ସୀମାରେ କ୍ଷେପଣାସ୍ତ୍ର ମୁତୟନ କଲା ଭାରତ
ନୂଆଦିଲ୍ଲୀ,୨୮ା୬(ଆଇଏଏନ୍ଏସ୍): ଚାଇନା ସହ ସୀମା ବିବାଦ ବଢ଼ୁଥିବାବେଳେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଭାରତ ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଅଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରିଛି। ପୂର୍ବ ଲଦାଖ ସୀମାରେ ୮ ସପ୍ତାହ ହେଲା…
‘ଚାଇନାକୁ ବହୁମୂଲ୍ୟ ଦେବାକୁ ପଡ଼ିବ’
ନୂଆଦିଲ୍ଲୀ,୨୮ା୬: ଭାରତୀୟ ଭୂଖଣ୍ଡର ପୂର୍ବ ଲଦାଖ ଅଞ୍ଚଳରେ ଚାଇନାର ଆକ୍ରମଣାତ୍ମକ ସୈନ୍ୟ ଦୁଃସାହସ ଯୋଗୁ ବହୁମୂଲ୍ୟ ଦେବାକୁ ପଡ଼ିବ ଓ ବିଶ୍ୱରେ ଏକଘରକିଆ ହୋଇଯିବ ବୋଲି କୂଟନୈତିକ ବ୍ୟାପାର ସଂକ୍ରାନ୍ତୀୟ ବିଶେଷଜ୍ଞମାନେ ଶନିବାର ମତବ୍ୟକ୍ତ କରିଛନ୍ତି। ଗତ କିଛିମାସ ହେବ ପୂର୍ବ…
କୋଭିଡ୍ ଚିକିତ୍ସା ଲାଗି ଡେକ୍ସାମିଥାସୋନ୍କୁ ଅନୁମତି
ନୂଆଦିଲ୍ଲୀ,୨୮ା୬(ପି.ଟି.): ବହୁଳ ଭାବେ ବ୍ୟବହୃତ ହେଉଥିବା ଅପେକ୍ଷାକୃତ ଶସ୍ତା ଔଷଧ ଷ୍ଟେରଏଡ୍ ଡେକ୍ସାମିଥାସୋନ୍କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବା ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଅନୁମତି ଦେଇଛି। ଅନ୍ୟାନ୍ୟ ଚିକିତ୍ସା ସହିତ ଏହାକୁ ମଧ୍ୟମରୁ ଗୁରୁତର ଅସୁସ୍ଥ…
କୋଭିଡ୍ ଚିକିତ୍ସା ଲାଗି ଡେକ୍ସାମିଥାସୋନ୍କୁ ଅନୁମତି
ନୂଆଦିଲ୍ଲୀ,୨୭ା୬(ପି.ଟି.)-ବହୁଳ ଭାବେ ବ୍ୟବହୃତ ହେଉଥିବା ଅପେକ୍ଷାକୃତ ଶସ୍ତା ଔଷଧ ଷ୍ଟେରଏଡ୍ ଡେକ୍ସାମିଥାସୋନ୍କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବା ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଅନୁମତି ଦେଇଛି। ଅନ୍ୟାନ୍ୟ ଚିକିତ୍ସା ସହିତ ଏହାକୁ ମଧ୍ୟ ଗୁରୁତର ଅସୁସ୍ଥ କରୋନା…
ଧରା ପଡ଼ିବ ଡ୍ରାଗନର ଚାଲାକି: ଲଦାଖରେ ସ୍ଥାପିତ ହେବ ୧୩୪ ସାଟେଲାଇଟ୍ ଫୋନ୍ ଟର୍ମିନାଲ
ଲେହ, ୨୭।୬: ଲଦାଖରେ ଏଣିକି ଚାଇନାର ଚାଲାକି ଆଉ ଚଳିବନି। ଏଠାରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ପକ୍ଷରୁ ୧୩୪ ସାଟେଲାଇଟ୍ ଫୋନ୍ ଟର୍ମିନାଲ ସ୍ଥାପନ କରାଯିବ। ସ୍ଥାନୀୟ ୫୭ ଗାଁରେ ସଞ୍ଚାର ବ୍ୟବସ୍ଥାକୁ ବିକଶିତ କରାଯିବ। ଇତିମଧ୍ୟରେ…
ଗୁରୁଗ୍ରାମରେ ପଙ୍ଗପାଳ ଆତଙ୍କ: ଟିଣ ବଜାଇ, ବାଣ ଫୁଟାଇ ଘଉଡ଼ାଇବାକୁ ଉଦ୍ୟମ କଲେ ସ୍ଥାନୀୟ ଲୋକେ
ଚଣ୍ଡିଗଡ଼,୨୭।୬: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ପଙ୍ଗପାଳ ଆତଙ୍କ ଦେଖାଦେଇଛି। କରୋନା ସହ ସଂଘର୍ଷ କରୁଥିବା ହରିୟାଣାରେ ଏବେ ପଙ୍ଗପାଳ ଆତଙ୍କ ଖେଳାଇଛନ୍ତି। ଶନିବାର ଗୁରୁଗ୍ରାମର ଭିମଗଡ ଖେଡି, ରାଜେନ୍ଦ୍ର ପାର୍କ, ସୁରଟ ନଗର, ଲକ୍ଷ୍ମଣ ବିହାର ଆଦି…
ୟୁପି ବୋର୍ଡ ଟପ୍ପର: ରିୟା-ଅନୁରାଗ
ଲକ୍ଷ୍ନୌ, ୨୭।୬: ୟୁପି ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଦଶମ ବୋର୍ଡ ପରୀକ୍ଷାରେ ବାଗପତର ରିୟା ଜୈନ୍ ଟପ୍ପର ହୋଇଛନ୍ତି। ସେ ୯୬.୬୭ ପ୍ରତିଶତ ନମ୍ବର ରଖିଛନ୍ତି। ସେହିପରି ଦ୍ୱାଦଶ ବୋର୍ଡ ପରୀକ୍ଷାରେ…
କରୋନା ଲଢ଼େଇରେ ସରେଣ୍ଡର କରିଛନ୍ତି ମୋଦି: ରାହୁଲ
ନୂଆଦିଲ୍ଲୀ, ୨୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ଟପିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରାଯାଉଛି। ଶନିବାର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ…
ଗତ ୨୪ଘଣ୍ଟାରେ ୧୮ହଜାରରୁ ଊର୍ଦ୍ଧ୍ୱ କରୋନା ପିଜିଟିଭ୍ ଚିହ୍ନଟ: ରେକର୍ଡ ଭାଙ୍ଗିଲା ଭାରତ
ନୂଆଦିଲ୍ଲୀ,୨୭।୬: ଭାରତରେ କରୋନା ଭାଇରସ୍ ସଂକ୍ରମଣ ଥମିବାରେ ନା ନେଉନି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ଟପିଲାଣି। ସେହିପରି ଗତ ୨୪ଘଣ୍ଟାରେ ଭାରତରେ ସର୍ବାଧିକ ୧୮ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍…
ୟୁପି ବୋର୍ଡ ପରୀକ୍ଷା ଫଳ ପ୍ରକାଶ: ୨୦ ଟପ୍ପରଙ୍କ ଘର ପର୍ଯ୍ୟନ୍ତ ନିର୍ମାଣ ହେବ ପକ୍କା ରାସ୍ତା, କହିଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ, ୨୭।୬: କରୋନା ମହାମାରୀ ସଂକ୍ରମଣ ସମୟରେ ୟୁପି ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ସ୍ଥାନୀୟ ଲୋକ କଲ୍ୟାଣ ଭବନରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ପରୀକ୍ଷା ଫଳ ପ୍ରକାଶ…
ଲକ୍ଡାଉନ୍: ୪ କୋଟିରୁ ଅଧିକ ମା’ ନ ଚାହିଁ ବି ହୋଇଛନ୍ତି ଗର୍ଭବତୀ
ନୂଆଦିଲ୍ଲୀ, ୨୭।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ ସଙ୍କଟ ଦେଖାଦେଇଛି। ବହୁ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ ଜାରି ହୋଇଛି। ଏହି ସମୟ ମଧ୍ୟରେ ପୃଥିବୀର ୪ କୋଟି ୭୦ ଲକ୍ଷରୁ ଅଧିକ ମା’ ନ…
ଦିଲ୍ଲୀରୁ ଆସିଲା ଖୁସି ଖବର: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୫୮ ପ୍ରତିଶତ ଛୁଇଁଲା
ନୂଆଦିଲ୍ଲୀ, ୨୭।୬: କରୋନା ମହାମାରୀ ସଂକ୍ରମଣ ଭାରତରେ ଥମିବାର ନା ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୫୫୨ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୩୮୪ ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ମୋଟ…
Archives


