ରାଜ୍ୟରେ ଜଣେ ନ ଥିଲେ କରୋନା ପଜିଟିଭ ଏବେ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ୨୯
ଗୁଆହାଟୀ,୧୨।୪: କରୋନା ଭାଇରସ କେତେବେଳେ କେଉଁଠି କିଭଳି ତାଣ୍ଡବ ରଚୁଛି ତାହା ବୁଝିବା କଷ୍ଟକର ବ୍ୟାପାର ପାଲଟିଯାଇଛି। କରୋନା ସଂକ୍ରମଣରେ ଆମେରିକା ଭଳି ବିଶ୍ୱର ଶକ୍ତିଶାଳୀ ଦେଶ ନିଜକୁ ଅସହାୟ ମଣୁଥିବା ବେଳେ ଏବେ ଏହି ଭାଇରସକୁ ସାରା ପୃଥିବୀ ଏକ…
ରାଜ୍ୟରେ ନାହାନ୍ତି ସ୍ବାସ୍ଥ୍ୟମନ୍ତ୍ରୀ: କୋଭିଡ-୧୯କୁ ନେଇ ମତ ରଖିଲେ କମଳନାଥ
ଭୋପାଳ,୧୨।୪: ମଧ୍ୟପ୍ରଦେଶ ଏକମାତ୍ର ରାଜ୍ୟ ଯେଉଁଠି ଏବେ କେହି ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ନାହାନ୍ତି ବୋଲି ରବିବାର କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ। ରାଜ୍ୟରେ କରୋନା ସଂକ୍ରମଣକୁ ଲକ୍ଷ୍ୟ କରି ସେ କହିଛନ୍ତି, ରାହୁଲ ଗାନ୍ଧୀ…
୨୨ ଦିନର ଶିଶୁକୁ କୋଳରେ ଧରି ଅଫିସ ଆସିଲେ ଆଇଏଏସ୍ ଅଫିସର
ବିଶାଖାପଟନମ,୧୨।୪: କରୋନା ସଙ୍କଟ ସମୟରେ ପୋଲିସ, ଡାକ୍ତର ଓ କେତେଜଣ ଅଧିକାରୀଙ୍କ ମାନବିକତାର ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ଏମାନେ ନିଜ ଘର ପରିବାର ଛାଡି ସମାଜର ଚିନ୍ତା କରୁଛନ୍ତି। ଏମିତି ଜଣେ ମହିଳା ଆଇଏଏସ୍ ଅଫିସରଙ୍କ କଥା…
ଲକ୍ଡାଉନ: ଅଭାବ ପଡିଲାଣି ଗୃହପାଳିତ ପ୍ରାଣୀଙ୍କ ଖାଦ୍ୟ
ମୁମ୍ବାଇ,୧୨।୪: କରୋନା ଭାଇରସ ପାଇଁ ଦେଶରେ ୨୧ ଦିନିଆ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ସବୁଠି କିନ୍ତୁ ଲୋକଙ୍କୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଏବେ କିନ୍ତୁ ମୁମ୍ବାଇରେ ଗୃହପାଳିତ ପ୍ରାଣୀଙ୍କ ପାଇଁ ଖାଦ୍ୟର ଅଭାବ ପଡିଥିବା ଦେଖାଗଲାଣି। ଏହି ଖାଦ୍ୟ…
ଆମେରିକା, ଚାଇନାଠାରୁ ଭାରତରେ କରୋନା ମୃତ୍ୟୁହାର ଅଧିକ !
ନୂଆଦିଲ୍ଲୀ,୧୨।୪: କରୋନା ଭାଇରସ ଏବେ ୨ଶହରୁ ଊର୍ଦ୍ଧ୍ୱ ଦେଶକୁ ତା’ କବଳକୁ ନେଇ ସାରିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡିନାହିଁ। ଚାଇନାରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ଆମେରିକାକୁ ତା’ର ଠିକଣା କରି ନେଇଛି। ଏବେ ଆମେରିକାରେ…
୨୪ ଘଣ୍ଟାରେ ୯୦୯ ନୂଆ ରୋଗୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଅତିକ୍ରମ କଲା
ନୂଆଦିଲ୍ଲୀ,୧୨।୪: ସରି ସରି ଆସୁଛି ଲକ୍ଡାଉନ ଅବଧି। ହେଲେ ଦେଶରେ ଥମୁନାହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦୯ ଜଣ ନୂଆ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଏହାସହ ୨୪…
ଇନ୍ଦୋର କରୋନା ସଂକ୍ରମଣର ହଟ୍ସ୍ପଟ
ଇନ୍ଦୋର,୧୨।୪: ବାଣିଜି୍ୟକ, ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସର୍ବଦା ଜଡ଼ିତ ରହିଆସିଥିବା ଇନ୍ଦୋର ସହର ମଧ୍ୟପ୍ରଦେଶରେ କରୋନା ସଂକ୍ରମଣର ହଟ୍ସ୍ପଟ ପାଲଟିଛି। ରାଜ୍ୟରେ ମୋଟ ୩୬ କରୋନା ମୃତକଙ୍କ ମଧ୍ୟରୁ ଇନ୍ଦୋରରୁ ୨୭ ଜଣ ରହିଛନ୍ତି। ଏହି ସହରରେ କରୋନା ଜନିତ ମୃତ୍ୟୁହାର…
ପଶ୍ଚିମବଙ୍ଗରେ ଲକ୍ଡାଉନ ଉଲ୍ଲଂଘନ
ନୂଆଦିଲ୍ଲୀ,୧୨।୪(ପି.ଟି.): ପଶ୍ଚିମବଙ୍ଗରେ ଲକ୍ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତିବାଦ ଜଣାଇଛି। ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ଲାଗି ସେଠାରେ ଅନୁମତି ମିଳିଥିବାବେଳେ ଧର୍ମୀୟ ସମାବେଶକୁ ପୋଲିସ ଅନୁମତି ଦେଉଥିବା ଖବର ମିଳିଛି। ଏହାର ପ୍ରତିବାଦରେ…
ଲକ୍ଡାଉନ ହୋଇ ନ ଥିଲେ ୮.୨ ଲକ୍ଷରେ ପହଞ୍ଚିଥାଆନ୍ତା ସଂକ୍ରମଣ
ନୂଆଦିଲ୍ଲୀ,୧୨।୪(ଆଇଏଏନ୍ଏସ୍): ଲକ୍ଡାଉନ ଓ ଅନ୍ୟାନ୍ୟ ପ୍ରତିକାରମୂଳକ ପଦକ୍ଷେପ ଯୋଗୁ ଭାରତରେ କରୋନା ସଂକ୍ରମଣ ହାର ଯଥେଷ୍ଟ କମ୍ ରହିଛି। ତାହା ହୋଇ ନ ଥିଲେ ଏପ୍ରିଲ ୧୫ ସୁଦ୍ଧା ଦେଶରେ ସଂକ୍ରମଣ ସଂଖ୍ୟା ୮.୨ ଲକ୍ଷରେ ପହଞ୍ଚିଥାଆନ୍ତା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ…
ମହାରାଷ୍ଟ୍ର, କର୍ନାଟକରେ ବଢ଼ିଲା ଲକ୍ଡାଉନ
ମୁମ୍ବାଇ/ ବେଙ୍ଗାଲୁରୁ, ୧୨।୪: ମହାରାଷ୍ଟ୍ର ଓ କର୍ନାଟକରେ ଲକ୍ଡାଉନ୍ ସମୟ ସୀମା ବୃଦ୍ଧି କରାଯାଇଛି। ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେ ସରକାର ଲକ୍ଡାଉନ ସମୟସୀମା ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଲୋକମାନେ ସହଯୋଗ ନ କଲେ ଏହାକୁ ଆହୁରି ବଢ଼ାଯାଇପାରେ ବୋଲି…
ଆଖି ବୁଜିଲେଣି ୨୬୩ ଆକ୍ରାନ୍ତ
ନୂଆଦିଲ୍ଲୀ,୧୨।୪: ଭାରତରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଲକ୍ଡାଉନ୍ ସତ୍ତ୍ୱେ କରୋନା ଭୂତାଣୁକୁ ରୋକାଯାଇପାରୁନି। ସଂକ୍ରମଣର ମାତ୍ରା ବଢ଼ି ବଢ଼ି ଚାଲିଛି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୩୨୩ରେ ପହଞ୍ଚି ଥିବାବେଳେ ମୋଟ ୨୬୩ ଜୀବନ ଗଲାଣି। କେବଳ ଶନିବାର…
ସୋମବାରରୁ କାର୍ଯ୍ୟରେ ଯୋଗଦେବେ ମନ୍ତ୍ରୀ
ନୂଆଦିଲ୍ଲୀ,୧୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମସ୍ତ ମନ୍ତ୍ରୀ ସୋମବାରଠାରୁ ସେମାନଙ୍କ ମନ୍ତ୍ରଣାଳୟରେ କାର୍ଯ୍ୟରେ ଯୋଗଦେବେ। ସେହିପରି ଯୁଗ୍ମ ସଚିବଙ୍କଠାରୁ ଉପର ପାହ୍ୟାର ବରିଷ୍ଠ ଅଧିକାରୀମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି। ସମସ୍ତ ଜରୁରୀ କର୍ମଚାରୀଙ୍କ ଏକତୃତୀୟାଂଶ ସୋମବାରଠାରୁ କାମରେ ଯୋଗଦେବାକୁ ଥିବାବେଳେ…
Archives


