ରାହୁଲ କରୁଛନ୍ତି ଛୋଟ ରାଜନୀତି: ଶାହା
ନୂଆଦିଲ୍ଲୀ,୨୮।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ନ୍ୟୁଜ ଏଜେନ୍ସି ଏଏନ୍ଆଇକୁ ଦେଇଥିବା ଏକ ସାକ୍ଷାତ୍କାରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଶାହା କହିଛନ୍ତି ଚାଇନା ବିବାଦକୁ ନେଇ ରାହୁଲ ହୀନ ରାଜନୀତି କରୁଛନ୍ତି। ଏହାକୁ ନେଇ…
ଦିଲ୍ଲୀରେ ହୋଇନି ଗୋଷ୍ଠୀ ସଂକ୍ରମଣ: ଶାହା
ନୂଆଦିଲ୍ଲୀ, ୨୮।୬: ଦିଲ୍ଲୀରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମନ୍ତବ୍ୟ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସିସୋଦିଆ କହିଥିଲେ ଯେ ଦିଲ୍ଲୀରେ ଜୁଲାଇ ୩୧ ବେଳକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ପାଞ୍ଚ ଲକ୍ଷ…
ୟୁନିଲିଭର ପରେ ଲରିୟଲ ତା’ର ପ୍ରଶାଧନ ସାମଗ୍ରୀ ଉପରୁ ‘ହ୍ବାଇଟନିଂ’, ‘ଫେୟାର’ଶବ୍ଦ ଉଠାଇବାକୁ ନେଇଛି ନିଷ୍ପତ୍ତି
ନୂଆଦିଲ୍ଲୀ,୨୮।୬: ସୋସିଆଲ ମିଡିଆରେ ଭେଦଭାବକୁ ନେଇ ଏକ ଯୁକ୍ତି କିଛିଦିନ ତଳେ ଦେଖିବାକୁ ମିଳିଥିଲା। ଏଥିରେ ବିୟୁଟି ପ୍ରଡକ୍ଟ ପ୍ରସ୍ତୁତକାରୀ କମ୍ପାନୀ କଳା-ଗୋରା ମଧ୍ୟରେ ଭେଦଭାବ କରୁଛନ୍ତି ବୋଲି ଆଲୋଚନା ହୋଇଥିଲା। ଏହାକୁ ନେଇ କେତେଜଣ ୟୁଜର୍ସ ଫେୟାରନେସ୍ କ୍ରିମ ବ୍ୟବହାର…
ରାଷ୍ଟ୍ରରକ୍ଷା-ସୁରକ୍ଷା ନେଇ କେବେ ଆଶ୍ୱାସନା ଦେବେ ମୋଦି: ରାହୁଲ
ନୂଆଦିଲ୍ଲୀ, ୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଘେରିବା ଉଦ୍ୟମ କରାଯାଉଛି। ରବିବାର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପରେ ରବିବାର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କଟାକ୍ଷ କରିଛନ୍ତି। ରାହୁଲ ଟୁଇଟ୍ କରି କହିଛନ୍ତି ଯେ,…
ଖୋଲିଲା ସେଲୁନ: ପିପିଇ କିଟ୍ ପିନ୍ଧି କାଟିଲେ କେଶ
ମୁମ୍ବାଇ,୨୮।୬: କରୋନା ସଂକ୍ରମଣକୁ ଦେଖି ଦେଶରେ ଲାଗୁ କରାଯାଇଥିବା ଲକ୍ଡାଉନ ପରେ ପ୍ରଥମଥର ଲାଗି ମହାରାଷ୍ଟ୍ରରେ ରବିବାର ସେଲୁନ ଖୋଲିଛି। ଏହାକୁ ନେଇ ସେଲୁନ ମାଲିକ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ସମ୍ପୂର୍ଣ୍ଣ ସୁରକ୍ଷାର ସହ କେଶ କାଟୁଥିବା କହିଛନ୍ତି। କେଶ…
ଭାରତ ବନ୍ଧୁତାକୁ ସମ୍ମାନ ଦେବା ସହିତ ଆଖିରେ ଆଖି ମିଶାଇ ଜବାବ ବି ଦେଇପାରେ: ମୋଦି
ନୂଆଦିଲ୍ଲୀ, ୨୮।୬: ଭାରତ ବନ୍ଧୁତାକୁ ସମ୍ମାନ ଦେଇଥାଏ। ସେହିପରି ଆବଶ୍ୟକ ପଡ଼ିଲେ ଆଖିରେ ଆଖି ମିଶାଇ ଜବାବ ଦେବାକୁ ବି ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୬ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଲଦାଖର…
ବିବାହରେ ସାମିଲ ହେଲେ ୨୫୦ ଲୋକ: କ୍ୱାରାଣ୍ଟାଇନ ଖର୍ଚ୍ଚ, ଚିକିତ୍ସା ପାଇଁ ବର ପିତାଙ୍କ ଉପରେ ଲାଗିଲା ଲକ୍ଷାଧିକ ଟଙ୍କା ଜରିମାନା
ଜୟପୁର,୨୮।୬: ରାଜସ୍ଥାନର ଭିଲଓ୍ବାଡାରେ ଅନୁଷ୍ଠିତ ଏକ ବିବାହକୁ ନେଇ ଏବେ ସବୁଆଡେ ଚାଲିଛି ଚର୍ଚ୍ଚା। ଏଠାରେ ବରପକ୍ଷ ୨୫୦ ଜଣଙ୍କୁ ନିମନ୍ତ୍ରଣ ଦେଇଥିବା ବେଳେ ଏବେ ଏହା ତାଙ୍କପାଇଁ ଚିନ୍ତାର କାରଣ ପାଲଟିଛି। ଏପର୍ଯ୍ୟନ୍ତ ଏହି ବିବାହରେ ଯୋଗ ଦେଇଥିବା ପାଖାପାଖି…
ଗୋଟିଏ ଦିନରେ ୨୦ ହଜାର ଛୁଇଁବାକୁ ଯାଉଛି କରୋନା
ନୂଆଦିଲ୍ଲୀ,୨୮।୬: ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଗୋଟିଏ ଦିନରେ ଦେଶରେ ସର୍ବାଧିକ ୧୯,୯୦୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ଚିନ୍ତା ବଢାଇଛି। ଗୋଟିଏ ଦିନରେ ଏହା ସର୍ବାଧିକ ହୋଇଥିବା ବେଳେ ଏବେ ଦେଶ ମୋଟ କରୋନା…
ଚୁକ୍ତି ରଦ୍ଦ କରିପାରେ ପ୍ରସାର ଭାରତୀ
ନୂଆଦିଲ୍ଲୀ,୨୮ା୬: ଚାଇନା ରାଷ୍ଟ୍ରଦୂତ ସହିତ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ପିଟିଆଇ)ର ବିବାଦୀୟ ସାକ୍ଷାତ୍କାର ପରିପ୍ରେକ୍ଷୀରେ ଉକ୍ତ ନ୍ୟୁଜ୍ ଏଜେନ୍ସି ସହ ଚୁକ୍ତିନାମାର ସମୀକ୍ଷା କରୁଛି ପ୍ରସାର ଭାରତୀ। ଭାରତର ଅନ୍ୟତମ ସର୍ବପୁରାତନ ତଥା ସର୍ବବୃହତ୍ ଖବର ସଂଗ୍ରହ ସଂସ୍ଥା ପିଟିଆଇ…
ଚାଇନା ନୁହେଁ, ଭାରତ ଦାୟୀ: ଚାଇନା ରାଷ୍ଟ୍ରଦୂତ
ନୂଆଦିଲ୍ଲୀ,୨୮ା୬(ପି.ଟି.): ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଚାଇନା ରାଷ୍ଟ୍ରଦୂତ ସନ୍ ଓ୍ବିଡୋଙ୍ଗ ନ୍ୟୁଜ୍ ଏଜେନ୍ସି ପ୍ରେସ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ (ପିଟିଆଇ)କୁ ଏକ ସାକ୍ଷାତକାର ଦେଇଛନ୍ତି। ଦୁଇ ପଡ଼ୋଶୀ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ…
ଆସାମରେ ବନ୍ୟା ସ୍ଥିତି ଗମ୍ଭୀର
ଗୁଆହାଟୀ,୨୮ା୬(ପି.ଟି.): ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ୧୬ଟି ଜିଲାରେ ବନ୍ୟାଜଳ ପ୍ରବେଶ କରିଥିବାବେଳେ ୨.୫୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ଘଟିଲାଣି। ଢେମାଜି ଜିଲା ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ…
ଲଦାଖ ଘଟଣା ସରକାରଙ୍କ ବିଫଳତା ନୁହେଁ: ପାଓ୍ବାର
ସତାରା,୨୮ା୬: ଲଦାଖର ଗଲଓ୍ବାନ୍ ଉପତ୍ୟକାରେ ଭାରତ-ଚାଇନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ କଂଗ୍ରେସ ଓ ଭାଜପା ମଧ୍ୟରେ ବାକ୍ଯୁଦ୍ଧ ଜାରି ରହିଥିବା ବେଳେ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଜାତୀୟ ସୁରକ୍ଷାକୁ ନେଇ ରାଜନୀତି କରା ନ ଯିବା ଉଚିତ ବୋଲି…
Archives


