାଇଁ ୧,୦୨୩ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ସ୍ଥାପନ ଲାଗି କେନ୍ଦ୍ର ସରକାର ଘୋଷଣା କରିଥିଲେ। ତେବେ ଇତିମଧ୍ୟରେ…

କରୋନା ଭାଇରସ୍‌ ମୁକାବିଲା: ନିମୋନିଆ ରୋଗୀଙ୍କ ହେବ ଯାଞ୍ଚ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତ ସରକାର ନିଜର ରଣନୀତିରେ ପରିବର୍ତ୍ତନ ଆଣିଛନ୍ତି। ଏବେ ସମସ୍ତ ହସ୍ପିଟାଲରେ ନିମୋନିଆ ରୋଗୀଙ୍କର ମଧ୍ୟ କରୋନା ଭାଇରସ୍‌ ସଂକ୍ରମଣ ନେଇ ଯାଞ୍ଚ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ…

ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିନିୟମ: ମାସ୍କ୍‌-ସାନିଟାଇଜର ଅଧିକ ଦାମରେ ବିକିଲେ ଜେଲଦଣ୍ଡ

ନୂଆଦିଲ୍ଲୀ,୨୧।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିନିୟମ-୧୯୫୫ ଜାରି କରାଯାଇଛି। ଏହି ଅଧିନିୟମ ଅନ୍ତର୍ଗତ ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିକ ଦାମରେ ବିକିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲଦଣ୍ଡାଦେଶ କରାଯିବାର ବ୍ୟବସ୍ଥା ରହିଛି। ଦେଶରେ କରୋନା…

ପ୍ରଥମ କେସ୍‌ ଜିତିଲେ ସୀମା କୁଶଓ୍ବାହ: ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ‘ନିର୍ଭୟା ନାୟିକା’

ନୂଆଦିଲ୍ଲୀ: ନିର୍ଭୟା ବଳାତ୍କାର ଘଟଣାରେ ୪ ଦୋଷୀଙ୍କୁ ଫାଶୀ ମିଳିବା ପରେ ଏବେ ଚର୍ଚ୍ଚାରେ ନିର୍ଭୟାଙ୍କ ଓକିଲ ସୀମା କୁଶଓ୍ବାହ। ୨୦୧୨ର ଏହି ଘଟଣା ପରଠାରୁ ସେ ମାମଲାରେ ନିଜକୁ ଯୋଡିଥିଲେ। ରାଷ୍ଟ୍ରପତି ଭବନ, ଇଣ୍ଡିଆ ଗେଟ୍‌ ଆଦି ବିଭିନ୍ନ ସ୍ଥାନରେ…

ଭାରତୀୟ ସେନାର କରୋନା ମୁକାବିଲା: ପ୍ରଥମଥର ପାଇଁ ୩୫% ଅଧିକାରୀ-୫୦% ଜେସିଓ ସପ୍ତାହେ ପାଇଁ ଘରେ ରହି କରିବେ କାମ

ନୂଆଦିଲ୍ଲୀ,୨୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପ୍ରଥମଥର ପାଇଁ ୩୫ ପ୍ରତିଶତ ଅଧିକାରୀୟ ଏବଂ ୫୦ ପ୍ରତିଶତ ଜେସିଓ ମାର୍ଚ୍ଚ ୨୩ରୁ ସପ୍ତାହେ…

ଗଣମାଧ୍ୟମ ପ୍ରତିନିଧିଙ୍କୁ ସାନିଟାଇଜର, ମାସ୍କ କିଟ୍‌ ବାଣ୍ଟିଲେ ଡିଏମ୍‌କେ ମୁଖ୍ୟ

ଚେନ୍ନାଇ,୨୧।୩: ଡରାଉଚି କରୋନା। ହେଲେ ଏହାକୁ ନେଇ ଭୟଭୀତ ନ ହେବାକୁ ସରକାର କହିଛନ୍ତି। ସାବଧାନତା ଏବଂ ସତର୍କତା ଆମକୁ କରୋନା ଦାଉରୁ ରକ୍ଷା କରିବ ବୋଲି କୁହାଯାଉଛି। ବିଶେଷ ଭାବେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଭଲଭାବେ ଧୋଇବାକୁ କୁହାଯାଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri