Posted inଜାତୀୟ

ଦିଲ୍ଲୀରେ ବିସ୍ଫୋରଣ: ନିର୍ବାଚନ ମୁହାଁ ବିହାରରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ଲାଲ୍ କିଲ୍ଲା ନିକଟରେ ହୋଇଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହେବା ସହ ୨୦ରୁ ଅଧିକ ଲୋକ ଆହତ ହେବା ପରେ ନିର୍ବାଚନମୁଖୀ ବିହାର ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି।

ନଭେମ୍ବର ୧୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପାଇଁ ରାଜ୍ୟରେ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବାବେଳେ ଏହି ଘଟଣା ପରେ ସୁରକ୍ଷାକୁ ଆହୁରି ତୀବ୍ର କରାଯାଇଛି। ସମଗ୍ର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇ ତୀକ୍ଷ୍ଣ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧର୍ମଘଟ ଡାକରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପ୍ରତ୍ୟାହୃତ ହେଲା…

ଭୁବନେଶ୍ୱର,୨୩।୧: ବସ୍‌ ଧର୍ମଘଟ ଡାକରା ପ୍ରତ୍ୟାହୃତ। ଶନିବାର ଠାରୁ ବସ୍‌ ଧର୍ମଘଟ  ଡାକରା ଦେଇଥିଲା ଘରୋଇ ବସ୍‌ ମାଲିକ ସଂଘ। ମାଲିକ ସଂଘ ବୈଠକ ପରେ ଏହି…

କେଉଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରନ୍ତି ଅଧିକ ଟଙ୍କା? ଲିଷ୍ଟରେ ଓଡ଼ିଶାର ସ୍ଥାନ…

ନୂଆଦିଲ୍ଲୀ,୨୩।୧: ଜାନୁଆରୀ 2026 ରୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରି ପଞ୍ଜାବ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ…

ଫେବୃଆରୀ ୧ରେ ହିଁ କାହିଁକି ଆସେ ବଜେଟ୍‌? ଜାଣନ୍ତୁ ତାରିଖ ପଛର ରହସ୍ୟ

ନୂଆଦିଲ୍ଲୀ,୨୩।୧: ଜାତୀୟ ବଜେଟ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଅର୍ଥ ମନ୍ତ୍ରଣାଳୟ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ ସବୁବେଳେ ପରି, ଏହି ବର୍ଷ ମଧ୍ୟ ଦେଶର…

ଆଜି ରାତି ଆକାଶରେ ଦେଖାଯିବ ବିରଳ ଦୃଶ୍ୟ, ୩୦ମିନିଟ୍‌ ପାଇଁ ଚନ୍ଦ୍ର ପାଖକୁ ଆସିଯିବ…

ଆଜି, ଜାନୁଆରୀ ୨୩, ୨୦୨୬, ଚନ୍ଦ୍ର, ଶନି ଏବଂ ନେପଚ୍ୟୁନର ଏକ ଅତ୍ୟନ୍ତ ବିରଳ ତ୍ରିକୋଣୀୟ ସଂଯୋଗ ପଶ୍ଚିମ ଆକାଶରେ ଦୃଶ୍ୟମାନ ହେବ। ସୂର୍ଯ୍ୟାସ୍ତ ପରେ, ଅର୍ଦ୍ଧଚନ୍ଦ୍ର…

ଏହି ଦିନ ବ୍ୟାଙ୍କ ଧର୍ମଘଟ ଡାକରା: ଠପ୍‌ ହୋଇଯିବ…

ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା):ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ୫-ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ଏବଂ ଅନ୍ୟ ସବୁ ଶନିବାରଗୁଡ଼ିକୁ ଛୁଟିଦିନ ଭାବରେ ଘୋଷଣା କରିବା ପାଇଁ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌…

ସରକାର ଦେବେ ୫୦,୦୦୦ ଟଙ୍କାର କ୍ରେଡିଟ୍ କାର୍ଡ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ,୨୩।୧: କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି’ (PM SVANidhi) ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏସବୁ କର୍ମଚାରୀଙ୍କ ବଢ଼ିଲା ଦରମା, ମିଳିବ ମୋଟା ଅଙ୍କର ଏରିଅର

ନୂଆଦିଲ୍ଲୀ,୨୩।୧: କେନ୍ଦ୍ର ସରକାର ପ୍ରାୟ ୯୩ ହଜାର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ସାଧାରଣ ବୀମା କମ୍ପାନୀ, ନାବାର୍ଡ (NABARD)…

ଜନଗଣନା ୨୦୨୬: ପ୍ରଥମ ପର୍ଯ୍ୟାୟରେ ପଚରାଯିବ ୩୩ଟି ପ୍ରଶ୍ନ, ଜାଣନ୍ତୁ କ’ଣ ରହିଛି ତାଲିକାରେ

ନୂଆଦିଲ୍ଲୀ,୨୩।୧: ଭାରତ ସରକାରଙ୍କ ପକ୍ଷରୁ ‘ଜନଗଣନା ୨୦୨୬’ର ପ୍ରଥମ ପର୍ଯ୍ୟାୟ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏହି ନିର୍ଦ୍ଦେଶାବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri