ଜାତୀୟ

ସିକିମ, ନାଗାଲାଣ୍ଡ, ତ୍ରିପୁରା କରୋନାମୁକ୍ତ

ନୂଆଦିଲ୍ଲୀ,୨୫ା୪: :ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଇତିମଧ୍ୟରେ ଭଲ ଖବର ଆସିଛି ସିକିମ, ନାଗାଲାଣ୍ଡ ଓ ତ୍ରିପୁରାରୁ। ଏହି ୩ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଶୂନ। ବିଦେଶୀ ପର୍ଯ୍ୟଟକଙ୍କ ଗସ୍ତ ଉପରେ ସିକିମ ସରକାର ମାର୍ଚ୍ଚ ପ୍ରଥମ ସପ୍ତାହରେ କଟକଣା…

କରୋନା ରୋଗୀଙ୍କ ଉପରେ ହେବ ସେପ୍ସିସ୍‌ ଔଷଧର ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ସେପ୍ସିସ୍‌ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧକୁ ଗୁରୁତର କୋଭିଡ୍‌-୧୯ ରୋଗୀଙ୍କଠାରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରିବା ଲାଗି ନିଷ୍ପତ୍ତି ହୋଇଛି। ଦେଶର ତିନୋଟି ପ୍ରମୁଖ ହସ୍ପିଟାଲ ଦିଲ୍ଲୀ ଏମ୍ସ, ଭୋପାଳ ଏମ୍ସ ଏବଂ ଚଣ୍ଡିଗଡ଼ର ପିଜିଆଇଏମ୍‌ଇଆର୍‌ରେ ଏହି ଔଷଧର…

‘ମଜୁରି ପାଇଁ ଶିଳ୍ପସଂସ୍ଥାକୁ ବାଧ୍ୟ କରାଯାଇପାରିବନି’

ନୂଆଦିଲ୍ଲୀ,୨୫ା୪(ପି.ଟି.): ଲକ୍‌ଡାଉନ ସମୟରେ କର୍ମଚାରୀଙ୍କୁ ମଜୁରି ପୈଠ କରିବା ଲାଗି ଶିଳ୍ପସଂସ୍ଥାଗୁଡ଼ିକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ଶ୍ରମ ସମ୍ପର୍କିତ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ କହିଛନ୍ତି। ଏହି କମିଟି ଗୁରୁବାର ଲୋକ ସଭା ବାଚସ୍ପତି…

ସଂଖ୍ୟାଲଘୁଙ୍କ ଉପରେ ବଢ଼ୁଛି ଜୁଲମ

ନୂଆଦିଲ୍ଲୀ,୨୫।୪: ନିଜାମୁଦ୍ଦିନ ମରକଜ୍‌ରେ ଆୟୋଜିତ ତବଲିଘି ଜମାତ୍‌ରେ ମୁସଲମାନ ସମ୍ପ୍ରଦାୟର ଲୋକେ ଯୋଗଦେବା ପରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା କୁହାଯାଉଛି। ଏହାକୁ ନେଇ ବିଭିନ୍ନ ରାଜ୍ୟରେ ମୁସଲମାନମାନଙ୍କୁ ଲଗାତର ହଇରାଣ କରାଯାଉଥିବା ନେଇ ରିପୋର୍ଟ ପ୍ରକାଶ ପାଉଛି। ଏପରି…

ଲକ୍‌ଡାଉନ୍‌ର ମାସକ ପରେ ଏପରି ସ୍ଥିତି

ନୂଆଦିଲ୍ଲୀ,୨୫।୪: ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରେ ଭାରତରେ ଜାରି କରାଯାଇଥିଲା ଲକ୍‌ଡାଉନ୍‌। ସେତେବେଳେ ଦେଶରେ ମାତ୍ର ୫୦୦ ସଂକ୍ରମିତ ଥିବାବେଳେ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ୧୦ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଥିଲା। ବିଶ୍ୱର ସର୍ବବୃହତ୍‌ ଓ ସବୁଠୁ ବଡ଼ କଟକଣାକୁ ଶୁକ୍ରବାର…

ମୌସୁମୀରେ ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ

ନୂଆଦିଲ୍ଲୀ, ୨୫।୪: ଆଉ କିଛି ସପ୍ତାହ ପରେ କରୋନା ଭାଇରସ୍‌ ଜନିତ ସଂକ୍ରମଣ କମିଯିବ ବୋଲି କୁହାଯାଉଛି। କିନ୍ତୁ ଜୁଲାଇ କିମ୍ବା ଅଗଷ୍ଟ ମୌସୁମୀ ସମୟରେ ଏହା ପୁଣି ଭାରତକୁ ଲେଉଟିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କଲେଣି। ଲକ୍‌ଡାଉନ୍‌ ଶେଷ…

ପିଏମ୍‌ କେୟାର୍ସ ଫଣ୍ଡକୁ ସରକାରୀ ଅଡିଟର କରିବେ ନାହିଁ ଯାଞ୍ଚ

ନୂଆଦିଲ୍ଲୀ,୨୪।୪: ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ କରୋନା ମହାମାରୀ ଭଳି ପ୍ରାକୃତିକ ବିପଦ ସହ ଲଢିବା ପାଇଁ ଗଠିତ ହୋଇଥିବା ପିଏମ୍‌ କେୟାର୍ସ ଫଣ୍ଡର ଅଡିଟ Comptroller and Auditor General of India (ସିଏଜି) ଦ୍ୱାରା କରାଯିବ…

ଠିକ୍‌ ସମୟରେ ନିଆଯାଇଛି ଲକ୍‌ ଡାଉନ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୪: ନୀତି ଆୟୋଗର ସଦସ୍ୟ ତଥା କୋଭିଡ-୧୯କୁ ନେଇ ଗଠିତ ଉଚ୍ଚସ୍ତରୀୟ ସମିତିର ଅଧ୍ୟକ୍ଷ ଡାକ୍ତର ଭିକେ ପଲ କହିଛନ୍ତି, କରୋନା ଭାଇରସର ମୁକାବିଲା କରିବାକୁ ଲକ୍‌ଡାଉନ୍‌ ନିଷ୍ପତ୍ତି ଠିକ୍‌ ସମୟରେ ନିଆଯାଇଛି। ଯଦି ଏଥିରେ ବିଳମ୍ବ କରାଯାଇଥାଆନ୍ତା ତେବେ ବର୍ତ୍ତମାନ…

କରୋନା ଯୁଦ୍ଧରେ ହାରିଗଲେ ୪ ମାସର ଶିଶୁ

ଥିରୁଭାନନ୍ତପୁରମ,୨୪।୪: କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ କେରଳ କୋଜିକୋଡେ ଜିଲାର ୪ ମାସର ଶିଶୁ। ଏହି ଶିଶୁ ଶେଷରେ କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଶୁକ୍ରବାର ଶିଶୁଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି। ଗତ ୨୨ ତାରିଖରେ ସେ କରୋନା ପଜିଟିଭ…

ଚିନ୍ତା ବଢାଉଛି ଧରାବି

ମୁମ୍ବାଇ,୨୪।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ସର୍ବାଧିକ। ଏହା ମହାରାଷ୍ଟ୍ର ସରକାରଙ୍କୁ ଚିନ୍ତାରେ ପକାଇ ଦେଲାଣି। ତେବେ ମହାରାଷ୍ଟ୍ରରେ ଅନ୍ୟସ୍ଥାନ ଅପେକ୍ଷା ଧରାବିର ସଂକ୍ରମଣ ଏବେ ସମସ୍ତଙ୍କୁ ଅଡୁଆରେ ପକାଇ…

କନଷ୍ଟେବଳଙ୍କ ନାଁ ଅନୁସାରେ ନିଜ ସନ୍ତାନର ନାଁ ରଖିଲେ ମହିଳା

ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏଭଳି ପରିସ୍ଥିତିରେ ଜଣେ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ସହାୟତା ଯୋଗାଇ ଦେଇଥିଲେ ପୋଲିସ କନେଷ୍ଟେବଳ ଦୟାବୀର ସିଂ। ମହିଳା ଜଣକ ସୁରକ୍ଷିତ ଭାବେ ହସ୍ପିଟାଲରେ ପହଞ୍ଚିବା…

ଦେଶ କରୋନା ସହ ଲଢୁଥିବା ବେଳେ କଂଗ୍ରେସ ଲଢୁଛି କେନ୍ଦ୍ର ସହ: ଜାଭେଡକର

ନୂଆଦିଲ୍ଲୀ,୨୪।୪: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସାରା ଦେଶ କରୋନା ଭାଇରସ ସହ ଲଢୁଥିବା ବେଳେ କଂଗ୍ରେସ କିନ୍ତୁ ଲଢୁଛି କେନ୍ଦ୍ର ସରକାରଙ୍କ ସହ। ପରୋକ୍ଷରେ ସେ କଂଗ୍ରେସ ନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri