ଜାତୀୟ

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ଆତଙ୍କବାଦୀ ଠିକଣା ଧ୍ୱଂସ, ବ୍ୟାପକ ଗୋଳାବାରୁଦ ଜବତ

ଶ୍ରୀନଗର,୧୩।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀମାନେ ଲସ୍କର-ଏ-ତୋଏବାର ୨ଟି ବଡ଼ ଠିକଣାକୁ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି। ଦକ୍ଷିଣ କଶ୍ମୀର ପୁଲଓ୍ବାମା ଜିଲା ଅଓ୍ବନ୍ତିପୋରାର ବଦରୁ ଓ ବାରସୋରେ କିଛି ଆତଙ୍କବାଦୀଙ୍କ ଆଶ୍ରୟ ନେଇଥିବା ଖବର ମିଳିଥିଲା। ଖବର…

ସଚ୍ଚୋଟ ଟିକସଦାତାଙ୍କୁ ମୋଦିଙ୍କ ନୂଆ ଉପହାର

ନୂଆଦିଲ୍ଲୀ, ୧୩।୮: ଦେଶର ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ନୂଆ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଟିକସ ବ୍ୟବସ୍ଥାରେ ସଚ୍ଛତା ବଜାୟ ରଖିତ୍ବା ଲାଗି ଏହି ପ୍ଲାଟଫର୍ମ ଉପଯୋଗୀ ହୋଇପାରିବ। ଏହାକୁ ‘ସଚ୍ଛ କର:…

ସତ ହୋଇଥିଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୩।୮: ଭାରତୀୟ ରାଜନୀତିରେ ଏମିତି କେତେଜଣ ରାଜନେତା ରହିଛନ୍ତି ଯେଉଁମାନେ କାଳ କାଳ ଧରି ଅମର ହୋଇ ରହିବେ। ଏମାନଙ୍କ ମଧ୍ୟରୁ ଜଣେ ହେଲେ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଭାରତର ୧୩ତମ ରାଷ୍ଟ୍ରପତି ତଥା ଭାରତ ରତ୍ନ ସମ୍ମାନରେ…

ପାକିସ୍ତାନ ଡିଗ୍ରୀଧାରୀ ଡାକ୍ତରଙ୍କୁ ଭାରତରେ ଚିକିତ୍ସା କରିବା ମନା

ନୂଆଦିଲ୍ଲୀ, ୧୩।୮: ପାକିସ୍ତାନର ମେଡ଼ିକାଲ କଲେଜରୁ ଡିଗ୍ରୀ ହାସଲ କରିଥିବା ଡାକ୍ତର ଏବେ ଭାରତରେ ଚିକିତ୍ସା କରି ପାରିବେ ନାହିଁ। ଏନେଇ ମେଡ଼ିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ) ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ପାକ୍‌ ଅଧିକୃତ ଜମ୍ମୁ କଶ୍ମୀର ଏବଂ…

ନୃତ୍ୟ ଗୋପାଳ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୩।୮: ଦେଶରେ କରୋନା ପଜିଟିଭ୍‌ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୪ ଲକ୍ଷରେ ପହଞ୍ଚିିଲାଣି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବେ ଏହା କବଳରେ। ଇତିମଧ୍ୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ…

ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରି ଏଥର ରେକର୍ଡ କରିବେ ମୋଦି

ନୂଆଦିଲ୍ଲୀ,୧୩।୮: ଦେଶର ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାର ପ୍ରତିକ ଲାଲାକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ୧୫ ଅଗଷ୍ଟରେ ପତାକା ଉତ୍ତୋଳନ କରିବେ। ଏହାସହ ସେ ଏଥର ରାଜନିତିକ ଇତିହାସରେ ଏକ ରେକର୍ଡ କରିବେ। ମୋଦି ଏଠାରେ ଲଗାତାର ସପ୍ତମ ଥର ଲାଗି…

ରାଜରାସ୍ତାରେ ବୁଲୁଥିଲା ଦୁଇମୁଣ୍ଡିଆ ବିଷାକ୍ତ ସାପ

କଲ୍ୟାଣ, ୧୩।୮: ମହାରାଷ୍ଟ୍ର କଲ୍ୟାଣ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ରାଜରାସ୍ତାରେ ବୁଲୁଥିବା ଏକ ଦୁଇମୁଣ୍ଡିଆ ବିଷାକ୍ତ ସାପକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ପ୍ରାୟ ୧୧ ସେଣ୍ଟିମିଟର ଲମ୍ବ ଏହି ବିରଳ ପ୍ରଜାତିର ସାପର ଭିଡ଼ିଓ ଏବେ…

ଗାଁକୁ ନାହିଁ ରାସ୍ତା: ଖଟରେ ବୁହା ହେଲେ ରୋଗୀ

ଅନୁପପୁର,୧୩।୮: ଗରିବ ଲୋକଙ୍କ ପାଇଁ ଓ ଗାଁଗୁଡ଼ିକୁ ବିକଶିତ କରିବା ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି। ଏନେଇ ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ହେଲେ ତାହା କେତେ ଦୂର କାର୍ଯ୍ୟକାରୀ ହେଉଛି ସେଥିପ୍ରତି କାହାରି ନିଘା ନାହିଁ। ସ୍ବାଧିନତାର ଏତେ…

ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଅସୁସ୍ଥ

ଲୋକ୍ଷ୍ନୌ,୧୩।୮: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ନୃତ୍ୟ ଗୋପାଳ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ଡାକ୍ତର ପହଞ୍ଚି ତାଙ୍କର ଚିକିତ୍ସା କରୁଥିବା ଜଣାପଡ଼ିଛି। ବର୍ତ୍ତମାନେ ସେ ମଥୁରାରେ…

ରାଜସ୍ଥାନ ଝଡ଼ ଏବେ ପଞ୍ଜାବ ମୁହାଁ…

ନୂଆଦିଲ୍ଲୀ, ୧୩।୮: କଂଗ୍ରେସରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜସ୍ଥାନରେ ସଚିନ ପାଇଲଟ୍‌ଙ୍କୁ ନେଇ ଦେଖାଦେଇଥିବା ଝଡ଼ ଶାନ୍ତ ପଡ଼ିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ କୂଟନୀତି ଏବଂ ହାଇକମାଣ୍ଡଙ୍କ ଚତୁରତା ଯୋଗୁ ସଚିନ୍‌ ଗେହଲଟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟର ଅନ୍ତ ଘଟିଛି।…

ହେଲ୍‌ମେଟ୍‌ ନ ପିନ୍ଧିଲେ ଷ୍ଟାର୍ଟ ହେବନି ଗାଡ଼ି

ନୂଆଦିଲ୍ଲୀ,୧୩।୮: ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ ନ ପିନ୍ଧି ଅଧିକାଂଶ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ୨୦୧୫ରୁ ୨୦୧୬ ମଧ୍ୟରେ ୪୫,୫୦୦ ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ୬୦ ପ୍ରତିଶତ ଲୋକ ଯେଉଁମାନେ ହେଲମେଟ ପିନ୍ଧି…

ସଞ୍ଜୟଙ୍କ ବିଦେଶ ଗସ୍ତକୁ ନେଇ ଉପୁଜିପାରେ ବାଧା

ମୁମ୍ବାଇ,୧୩।୮: ବଲିଉଡ୍‌ ନାୟକ ସଞ୍ଜୟ ଦତ୍ତ କ୍ୟାନସରରେ ପୀଡ଼ିତ ହେବା ଜଣାପଡିବା ପରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ତେବେ କ୍ୟାନସର ଚିକିତ୍ସା ଲାଗି ସଞ୍ଜୟ ବିଦେଶ ଯାଇ ପାରନ୍ତି ବୋଲି କୁହାଯାଉଛି। ଚିକିତ୍ସା ପାଇଁ ଆମେରିକା ଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?