ଜାତୀୟ

ଲକ୍‌ଡାଉନ୍‌ ୫.୦: ଜୁନ ୩୦ ଯାଏ କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ଲାଗୁ, ବାକି ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଖୋଲିବାକୁ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୩୦।୫: କରୋନା ମୁକାବିଲା ପାଇଁ ଦେଶରେ ପୁଣି ଥରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଲକଡାଉନ ୫.୦ ପାଇଁ ସରକାର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ତେବେ ଜୁନ୍‌ ୩୦ ଯାଏ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ହିଁ ଲକ୍‌ଡାଉନ୍‌ ଜାରି ରହିବ। କଣ୍ଟେନମେଣ୍ଟ…

କ୍ଷମତାର ଏକବର୍ଷ: ରେଡ୍‌ଜୋନ୍‌ରେ ଶାସନ-ଅର୍ଥନୀତି, ଅରେଞ୍ଜ୍‌ରେ ରାଜନୀତି-ଗ୍ରୀନ୍‌ରେ ବିକାଶ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏନେଇ କିଛି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସରକାରଙ୍କ ଗୋଟିଏ ବର୍ଷର ୬ଟି ସ୍ତମ୍ଭ ବିଶିଷ୍ଟ ରିପୋର୍ଟ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, କ୍ଷମତାର ଗୋଟିଏ ବର୍ଷରେ…

କରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: କେଜରିଓ୍ବାଲ

ନୂଆଦିଲ୍ଲୀ,୩୦।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏହାକୁ ନେଇ ସରକାର କେତେ ପ୍ରସ୍ତୁତ ଅଛନ୍ତି ସେକଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଲକ୍‌ଡାଉନକୁ ଆମେ ସବୁଦିନ ପାଇଁ ରଖିପାରିବା ନାହିଁ।…

ଦିଲ୍ଲୀ-ମସ୍କୋ ଏୟାର ଇଣ୍ଡିଆ ବିମାନ ପାଇଲଟ୍‌ କରୋନା ପଜିଟିଭ୍‌: ଉଡ଼ାଣ ବାତିଲ

ନୂଆଦିଲ୍ଲୀ,୩୦।୫: ଏୟାର ଇଣ୍ଡିଆର ଦିଲ୍ଲୀ-ମସ୍କୋ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏହି ବିମାନର ପାଇଲଟ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶନିବାର ସକାଳେ ରିପୋର୍ଟ ସମ୍ପର୍କରେ ଜଣାପଡ଼ିବା…

ମୋଦିଙ୍କ ନାଁର ଅର୍ଥ ବୁଝାଇଲେ ଶିବରାଜ

ଭୋପାଳ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ ସରକାରକୁ ଏକ ବର୍ଷ ପୂରଣ ହୋଇଛି। ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୋଦିଙ୍କ ନାଁର ଅର୍ଥ ବୁଝାଇଛନ୍ତି। ସେ କହିଛନ୍ତି ମୋଦି ନାମ ଏକ ମନ୍ତ୍ର। ଏଥିରେ ‘ଏମ୍‌’ର ଅର୍ଥ…

ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ୮୦ ଜଣଙ୍କର ମୃତ୍ୟୁ ହେଲାଣି

ନୂଆଦିଲ୍ଲୀ,୩୦।୫: ଲକ୍‌ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସରକାରଙ୍କ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ପାଲଟିଯାଇଛି। ବିଶେଷ କରି ରୋଜଗାର ବନ୍ଦ ହୋଇ ଯିବାରୁ ଏମାନେ ଚାଲି ଚାଲି ଘରକୁ ଫେରିବା ଆରମ୍ଭ କରିଥିବା ବେଳେ ଏହି ଶ୍ରମିକଙ୍କୁ ସେମାନଙ୍କ…

କରୋନା ଚିକିତ୍ସା: ପିପିଇ କିଟ୍‌-ମାସ୍କ୍‌ ପାଇଁ ନିଆଯାଉଛି ମୋଟ ହସ୍ପିଟାଲ ବିଲ୍‌ର ୫୦ ପ୍ରତିଶତ

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ନେଇ ନାନା ପ୍ରକାର ଅଭିଯୋଗ ଉଠିବାରେ ଲାଗିଛି। କେତେକ ଘରୋଇ ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମୋଟ ବିଲ୍‌ର ୫୦ ପ୍ରତିଶତ କେବଳ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ନିଆଯାଉଥିବା ଅଭିଯୋଗ…

ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଐତିହାସିକ ସୁଧାରରେ ପରିପୂର୍ଣ୍ଣ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର କାର୍ଯ୍ୟକାଳକୁ ପ୍ରଶଂସା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୋଟିଏ ବର୍ଷରେ ଏହି କାର୍ଯ୍ୟକାଳ ସଫଳତା ଏବଂ ଐତିହାସିକ ସୁଧାରରେ ପରିପୂର୍ଣ୍ଣ ବୋଲି ଯୋଗୀ କହିଛନ୍ତି। ଏନଡିଏ ସରକାର ସବ୍‌କା…

ମହାରାଷ୍ଟ୍ରରେ ବଢିବ ଲକ୍‌ଡାଉନ ଅବଧି !

ମୁମ୍ବାଇ,୩୦।୫: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ମହାରାଷ୍ଟ୍ରର ସ୍ଥିତି ସବୁଠାରୁ ଉଦ୍‌ବେଗଜନକ ରହିଛି। ଏଠାରେ ପ୍ରତିଦିନ ଶହ ଶହ ଲୋକ କରୋନାରେ ଆକ୍ରାନ୍ତ ହେଉଥିବାରୁ ଆଗକୁ ମୁମ୍ବାଇ ଓ ପୁନେ ଭଳି ହଟ୍‌ସ୍ପଟରେ ଲକ୍‌ଡାଉନ ଅବଧି ବୃଦ୍ଧି…

ଖୁସି ଖବର: ୨୪ଘଣ୍ଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟାର ଦେଢ଼ଗୁଣା ସୁସ୍ଥ ହୋଇ ଫେରିଲେ ଘରକୁ

ନୂଆଦିଲ୍ଲୀ,୩୦।୫: ଭାରତରେ ପ୍ରତି ଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବାରେ ଏକ ଖୁସି ଖବର ମିଳିଛି। ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟାର ଦେଢ଼ଗୁଣା…

ଆଉ ସପ୍ତାହକ ମଧ୍ୟରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ,୩୦।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତି ୨୪ ଘଣ୍ଟାରେ ଏବେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୮ ହଜାରରୁ ଅଧିକ ହେବାରେ ଲାଗିଛି। ଶନିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା…

କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା

ଓ୍ବାନପୋରା,୩୦।୫: ଜମ୍ମୁ-କଶ୍ମୀର ଓ୍ବାନପୁରା ଅଞ୍ଚଳର କୁଲଗାମରେ ଶନିବାର ସୁରକ୍ଷାର୍କମୀଙ୍କୁ ବଡ ସଫଳତା ମିଳିଛି। ଜମ୍ମୁ-କଶ୍ମୀର ପୋଲିସ, ସେନା ଓ ସିଆର୍‌ପିଏଫ୍‌ର ମିଳିତ ସହଯୋଗରେ ହୋଇଥିବା ଅପରେଶନରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?