ଜାତୀୟ

ବିବାହ ମଞ୍ଚରେ ବରକୁ ଛୁରାମାଡ଼: ଆକ୍ରମଣକାରୀଙ୍କୁ ୨ କିମି ପର୍ଯ୍ୟନ୍ତ ଗୋଡ଼ାଇଲା ଡ୍ରୋନ୍ କ୍ୟାମେରା

ନୂଆଦିଲ୍ଲୀ,୧୨।୧୨: ମହାରାଷ୍ଟ୍ରର ଅମରାବତୀରେ ଏକ ବିବାହ ଉତ୍ସବ ସମୟରେ ବରକୁ ମଞ୍ଚ ଉପରେ ଛୁରାମାଡ଼ କରାଯିବା ପରେ ପରିବେଶ ଏକ ଅପରାଧ ସ୍ଥଳରେ ପରିଣତ ହୋଇଛି। କ୍ୟାମେରାମ୍ୟାନ୍‌ଙ୍କ ଦ୍ୱାରା ଉତ୍ସବର ଭିଡିଓ ରେକର୍ଡିଂ ପାଇଁ ବ୍ୟବହୃତ ଏକ ଡ୍ରୋନ୍ କ୍ୟାମେରା କେବଳ…

ଆୟ ବଢୁଛି, କିନ୍ତୁ ସମ୍ପତ୍ତି ବଢୁନାହିଁ: ଭାରତୀୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣୁଛି FOMO-YOLO ଚିନ୍ତାଧାରା

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ଅର୍ଥନୀତି ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ସ୍ଥାନ ହୋଇ ରହିଥିବାବେଳେ, ଏହାର ଯୁବପିଢ଼ିଙ୍କ ଆୟ ବଢୁଥିଲେ ମଧ୍ୟ ସେମାନଙ୍କ ପାଖରୁ ସମ୍ପତ୍ତି ଦୂରେଇ ଯାଉଥିବା ପରିଲକ୍ଷିତ ହେଉଛି। ଆଜିର ‘ଜେନ୍-ଜି’ ଏବଂ ‘ମିଲେନିଆଲ୍ସ’ ଯୁବପିଢ଼ିଙ୍କ ଜୀବନଶୈଳୀ ସମୃଦ୍ଧ…

ବିଦେଶରୁ ଫେରି ଲାଲ୍ କିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୨: ଭୁଟାନରୁ ଦୁଇ ଦିନିଆ ବିଦେଶ ଗସ୍ତ ସାରି ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ (LNJP) ଡାକ୍ତରଖାନାରେ ଲାଲ୍ କିଲ୍ଲା ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଭେଟିଛନ୍ତି। ଜାତୀୟ ରାଜଧାନୀର ଏହି ପ୍ରମୁଖ…

ସାମ୍ନାକୁ ଆସିଲା ଦିଲ୍ଲୀ ବିସ୍ଫୋରଣର ନୂଆ ସିସିଟିଭି ଫୁଟେଜ: Video ଦେଖିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ବିସ୍ଫୋରଣର ନୂଆ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ଲାଲକିଲ୍ଲା ନିକଟରେ ଚଳନ୍ତା ଯାନ ମଧ୍ୟରେ ଏକ କାରରେ କିପରି ବୋମା ବିସ୍ଫୋରଣ ହୋଇଥିଲା। ଫୁଟେଜ ସ୍ପଷ୍ଟ ଭାବରେ କାରର ଗତିବିଧି ଏବଂ ଆଖପାଖର ପରିବେଶକୁ ଦର୍ଶାଉଛି। ଭିଡିଓରେ…

ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? ମୋଦି ନେବେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ବିସ୍ଫୋରଣକୁ ନେଇ ଆଜି ବସୁଛି CCS ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ସୁରକ୍ଷା ସଂପର୍କିତ କେନ୍ଦ୍ର କ୍ୟାବିନେ ବୈଠକ। ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି। ପାକିସ୍ତାନ ବିରୋଧରେ ପ୍ରମାଣ ମିଳିଲେ ହୋଇପାରେ ବଡ଼ ଆକ୍ସନ। ପୁଲୱାମା ଆତଙ୍କବାଦୀ ଆକ୍ରମଣ…

ବିହାରରେ କିଏ ଗଢିବ ସରକାର? ଏକଜିଟ୍‌ ପୋଲରେ ବଡ଼ ଖୁଲାସା, ଦେଖିଲେ ଚକିତ ହେବେ…

ପାଟନା,୧୨।୧୧: ବିହାରର ୨୪୩ ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହେବା ମାତ୍ରେ, ଏଜେନ୍ସିଗୁଡ଼ିକ ଏକଜିଟ ପୋଲ ପ୍ରକାଶ କରିଥିଲେ। ଅଧିକାଂଶ ସର୍ଭେ NDA ପାଇଁ ବହୁମତ ଆକଳନ କରିଥିଲା। ପୋଲ ଉପରେ ନଜର ପକାଇଲେ ବିହାରରେ NDA ସରକାର ଏକ…

Delhi Blast: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣ ଦେଶକୁ ଥରାଇ ଦେଇଛି। ଏଥିରେ ଦଶ ଜଣଙ୍କର ମୃତ୍ୟୁ ହୋଇଛି ଏବଂ 20 ରୁ ଅଧିକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଆଉ ଯିବାକୁ ପଡିବନି ସରକାରୀ ଅଫିସ, ଘରେ ବସି ପାଇବେ ମାଗଣା ଚାଉଳ, ଜାଣନ୍ତୁ…

ଦେଶର ପ୍ରତ୍ୟକ ନାଗରିକଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଖାଦ୍ୟ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହି ସୁବିଧା ପାଇବାକୁ ରାସନ କାର୍ଡ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ଭାବେ ପରିଗଣିତ ହୋଇଥାଏ । ଆପଣମାନଙ୍କ…

ବିହାରରେ କାମ ଦେଲାନି ପ୍ରଶାନ୍ତ କିଶୋରଙ୍କ ଷ୍ଟ୍ରାଟେଜି, ଏଗଜିଟ୍ ପୋଲ୍‌ରେ ବଡ ଝଟକା

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ତାଙ୍କ ‘ଜନ ସୁରାଜ’ ଦଳର ଭାଗ୍ୟ ବିଷୟରେ କହିଥିଲେ ଯେ, “ଅର୍ଶ ପେ ୟା ଫର୍ଶ ପେ” (ଶିଖରରେ କିମ୍ବା ତଳେ)। ଅର୍ଥାତ୍ ଦଳ ହୁଏତ…

Bihar Exit Poll: ଚମକାଇଲା ବାଜି! ହାରିଯିବ ଭାଜପା…

ପାଟାନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଶେଷ ହେବା ପରେ, ଚାଣକ୍ୟ ଷ୍ଟ୍ରାଟେଜକ ଏକଜିଟ ପୋଲ RJD ପାଇଁ ଗୁରୁତ୍ୱପୂର୍ଣ୍ଣ ଖୁସି ଖବର ଆଣିଛି। ଚାଣକ୍ୟଙ୍କ ଅନୁସାରେ, RJD 75 ରୁ 80 ଆସନ ଜିତି ସବୁଠାରୁ ବଡ଼ ଦଳ ହେବ ବୋଲି…

ଚମକାଇଲା ଏକଜିଟ୍‌ ପୋଲ୍‌: ଭାଜପାକୁ ଝଟ୍‌କା ଦେବେ ନୀତିଶ! ବଢିଲା ଟେନଶନ

ପାଟନା,୧୧।୧୧: ମଙ୍ଗଳବାର ବିହାର ବିଧାନସଭା ନିର୍ବାଚନ (୨୦୨୫) ପାଇଁ ଶେଷ ପର୍ଯ୍ୟାୟ ମତଦାନ ପରେ, ଏକଜିଟ ପୋଲ ପ୍ରକାଶ ପାଇବା ଆରମ୍ଭ ହୋଇଛି। ବିଭିନ୍ନ ଏଜେନ୍ସି ସର୍ଭେ ତଥ୍ୟ ପ୍ରକାଶ କରିବା ଆରମ୍ଭ କରିଛନ୍ତି। ଏହି ତଥ୍ୟଗୁଡ଼ିକୁ ବ୍ୟବହାର କରି ଏଥର…

ବିହାର ଏକଜିଟ ପୋଲ୍‌: ସବୁ ଆକଳନ ହୋଇଗଲା ଭୂଲ! ବିହାରରେ….

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟ ପାଇଁ ୨୦ଟି ଜିଲ୍ଲାର ୧୨୨ଟି ଆସନରେ ମତଦାନ ହୋଇଛି। ସଂଧ୍ୟା ୫ଟା ସୁଦ୍ଧା ରେକର୍ଡ ୬୭.୧୪% ଭୋଟର ମତଦାନ ରେକର୍ଡ କରାଯାଇଛି। ସମସ୍ତଙ୍କ ନଜର ଏବେ ଏକଜିଟ ପୋଲ ଉପରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?