ଜାତୀୟ

ଏମ୍ସର ୨୦୬ କରୋନା ଯୋଦ୍ଧାଙ୍କ ରିପୋର୍ଟ ଆସିଛି ପଜିଟିଭ

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଥିବା ବେଳେ ଦେଶରେ ମଧ୍ୟ ଏହାର ସ୍ଥିତି ବେଳକୁ ବେଳ ଅଣାୟତ ହେବାକୁ ଯାଉଛି। ବିଶେଷକରି ଆଗଧାଡିର କରୋନା ଯୋଦ୍ଧାମାନେ ଏଥିରେ ସଂକ୍ରମିତ ହେବା ଫଳରେ ଚିନ୍ତା ବଢିବାରେ ଲାଗିଛି। ଦିଲ୍ଲୀସ୍ଥିତି…

ଜୁନ୍‌ ପହିଲାରୁ ଖୋଲିବ ମନ୍ଦିର, ମସ୍‌ଜିଦ, ଗୁରୁଦ୍ୱାର: ମମତା

କୋଲକାତା,୨୯।୫: ଦେଶରେ କରୋନା ସଂକ୍ରମଣକୁ ଦେଖି ମାର୍ଚ୍ଚ ମାସଠାରୁ ଲାଗୁ କରାଯାଇଥିଲା ଲକ୍‌ଡାଉନ ନିୟମ। ଏହି ସମୟରେ ସମସ୍ତ ଧର୍ମୀୟ ଅନୁଷ୍ଠାନକୁ ମଧ୍ୟ ଯିବାକୁ ବାରଣ କରାଯାଇଥିଲା। ତେବେ ଲକ୍‌ଡାଉନ ୪.୦ର ଅବଧି ମେ’ ୩୧ରେ ଶେଷ ହେଉଥିବା ବେଳେ ଏବେ…

୩,୮୪୦ ‘ଶ୍ରମିକ ସ୍ପେଶାଲ’ ଟ୍ରେନ୍‌: ଯାତ୍ରା କରିଛନ୍ତି ୫୨ ଲକ୍ଷରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ,୨୯।୫: ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଶୁକ୍ରବାର ସୂଚନା ଦେଇଛନ୍ତି, ଗତ ପ୍ରାୟ ୧ ସପ୍ତାହ ହେବ ପ୍ରତିଦିନ ପାଖାପାଖି ୩ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଛି ‘ଶ୍ରମିକ ସ୍ପେଶାଲ’ ଟ୍ରେନ୍‌। ଏହା ବ୍ୟତୀତ…

ପରଲୋକରେ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ

ରାୟପୁର,୨୯।୫: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ପରଲୋକ ଘଟିଛି। ସେ ୨୦ ଦିନ ହେବ ହୃଦଘାତରେ ପୀଡିତ ହୋଇ ରାୟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ପୁଅ ଅମିତ ଯୋଗୀ…

ଗୋପାଳଗଞ୍ଜ ଟ୍ରିପଲ୍‌ ମର୍ଡର ‌: ତେଜସ୍ବୀଙ୍କ ଘର ଆଗରେ ବିଧାୟକ, କର୍ମୀଙ୍କ ଭିଡ

ପାଟନା,୨୯।୫: ଗୋପାଳଗଞ୍ଜ ଟ୍ରିପଲ୍‌ ମର୍ଡରକୁ ନେଇ ବିହାର ରାଜନୀତି ସରଗରମ ହୋଇପଡିଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଅଡି ବସିଛି ବିରୋଧୀ ଦଳ ଆରଜେଡି। ବିହାରର ପାଟନା ଠାରେ ଥିବା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଘର ଆଗରେ…

ଦିଲ୍ଲୀର ଏଲ୍‌ଜି କାର୍ଯ୍ୟାଳୟରେ ୪ ଜଣଙ୍କୁ କରୋନା

ନୂଆଦିଲ୍ଲୀ,୨୯।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶୁକ୍ରବାର ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ କାର୍ଯ୍ୟାଳୟରେ ୪ ଜଣ କର୍ମଚାରୀଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି। ଏହି ୪ ଜଣଙ୍କ ମଧ୍ୟରେ ୩…

ବଢିବ କି ଲକ୍‌ଡାଉନ୍‌… ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ,୨୯।୫: କରୋନା ଯୋଗୁ ଦେଶରେ ଲାଗୁ କରାଯାଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୩୧ରେ ଶେଷ ହେବ। ଆଗକୁ ଏହା ବୃଦ୍ଧି କରାଯିବ କି ନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏ ବିଷୟରେ ଆଲୋଚନା କରିବା ପାଇଁ ଶୁକ୍ରବାର…

ଲକ୍‌ଡାଉନ୍‌ ୪.୦: ମାତ୍ର ୧୨ ଦିନରେ ୭୦ ହଜାର ନୂଆ କରୋନା ରୋଗୀ ଚିହ୍ନଟ, ୧୭୦୦ ମୃତ

ନୂଆଦିଲ୍ଲୀ,୨୦।୫: କରୋନା ସଙ୍କଟ ଯୋଗୁ ଦେଶରେ ଜାରି କରାଯାଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଦୁଇ ଦିନ ମଧ୍ୟରେ ଶେଷ ହେବ। ଲକଡାଉନ ୪.୦ର ମାତ୍ର ୧୨ ଦିନ ମଧ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ…

ପଶ୍ଚିମବଙ୍ଗ କ୍ୟାବିନେଟ୍‌ ମନ୍ତ୍ରୀ, ସ୍ତ୍ରୀଙ୍କୁ କରୋନା

କୋଲକତା,୨୯।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ପଶ୍ଚିମବଙ୍ଗରେ କରୋନା ସ୍ଥିତ ଜଟିଳ ହୋଇପଡିଛି। ପଶ୍ଚିମବଙ୍ଗ ସରକାରର କ୍ୟାବିନେଟ୍‌ ମନ୍ତ୍ରୀ ସୁଜିତ୍‌ ବୋଷ ଏବଂ ତାଙ୍କ ସ୍ତ୍ରୀଙ୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୧୬ ପୋଲିସକର୍ମୀ କରୋନା ପଜିଟିଭ୍‌

ମୁମ୍ବାଇ, ୨୭।୫: ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୭ ହଜାର ୪୬୬ଟି ମାମଲା ସାମ୍ନାକୁ ଆସିଥିବାବେଳେ ୧୭୫ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହୋଇଛି। ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ…

ସଂସଦର ଜଣେ ଅଧିକାରୀ କରୋନା ପଜିଟିଭ୍‌: ଆନେକ୍ସି ଭବନର ଦ୍ୱିତୀୟ ମହଲା ସିଲ୍‌

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ସ୍ଥିତ ସଂସଦରେ ରାଜ୍ୟସଭା ସଚିବାଳୟର ଜଣେ ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନିର୍ଦ୍ଦେଶକ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ ତାଙ୍କ ପୁରା ପରିବାର ମେ ୨୮ରେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଛନ୍ତି। ଏହାପରେ ସଂସଦର…

ବାଂଲାଦେଶ ଆତଙ୍କବାଦୀ ଅବ୍‌ଦୁଲ କରିମ ଗିରଫ

କୋଲକତା,୨୯।୫: ବାଂଲାଦେଶ ଆତଙ୍କବାଦୀ ସଂଗଠନ ଜମାତ୍‌-ଉଲ-ମୁଜାହିଦୀନର ସଦସ୍ୟ ଅବ୍‌ଦୁଲ କରିମଙ୍କୁ କୋଲକତା ପୋଲିସର ସ୍ପେସାଲ ଟାସ୍କ ଫୋର୍ସ ଗିରଫ କରିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରୁ କରିମଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀ ସଂଗଠନ ଜମାତ୍‌-ଉଲ-ମୁଜାହିଦୀନ ବିହାର ଗୟା ଓ ପଶ୍ଚିମବଙ୍ଗର ବର୍ଦ୍ଧୱାନ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?