ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ତିହାର ଜେଲ୍ରେ ୪ ମଞ୍ଚ ୪ ସୁଡ଼ଙ୍ଗର ନିର୍ମାଣ ଶେଷ: ଜାନୁୟାରୀ ୭ରେ ଓ୍ବାରେଣ୍ଟ୍ ଶୁଣାଣି
ନୂଆଦିଲ୍ଲୀ,୧।୧: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ୍ରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଜେଲ୍ରେ ୪ ଫାଶୀ ମଞ୍ଚ ସହିତ ୪ ସୁଡ଼ଙ୍ଗ ନିର୍ମାଣ ଶେଷ ହୋଇଛି। ପୂର୍ବରୁ ଏଠାରେ ଗୋଟିଏ ଫାଶୀ ମଞ୍ଚ ଥିଲା। ଜେଲ୍ରେ…
୨୦୨୦ର ପ୍ରଥମ ଦିନରେ ମାଲ୍ୟାଙ୍କୁ ଝଟ୍କା: ନିଲାମ ହେବ ସମ୍ପତ୍ତି
ମୁମ୍ବାଇ,୧।୧: ନୂଆବର୍ଷ ୨୦୨୦ର ପ୍ରଥମ ଦିନରେ ପଳାତକ ଘୋଷିତ ୟୁବିଗ୍ରୁପ୍ର ଅଧ୍ୟକ୍ଷ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍କା ମିଳିଛି। ମୁମ୍ବାଇର ସ୍ବତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ମାଲ୍ୟାଙ୍କ ସମ୍ପତ୍ତି ନିଲାମ ପାଇଁ ଏସ୍ବିଆଇ ଏବଂ ଅନ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ନିଲାମ ଟଙ୍କାରେ…
ନୂଆବର୍ଷର ପହିଲି ଦିନରେ ରୋଷେଇ ଘରେ ମହଙ୍ଗା ମାଡ଼: ବଢ଼ିଲା ରନ୍ଧନ ଗ୍ୟାସ୍ ଦାମ୍
ନୂଆଦିଲ୍ଲୀ,୧।୧: ନୂଆବର୍ଷର ପହିଲି ଦିନରେ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ବୁଧବାରଠାରୁ ରନ୍ଧନ ଗ୍ୟାସ୍ ଦାମ୍ ୧୯ ଟଙ୍କା ବଢ଼ିଛି। ଫଳରେ ଦିଲ୍ଲୀରେ ଅଣ-ସବସିଡ୍ ଯୁକ୍ତ ଗ୍ୟାସ୍ ସିଲିଣ୍ଡର ଦାମ୍ ୭୧୪ ଟଙ୍କା ହୋଇଛି। ଗତ ଡିସେମ୍ବରରେ ଏହାର ଦାମ୍…
୩ ସେନା ଏକଜୁଟ ହୋଇ କାର୍ଯ୍ୟ କରିବେ: ରାଓ୍ବତ
ନୂଆଦିଲ୍ଲୀ,୧।୧: ଜେନେରାଲ ବିପିନ୍ ରାଓ୍ବତ ୪ ତାରକା ବିଶିଷ୍ଟ ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍(ସିଡିଏସ୍) ଭାବେ ବୁଧବାର କାର୍ଯ୍ୟଭାର ସମ୍ଭାଳିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଭାରତର ସୁରକ୍ଷା ପାଇଁ ନିୟୋଜିତ ଥିବା ସ୍ଥଳସେନା, ବାୟୁସେନା ଏବଂ ନୌସେନା ମିଳିତ…
ନୌଶେରା ସେକ୍ଟରରେ ସର୍ଚ୍ଚ ଅପରେଶନ୍: ୨ ଭାରତୀୟ ଯବାନ ଶହୀଦ୍
ଶ୍ରୀନଗର, ୧।୧: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ନୌଶେରା ସେକ୍ଟରରେ ନୂଆବର୍ଷରେ ଏକ ସର୍ଚ୍ଚ ଅପରେଶନ୍ରେ ୨ ଜଣ ଭାରତୀୟ ଯବାନ ଶହୀଦ୍ ହୋଇଛନ୍ତି। ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ଅନୁପ୍ରବେଶକାରୀ ଖାରି ଥରାୟତ୍ ଜଙ୍ଗଲ ଦେଇ ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ।…
ଜାତୀୟ ସଙ୍ଗୀତ ଗାନ କରି ନୂଆବର୍ଷକୁ ସ୍ବାଗତ କଲେ ଜାମିଆ ଛାତ୍ରୀଛାତ୍ର
ନୂଆଦିଲ୍ଲୀ,୧।୧: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଏକ ନିଆରା ଢ଼ଙ୍ଗରେ ନୂଆବର୍ଷ ପାଳନ କରିଛନ୍ତି। କ୍ୟାମ୍ପସ୍ ପରିସରରେ ଛାତ୍ରୀଛାତ୍ର ଏକତ୍ରିତ ହୋଇ ମଙ୍ଗଳବାର ମଧ୍ୟରାତ୍ରରେ ଜାତୀୟ ସଙ୍ଗୀତ ଗାନ କରି ନୂଆବର୍ଷକୁ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, ଏଠାରେ ଛାତ୍ରୀଛାତ୍ରମାନେ କିଛି…
ନୂଆବର୍ଷ ଆଣିବ ସୁଖ ସମୃଦ୍ଧି: ମୋଦି
ନୂଆଦିଲ୍ଲୀ,୧।୧: ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟରରେ ଏକ ଭିଡ଼ିଓ ଶେୟାର କରିଛନ୍ତି। ନୂଆବର୍ଷ ଭାରତ ପାଇଁ ସୁଖ ସମୃଦ୍ଧି ଆଣିଦେବ ବୋଲି ଶେ ଆଶା କରିଛନ୍ତି। ଏଥିରେ ସେ ଭାରତୀୟ ଯୁବବର୍ଗଙ୍କୁ ପ୍ରତିଭାଶାଳୀ…
ଦେଶର ସୁରକ୍ଷା ହିଁ ଗୁରୁତ୍ୱପୂର୍ଣ୍ଣ: ନରାଓ୍ବଣେ
ନୂଆଦିଲ୍ଲୀ,୧।୧: ନୂଆବର୍ଷ ଅବସରରେ ନୂଆ ସେନାମୁଖ୍ୟ ଲ୍ୟୁଟ୍ନାଣ୍ଟ୍ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ନ୍ୟାସନାଲ ଓ୍ବାର ମେମୋରିଆଲ୍ରେ ଶହୀଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ଦେଶର ସୁରକ୍ଷା ହିଁ ପ୍ରାଥମିକତା…
ନୂଆବର୍ଷରେ ଦୁର୍ନୀତି କମିବ: ଲୋକଙ୍କ ଆଶା
ନୂଆଦିଲ୍ଲୀ,୧ା୧(ଆଇଏଏନ୍ଏସ୍): ନୂଆବର୍ଷ ୨୦୨୦ ଦେଶବାସୀଙ୍କ ପାଇଁ ସାଙ୍ଗରେ ନେଇଆସିଛି ଅନେକ ଆଶା। ଦୁର୍ନୀତି ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରୁଥିବା ଏକ ପ୍ରସଙ୍ଗ ହୋଇଥିବାରୁ ଏହାକୁ ନେଇ ଆଇଏଏନ୍ଏସ୍-ସିଭୋଟର ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା। ୫୦% ଉତ୍ତରଦାତା ଅଶା କରିଛନ୍ତି…
୨୦୨୦: ସରିନାହିଁ ଆନ୍ଦୋଳନ, ରାଜନୀତି
ପୁରୁଣା ବର୍ଷ ୨୦୧୯ ଧରାପୃଷ୍ଠରୁ ବିଦାୟ ନେଇସାରିଛି ଆଉ ପୃଥିବୀରେ ପାଦ ଦେଇଛି ନୂଆବର୍ଷ ୨୦୨୦। ନୂତନବର୍ଷ ସାଙ୍ଗରେ ନେଇ ଆସିଛି ୩୬୬ର (ଅଧିବର୍ଷ) ସମ୍ଭାବନାମୟ ଦିନ। ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ପୁଣି ଲେଖାହେବ ଆଉ ଗୋଟିଏ ବର୍ଷର…
୨୦୨୦ରେ ଚନ୍ଦ୍ରୟାନ-୩ ପ୍ରେରଣ
ନୂଆଦିଲ୍ଲୀ,୧ା୧: ୨୦୨୦ରେ ଚନ୍ଦ୍ରୟାନ-୩ ଲଞ୍ଚ କରାଯିବ ବୋଲି କେନ୍ଦ୍ର ମହାକାଶ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଚନ୍ଦ୍ରୟାନ-୧, ଚନ୍ଦ୍ରୟାନ-୨ ପରେ ଚନ୍ଦ୍ରୟାନ-୩ ପ୍ରେରଣ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଅର୍ବିଟର ଏବେ ବି ଚନ୍ଦ୍ରରେ ଅଛି ଓ କେବଳ…
ଆଜିଠୁ କଶ୍ମୀରରେ ମୋବାଇଲ ଏସ୍ଏମ୍ଏସ୍ ସେବା
ଜମ୍ମୁ,୧ା୧: ମଙ୍ଗଳବାର ମଧ୍ୟରାତ୍ରରୁ ଜମ୍ମୁ-କଶ୍ମୀରରେ ମୋବାଇଲ ଏସ୍ଏମ୍ଏସ୍ ସେବା ସୁବିଧା ଉପଲବ୍ଧ ହୋଇଛି। ଏଥିସହ ସମସ୍ତ ସରକାରୀ ହସ୍ପିଟାଲରେ ବ୍ରୋଡବ୍ୟାଣ୍ଡ ଇଣ୍ଟରନେଟ ସେବାକୁ ପୁନଃ ଚାଲୁ କରାଯାଇଛି। ସାଢେ ୪ ମାସ ପରେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିଥିବା କୁହାଯାଉଛି। ୩୭୦…
Archives


