Posted inଜାତୀୟ

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଅଦାଲତରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୬।୯: ରାମ ଜନ୍ମ ଭୂମି ମାମଲା ଶେଷ ପରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଛି। ଏବେ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଅଦାଲତରେ ପହଞ୍ଚିଛି। ବିବାଦୀୟ ୧୩.୩୭ ଏକର ଜମି ନେଇ ମାମଲା ମଥୁରା ଏକ କୋର୍ଟରେ ପହଞ୍ଚିଛି। ଶାହି ଇଦ୍‌ଗାହ ମସଜିଦ୍‌ ହଟାଇବାର ଦାବି କରାଯାଇଛି। ସଖା ରଞ୍ଜନ ଅଗ୍ନିହୋତ୍ରୀଙ୍କ ପକ୍ଷରୁ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କୋର୍ଟରେ ସିଭିଲ୍‌ ମକଦୋମା ଦାଏର କରିଛନ୍ତି। ମନ୍ଦିର ପରିସରରୁ ମସଜିଦ୍‌କୁ ହଟାଇବା ଲାଗି ଏଥିରେ ଦର୍ଶାଯାଇଛି। ୧୯୬୮ରେ ହୋଇଥିବା ଜମି ବୁଝାମଣାକୁ ଏଥିରେ ଭୁଲ୍‌ ବୋଲି ସୂଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ ୭୫ ବର୍ଷ ପୁରୁଣା…

ନୂଆଦିଲ୍ଲୀ,୯।୩ : ଗୁରୁବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କକୁ ୭୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ...

ଝାଡ଼ଖଣ୍ଡରେ ଭିଡ଼ହିଂସା ଜଣେ ମୃତ,ଜଣେ ଗୁରୁତର

ରାଞ୍ଚି,୭ା୧୧(ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡର ଧାନବାଦରେ ଚୋର ସନ୍ଦେହରେ ଜଣକୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ମାରିଦେଇଛନ୍ତି। ଏହି ଭିଡ଼ହିଂସାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ...

ରାହୁଲଙ୍କ ସହ ମିଶିଲା ନାହିଁ ଅମରିନ୍ଦରଙ୍କ ବୟାନ

ନୂଆଦିଲ୍ଲୀ,୩୧ ।୮: ଜାଲିଆନାୱାଲାବାଗ ନବୀକରଣକୁ ନେଇ ବିବାଦ ଉପୁଜିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି ଏହାକୁ ଶହୀଦଙ୍କ ପ୍ରତି ଅପମାନ ବୋଲି...

ବଜ୍ରପାତରେ ଶତାଧିକ ମୃତ: ବିହାରରେ ୮୩, ୟୁପିରେ ୨୪

ପାଟନା,୨୬ା୬:(ପି.ଟି.):ବିହାରର ବିଭିନ୍ନ ଜିଲାରେ ଗୁରୁବାର ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ୨୪ ଘଣ୍ଟା ମଧ୍ୟରେ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩...

ସୋନିଆଙ୍କ ଏକ ବ୍ୟକ୍ତି ଏକ ପଦବୀ ରଣନୀତି: ବରିଷ୍ଠ ନେତାଙ୍କ ପଦବୀ ଯିବା ସମ୍ଭାବନା

ନୂଆଦିଲ୍ଲୀ,୧୩।୮: କଂଗ୍ରେସ ଅଧ୍ୟକ୍ଷା ଭାବେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡୋର ଧରିଛନ୍ତି। ସେ ଦଳର ସାଂଗଠନିକ କ୍ଷେତ୍ରରେ କେତେକ ପରିବର୍ତ୍ତନ ଆଣିବା ପାଇଁ ରଣନୀତି...

୭୮,୮୦୦ କୋଟିର ବଜେଟ ଉପସ୍ଥାପନ: ୨ ବର୍ଷରେ ହଟିବ ୩ ଆବର୍ଜନା ଗଦା …

ନୂଆଦିଲ୍ଲୀ,୨୨।୩ : ଦିଲ୍ଲୀ ବିଧାନସଭାରେ ୨୦୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଇଛି। ବଜେଟ ଉପସ୍ଥାପନ କରିବା ପୂର୍ବରୁ କୈଲାସ ଗେହଲୋଟ କହିଛନ୍ତି ଯେ ମାତା...

ଅଗ୍ନିପଥ ଯୋଜନାରେ ପ୍ରତିରକ୍ଷାମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ, କହିଲେ ବରୁଣ ଗାନ୍ଧୀ…

ନୂଆଦିଲ୍ଲୀ, ୧୬।୬ : ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନା ନେଇ ବିଭିନ୍ନ ବର୍ଗରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା...

‘ୟୁପିରେ ସଂଖ୍ୟାଗରିଷ୍ଠତା ସହ ଭାଜପା ସରକାରକୁ ଫେରିବ’

ମୁମ୍ବାଇ,୪।୧୨: ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଭାଜପା ଉତ୍ତର ପ୍ରଦେଶ ସରକାରକୁ ଫେରିବ। ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ୍‌ ବୈଠକ (ଏଚ୍‌ଟିଏଲଏସ୍‌)ରେ ଏଭଳି ଦୃଢ଼ୋକ୍ତି ରଖିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର...

Advertisement
Archives

Model This Week