ଅରୁଣାଚଳରେ ପ୍ରଥମ ଥର ଦେଖାଦେଲା ପଲାସ ବିରାଡ଼ି
ନୂଆଦିଲ୍ଲୀ,୯।୯: ଅରୁଣାଚଳ ପ୍ରଦେଶର ଆକାଷଚୁମ୍ବି ଜଙ୍ଗଲରେ ଏକ ଐତିହାସିକ ବନ୍ୟପ୍ରାଣୀ ସର୍ଭେ ମାଧ୍ୟମରେ ଦୁର୍ଲଭ ପାଲାସ ବିରାଡ଼ିର ପ୍ରଥମ ଫଟୋଗ୍ରାଫିକ ପ୍ରମାଣ ମିଳିଛି। WWF-ଇଣ୍ଡିଆ ଦ୍ୱାରା ରାଜ୍ୟ ବନ ବିଭାଗ ଓ ସ୍ଥାନୀୟ ସମ୍ପ୍ରଦାୟର ସହଯୋଗରେ କରାଯାଇଥିବା ଏହି ସର୍ଭେରେ ୪,୨୦୦…
ରାଜ୍ୟବ୍ୟାପୀ ମାରାଥନ ରାଲି କରିବେ ବିଜୟ, ଅନୁମତି ପାଇଁ ସରକାର…
ଚେନ୍ନାଇ,୯।୯: ତାମିଲନାଡୁରେ ୨୦୨୬ ନିର୍ବାଚନ ପୂର୍ବରୁ ଅଭିନେତା ତଥା ରାଜନେତା ବିଜୟଙ୍କ ଦଳ ତାମିଲାଗା ଭେତ୍ରୀ କାଝଗମ (ଟିଭିକେ) ତାଙ୍କର ପ୍ରଥମ ରାଜ୍ୟବ୍ୟାପୀ ରାଜନୈତିକ ଯାତ୍ରା ପାଇଁ ସୁରକ୍ଷା ମାଗି ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି। ଏହି ଯାତ୍ରା ଶନିବାର…
ମିଳିଲାନି ଅବତରଣ ଅନୁମତି: ଫେରି ଆସିଲା ୨ ବିମାନ, ୩ ବିମାନ ଉଡ଼ାଣ ବାତିଲ
ନୂଆଦିଲ୍ଲୀ,୯।୯: ଭାରତରୁ ନେପାଳ ଯାଉଥିବା ୨ଟି ବିମାନ ଅଧା ବାଟରୁ ଫେରିଆସିଛି। ମଙ୍ଗଳବାର ତ୍ରିଭୁବନ ବିମାନବନ୍ଦରରେ ଅବତରଣ ଅନୁମତି ନ ମିଳିବାରୁ ଦିଲ୍ଲୀ ଏବଂ ମୁମ୍ବାଇରୁ କାଠମାଣ୍ଡୁ ଯାଉଥିବା ୨ଟି ଇଣ୍ଡିଗୋ ବିମାନ ଭାରତ ଫେରିଆସିଛି। ଏପରିକି ଦିଲ୍ଲୀରୁ କାଠମାଣ୍ଡୁ ଯିବାକୁ…
ଜେଲରୁ ଅଭିନେତାଙ୍କ ଆକୁଳ ନିବେଦନ, “ମୋତେ ବିଷ ଦେଇଦିଅ “
ବେଙ୍ଗାଲୁରୁ,୯।୯: ରେଣୁକାସ୍ୱାମୀ ହତ୍ୟା ମାମଲାରେ ଜେଲରେ ଥିବା କନ୍ନଡ଼ ଅଭିନେତା ଦର୍ଶନ ମଙ୍ଗଳବାର ବେଙ୍ଗାଲୁରୁର ସିଟି ସିଭିଲ ଆଣ୍ଡ ସେସନ୍ସ କୋର୍ଟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ହାଜର ହୋଇ ଆକୁଳ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ସେ ଅନେକ ଦିନ…
ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ରାୟ ବଚନ
ନୂଆଦିଲ୍ଲୀ,୯।୯: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁମତି ବିନା ବାଣିଜି୍ୟକ ଲାଭ ପାଇଁ ଫଟୋଗ୍ରାଫ ଇତ୍ୟାଦି ବ୍ୟବହାର କରିଥିବା କମ୍ପାନୀ ବିରୋଧରେ ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏକ ଆବେଦନ ଦାଖଲ କରି, ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିତ୍ୱ ଅଧିକାରର…
ନିର୍ବାଚନରେ ଜିତିବା ପରେ ଉପରାଷ୍ଟ୍ରପତିଙ୍କୁ ମିଳିବ ଏତେ ସବୁ ସୁବିଧା, ଦରମା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ନୂଆଦିଲ୍ଲୀ,୯।୯: ଦେଶ ଆଜି ନୂତନ ଉପରାଷ୍ଟ୍ରପତି ପାଇବ। ୨୧ ଜୁଲାଇରେ ଜଗଦୀପ ଧନଖରଙ୍କ ହଠାତ୍ ଇସ୍ତଫା ପରେ, ଏହି ପଦବୀ ଖାଲି ପଡ଼ିଥିଲା। ଏନଡିଏ ସିପି ରାଧାକୃଷ୍ଣନଙ୍କୁ ନିଜର ପ୍ରାର୍ଥୀ କରିଥିବା ବେଳେ, ବିରୋଧୀ ଭାରତ ଆଲାୟନ୍ସ ବି. ସୁରଦର୍ଶନ ରେଡ୍ଡୀଙ୍କୁ…
ସଡ଼କ ଦୁର୍ଘଟଣାର ଶିକାର ହେଲେ କାଜଲ ଅଗ୍ରଓ୍ବାଲ? ଏମିତି ଖବର ଶୁଣି ଟେନସନ ହେଲେ ଅଭିନେତ୍ରୀ
ମୁମ୍ବାଇ,୯।୯: ଦକ୍ଷିଣ ଏବଂ ବଲିଉଡରେ ନିଜର ଅଭିନୟ ଦକ୍ଷତା ଦେଖାଇଥିବା କାଜଲ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଛି କି? ଏହି ରିପୋର୍ଟଗୁଡ଼ିକ ସୋସିଆଲ ମିଡିଆରେ ଆସିଥିଲା, ଯାହା ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା। କିଛି ଅସମ୍ପୂର୍ଣ୍ଣ ରିପୋର୍ଟରେ ଦାବି କରାଯାଇଥିଲା…
ଉପରାଷ୍ଟ୍ରପତି ନିର୍ବାଚନରେ ବଡ଼ ବିପର୍ଯ୍ୟୟ! ମତଦାନରୁ ଦୂରେଇ ରହିଲେ ଏହି ୩ ଦଳ, ଜାଣନ୍ତୁ ଏହାର କ’ଣ ପ୍ରଭାବ ପଡ଼ିବ…
ନୂଆଦିଲ୍ଲୀ,୯।୯: ଭାରତୀୟ ରାଜନୀତିରେ ଉପରାଷ୍ଟ୍ରପତି ନିର୍ବାଚନ ସର୍ବଦା ଆକର୍ଷଣୀୟ ହୋଇଆସିଛି। ଏଥର ନିର୍ବାଚନ ଆହୁରି ସ୍ବତନ୍ତ୍ର ହୋଇଯାଇଛି କାରଣ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦଳ – BJD, BRS ଏବଂ ଅକାଳି ଦଳ (ୱାରିସ ପଞ୍ଜାବ ଦେ)ର ସାଂସଦ ସରବଜିତ ସିଂହ ଖାଲସା…
ନିର୍ବାଚନ ପୂର୍ବରୁ ରାଗିଗଲେ ଉପରାଷ୍ଟ୍ରପତି ପ୍ରାର୍ଥୀ: କହୁ କହୁ କହିଦେଲେ…
ନୂଆଦିଲ୍ଲୀ,୯।୯: ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ଗଣମାଧ୍ୟମ ସମ୍ମୁଖରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ଦଳ ଏବଂ ମେଣ୍ଟ ଏହି ନିର୍ବାଚନରେ ବିଜୟୀ ହେବ ବୋଲି ସେ ନିଶ୍ଚିତ।…
ମୁମ୍ବାଇରେ ହାଇ ଆଲର୍ଟ, ନୌସେନା ଯବାନଙ୍କ ରାଇଫଲ ନେଇ ଫେରାର ହୋଇଗଲେ ଅଜଣା ବ୍ୟକ୍ତି
ମୁମ୍ବାଇ,୯।୯: ମୁମ୍ବାଇର କୋଲାବାରେ, ଜଣେ ଅଜଣା ବ୍ୟକ୍ତି ନୌସେନା ଯବାନଙ୍କ ରାଇଫଲ ଏବଂ କାର୍ଟ୍ରିଜ ନେଇ ପଳାଇଯାଇଥିବା ସୂଚନା ମିଳିଛି। ଏହି ଘଟଣା ଶନିବାର, ସେପ୍ଟେମ୍ବର ୬ ବିଳମ୍ବିତ ରାତିରେ ନୌସେନା ନଗରରେ ଘଟିଥିଲା। ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ…
8th Pay Commissionକୁ ନେଇ ଆସିଲା ବଡ଼ ଅପ୍ଡେଟ୍: ସରକାରୀ କର୍ମଚାରୀଙ୍କୁ ଖୁବ୍ଶୀଘ୍ର ମିଳିବ…
ନୂଆଦିଲ୍ଲୀ,୯।୯: ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ପ୍ରାୟ ଏକ ବର୍ଷ ଧରି ଅଷ୍ଟମ ବେତନ କମିଶନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କମିଶନ ଗଠନରେ ବିଳମ୍ବ ଏବଂ ଅନିଶ୍ଚିତତା ମଧ୍ୟରେ ଏକ ଆଶ୍ୱସ୍ତିର ଖବର ଆସିଛି। କେନ୍ଦ୍ର ସରକାର ସ୍ପଷ୍ଟ…
କ୍ରସ୍ଭୋଟିଂ ଉପରେ ନଜର
ନୂଆଦିଲ୍ଲୀ,୯ା୯(ପି.ଟି.): ଉପରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବାବେଳେ ଶାସକ ଏନ୍ଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବାକୁ ଯାଉଛି। ପାର୍ଲାମେଣ୍ଟର ଉଭୟ ସଦନର ସଦସ୍ୟମାନେ ସଂସଦ…
Archives


