ଜାତୀୟ

ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ ପାଇଁ ଶପଥ

ନୂଆଦିଲ୍ଲୀ,୨ା୧: ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ କରିବା ଲାଗି ନୂଆବର୍ଷ ଅବସରରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଶତାଧିକ ବିକ୍ଷୋଭକାରୀ ଗଣଶପଥ ନେଇଛନ୍ତି। ସେମାନେ ସଂଶୋଧିତ ନାଗରିକତ୍ୱ ଆଇନ ଏବଂ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭକାରୀଙ୍କ ଭିଡ଼ ଯୋଗୁ…

ଦିଲ୍ଲୀର ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ: ଫସିଛନ୍ତି ବହୁ ଲୋକ

ନୂଆଦିଲ୍ଲୀ,୨।୧: ଦିଲ୍ଲୀର ପିରାଗାହୀ ଅଞ୍ଚଳରେ ଥିବା ଏକ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଗୁରୁବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ନିଆଁ ଯୋଗୁ ଫ୍ୟାକ୍ଟ୍ରିରେ ଥିବା ବ୍ୟାଟେରୀ ବିସ୍ଫୋରଣରେ ଏକ ବଡ ବିଲ୍ଡିଂ ଭୁଶୁଡି ଯାଇଛି। ଘଟଣାସ୍ଥଳରେ ୩୫ ଦମଳବାହିନୀ ପହଞ୍ଚି ନିଆଁକୁ…

ପାକିସ୍ତାନ ହିନ୍ଦୁ ଶରଣାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ମିଳିଲାନି

ଜୟପୁର,୨।୧: ରାଜସ୍ଥାନ ଶିକ୍ଷା ବୋର୍ଡ ପାକିସ୍ତାନର ଜଣେ ହିନ୍ଦୁ ଶରଣାର୍ଥୀ ଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦେଇନାହାନ୍ତି। ଦମୀ କୋହଲିଙ୍କୁ ନାମ୍ନୀ ଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେବା ପାଇଁ ରାଜସ୍ଥାନ ବୋର୍ଡର ଫର୍ମ ପୂରଣ କରିଥିଲେ। ପରୀକ୍ଷା ନିୟମ…

ଗୋଟିଏ ମାସରେ କୋଟା ହସ୍ପିଟାଲରେ ୧୦୦ ଶିଶୁ ମୃତ୍ୟୁ, କଂଗ୍ରେସ ଉପରେ ବର୍ଷିଲା ଭାଜପା

କୋଟା,୨।୧: ରାଜସ୍ଥାନ କୋଟା ସ୍ଥିତ ଜେ.କେ. ଲୋନ ହସ୍ପିଟାଲରେ ଗତ ଡିସେମ୍ବର ମାସରେ ୧୦୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଲାଣି। ଗତ ୨ ଦିନ ମଧ୍ୟରେ ଏଠାରେ ୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାଜସ୍ଥାନର ଅଶୋକ ଗେହଲଟ…

ସୁପ୍ରିମକୋର୍ଟରେ ଓଡ଼ିଶା ପାଇଁ ନିର୍ଣ୍ଣାୟକ ହେବ ୨୦୨୦

ନୂଆଦିଲ୍ଲୀ,୨ା୧: ସୁପ୍ରିମକୋର୍ଟରେ ଓଡ଼ିଶା ପାଇଁ ନୂଆବର୍ଷ ୨୦୨୦ ନିର୍ଣ୍ଣାୟକ ହେବ। ଏହି ବର୍ଷ ପୋଲାଭରମ ଡ୍ୟାମ୍‌ ପ୍ରକଳ୍ପ, ଜଗନ୍ନାଥ ମନ୍ଦିର ମାମଲା, ବଂଶଧାରା ଜଳ ବିବାଦ ଆଦି ଭଳି ଓଡ଼ିଶା ସହ ସମ୍ପର୍କିତ ମାମଲାଗୁଡ଼ିକର ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ। ମହାନଦୀ…

ଉପସ୍ଥାନ ୭୫%ରୁ କମ୍‌ ହେଲେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ମନା

ନୂଆଦିଲ୍ଲୀ,୨ା୧: ଚଳିତ ବର୍ଷ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରୀଙ୍କ ଉପସ୍ଥାନ ଅନୂ୍ୟନ ୭୫ ପ୍ରତିଶତ ହେବା ଆବଶ୍ୟକ। ୨୦୨୦ ଜାନୁୟାରୀ ୧ ସୁଦ୍ଧା ଯେଉଁମାନଙ୍କ ଉପସ୍ଥାନ ଏହାଠାରୁ କମ୍‌ ଥିବ ସେମାନଙ୍କୁ ବୋର୍ଡ ପରୀକ୍ଷା…

ସହଜ ନୁହେଁ ୫% ଜିଡିପି: ୨୦୨୦ରେ ଭାରତକୁ ସଂଘର୍ଷ କରିବାକୁ ପଡ଼ିବ

ନୂଆଦିଲ୍ଲୀ,୨ା୧: ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫% ଖସିଛି। ମାନ୍ଦାବସ୍ଥା ଯୋଗୁ ବିକାଶ ହାର ନିମ୍ନଗାମୀ ହେଉଛି। ଏଭଳି ସ୍ଥଳେ ୫% ଜିଡିପି ଅଭିବୃଦ୍ଧି ହାସଲ କରିବା…

ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ପିଏଫ୍‌ଆଇର ୨୫ ସଦସ୍ୟ ଗିରଫ

ଲକ୍ଷ୍ନୌ,୧।୧: ଉତ୍ତରପ୍ରଦେଶ ପୋଲିସ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫ୍‌ଆଇ)ର ୨୫ ଜଣ ସଦସ୍ୟଙ୍କୁ ଗିରଫ କରିଛି। ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଉକ୍ତ ସମସ୍ତ ସଦସ୍ୟ ଆପରାଧିକ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗିରଫ କରାଯାଇଥିବା…

ବଙ୍ଗଳା ଶିଖୁଛନ୍ତି ଭାଜପା ଅଧ୍ୟକ୍ଷ

ନୂଆଦିଲ୍ଲୀ,୧।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଆହୁରି ବର୍ଷେ ବାକି ରହିଛି। ହେଲେ ଭାରତୀୟ ଜନତା ପାର୍ଟି (ଭାଜପା)ର ଅଧ୍ୟକ୍ଷ ଅମିତ ଶାହା ଏବେ ଠାରୁ ନିର୍ବାଚନର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୂଚନାଯୋଗ୍ୟ, ଭାଜପା ମିଶନ ୨୫୦କୁ ନେଇ ପଶ୍ଚିମବଙ୍ଗରେ ନିର୍ବାଚନ…

୨୦୨୦ର ପୂରା ଯୋଜନା ବିଷୟରେ କହିଲେ ଇସ୍ରୋ ମୁଖ୍ୟ: ଥୁଥୁକୋଡିରେ ହେବ ସ୍ପେସ୍‌ ପୋର୍ଟ

ନୂଆଦିଲ୍ଲୀ,୧।୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ କେ. ଶିବନ୍‌ ନୂଆବର୍ଷରେ ଦେଶବାସୀଙ୍କ ଆଗରେ ଚଳିତବର୍ଷର ଲକ୍ଷ୍ୟ ଏବଂ ଯୋଜନା ଉପସ୍ଥାନ କରିଛନ୍ତି। ଦେଶର ଦ୍ୱିତୀୟ ସ୍ପେସ୍‌ ପୋର୍ଟ ବିଷୟରେ ସୂଚନା ଦେଇ ଶିବନ୍‌ କହିଛନ୍ତି, ଏହା ତାମିଲନାଡୁର ଥୁଥୁକୋଡିରେ…

ମୃତ ଏବଂ ଜେଲ୍‌ରେ ଥିବା ଉତ୍ତରପ୍ରଦେଶ ମାଫିଆ ଡନ୍‌ ଫେସ୍‌ବୁକ୍‌ରେ ସକ୍ରିୟ

ନୂଆଦିଲ୍ଲୀ,୧।୧: ଉତ୍ତରପ୍ରଦେଶର କେତେକ ମୃତ ଏବଂ ଜେଲରେ ଥିବା ମାଫିଆ ଡନ୍‌ ଫେସ୍‌ବୁକ୍‌ରେ ସକ୍ରିୟ ରହିଛନ୍ତି। ସେମାନଙ୍କ ପୋଷ୍ଟଗୁଡ଼ିକୁ ଫେସବୁକ୍‌ ବନ୍ଧୁମାନେ ବିଭିନ୍ନ ସମୟରେ ନାନା କମେଣ୍ଟ ଓ ଲାଇକ ଦେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଜେଲଦଣ୍ଡ ଭୋଗୁଥିବା ଡନ୍‌ଙ୍କ ନିକଟ…

୨୯ ଦିନର ଝିଅକୁ ଧରି ସିଏଏ ବିରୋଧୀ ହିଂସାରେ ସାମିଲ ହେଲେ ମହିଳା

ନୂଆଦିଲ୍ଲୀ, ୧।୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ଦିଲ୍ଲୀ ଶାହିନ୍‌ ବାଗ୍‌ ଅଞ୍ଚଳରେ ଲଗାତର ବିରୋଧ ପ୍ରଦର୍ଶନ ଜାରି ରହିଛି। ହଜାର ହଜାର ଆନ୍ଦୋଳନକାରୀ ପ୍ରତିଦିନ ଏଠାରେ ଏକତ୍ର ହୋଇ ସିଏଏ ବିରୋଧୀ ନାରାମାନ ଦେଉଛନ୍ତି। ଡିସେମ୍ବର ୩୧ ରାତିରେ ଏଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri