ଜାତୀୟ

ଖରାପ ରହିଲା ଲକ୍‌ଡାଉନ ୪.୦: ପ୍ରତି ଘଣ୍ଟାରେ ସଂକ୍ରମିତ ହେଲେ ୨୭୧ ଜଣ

ନୂଆଦିଲ୍ଲୀ,୩୧।୫: ବେଳକୁ ବେଳ ଚିନ୍ତା ବଢାଇ ଚାଲିଛି କରୋନା ଭାଇରସ ସଂକ୍ରମଣ। ଏହାକୁ ରୋକିବାକୁ ଦେଶରେ ଗତ ମାର୍ଚ୍ଚ ମାସଠାରୁ ଲକ୍‌ଡାଉନ ଜାରି କରାଯାଇଛି। ତେବେ ମେ’ ୧୬ ପରେ ଜାରି କରାଯାଇଥିବା ଲକ୍‌ଡାଉନ ୪.୦ ସବୁଠାରୁ ଖରାପ ରହିଲା ବୋଲି…

ଦିଲ୍ଲୀରେ ବଡ଼ଧରଣର ଭୂକମ୍ପ ହେବାର ରହିଛି ଆଶଙ୍କା: ଦେଢ଼ ମାସରେ ୧୦ଥର ଥରିଲାଣି ଦେଶର ରାଜଧାନୀ

ନୂଆଦିଲ୍ଲୀ,୩୧।୫: ଗତ ଦେଢ଼ ମାସ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ୧୦ଥର କମ୍‌ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଛି। ଏହା ଆଗାମୀ ଦିନରେ ଏଠାରେ ବଡ଼ଧରଣର ଭୂକମ୍ପ ହେବାର ଆଶଙ୍କାକୁ ସୂଚିତ କରୁଛି। ଏନେଇ ଓ୍ବାଡ଼ିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ ଜିଓଲୋଜିର ମୁଖ୍ୟ…

ପନିପରିବା-ଫଳ ବିକ୍ରେତାଙ୍କର ହେବ କରୋନା ଟେଷ୍ଟ

ଦୋଡା,୩୧।୫: କରୋନା ଭାଇରସ ସଂକ୍ରମଣ ଧିରେ ବୃଦ୍ଧି ପାଉ ଥିବାରୁ ଏବେ ଏହା ସରକାରଙ୍କ ସମେତ ସାଧାରଣ ଜନତାଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ଜମ୍ମୁ-କଶ୍ମୀରର ଦୋଡା ଜିଲା ପ୍ରଶାସନ ପକ୍ଷରୁ ପନିପରିବା ବା ଫଳ ବ୍ୟବସାୟୀ ଓ ହୋଲ୍‌ସେଲରଙ୍କର କରୋନା…

କ୍ୱାରାଣ୍ଟାଇନରେ ମନ୍ତ୍ରୀ ସତପାଲ ମହାରାଜ

ଡେରାଡୁନ,୩୧।୫: ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜ ଏବେ କ୍ୱାରାଣ୍ଟାଇନରେ। ତାଙ୍କ ଧର୍ମପତ୍ନୀ ଅମ୍ରିତା ରାଓ୍ବତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ମନ୍ତ୍ରୀ ସତପାଲ ମହାରାଜ କ୍ୱାରାଣ୍ଟାଇନରେ ରହିବା ଆରମ୍ଭ କରିଛନ୍ତି। ଏହାସହ ତାଙ୍କ ଘରେ ରହୁଥିବା ପ୍ରାୟ…

ଏବେ ଦେଶ ହେଲା ଅନ୍‌ଲକ୍‌, ସତର୍କତା ଜରୁରୀ: ମୋଦି

ନୂଆଦିଲ୍ଲୀ,୩୧।୫: ଏବେ ଦେଶ ଅନ୍‌ଲକ୍‌ ହୋଇଛି। ଅର୍ଥବ୍ୟବସ୍ଥାରେ ସୁଧାର ପାଇଁ ଦେଶର ଏକ ବୃହତମ କ୍ଷେତ୍ରକୁ ଖୋଲି ଦିଆଯାଇଛି। ତେବେ କରୋନା ମହାମାରୀ ରହିଛି। ତେଣୁ ପ୍ରତିଟି କାର୍ଯ୍ୟରେ ତଥା କ୍ଷେତ୍ରରେ ସତର୍କତା ଜରୁରୀ। ୬୫ ତମ ମନ୍‌ କି ବାତ୍‌…

ଦେଶରେ ୫ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ,୩୧।୫: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୮,୩୮୦ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ରବିବାର ସକାଳସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୮୨,୧୪୩ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ…

ତାମିଲନାଡୁରେ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ,୩୧।୫: ପଞ୍ଜାବ ପରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟସୀମାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତାମିଲନାଡୁରେ ସମସ୍ତ ଜିଲାକୁ ୮ଟି ଜୋନ୍‌ରେ ବିଭକ୍ତ କରାଯାଇଛି। କାଞ୍ଚିପୁରମ୍‌, ଚେଙ୍ଗଲାପଟ୍ଟୁ ଏବଂ ତେରୁବଲ୍ଲୁରର ୭ଟି ଜୋନ୍‌ ତଥା ଚେନ୍ନାଇର ୮ଟି ଜୋନ୍‌ରେ…

କରୋନା ଭୂତାଣୁ ଉପରେ ଗବେଷଣା: ସ୍ଥାପିତ ହେବ ୧୬ ଜୈବ ବ୍ୟାଙ୍କ

ନୂଆଦିଲ୍ଲୀ,୩୧।୫: ଭାରତରେ କରୋନା ଭୂତାଣୁ ଉପରେ ଅଧିକ ଗବେଷଣା ପାଇଁ ୧୬ଟି ଜୈବ ବ୍ୟାଙ୍କ ସ୍ଥାପନ କରାଯିବ। ଏନେଇ ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ୯ଟି ଜୈବ ବ୍ୟାଙ୍କ ଆଇସିଏମ୍‌ଆର୍‌ ଦ୍ୱାରା କାର୍ଯ୍ୟ କରିବ। ସେହିପରି ୪ଟି ଡିବିଟି ଦ୍ୱାରା…

ସଂକ୍ରମିତଙ୍କୁ ଶୋଷୁଛି ଘରୋଇ ହସ୍ପିଟାଲ

ନୂଆଦିଲ୍ଲୀ,୩୧।୫: ମହାମାରୀ କରୋନା ଲୋକଙ୍କ ନିଦ ହଜାଇ ଦେଇଛି। ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପର୍ଯ୍ୟାପ୍ତ ସରକାରୀ ସୁବିଧା ନ ଥିବାବେଳେ ରୋଗୀମାନେ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାକୁ ବାଧ୍ୟ ହେଉଛନ୍ତି।…

ବହୁମତ ଦେଇଥିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୩୧ା୫(ପି.ଟି.): ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁମତ ପାଇବା ସହ ଦ୍ୱିତୀୟ ପର୍ଯ୍ୟାୟ ସରକାର ଗଠନ କରିଥିଲେ। ଏହି ସରକାର ଉପରେ ଜନସାଧାରଣଙ୍କର ଅଧିକ ଆଶା ଭରସା ରହିଥିବାରୁ ସରକାରଙ୍କ ଉପରେ ଗୁରୁଦାୟିତ୍ୱ ପଡ଼ିଥିଲା। ଏଥିପାଇଁ ବହୁ ବଡ଼…

ଏମ୍‌ପିରେ ଜୁନ ୧୫ ଯାଏ ଲକ୍‌ଡାଉନ୍‌

ଭୋପାଳ,୩୧।୫: ମଧ୍ୟପ୍ରଦେଶ(ଏମ୍‌ପି)ରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଲକ୍‌ଡାଉନ୍‌କୁ ଜୁନ ୧୫ ଯାଏ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ୍‌ ସିଂ ଚୌହାନ ଶନିବାର ଘୋଷଣା କରିଛନ୍ତି। ରାଜ୍ୟରେ ଅର୍ଥନେତିକ କାର୍ଯ୍ୟକଳାପ ପୁନଃ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ବୋଲି…

୨୮% ସଂକ୍ରମିତଙ୍କଠାରେ ଲକ୍ଷଣ ନାହିଁ

ନୂଆଦିଲ୍ଲୀ,୩୧ା୫(ପି.ଟି.): ଭାରତରେ ଏପ୍ରିଲ ୩୦ ସୁଦ୍ଧା ୪୦,୧୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୮ ପ୍ରତିଶତଙ୍କଠାରେ କୋଭିଡ୍‌-୧୯ର କୌଣସି ଲକ୍ଷଣ ନ ଥିଲା ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ସାମାନ୍ୟ କିମ୍ବା ଆଦୌ ଲକ୍ଷଣ ଦେଖାଉ ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri