ଜାତୀୟ

ଦୁର୍ଘଟଣାରେ ଗଲା ୨୬ ଜୀବନ

ଚେନ୍ନାଇ,୨୧।୨(ପି.ଟି./ ଆଇଏଏନ୍‌ଏସ୍‌):ତାମିଲନାଡୁରେ ଗୁରୁବାର ଦୁଇଟି ରାସ୍ତା ଦୁର୍ଘଟଣାରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ତିରୁପୁର ଜିଲା ଅନ୍ତର୍ଗତ ଅବିନାଶୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ମହିଳା ଅଛନ୍ତି। ଟାଇଲ୍‌ ନେଇ ଆସୁଥିବା…

ଏପ୍ରିଲରେ ରାହୁଲଙ୍କ ଦ୍ୱିତୀୟ ଇନିଂସ: ପୁଣି ହେବେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୧।୨(ଆଇଏଏନ୍‌ଏସ୍‌):କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଦଳର ମଙ୍ଗ ଧରିବେ। ଆସନ୍ତା ଏପ୍ରିଲରେ ସେ କଂଗ୍ରେସ ଅଧ୍ୟକ୍ଷ ପଦକୁ ଫେରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ବଜେଟ ଅଧିବେଶନ ଶେଷ ହେବା ପରେ ଅମଳର ପର୍ବ ବୈଶାଖୀ ବେଳକୁ ତାଙ୍କୁ ଏହି ଗୁରୁଦାୟିତ୍ୱ…

ଉଚ୍ଛେଦ ହେବନି ୩୭୧

ଇଟାନଗର,୨୧।୨(ପି.ଟି.):ଉତ୍ତର-ପୂର୍ବାଞ୍ଚଳକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୧କୁ ହଟାଯିବ ନାହିଁ। ଏହାକୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାରଙ୍କ କୌଣସି ଉଦ୍ଦେଶ୍ୟ ନାହିଁ। ଅନୁଚ୍ଛେଦ ୩୭୧କୁ ନେଇ ଗୁଜବ ପ୍ରସାର କରୁଥିବା ଲୋକେ ସେମାନଙ୍କ ଉଦ୍ୟମରେ ସଫଳ ହେବେ ନାହିଁ…

ପାନ୍‌ କାର୍ଡ ନୁହେଁ ନାଗରିକତ୍ୱର ପ୍ରମାଣ

ଗୁଆହାଟୀ,୨୧।୨: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) କାର୍ଡ ଓ ବ୍ୟାଙ୍କ ଦସ୍ତାବିଜଗୁଡ଼ିକୁ ନାଗରିକତ୍ୱର ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ସେହିପରି ‘ଗାଓଁ ବୁରା’ ବା ଗ୍ରାମ ପ୍ରଧାନଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରମାଣପତ୍ର ମଧ୍ୟ ନାଗରିକତ୍ୱର ପ୍ରମାଣ ନୁହେଁ…

ଶାହାଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ

ନୂଆଦିଲ୍ଲୀ/ବେଜିଂ,୨୧।୨ (ପି.ଟି./ଆଇଏଏନ୍‌ଏସ୍‌):କରୋନା ଭାଇରସ୍‌ ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଅରୁଣାଚଳ ଗସ୍ତକୁ ବିରୋଧ କରିଛି। ଗୁରୁବାର ଅରୁଣାଚଳ ପ୍ରଦେଶର ପ୍ରତିଷ୍ଠା ଦିବସରେ ଶାହା ଇଟାନଗର ଯାଇଥିବାବେଳେ ବେଜିଂ ଏହାକୁ ଦୃଢ଼ ବିରୋଧ କରିଛି। ଭାରତୀୟ ନେତାଙ୍କ…

ଟ୍ରମ୍ପ୍‌ ବୁଲିବେ ତାଜମହଲ: ମଧ୍ୟାହ୍ନଠାରୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା

ଆଗ୍ରା,୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି। ଫେବୃୟାରୀ ୨୪ରେ ଟ୍ରମ୍ପ୍‌ ଆଗ୍ରାରେ ସ୍ତ୍ରୀ ମେଲାନିଆ ଟ୍ରମ୍ପ୍‌ ତାଜମହଲ ବୁଲିଯିବେ। ତେଣୁ ସୁରକ୍ଷା…

ପିଓକେରେ ସକ୍ରିୟ ରହିଛି ୧୫-୨୦ ଆତଙ୍କବାଦୀ ଶିବିର: ସେନାମୁଖ୍ୟ

ନୂଆଦିଲ୍ଲୀ,୨୦।୨: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଉଦ୍ୟମ ଅବ୍ୟାହତ ରଖିଛି। ଏବେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ୧୫-୨୦ ଆତଙ୍କବାଦୀ ଶିବିର ସକ୍ରିୟ ରହିଛି। ସେଠାରେ ପ୍ରାୟ ୨୫୦ରୁ ୩୫୦ ଆତଙ୍କବାଦୀ ତାଲିମ୍‌ ନେଉଛନ୍ତି। ଏନେଇ ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ…

ପାହାଡ଼ ଉପରୁ ମିଳିଲା ୩ ହଜାର ଟନ୍‌ ସୁନା ପଥର ସନ୍ଧାନ

ଲକ୍ଷ୍ନୌ,୨୦।୨: ଗ୍ରାମ୍‌ ନୁହେଁ ଅବା କିଲେ ନୁହେଁ ଏକ ଥରକେ ୩ ହଜାର ଟନ୍‌ ସୁନା ମିଳିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଉତ୍ତରପ୍ରଦେଶର ସୋନଭଦ୍ର ଅଞ୍ଚଳରେ ଥିବା ପାହାଡ଼ର ମାଟି ତଳେ ୩ ହଜାର ଟନ୍‌ ସୁନା…

ଖୁବ୍‌ ଶୀଘ୍ର ନାଗରିକତ୍ୱ ହରାଇବେ ସୋନିଆ-ରାହୁଲ: ସୁବ୍ରମଣ୍ୟମ୍‌ ସ୍ବାମୀ

ହାଇଦ୍ରାବାଦ୍‌,୨୦।୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀ ଖୁବ୍‌ ଶୀଘ୍ର ଭାରତର ନାଗରିକତ୍ୱ ହରାଇବେ ବୋଲି ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ କହିଛନ୍ତି। ଏ ସମ୍ପର୍କିତ ଦସ୍ତାବିଜ୍‌ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଟେବୁଲରେ ରହିଛି। ଶାହା…

ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ: ରାସ୍ତାକଡ଼ରେ ଲାଗିଲା ହୋଡିଂ

ଅହମଦାବାଦ୍‌,୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାସ୍ତା କଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟ୍ରମ୍ପ୍‌ଙ୍କ ଫଟୋ ଥିବା ହୋଡିଂ ଲଗାଯାଉଛି। ଅହମଦାବାଦ୍‌ ବିମାନ ବନ୍ଦରଠାରୁ ପ୍ରଥମେ ସାବରମତୀ ଆଶ୍ରମ…

୮ ରାଜ୍ୟରେ ହିନ୍ଦୁଙ୍କୁ ମିଳୁ ଅଳ୍ପସଂଖ୍ୟକ ମାନ୍ୟତା: ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୦।୨: ଦେଶର ୮ ରାଜ୍ୟରେ ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା ଦେବାକୁ କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ଏନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକରେ ହିନ୍ଦୁ ଅଳ୍ପସଂଖ୍ୟକ ରହିଛନ୍ତି ସେଠାରେ ଏଭଳି ଆବେଦନ କରାଯାଉ। ଭାଜପା ନେତା ଅଶ୍ୱିନୀ…

ମ୍ୟାନ ଭର୍ସେସ ଓ୍ବାଇଲ୍ଡ: ବିୟର ଗ୍ରିଲସ୍‌ଙ୍କ ସହ ନଜର ଆସିଲା ରଜନୀକାନ୍ତଙ୍କ ମୋଶନ ପୋଷ୍ଟର

ନୂଆଦିଲ୍ଲୀ,୨୦।୨: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କର ଶୋ’ ମ୍ୟାନ ଭର୍ସେସ ଓ୍ବାଇଲ୍ଡର ମୋଶନ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଥମଥର ଆସିଥିବା ଏହି ମୋଶନ ପୋଷ୍ଟର ଦେଖିବା ପରେ ଦର୍ଶକେ ଏହାର ପ୍ରସାରଣକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri