ଜାତୀୟ

କରୋନା ଭାଇରସ: ଜାପାନ ଜାହାଜରେ ଫସିଥିବା ୧୧୯ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ପହଞ୍ଚିଲେ

ନୂଆଦିଲ୍ଲୀ,୨୭।୨: ଚାଇନାର ଉହାନ ସହରରେ ଫଶି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଯାଇଥିବା ବାୟୁସେନାର ସ୍ବତନ୍ତ୍ର ବିମାନ ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିଛି। ଏହାସହ ଜାପାନ ଉପକୂଳରେ ଲାଗିଥିବା ଡାଇମଣ୍ଡ ପ୍ରିନସେସ୍‌ ଜାହାଜରେ କରୋନା ଭାଇରସ ଯୋଗୁ ଫଶି...

ବିବାହରେ ମନ୍ତ୍ର ବଦଳରେ ପଢ଼ାଗଲା ଆମେ ଭାରତବାସୀ…

କାଙ୍କେର,୨୭।୨: ବିବାହରେ ମନ୍ତ୍ର ପାଠ କରାଯାଇଥାଏ। ତେବେ ଛତିଶଗଡ଼ କାଙ୍କେରରେ ଏକ ଏକ ବିବାହ ଉତ୍ସବରେ ମନ୍ତ୍ର ବଦଳରେ ଆମେ ଭାରତବାସୀ ପାଠ କରାଯାଇ କନ୍ୟା-ବର ପରସ୍ପରକୁ ଜୀବନ ସାଥିଭାବେ ଗ୍ରହଣ କରିଛନ୍ତି। ଏହା ସହିତ ସମ୍ବିଧାନ ପାଠ ମଧ୍ୟ...

ମେହବୁବାଙ୍କ ଅଟକକୁ ନେଇ ଜମ୍ମୁ-କଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୭ା୨(ଆଇଏଏନ୍‌ଏସ୍‌): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକକୁ ନେଇ ସୁପ୍ରିମକୋର୍ଟ ବୁଧବାର ଜମ୍ମୁ-କଶ୍ମୀର ପ୍ରଶାସନକୁ ନୋଟିସ ଜାରି କରିଛନ୍ତି। ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ)ରେ ମେହବୁବାଙ୍କ ଅଟକକୁ ତାଙ୍କ ଝିଅ ଇଲତିଜା ମୁଫ୍‌ତି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ...

୩ ଭାଜପା ନେତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କର: ହାଇକୋର୍ଟ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଯେଉଁ ୩ ଭାଜପା ନେତାଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଯୋଗୁ ସିଏଏ ହିଂସା ଜୋରଦାର ହେଲା ବୋଲି କୁହାଯାଉଛି, ସେମାନଙ୍କ ବିରୋଧରେ କ’ଣ ପାଇଁ ଏତଲା ଦାଏର ହୋଇନି ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ପୋଲିସକୁ ପ୍ରଶ୍ନ କରିଛନ୍ତି। ଏତଲା...

‘ସେମାନେ ମୋତେ ଆତଙ୍କବାଦୀ କହୁଛନ୍ତି’

ନୂଆଦିଲ୍ଲୀ, ୨୭ା୨: ଦିଲ୍ଲୀ ପୋଲିସକୁ ୩ ଦିନ ସମୟ ଦେଇ ସିଏଏ ବିକ୍ଷୋଭକାରୀଙ୍କୁ ହଟାଅ ନ ହେଲେ ସେମାନେ ପରିଣାମ ଭୋଗିବେ ବୋଲି କହିଥିବା ଭାଜପା ନେତା କପିଲ ମିଶ୍ର ପୁଣି ବୁଧବାର ହିନ୍ଦୀରେ ଏକ ଟୁଇଟ କରି ସେମାନେ...

କେଜ୍‌ରିଓ୍ବାଲ କହିଲେ ବାହାର ଲୋକ କାମ

ନୂଆଦିଲ୍ଲୀ,୨୭ା୨: ଉତ୍ତର-ପୂର୍ବ ଦିଲ୍ଲୀରେ ଦିଲ୍ଲୀବାସୀ ହିଂସା ଭିଆଇନାହାନ୍ତି। ସେମାନେ ଶାନ୍ତି ଚାହାନ୍ତି। ଯାହାକିଛି ଘଟିଛି ସେଥିରେ ‘ଆମ୍‌ ଆଦ୍‌ମୀ’ଙ୍କ ଭୂମିକା ନାହିଁ, ଏହା ପଛରେ ବାହାର ଲୋକଙ୍କ ହାତ ରହିଛି। ଅସାମାଜିକ ତତ୍ତ୍ୱ, ରାଜନୈତିକ ଓ ବାହାର ଲୋକ ଏପରି...

ଆଗ୍ରହୀ ମହିଳା ସରୋଗେଟ ମାଆ ହୋଇପାରିବେ

ନୂଆଦିଲ୍ଲୀ,୨୭ା୨: ଏଣିକି କେବଳ ସମ୍ପର୍କୀୟା ନୁହନ୍ତି, ଯେକୌଣସି ଆଗ୍ରହୀ ମହିଳା ସରୋଗେଟ ମାଆ ହୋଇପାରିବେ। କେନ୍ଦ୍ର କ୍ୟାବିନେଟ ବୁଧବାର ସରୋଗେସୀ(ରେଗୁଲେଶନ) ବିଲ୍‌, ୨୦୨୦କୁ ଅନୁମୋଦନ କରିଛି। ଏହି ସେବାକୁ ନିୟନ୍ତ୍ରଣ କରିବା ଲାଗି ଅଣାଯାଇଥିବା ବିଧେୟକ ଅନୁଯାୟୀ ଆଗ୍ରହୀ ବିଧବା...

ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୭ା୨(ପି.ଟି.): ଉତ୍ତରପୂର୍ବ ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ରୋକିବାରେ ବିଫଳ ହୋଇଥିବା ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟ ବୁଧବାର ଭର୍ତ୍ସନା କରିଛନ୍ତି। ଏହି ହିଂସାରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ସିଏଏ ଦଙ୍ଗାକୁ ନେଇ ହୋଇଥିବା ଆବେଦନ...

ସିଏଏରୁ ସାମ୍ପ୍ରଦାୟିକ ହିଂସା

ନୂଆଦିଲ୍ଲୀ,୨୭ା୨: କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଆରମ୍ଭରୁ ବିବାଦ ଲାଗିରହିଛି। ବିବାଦୀୟ ଆଇନକୁ ନେଇ ବିରୋଧ ଏବେ ସାମ୍ପ୍ରଦାୟିକ ଦଙ୍ଗାରେ ପରିଣତ ହୋଇଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏ ସଂକ୍ରାନ୍ତ ବିଲ୍‌କୁ ୨୦୧୯ ଡିସେମ୍ବର ୧୦ରେ...

ଘାତକ ହେଲା ଦିଲ୍ଲୀ ଦଙ୍ଗା: ଗଡ଼ିଲାଣି ୨୭ ମୁଣ୍ଡ

ନୂଆଦିଲ୍ଲୀ,୨୭ା୨: ଦିଲ୍ଲୀରେ ଘାତକ ହେଲାଣି ସାମ୍ପ୍ରଦାୟିକ ଦଙ୍ଗା। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ୩ ଦିନ ହେଲା ଜଳୁଛି ଜାତୀୟ ରାଜଧାନୀ। ଉତ୍ତର-ପୂର୍ବ ଦିଲ୍ଲୀସ୍ଥିତ ମୌଜପୁରରୁ ଆରମ୍ଭ ହୋଇଥିବା ସିଏଏ ବିରୋଧୀ ହିଂସା କ୍ରମଶଃ ଅନ୍ୟ...

ଶହୀଦ ରତନଲାଲଙ୍କ ପରିବାରଙ୍କୁ ମିଳିବ ୧ କୋଟି, ଜଣେ ସଦସ୍ୟଙ୍କୁ ଚାକିରି: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୨୨ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଆଉ କେତେକ ଲୋକ ଆହତ ହୋଇ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଅନ୍ୟପଟେ ହିଂସା ନିୟନ୍ତ୍ରଣ ସମୟରେ...

ଦିଲ୍ଲୀ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ କଲେ ଡୋଭାଲ

ନୂଆଦିଲ୍ଲୀ,୨୬।୨: କିଛି ଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ ରହିଛି। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଦିଲ୍ଲୀରେ ଉଗ୍ର ରୂପ ଧାରଣ କରିଛି। ଏହି ହିଂସାରେ ୨୨ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri