କ୍ଲାସ୍ରୁମ୍ରେ ଆଇନ ଛାତ୍ରୀଙ୍କୁ ଗଣବଳାତ୍କାର: ଦେଶରେ ଖେଳିଗଲା ଚାଞ୍ଚଲ୍ୟ
କୋଲକାତା,୨୭।୬: କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ଛାତ୍ରୀଙ୍କ ସହ ହୋଇଥିବା ବର୍ବରତା ମନରୁ ନ ଲିଭୁଣୁ ପୁଣି ଥରେ ସେଠାରେ ଏକ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀଙ୍କ ସହ ବର୍ବରତା ଘଟଣା ସାମ୍ନାକୁ ଆସିଛି। ସହରର ଏକ ଆଇନ କଲେଜରେ…
ଚାଇନାକୁ ସିଧା ଚେତାବନୀ ଦେଲା ଭାରତ: ଏମିତି ଭୁଲ୍ କରନାହିଁ ନଚେତ୍…
ବେଜିଂ,୨୭।୬: ସାଂଘାଇ ସହଯୋଗ ସଂଗଠନ (SCO)ର ବୈଠକ ସମୟରେ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କ୍ୱିଂଡାଓରେ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଡଙ୍ଗ ଜୁନଙ୍କୁ ଭେଟିଥିଲେ। ଏହି ବୈଠକରେ ରାଜନାଥ ସିଂହ ଚୀନକୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ ଉଭୟ ଦେଶ…
Video: ଅହମଦାବାଦରେ ପୁଣି ଏକ ଅଘଟଣ, ରଥଟଣା ବେଳେ ଡିଜେ ବାଜିବାରୁ ବେକାକୁ ହେଲେ ଗଜରାଜ, ଅନେକେ ଆହତ
ଅହମଦାବାଦ,୨୭।୬: ୧୪୮ତମ ଜଗନ୍ନାଥ ରଥଯାତ୍ରା ଅହମଦାବାଦରେ ଚାଲିଛି। ଏହି ଯାତ୍ରା ସମୟରେ ହାତୀ ନିୟନ୍ତ୍ରଣ ହରାଇ ବସିଥିଲା। ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲା ଏବଂ ଆଖପାଖ ଲୋକଙ୍କ ମଧ୍ୟରେ ଦଳାଚକଟା ସୃଷ୍ଟି ହୋଇଥିଲା। ବହୁ…
ୟୁନୁସ ସରକାରଙ୍କ ଉପରେ ଦୋଷ ଝାଡ଼ିଲା ଭାରତ: ସିଧା ଦେଲା ଧମକ
ନୂଆଦିଲ୍ଲୀ/ଢାକା,୨୭।୬: ବାଂଲାଦେଶର ରାଜଧାନୀ ଢାକାରେ ଥିବା ଏକ ଦୁର୍ଗା ମାତା ମନ୍ଦିରରେ ଭଙ୍ଗାରୁଜାର ଏକ ଘଟଣା ସାମ୍ନାକୁ ଆସିଛି। ଭାରତ ଏହି ମାମଲାରେ କଡ଼ା ଆପତ୍ତି କରିଛି। ବୈଦେଶିକ ମନ୍ତ୍ରଣାଳୟ ମନ୍ଦିର ଭଙ୍ଗାରୁଜାକୁ ସମାଲୋଚନା କରିଛି ଏବଂ ଏଥିପାଇଁ ବାଂଲାଦେଶ ସରକାରଙ୍କୁ…
ଦ୍ରୁତଗତିରେ ଏହି ଧର୍ମ ଛାଡ଼ୁଛନ୍ତି ଲୋକେ: ଜାଣନ୍ତୁ ହିନ୍ଦୁ ଧର୍ମର ସ୍ଥିତି କେଉଁଠି
ନୂଆଦିଲ୍ଲୀ,୨୭।୬: ବିଶ୍ୱରେ ଅନେକ ଧର୍ମର ଲୋକ ବାସ କରନ୍ତି। ମିଳିତ ଜନସଂଖ୍ୟା ୮୦୦ କୋଟିରୁ ଅଧିକ। ୱାଲର୍ଡମିଟର ରିପୋର୍ଟ ଅନୁଯାୟୀ, ଏହି ୮୦୦ କୋଟି ଲୋକଙ୍କ ମଧ୍ୟରେ ସର୍ବାଧିକ ଜନସଂଖ୍ୟା ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କର। ପିଉ…
୬ ବର୍ଷ ପରେ ଗୁଡ୍ ନ୍ୟୁଜ୍ ଦେଲେ ରାଜନାଥ ସିଂ: ଚାଇନା ସହ ହୋଇଗଲା ବଡ଼ ନିଷ୍ପତି
ନୂଆଦିଲ୍ଲୀ/ବେଜିଂ,୨୭।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ SCO ସଦସ୍ୟ ଦେଶଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ପାଇଁ ଚାଇନାର କ୍ୱିଂଡାଓ ସହର ପହଞ୍ଚିଥିଲେ। ସେ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡନ ଜୁନଙ୍କ ସହ ସାକ୍ଷାତ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…
ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଭିଡିଓ ଶେୟାର କରି କହିଲେ…
ନୂଆଦିଲ୍ଲୀ,୨୭ା୬: ପବିତ୍ର ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘X’ରେ ରଥଯାତ୍ରାର ଏକ ଭିଡିଓ ଶେୟାର କରି କହିଛନ୍ତି, ମହାପ୍ରଭୁ ଆମ ପାଇଁ ଆରାଧ୍ୟ ଓ ପ୍ରେରଣା…ପୂରା ବିଶ୍ୱରେ ରଥଯାତ୍ରାର ସ୍ବତନ୍ତ୍ର…
ଦୁଇ ନାବାଳିକା ଝିଅଙ୍କୁ ୫ ବର୍ଷ ଧରି ବଳାତ୍କାର କରିଥିବା ଅଭିଯୋଗରେ ବାପା ଗିରଫ
ଜୟପୁର,୨୭ା୬: ଜୟପୁରରେ ଜଣେ ବ୍ୟକ୍ତିଙ୍କୁ ନିଜର ଦୁଇ ନାବାଳିକା ଝିଅଙ୍କୁ ପ୍ରାୟ ୫ ବର୍ଷ ଧରି ବଳାତ୍କାର କରିଥିବା ଅଭିଯୋଗରେ ଗୁରୁବାର ଗିରଫ କରାଯାଇ ଜେଲ୍କୁ ପଠାଯାଇଛି। ଏକ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପୋଲିସ ଝିଅମାନଙ୍କ ଏବଂ…
‘ସାରା ପୃଥିବୀରେ ଶାନ୍ତି-ମୈତ୍ରୀ-ସଂପ୍ରୀତି ଅବ୍ୟାହତ ରହୁ’
ନୂଆଦିଲ୍ଲୀ,୨୭ା୬: ପବିତ୍ର ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମଗ୍ର ଦେଶ ତଥା ଦେଶ ବାହାରେ ରହୁଥିବା ମହାପ୍ରଭୁଙ୍କ ଭକ୍ତଗଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଶ୍ରୀଜିଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ। ସାରା ପୃଥିବୀରେ ଶାନ୍ତି,…
ବହୁତ ବଡ଼: ଭାରତ ସହିତ “ମହାନ” ବାଣିଜ୍ୟ ଚୁକ୍ତିର ଇଙ୍ଗିତ ଦେଲେ ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ, ୨୭ା୬: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଏକ “ବହୁତ ବଡ଼” ଏବଂ “ମହାନ” ବାଣିଜ୍ୟ ଚୁକ୍ତି ସମ୍ପାଦନର ଇଙ୍ଗିତ ଦେଇଛନ୍ତି। ଏକ ସାମ୍ପ୍ରତିକ ବୟାନରେ ଟ୍ରମ୍ପ କହିଛନ୍ତି ଯେ, ଚାଇନା ସହିତ ସମ୍ପ୍ରତି ସ୍ୱାକ୍ଷରିତ ବାଣିଜ୍ୟ…
ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ଅମିତ ଶାହା
ନୂଆଦିଲ୍ଲୀ,୨୭ା୬: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ପରିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁ ସମସ୍ତଙ୍କ ଉପରେ ଆଶୀର୍ବାଦ ଜାରି ରଖନ୍ତୁ ବୋଲି ଶାହା କାମନା କରିଛନ୍ତି। ଅହମ୍ମଦାବାଦ ଶ୍ରୀଜଗନ୍ନାଥ ମନ୍ଦିରରେ ଶାହା ପହଞ୍ଚି ମହାପ୍ରଭୁଙ୍କ ମଙ୍ଗଳ…
ଆଇଏସ୍ଆଇ ଏଜେଣ୍ଟଙ୍କୁ ଅପରେଶନ ସିନ୍ଦୂର ତଥ୍ୟ ଦେଇ ନୌସେନା କିରାଣି ଗିରଫ
ଜୟପୁର,୨୬ା୬: ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇର ଜଣେ ଏଜେଣ୍ଟଙ୍କୁ ଟଙ୍କା ବଦଳରେ ଅପରେଶନ ସିନ୍ଦୂର ସମେତ ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ବିବରଣୀ ଦେଇଥିବା ଭାରତୀୟ ନୌସେନାର ଜଣେ କିରାଣିଙ୍କୁ ବୁଧବାର ଜୟପୁରରୁ ଗିରଫ କରାଯାଇଛି। ବିଶାଳ ଯାଦବ ନାମକ ଏହି କିରାଣି…
Archives


